Latest Odisha News

BREAKING NEWS

Browsing Category

ଫିଚର

ଜାମିୟା ପରେ ଶାହୀନବାଗରେ ଗୁଳି ଫୁଟିଲା

ନୂଆଦିଲ୍ଲୀ: ସିଏଏ ଓ ଏନଆରସିକୁ ନେଇ ଚାଲିଥିବା ବିବାଦ ଏବେ ନୂଆ ରୂପ ନେଇଛି । ଜାମିୟା ପରେ ଶାହୀନବାଗରେ ଆଜି ଗୁଳି ଫୁଟିଛି । କପିଳ ଗୁଜ୍ଜର ନାମକ ବ୍ୟକ୍ତି ଶାହୀନବାଗରୁ ୧୫୦ ମିଟର ଦୂରତାରେ ୨ଟି ଫାଙ୍କା ଗୁଳିଚାଳନା କରିଥିଲା ।ଫଳରେ ସେଠାକାର ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଛି । ଗୁଳି…

ଝିଅଙ୍କ ବିବାହର ସର୍ବନିମ୍ନ ବୟସ ନିର୍ଣ୍ଣୟ କରିବ ଟାସ୍କଫୋର୍ସ !

ନୂଆଦିଲ୍ଲୀ: ଝିଅଙ୍କ ବିବାହର ସର୍ବନିମ୍ନ ବୟସ ନିର୍ଦ୍ଧାରଣ କରିବ କେନ୍ଦ୍ରସରକାରଙ୍କ ଟାସ୍କଫୋର୍ସ । ଦେଶରେ ମାତୃ ମୃତ୍ୟୁ ହାର ରୋକିବା ପାଇଁ ସରକାର ଏଭଳି ପଦକ୍ଷେପ ନେବାକୁ ଯାଉଥିବା ଆଜି ବଜେଟ ଉପସ୍ଥାପନା ସମୟରେ ଇସାରା ଦେଇଛନ୍ତି ଅର୍ଥମନ୍ତ୍ରୀ। ଦେଶରେ ବଢୁଥିବା ମାତୃହାର କମାଇବ ପାଇଁ…

କୁହାଳିଆ ସରକାରଙ୍କ ଫମ୍ପା ବଜେଟ୍‌: ରାହୁଲ ଗାନ୍ଧୀ

ମୋଦି ସରକାରଙ୍କ ୨.୦ର ପୂର୍ଣ୍ଣାଙ୍ଗ ବଜେଟ୍‌କୁ ବିରୋଧୀଙ୍କ ଟାର୍ଗେଟ୍ । ଚଳିତ ବଜେଟ୍‌କୁ କେବଳ ଭାଷଣର ରୂପ ଦେଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ମାନ୍ଦାବସ୍ଥା ଦେଇ ଗତି କରୁଥିବା ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ବଜେଟ୍‌ରେ କିଛି ନାହିଁ ବୋଲି ସେ କହିଛନ୍ତି । ଏଥିସହ…

ଷ୍ଟୁଡେଂଟ ଅଫ ଦି ଇୟର-୩ରେ ଆଲ୍ୟା ଫର୍ଣ୍ଣିଚରୱାଲା

ମୁମ୍ବାଇ: ଜୱାନୀ ଜାନେମନ ଫିଲ୍ମରେ ସୈଫ ଅଲୀ ଖାଁଙ୍କ ସହ ଅଭିନୟ କରିଥିବା ଆଲ୍ୟା ଫର୍ଣ୍ଣିଚରୱାଲା ଏବେ ଚର୍ଚ୍ଚାରେ । ଆକର୍ଷଣୀୟ ଲୁକ୍ ଏବଂ ଅଭିନୟ ଯୋଗୁ କରନ ଜୋହର ତାଙ୍କର ଆଗାମୀ ଫିଲ୍ମ ଷ୍ଟୁଡେଂଟ ଅଫ ଦି ଇୟର-୩ରେ ନେବା ଆଲ୍ୟାଙ୍କୁ ଅଫର ଦେଇଛନ୍ତି । ଜୱାନୀ ଜାନେମନରେ ସେ ସୈଫଙ୍କ…

ଆଜିଠାରୁ ବଦଳିଲା ‘ହ୍ଵାଟ୍ସଆପ’, ‘ଏଟିଏମ୍’ ଓ ‘ଏଲଆଇସି’ ସହ ଜଡ଼ିତ ଏହିସବୁ…

ନୂଆଦିଲ୍ଲୀ: ଫେବୃୟାରୀ ମାସ ୧ ତାରିଖ (ଆଜି)ରୁ ହ୍ବାଟ୍ସଆପ୍‌, ଡାକ ବିଭାଗ ଓ ଜୀବନବୀମା ସମ୍ପର୍କିତ ଅନେକ ନିୟମ ବଦଳି ଯାଇଛି । ଜାଣନ୍ତୁ କ'ଣ ଏହିସବୁ ନିୟମ: ହ୍ବାଟ୍ସଆପ୍‌: ଆଜିଠରୁ ଲକ୍ଷାଧିକ ସ୍ମାର୍ଟଫୋନ୍‌ରେ ଆଉ କାମ କରିବ ନାହିଁ ହ୍ବାଟ୍ସଆପ୍‌ । ପୂର୍ବରୁ କରିଥିବା ଘୋଷଣା…

ବଜେଟ ୨୦୨୦: ଗତବର୍ଷ ତୁଳନାରେ ୧୦ ହଜାର ୩୪୦ କୋଟି ବଢ଼ିଲା ପ୍ରତିରକ୍ଷା ବଜେଟ

ନୂଆଦିଲ୍ଲୀ: ଚଳିତ ବର୍ଷର ସାଧାରଣ ବଜେଟ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଦିନ ସଂସଦରେ ଉପସ୍ଥାପନା କରିଛନ୍ତି। ଅନ୍ୟ ସମସ୍ତ ବିଭାଗ ସହ ପ୍ରତିରକ୍ଷା ବିଭାଗ ପାଇଁ ମଧ୍ୟ ବଜେଟ ଘୋଷଣା କରିଛନ୍ତି ସୀତାରମଣ ୨୦୧୯-୨୦ ବର୍ଷ ତୁଳନାରେ ଚଳିତ ବର୍ଷ ପ୍ରତିରକ୍ଷା ବଜେଟର…

ବଜେଟ ୨୦୨୦: ପରିବେଶ ସୁରକ୍ଷା ଉପରେ ଅର୍ଥମନ୍ତ୍ରୀଙ୍କ ଫୋକସ

ନୂଆଦିଲ୍ଲୀ: ଚଳିତ ୨୦୨୦-୨୧ ବର୍ଷର ସାଧାରଣ ବଜେଟରେ ବିତ୍ତମନ୍ତ୍ରୀ ପରିବେଶ ସୁରକ୍ଷା ଉପରେ ମଧ୍ୟ ନିଜ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ନିର୍ମଳ ବାୟୁ ନୀତି ବାବଦରେ ୪୪୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।…

୨୧ ବର୍ଷୀୟା ସୋଫିଆ କେନିନ ଜିତିଲେ ଅଷ୍ଟ୍ରେଲିଆନ ଓପନ

ବ୍ରିସବେନ୍‌:ଆମେରିକାର ୨୧ ବର୍ଷୀୟା ସୋଫିଆ କେନିନ ଅଷ୍ଟ୍ରେଲିଆନ୍ ଓପନ ଗ୍ରାଣ୍ଡସ୍ଲାମ ମହିଳା ଟେନିସର ସିଙ୍ଗଲ୍ସ ବିଭାଗରେ ଟାଇଟଲ ହାସଲ କରିଛନ୍ତି । ସେ ଫାଇନାଲରେ ସ୍ପେନର ଗାରବିନ୍ ମୁଗୁରୁଜାଙ୍କୁ ୪-୬, ୬-୨ ଓ ୬-୨ ସେଟରେ ପରାସ୍ତ କରିଥିଲେ । ସୋଫିଆଙ୍କ ଏହା କ୍ୟାରିୟରର ପ୍ରଥମ…

କରୋନା ଭାଇରାସ ପ୍ରଭାବ: ଅନ୍ତର୍ଜାତୀୟ ଟୁର୍ନାମେଂଟ ଆୟୋଜନ ନେଇ ଅନିଶ୍ଚିତତା

ବେଜିଂ: କରୋନା ଭାଇରସ ପ୍ରଭାବ ଯୋଗୁ ଚାଇନାରେ ହେବାକୁଥିବା ଅନ୍ତର୍ଜାତୀୟ କ୍ରୀଡା ଟୁର୍ନାମେଂଟ ଆୟୋଜନ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । ଇତି ମଧ୍ୟରେ ୨୫ ଫେବୃୟାରୀରେ ହେବାକୁ ଥିବା ବ୍ୟାଡମିଂଟନ ମାଷ୍ଟର୍ସ ଟୁର୍ନାମେଂଟକୁ ଘୁଂଚାଇ ଦିଆଯାଇଛି । ଆସନ୍ତା ୩ ମାସ ମଧ୍ୟରେ ୭ଟି ବଡ…

ବଜେଟ୍ ୨୦୨୦: କ’ଣ ହେଲା ମହଙ୍ଗା ଓ କ’ଣ ହେଲା ଶସ୍ତା ଜାଣନ୍ତୁ

ମହଙ୍ଗା -ସିଗାରେଟ୍‌, ଟବାକୋ, ଇମ୍ପୋଟେଡ୍ ଜୋତା ମହଙ୍ଗା -ଫର୍ଣ୍ଣିଚର, ଚିକିତ୍ସା ଉପକରଣ ଓ କାନ୍ଥ ଫ୍ୟାନ୍ ମହଙ୍ଗା -ଚୀନା ମାଟିରେ ତିଆରି ରୋଷୋଇ ସରଂଜାମ ମହଙ୍ଗା -ଅଟୋ ମୋବାଇଲ୍ ଏବଂ ଅଟୋ ପାର୍ଟସ୍ ମହଙ୍ଗା -ମୋବାଇଲ୍ ଫୋନ୍‌, ଇଲେକ୍‌ଟ୍ରିକ ବାହାନ ମହଙ୍ଗା ଶସ୍ତା -ନ୍ୟୁଜ୍…