Latest Odisha News

BREAKING NEWS

Browsing Category

ଫିଚର

ଫ୍ୟାକ୍ଟରୀରେ ଗ୍ୟାସ୍ ଲିକ୍‌, ୭ ଶ୍ରମିକ ମୃତ

ୟୁପି: ଉତ୍ତରପ୍ରଦେଶର ସୀତାପୁର୍‌ର ଏକ ଫ୍ୟାକ୍ଟରୀରେ ଗ୍ୟାସ୍ ଲିକ୍ ଯୋଗୁଁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସୀତାପୁରର କୋତବାଲି ଅଚଂଳର ଜଲାଲପୁରରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ଓ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସୂଚନା ମୁତାବକ, ଆଜି…

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରକୁ ପ୍ରଥମ ଦାନ, ଜାଣନ୍ତୁ ମିଳିଲା କେତେ ଟଙ୍କା…

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଏକ ସ୍ୱତନ୍ତ୍ର ଟ୍ରଷ୍ଟ ଗଠନ କରିଛନ୍ତି କେନ୍ଦ୍ର ସରକାର । ରାମ ମନ୍ଦିର ନିର୍ମାଣ ନିମନ୍ତେ ଟ୍ରଷ୍ଟ ଗଠନ କଥା ବୁଧବାର ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ଏହି ଟ୍ରଷ୍ଟର ନାମ…

ମାଙ୍କଡ ଉପଦ୍ରବ ରୋକିବା ପାଇଁ ଭାଲୁ ବେଶରେ ନିୟୋଜିତ ହେଲେ ବିମାନବନ୍ଦର କର୍ମଚାରୀ

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନବନ୍ଦରରେ ମାଙ୍କଡ ଉପଦ୍ରବ ରୋକିବା ପାଇଁ କର୍ମଚାରୀମାନେ ନିଆରା ଉପାୟ ଆପଣାଇଛନ୍ତି । କେତେକ କର୍ମଚାରୀଙ୍କୁ ଭାଲୁ ବେଶରେ ବିମାନବନ୍ଦରରେ ଡ୍ୟୁଟି କରିବାକୁ କୁହାଯାଇଛି । ମାଙ୍କଡ ଭାଲୁକୁ ଭୟ କରୁଥିବାରୁ ଏହି ଉପାୟ କରାଯାଇଛି । ଯାତ୍ରୀମାନେ ଭୟ ନ କରିବା…

ରେଳ ବଜେଟ: ଓଡ଼ିଶାକୁ ମିଳିଲା କେତେ ଅନୁଦାନ ଜାଣନ୍ତୁ..

ଭୁବନେଶ୍ୱର: ଚଳିତ ବର୍ଷ ପାଇଁ ଘୋଷଣା ହୋଇଛି ଓଡ଼ିଶାର ରେଳ ବଜେଟ । ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ବଜେଟରେ ୪,୩୭୩ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି। ଯାହା ଗତ ବର୍ଷର ବ୍ୟୟ ୨୨୦ କୋଟି ଟଙ୍କା କମ୍‌ ରହିଛି। ଗତବର୍ଷ ରେଳପଥର ବିଭିନ୍ନ ପ୍ରକଳ୍ପ ଲାଗି କେନ୍ଦ୍ର…

କିଶୋର ଦା’ଙ୍କ ବିବାଦୀୟ ଫିଲ୍ମ ବେଗୁନାହର ପ୍ରିଂଟ ମିଳିଲା

ମୁମ୍ବାଇ: ୧୯୫୭ରେ ନ୍ୟାଶନାଲ ଫିଲ୍ମ ଏକାଡେମୀ ଦ୍ୱାରା ପ୍ରସ୍ତୁତ କିଶୋର କୁମାର ବହୁ ଚର୍ଚ୍ଚିତ ବିବାଦୀୟ ଫିଲ୍ମ ବେଗୁନାହର ପ୍ରିଂଟ ମିଳିଛି । ୬୦ ବର୍ଷ ତଳେ ମୁମ୍ବାଇ ହାଇକୋର୍ଟ ଏହି ଫିଲ୍ମର ସମସ୍ତ ପ୍ରିଂଟ ନଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ମିଳିଥିବା ପ୍ରିଂଟରେ ଜୟକିଶନ…

ଦିଲ୍ଲୀ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର; ସରଗରମ ରାଜନୀତି

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଗୁରୁବାର ଦିନ ନିର୍ବାଚନ ପ୍ରଚାର ଶେଷ ହେଉଛି । ନିର୍ବାଚନ କମିଶନଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ଆଜି ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ରାଜନୈତିକ ଦଳଗୁଡିକର ନିର୍ବାଚନୀ ପ୍ରଚାର ସମାପ୍ତ…

ଖଣ୍ଡଗିରିରେ ଆରମ୍ଭ ହେଲା ଯାତ୍ରା ମହୋତ୍ସବ; ହୁଲସ୍ତୁଲ କରିବ ଲାସ୍ୟମୟୀ ବେବିନାଙ୍କ ଅଭିନୟ !

ଭୁବନେଶ୍ୱର: ରାଜଧାନୀରେ ପ୍ରତିବର୍ଷ ଅନୁଷ୍ଠିତ ହୋଇଆସୁଥିବା ଖଣ୍ଡଗିରି ମେଳାର ଯାତ୍ରା ମହୋତ୍ସବରେ ଏବର୍ଷ ହଇଚଇ ସୃଷ୍ଟି କରିବ ଅପେରା ସୂର୍ଯ୍ୟମନ୍ଦିରର ନୂଆ ନାଟକ ‘ମାୟାବିନୀ ମୌସୁମୀ’ । ଏହି ନୂଆ ନାଟକରେ ଆକ୍ଟ୍ରେସ୍ ବେବିନାଙ୍କର ରହିଛି ନିଖୁଣ ଅଭିନୟ । ଲାସ୍ୟମୟୀ ଲାଜକୁରୀ ବେବିନା ଏହି…

ଏସସିବିରେ ଚଳିତ ବର୍ଷର ପ୍ରଥମ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ

କଟକ: କଟକସ୍ଥିତ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ (ଏସସିବି)ରେ ଚଳିତ ବର୍ଷର ପ୍ରଥମ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ କରାଯାଇଛି । ସମ୍ପୃକ୍ତ ରୋଗୀ ଜଣକ ଢେଙ୍କାନାଳ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ନିକଟ ଅତୀତରେ ସ୍ୱାଇନ୍ ଫ୍ଲୁ…

ଅଣାୟତ ହେଉଛି ‘କରୋନା ଭାଇରସ୍‌’; ଚୀନରେ ମୃତ୍ୟୁସଂଖ୍ୟା ୫୬୦ ଛୁଇଁଲା

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୫୬୩କୁ ଛୁଇଁଛି । ଏଥିସହିତ ୨୮,୦୦୦ ହଜାରରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ରିପୋର୍ଟ ଅନୁଯାୟୀ କରୋନା…

ମେ’ ପ୍ରଥମ ସପ୍ତାହରେ ଓଜେଇଇ ପରୀକ୍ଷା; ଆଜିଠୁ ଅନଲାଇନ୍ ଆବେଦନ ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷା ମେ’ ପ୍ରଥମ ସପ୍ତାହରେ ଅନୁଷ୍ଠିତ ବୋକୁ ଯାଉଛି । ଏକ ବିଜ୍ଞପ୍ତିରେ ଓଜେଇଇ ଚେୟାରମ୍ୟାନ୍ ସୁଦୀପ କୁମାର ଚାନ୍ଦ କହିଛନ୍ତି ଯେ ମାର୍ଚ୍ଚ ୨୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ…