Latest Odisha News

BREAKING NEWS

Browsing Category

ଫିଚର

ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ: ଚଳିତ ବର୍ଷର ବଜେଟ ଅଟକଳକୁ ମିଳିବ ଅନୁମୋଦନ

ଭୁବନେଶ୍ୱର: ଆଜି ଦିନ ୧୧ଟା ୪୫ ମିନିଟରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ବସିବ। ଏହି ବୈଠକରେ ଚଳିତ ଆର୍ଥିକ ବର୍ଷ ବଜେଟ୍‌ ଅଟକଳକୁ ବୈଠକରେ ଅନୁମୋଦନ ମିଳିବ ବୋଲି ଜଣାପଡିଛି। ରାଜ୍ୟ କ୍ୟାବିନେଟ୍‌ ବୈଠକ ସହ ୧୨ଟା ୧୫ରେ ବସିବ ମନ୍ତ୍ରୀପରିଷଦ ବୈଠକ। ଉଭୟ…

ଦେଖନ୍ତୁ ଭିଡ଼ିଓ: କ୍ୟାମେରା ଲେନ୍ସରେ କଏଦ୍ ହେଲା ଧଳା ଲକ୍ଷ୍ମୀ ପେଚା !

କୋରାପୁଟ: ପେଚା ମହାଲକ୍ଷ୍ମୀଙ୍କ ବାହନ । ଜନଶ୍ରୁତି ରହିଛି ଧଳା ପେଚା ଦେଖିଲେ ଶୁଭ । ମାତ୍ର ଧଳା ଲକ୍ଷ୍ମୀ ପେଚା ଦେଖିଲେ ଅତ୍ୟନ୍ତ ଶୁଭ ସାବ୍ୟସ୍ତ୍ୟ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି । ଏହିପରି ଏକ ବିରଳ ଧଳା ପେଚାର ଠାବ କରାଯାଇଛି କୋରାପୁଟ ଜିଲ୍ଲା ଅନ୍ତର୍ଗତ ପଟ୍ଟାମାଲିଗୁଡ଼ା…

ରାଜ୍ୟରେ ସ୍ୱାଇନ ଫ୍ଲୁ: ଗୋଟିଏ ଦିନରେ ୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ବିଶ୍ୱରେ କରୋନା ଭାଇରସ ଦିନକୁ ଦିନ ମାରାତ୍ମକ ହେଉଥିବା ବେଳେ ରାଜ୍ୟରେ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।ଗୁରୁବାର ଦିନ ୩ ଜଣ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ଚିହ୍ନଟ ୩ ରୋଗୀଙ୍କ ସହ ସ୍ୱାଇନ…

କରୋନା: ଜୀବନ ହାରିଲେ ପ୍ରଥମେ ଭୂତାଣୁ ଚିହ୍ନଟ କରିଥିବା ଡାକ୍ତର

ବେଜିଂ: ମାରାତ୍ମକ କରୋନା ଭୂତାଣୁ ପୁଣି ଜଣେ ଡାକ୍ତରଙ୍କ ଜୀବନ ନେଇଛି । ତେବେ ବଡ କଥା ହେଉଛି ଏହି ଭୂତାଣୁକୁ ପ୍ରଥମେ ଚିହ୍ନଟ କରି ଲୋକଲୋଚନକୁ ଆଣିଥିବା ଡାକ୍ତର ହିଁ ଭୂତାଣୁର ଶୀକାର ହୋଇଛନ୍ତି । ଦୀର୍ଘଦିନ ହେଲା କରୋନାରେ ସଂକ୍ରମିତ ହୋଇ ଜୀବନ ସହ ସଂଘର୍ଷ କରୁଥିବା ଚୀନ୍ ଉହାନର ଡାକ୍ତର…

ରୋଜ ଡେ’ ଅବସରରେ ଆଜି ପରଦାକୁ ଆସୁଛି ଦୁଇଟି ଭିନ୍ନ ସ୍ୱାଦର ସିନେମା…

ମୁମ୍ବାଇ: ଆଜିଠୁ ଆରମ୍ଭ ପ୍ରେମ ସପ୍ତାହ । ପ୍ରେମ ସପ୍ତାହର ପ୍ରଥମ ଦିନ ଅର୍ଥାତ ରୋଜ ଡେ' ଅବସରରେ ପରଦାକୁ ଆସୁଛି ଦୁଇଟି ଭିନ୍ନ ସ୍ୱାଦର ବଲିଉଡ ସିନେମା। ଗୋଟିଏ ଆଦିତ୍ୟ ରୟ କପୁର ଓ ଦିଶା ପଟାନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଲଙ୍ଗ’ ହୋଇଥିବା ବେଳେ ଅନ୍ୟଟି କାଶ୍ମୀର ପଣ୍ଡିତଙ୍କ ଦୁଃଖ ଭରା…

ବଜାରକୁ ଆସୁଛି ନୂଆ ରେଡମୀ ୯ଏ, ରେଡମୀ ୯; ଜାଣନ୍ତୁ କ’ଣ ରହିଛି ଫିଚର୍ସ

ନୂଆଦିଲ୍ଲୀ: ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନୀ ଶାଓମୀ ପୁଣିଥରେ ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି ନୂଆ ରେଡମୀ ୯ଏ ଓ ୯ ସ୍ମାର୍ଟଫୋନ୍ । କମ୍ପାନୀର ସୂଚନାନୁଯାୟୀ ଆସନ୍ତା ଫେବୃଆରୀ ୧୧ ତାରିଖରେ ଏହି ସ୍ମାର୍ଟଫୋନ୍ ଲଞ୍ଚ କରାଯିବ । ଏଥିସହିତ ରେଡମୀ ପାୱାର ବ୍ୟାଙ୍କ ମଧ୍ୟ ରହିଛି ।…

ଆଜିଠୁ ଆରମ୍ଭ ପ୍ରସିଦ୍ଧ ଯୋରନ୍ଦା ମେଳା…

ଢେଙ୍କାନାଳ: ଆଜିଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଯୋରନ୍ଦା ମେଳା। ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି ମେଳା ପାଇଁ ସଜେଇ ହୋଇଛି ଯୋରନ୍ଦା ମହିମାଗାଦି। ଏହି ଅବସରରେ ବିଶ୍ୱର କଲ୍ୟାଣ ନିମନ୍ତେ ମନ୍ଦିରମାନଙ୍କରେ ମହିମା ଗୋସାଇଁଙ୍କ ଉଦ୍ଦେଶ୍ୟରେ ସାଧୁମାନେ ଘୃତାହୁତି ପ୍ରଦାନ କରନ୍ତି ।…

ଅଣାୟତ୍ତ କରୋନା ଭାଇରସ: ୬୩୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ବେଜିଂ: ଦିନକୁ ଦିନ ଅଣାୟତ୍ତ ହେଉଛି ମାରାତ୍ମକ ‘କରୋନା’ ଭାଇରସ । ଏହାର ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୬୩୦ ଛୁଇଁଲାଣି । ଏଥିରେ ୨ ଜଣ ଡାକ୍ତର ଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ । ଗୁରୁବାର ଜଣେ ଡାକ୍ତର ସ୍ନାଗ ୟିଙ୍ଗଜୀ (୨୭ବର୍ଷ)ଙ୍କ ମୃତ୍ୟୁ ହୋଇଥିଲା । ପ୍ରଥମେ ସେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୭-୦୨-୨୦୨୦ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ ତା ୭ ରିଖ ଶୁକ୍ରବାର ମକର ୨୪ ଦିନ ମାଘ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର:…

ରେଳ ବଜେଟ୍‌ରେ ଅନୁଦାନ କମିଛି: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ରେଳ ବଜେଟ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ରେଳ ବଜେଟ୍‌ରେ ଓଡ଼ିଶା ପାଇଁ ଅନୁଦାନ କମିଛି । ରେଳ ବଜେଟ୍ ନୈରାଶ୍ୟଜନକ । ଯେତିକି ମିଳିବା କଥା ସେତିକି ମିଳିନି ବୋଲି ସେ କହିଛନ୍ତି । ପୂର୍ବ ବର୍ଷଠାରୁ ଚଳିତ ବର୍ଷର ବଜେଟ୍…