Latest Odisha News

BREAKING NEWS

Browsing Category

ଫିଚର

ଆଗାମୀ ୪୮ ଘଣ୍ଟା ମଧ୍ୟରେ ବୃଦ୍ଧି ପାଇବ ରାଜ୍ୟର ତାପମାତ୍ରା

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଦିନ ଓ ରାତିର ତାପମାତ୍ରା ବୃଦ୍ଧି ପାଇବ ବୋଲି ଗୁରୁବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଉମା ଶଙ୍କର ଦାସ ଗଣମାଧ୍ୟମକୁ ସୂଚନା ଦେଇ…

ଭୁଶୁଡିଲା ଫୁଟ୍ ଓଭରବ୍ରିଜ୍‌, ୬ ଆହତ

ଭୋପାଲ: ମଧ୍ୟପ୍ରଦେଶ ଭୋପାଲ ରେଲୱେ ଷ୍ଟେସନ୍‌ରେ ବଢ ଧରଣର ଅଘଟଣ । ଫୁଟ୍ ଓଭରବ୍ରିଜ୍ ଭୁଶୁଡି ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ଲାର୍ଟ ଫର୍ମ ନମ୍ବର-୩ରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ରେଳ କର୍ମଚାରୀ ଓ…

ଆସନ୍ତାକାଲି ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ; ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୪ ତାରିଖରୁ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଗୁରୁବାର ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପ୍ରାତ୍ର । ପ୍ରାପ୍ତ ସୂଚନାନୁଯାୟୀ ଦୀର୍ଘ ଦିନଧରି ଚାଲିବାକୁ ଥିବା ଏହି ବଜେଟ୍ ଅଧିବେଶନରେ ଗୃହ କାର୍ଯ୍ୟ…

ବିଶ୍ୱ ରେଡ଼ିଓ ଦିବସ: ଜାଣନ୍ତୁ, ରେଡ଼ିଓ ଟ୍ରାନ୍ସମିସନ ସମ୍ପର୍କରେ କିଛି ଜଣା ଅଜଣା କଥା…

ଭୁବନେଶ୍ୱର: ଜାତି ସଂଘ ଆନୁକୂଲ୍ୟରେ ୨୦୧୨ରୁ ପ୍ରତିବର୍ଷ ଫେବ୍ରୃଆରି ମାସ ୧୩ ତାରିଖରେ ପାଳନ କରାଯାଉଛି 'ବିଶ୍ୱ ରେଡ଼ିଓ ଦିବସ' । ଏହି ଅବସରରେ ରେଡ଼ିଓ ଟ୍ରାନ୍ସମିସନ ସମ୍ପର୍କରେ କେତେକ ଜଣା ଅଜଣା କଥା । ୧୮୬୦ ରେ ରେଡ଼ିଓ ତରଙ୍ଗର ଉପସ୍ଥିତି ଓ ଏହାର ଟ୍ରାନ୍ ସିମିସନ୍ ବାବଦରେ ପ୍ରଥମେ…

ସଙ୍ଗାତ ଥିଲା ସେ…

ଅବଶ୍ୟ ଏ କାହାଣୀ ଘଟିଲା ବେଳକୁ ମୋ ବାପା ସ୍କୁଲରେ ପଢୁଥିଲେ। ମୋ ବାପାଙ୍କ ପିଉସୀ ଜାନିଆ ଦେଈ ଗୋଟେ ରେଡ଼ିଓ ନେଇ ଯାଇଥିଲା ତା’ ସାଙ୍ଗରେ ବାହାଘର ପରେ । ଜାନିଆ ଦେଈ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲା । ଆମ ଗାଁରେ ତ ସେତେବେଳେ ସ୍କୁଲ ନଥିଲା । ଜାନିଆ ଦେଈ ଓ ପାରା ଦେଈ ଯାଉଥିଲେ…

ଆସିଲା ‘ଭୂତ’ର ଗୀତ, ଦେଖନ୍ତୁ ଭିକି-ଭୂମିଙ୍କ ରୋମାନ୍ସ

ମୁମ୍ବାଇ: ରିଲିଜ ହୋଇଛି ଫିଲ୍ମ ‘ଭୂତ ପାର୍ଟ ୱାନ୍‌-ଦ ହଂଟେଡ୍ ସିପ୍‌’ର ଏକ ରୋମାଂଟିକ ଗୀତ । ଏଥିରେ ଭିକି କୌଶାଲ ଏବଂ ଭୂମି ପେଡ୍‌ନେକରଙ୍କ ରୋମାନ୍ସ ଦେଖବାକୁ ମିଳିଛି । ଗୀତକୁ ଗାଇଛନ୍ତି ଅଖିଲ ସଚଦେବ ଓ ମନଶୀଲ ଗୁଜରାଲ । କରନ୍ ଜୋହରଙ୍କ ପ୍ରଯୋଜନାରେ ତିଆରି ହରର ଫିଲ୍ମ ‘ଭୂତ’ର…

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଫସିଛନ୍ତି କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୋରା। ତାଙ୍କ ଗାଡିରୁ ୧ଲକ୍ଷ ୧୦ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ । ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ ଶିବପ୍ରସାଦ ଦରା ୧ଲକ୍ଷ ୧୦ ହଜାର ଟଙ୍କା…

ଦଶ ବାହାନା କରି ଶ୍ରଦ୍ଧା ନେଇଗଲେ ଟାଇଗରଙ୍କ ଦିଲ୍‌, ଦେଖନ୍ତୁ ଭିଡିଓ

ମୁମ୍ବାଇ: ପୁଣି ଥରେ ପରଦାରେ ଦେଖିବାକୁ ମିଳିଛି ଟାଇଗର-ଶ୍ରଦ୍ଧାଙ୍କ ରୋମାନ୍ସ । ସାମ୍ନାକୁ ଆସିଛି ଅପ୍‌କମିଂ ଫିଲ୍ମ ବାଗି-୩ର ପ୍ରଥମ ଗୀତ ‘ଦଶ ବାହାନେ କର୍ କେ ଲେଗୟେ ଦିଲ୍‌-୨.୦’ । ଗୀତରେ ଶ୍ରଦ୍ଧା ଏବଂ ଟାଇଗରଙ୍କ ଦମ୍‌ଦାର ଡ୍ୟାନ୍ସ ସାଙ୍ଗକୁ ସିଜଲିଙ୍ଗ କେମେଷ୍ଟ୍ରୀ ମଧ୍ୟ ଦେଖିବାକୁ…

ଉତ୍ତରପ୍ରଦେଶରେ ବସ୍ ଦୁର୍ଘଟଣା: ୧୩ ମୃତ, ୩୧ ଆହତ

ଫିରୋଜାବାଦ: ଉତ୍ତରପ୍ରଦେଶର ଫିରୋଜାବାଦରେ ବୁଧବାର ବିଳମ୍ବିତ ରାତ୍ରୀରେ ଆଗ୍ରା-ଲକ୍ଷ୍ନୌ ଏକ୍ସ୍‍ପ୍ରେସ୍‌ୱେରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବସ ଟ୍ରକକୁ ଧକ୍କା ଦେବା ଫଳରେ ୧୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ରୁ ଅଧିକ ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା…

ବିଶ୍ୱ ରେଡ଼ିଓ ଦିବସ: ଆଜିବି କମି ନାହିଁ ରେଡ଼ିଓର ଚାହିଦା

ଭୁବନେଶ୍ବର: ଆଜିର ସମୟରେ ଟେଲିଭିଜନର ଲୋକପ୍ରିୟତା ବୃଦ୍ଧି ସାଙ୍ଗକୁ ମୋବାଇଲର ବହୁଳ ବ୍ୟବହାର ସତ୍ତ୍ୱେ ମଧ୍ୟ ରେଡ଼ିଓ କମି ନାହିଁ ରେଡ଼ିଓର ଚାହିଦା । ଅନ୍ୟ ଗଣମାଧ୍ୟମ ତୁଳନାରେ ରେଡ଼ିଓର ଏକ ନିଆରା ଆଦର ରହିଛି । ପାହାଡ଼ ଉପରେ ଥିବା ଜନବସତି ହେଉ ବା ସମୁଦ୍ର କୂଳରେ ଏହା ମୁକ୍ତ ଭାବେ…