Latest Odisha News

BREAKING NEWS

Browsing Category

ଫିଚର

ଅଯୋଧ୍ୟାରେ ବାବ୍ରି ମସଜିଦ ନିର୍ମାଣକୁ ଶଙ୍କରାଚାର୍ଯ୍ୟଙ୍କ ବିରୋଧ

ଭୁବନେଶ୍ୱର: ବାବ୍ରି ମସ୍‌ଜିଦକୁ ୫ ଏକର ଜମି ଦିଆଯିବା ପ୍ରସଙ୍ଗକୁ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ବିରୋଧ । ସେ କହିଛନ୍ତି, ଏହି ନିଷ୍ପତି ଆତଙ୍କବାଦ ଓ ଦେଶ ବିଭାଜନକୁ ପ୍ରୋତ୍ସାହିତ କରିବ । ଏପରିକି ଯେଉଁମାନେ ଏଭଳି ନିଷ୍ପତି ନେଉଛନ୍ତି ସେମାନେ…

ପାଣି ପାଇପରୁ ବାହାରୁଛି ମଦ !

ତ୍ରିସୁର : କେରଳର ତ୍ରିସୁର ଜିଲାରେ ଏକ ମଜାଦାର ଘଟଣା ଘଟିଛି । ଏଠାକାର ଚଲାକୁଡି ଅଂଚଳର ଏକ ଆପାର୍ଟମେଂଟରେ ଦିନେ ସକାଳୁ ପାଣି ପାଇପରୁ ମଦ ବାହାରିଥିଲା । ସୋସାଇଟରେ ଏ ନେଇ ହୋ ହଲ୍ଲା ପରିସ୍ଥିତି ସୃଷ୍ଟି ହେଇଗଲା । ସ୍ଥାନୀୟ ନଗର ନିଗମକୁ ଏ ନେଇ ଯୋଗାଯୋଗ କରାଗଲା । ପରେ ଅବକାରୀ…

ବିଶ୍ୱପ୍ରସିଦ୍ଧ ଚିତ୍ରଶିଳ୍ପୀ ରାଜା ରବି ବର୍ମାଙ୍କ ସ୍ମୃତିକୁ ଲେନ୍ସରେ ତାଜା କଲେ ଭେଙ୍କଟ ରାମ୍‌

ନୂଆଦିଲ୍ଲୀ:   ଦକ୍ଷିଣ ଭାରତର ପ୍ରସିଦ୍ଧ ଫଟୋଗ୍ରାଫର ଜି. ଭେଙ୍କଟ୍ ରାମ୍ ପୃଥିବୀ ପ୍ରସିଦ୍ଧ ଚିତ୍ରଶିଳ୍ପୀ ରାଜା ରବି ବର୍ମାଙ୍କର ସ୍ମୃତି ତାଜା କରିଛନ୍ତି । କଥା ହେଉଛି ନିକଟରେ ଭେଙ୍କଟ୍ ରାମ୍ ଏକ କ୍ୟାଲେଣ୍ଡର ପ୍ରସ୍ତୁତି କରିଛନ୍ତି । ଏହି କ୍ୟାଲେଣ୍ଡରରେ ସେ ସେହି ଫଟୋ ସବୁ ସ୍ଥାନ…

ଚୀନର ଉହାନରୁ ଆସିଥିବା ସମସ୍ତ ଭାରତୀୟଙ୍କ କରୋନା ଭୂତାଣୁ ପରୀକ୍ଷା ରିପୋର୍ଟ ନେଗେଟିଭ

ନୂଆଦିଲ୍ଲୀ: ୬ ଫେବୃଆରୀ ସୁଦ୍ଧା ୧୨୬୫ଟି ବିମାନରେ ଆସିଥିବା ୧,୩୮,୭୫୦ ଜଣ ଯାତ୍ରୀଙ୍କର ନୋଭେଲ କରୋନା ଭୂତାଣୁ ପରୀକ୍ଷା କରାଯାଇଛି । ବର୍ତମାନ ସୁଦ୍ଧା ଅନ୍ୟ କେହି ନୋଭେଲ କରୋନା ଭୂତାଣୁ ସଂକ୍ରମିତ ହେବାର ସୂଚନା ନାହିଁ । ଚୀନର ଉହାନରୁ ଉଦ୍ଧାର ହୋଇଥିବା ସମସ୍ତ ୬୪୫ ଜଣ ଭାରତୀୟଙ୍କ…

୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ : ଭାରତ-ବାଂଲାଦେଶ ଫାଇନାଲ

ପୋଚେଫ୍ରୁଷ୍ଟ୍ରୁମ: ଏଠାରେ ଅନୁଷ୍ଠିତ ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୬ ଉଇକେଟରେ ହରାଇ ବାଂଲାଦେଶ ଫାଇନାଲରେ ପ୍ରବେଶ କରିଛି । ପୂର୍ବରୁ ପାକିସ୍ତାନ ପରାଜିତ କରି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିବା ଭାରତକୁ ବାଂଲାଦେଶ ଭେଟିବ । ୯…

ଶତକ ହାସଲ କରିବା ପରେ ଟେଲର କାହିଁକି ଜିଭ କାଢ଼ନ୍ତି ଆସନ୍ତୁ ଜାଣିବା

ହାମିଲଟନ: ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ରସ ଟେଲରଙ୍କ ଶତକ ହାସଲ ପରେ ଖୁସି ମନାଇବା ଢ଼ଙ୍ଗ ଟିକେ ନିଆରା । ଅନ୍ୟମାନଙ୍କ ପରି ସେ ବ୍ୟାଟ ଟେକିଥିଲେ ମଧ୍ୟ ଜିଭ କାଢ଼ିବା ଭୁଲି ନ ଥାନ୍ତି । ଏ ସମ୍ପର୍କରେ ତାଙ୍କୁ ପଚରାଯିବାରୁ ସେ କହିଥିଲେ, ଏହି ଘଟଣା ପିଲାବେଳୁ ମୋ ସହିତ ଜଡିତ ।…

ସ୍ୱପ୍ନା ଚୌଧୁରୀଙ୍କ ପ୍ରଶ୍ନର ଉତ୍ତର ଶୁଣି ଖୁସି ହେଇଗଲା ଆପ୍‌!

ନୂଆଦିଲ୍ଲୀ: ଆଜି ସରିଲା ଦିଲ୍ଳୀ ନିର୍ବାଚନ ପ୍ରଚାର । ଅନ୍ତିମ ଦିନରେ ସମସ୍ତ ଦଳ ଜୋରଦାର ପ୍ରଚାର କରିଛନ୍ତି । ଆଜି ଏହି ପ୍ରଚାରରେ ସାମିଲ ହୋଇଥିଲେ ଭୋଜପୁରୀ ଡ୍ୟାନ୍ସର ସ୍ୱପ୍ନା ଚୌଧୁରୀ । ପ୍ରଚାର ମଇଦାନରେ ଅନ୍ତିମ ଦିନର ପ୍ରଚାର ହୋଇଥିବାରୁ ସ୍ୱପ୍ନା ମଧ୍ୟ ନିଜ ଶେଷ ସ୍ପର୍ଶ ଦେଉଥିଲେ ।…

୭ ବର୍ଷ ଝିଅର ଶରୀର ଗଛର ଛାଲ ପରି ହେଉଯାଉଛି !

ଦାନ୍ତେୱାଡା: ଦାନ୍ତେୱାଡାର ଏକ ୭ ବର୍ଷର ଝିଅ ରାଜେଶ୍ୱରୀ ଅସାଧ୍ୟ ରୋଗରେ ପୀଡିତ । ଜିନ ମ୍ୟୁଟେଶନର ଖରାପ ଯୋଗୁ ଏହି ଝିଅର ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଗଛର ଛାଲ ପରି ହୋଇଯାଉଛି । ଧିରେ ଧିରେ ଏହାର ଶରୀରକୁ ଅକାମୀ କରିବାରେ ଲାଗିଛି । ସ୍ୱାଭାବିକ ଭାବେ ରାଜେଶ୍ୱରୀ ଆଉ ଚଳପ୍ରଚଳ କରିପାରୁ…

ଆସନ୍ତୁ ଜାଣିବା ଶର ଶଯ୍ୟାରେ ଭୀଷ୍ମ ପିତାମହ କେଉଁ ଉପଦେଶ ଦେଇଥିଲେ

ମହାଭାରତର ମହାରଥୀ ଭୀଷ୍ମ ପିତାମହ ଶର ଶଯ୍ୟା ପଡିଥିବା ବେଳେ ଯୁଧୀଷ୍ଠିର ତାଙ୍କୁ ଧର୍ମ ବିଷୟରେ ଅନେକ ପ୍ରଶ୍ନ ପଚାରିଥିଲେ । ଆସନ୍ତୁ ଜାଣିବା ପିତାମହ କେଉଁ କେଉଁ ଉପଦେଶ ଦେଇଥିଲେ ୧.ପରିବର୍ତନ ସଂସାରର ନିୟମ, ଏହାକୁ ସ୍ୱୀକାର କଲେ ଜୀବନରେ ସୁଖ ଶାନ୍ତି ପାଇବ । ୨.ଯେଉଁ ବ୍ୟକ୍ତି ମାତା…

ନିର୍ଭୟା ଦୋଷୀଙ୍କୁ ଫାଶୀ ନେଇ କୋର୍ଟ ଗଲେ ତିହାର ଜେଲ କର୍ତ୍ତୁପକ୍ଷ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ତିହାର ଜେଲ କର୍ତ୍ତୁପକ୍ଷ । ୪ ଜଣ ଦୋଷୀଙ୍କ ନାଁରେ ସାନୀ ଡେଥ ୱାରେଂଟ ଜାରି କରିବାକୁ ସେ ଟ୍ରାଏଲ କୋର୍ଟରେ ଆବେଦନ କରିଛନ୍ତି । ଫାଶୀର ତାରିଖ ଧାର୍ଯ୍ୟ କରିବା ପାଇଁ ପଟିଆଲା ହାଉସ କୋର୍ଟରେ ତିହାର ଜେଲ୍…