Latest Odisha News

BREAKING NEWS

Browsing Category

ଫିଚର

ଆହୁରି ଶସ୍ତା ହେଲା ସୁନା: କେତେ ରହିଛି ଆଜିର ଦର, ଜାଣନ୍ତୁ…

ନୂଆଦିଲ୍ଲୀ: ବିଦେଶୀ ବଜାରରେ ଗତ କିଛିଦିନ ହେବ ସୁନାଦରରେ କ୍ରମାଗତ ହ୍ରାସ ପରିଲିଖିତ ହେଉଛି । ବିଦେଶୀ ବଜାରରେ ଦର ହ୍ରାସ ଯୋଗୁଁ ଭାରତର ଘରୋଇ ବଜାରରେ ମଧ୍ୟ ସୁନା ଦାମ୍ ଉପରେ ପ୍ରଭାବ ପଡୁଛି । ୧୨ ତାରିଖ ଦିଲ୍ଲୀ ବଜାରରେ ସୁନା ଓ ରୂପା ଦର ହ୍ରାସ ଘଟିଥିବା ଦେଖିବାକୁ ମିଳିଛି ।…

‘ଓଆଇସିଏଲ’, ‘ଏନଆଇସିଏଲ’ ଏବଂ ‘ୟୁଆଇଆଇସିଏଲ’ ଲାଗି ପୁଞ୍ଜି ଉପଲବ୍ଧ କରାଇବା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ରାଷ୍ଟ୍ରାୟତ କ୍ଷେତ୍ରର ତିନୋଟି ସାଧାରଣ ବୀମା କମ୍ପାନୀ ଯଥା : ଓରିଏଂଟାଲ ଇନ୍ସ୍ୟୋରାନ୍ସ କମ୍ପାନୀ ଲିଃ (ଓଆଇସିଏଲ), ନ୍ୟାସନାଲ ଇନ୍ସ୍ୟୋରାନ୍ସ କମ୍ପାନୀ ଲିଃ (ଏନଆଇସିଏଲ) ଓ ୟୁନାଇଟେଡ ଇଣ୍ଡିଆ…

ଅଣାୟତ୍ତ କରୋନା: ଚୀନରେ ନେଲାଣି ୧୩୦୦ ମୁଣ୍ଡ

ବେଜିଂ: ବୋଲ ମାନୁନି ମାରାତ୍ମକ କରୋନା ଭାଇରସ । ଦିନକୁ ଦିନ ଏହା ଅଣାୟତ୍ତ ହେବାରେ ଲାଗିଛି । ଏହାର ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଏହି ମାରାତ୍ମକ ଭାଇରସ ଚୀନରେ ନେଲାଣି ୧୩୦୦ ମୁଣ୍ଡ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କରୋନା ଭାଇରସ୍…

କିସ ଡେ’: ପ୍ରେମରେ ପ୍ରଗାଢତା ବଢାଏ ଚୁମ୍ବନ

ଭୁବନେଶ୍ୱର: ଚାଲିଛି ପ୍ରେମ ସପ୍ତାହ । ଏହି ପ୍ରେମ ସପ୍ତାହର ଆଜି ସପ୍ତମ ଦିନ । ପ୍ରେମୀ ମାନେ ଏହାକୁ କିସ ଡେ' ବା ଚୁମ୍ବନ ଦିବସ ଭାବେ ପାଳନ କରୁଛନ୍ତି । ପ୍ରେମକୁ ନିଜ ପାର୍ଟନର ସାମ୍ନାରେ ପ୍ରକାଶ କରିବା ପାଇଁ ପାଳନ କରାଯାଏ ଭାଲେଣ୍ଟାଇନ୍ ସପ୍ତାହ । ଭାଲେଣ୍ଟାଇନ୍ ଦିବସର ସପ୍ତମ…

ଆଜି ପବିତ୍ର କୁମ୍ଭ ସଂକ୍ରାନ୍ତି; କ’ଣ ରହିଛି ଏହାର ମାହାତ୍ମ୍ୟ, ଜାଣନ୍ତୁ

ଭୁବନେଶ୍ୱର: ଆଜି ପବିତ୍ର କୁମ୍ଭ ସଂକ୍ରାନ୍ତି । ଏହା ବର୍ଷର ଏକାଦଶ ସଂକ୍ରାନ୍ତି । ଏହି ସଂକ୍ରାନ୍ତିରେ ସୂର୍ଯ୍ୟ ମକର ରାଶିରୁ କୁମ୍ଭ ରାଶିକୁ ଗମନ କରନ୍ତି । ୧୨ଟି ସଂକ୍ରାନ୍ତି ମଧ୍ୟରୁ ମକର ସଂକ୍ରାନ୍ତି ପରେ କୁମ୍ଭ ସଂକ୍ରାନ୍ତି ଶ୍ରେଷ୍ଠ ବୋଲି ପୁରାଣରେ ଉଲ୍ଲେଖ ରହିଛି । ଆଜି ଗୃହରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୩-୦୨-୨୦୨୦ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ  ମାସ   ତା ୧୩ ରିଖ ଗୁରୁବାର  କୁମ୍ଭ  ୧ ଦିନ  ଫାଲଗୁନ   ମାସ କୃଷ୍ଣ  ପକ୍ଷ ପଞ୍ଚମୀ  ତିଥି  ହସ୍ତା   ନକ୍ଷତ୍ର ଦିନ ୧୦ଟା…

ଲଞ୍ଚ ହେଲା ସାମସଙ୍ଗ ଏସ୨୦ ସିରିଜର ତିନି ସ୍ମାର୍ଟଫୋନ; ଜାଣନ୍ତୁ କ’ଣ ରହିବ ଦାମ…

ନୂଆଦିଲ୍ଲୀ: ବହୁତ ସମୟ ଚର୍ଚ୍ଚାରେ ଥିବା ସାମସଙ୍ଗ ଶେଷରେ ଅଫିସିଆଲି ଭାବେ ଲଞ୍ଚ କରିଛି ନିଜର ଏସ୨୦ ଫ୍ଲାଗସିପ ସ୍ମାର୍ଟଫୋନ | ଦକ୍ଷିଣ କୋରିଆର ଏହି କମ୍ପାନୀ ତାର ଏହି ସ୍ମାର୍ଟଫୋନ ଗାଲାକ୍ସି ଏସ୨୦, ଗାଲାକ୍ସି ଏସ୨୦+ ଓ ଗାଲାକ୍ସି ଏସ୨୦ ଅଲ୍ଟ୍ରା | ଏହାର ଲଂଚିଙ୍ଗ…

ଆସନ୍ତା ୧୯ରୁ ମହାରାଷ୍ଟ୍ରର ସମସ୍ତ କଲେଜରେ ବାଧ୍ୟତାମୂଳକ ହେବ ଜାତୀୟ ସଙ୍ଗୀତ

ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାର ସମସ୍ତ କଲେଜ ଗୁଡିକରେ ଜାତୀୟ ସଙ୍ଗୀତ ଗାଇବା ବାଧ୍ୟତାମୂଳକ କରିଛନ୍ତି । ଏହା ଆସନ୍ତା ୧୯ ତାରିଖରୁ ଲାଗୁ କରିଦିଆଯିବ । କଲେଜ ଗୁଡିକରେ ଜାତୀୟ ସଙ୍ଗୀତ ଗାଇବା ବାଧ୍ୟତାମୂଳକ ବୋଲି ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ କହିଛନ୍ତି । Maharashtra…

ଓଡ଼ିଶା ଜନସଂଖ୍ୟାର ୮୩ % ଲୋକଙ୍କ ଜୀବନ ମାନଦଣ୍ଡରେ ପରିବର୍ତ୍ତନ ଆଣିବ ‘ମୋ ସରକାର’: ନବୀନ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଏବଂ ପାନୀୟ ଜଳ ବିଭାଗ ବୁଧବାର ଦିନ ‘ମୋ ସରକାର’ରେ ସାମିଲ୍ ହୋଇଛି । ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ହିଁ ଗ୍ରାମାଞ୍ଚଳ ଶାସନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ‘ମୋ ସରକାର’ ହିଁ ଓଡ଼ିଶା ଜନସଂଖ୍ୟାର ୮୩ ପ୍ରତିଶତ ଲୋକଙ୍କ…

ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ୱେଣ୍ଡେଲ ରୋଡ୍ରିକ୍ସଙ୍କ ନିଧନ

ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ୱେଣ୍ଡେଲ ରୋଡ୍ରିକ୍ସଙ୍କ ଆଜି ମୃତୁ୍ୟ ହୋଇଛି । ୬୦ ବର୍ଷୀୟ ୱେଣ୍ଡେଲଙ୍କ ନିଧନ ଗୋଆରେ ହୋଇଛି । ସେ ୨୮ ମେ, ୧୯୬୦ ମସିହାରେ ଗୋଆରେ ଜନ୍ମ ଗ୍ରହଣ କରିଥିଲେ । କ୍ୟାଥୋଲିକ୍ ଗୋଅନ ପରିବାରରେ ଜନ୍ମ ଗ୍ରହଣ କରିଥିବା ୱେଣ୍ଡେଲ ଫ୍ୟାଶନ ଡିଜାଇନିଂରେ…