Latest Odisha News

BREAKING NEWS

Browsing Category

ଫିଚର

ତାରାତାରିଣୀ ପୀଠରେ ୫ଟି’ ସଚିବ; ଅନୁଧ୍ୟାନ କଲେ ବିକାଶମୂଳକ କାର୍ଯ୍ୟ

ବ୍ରହ୍ମପୁର: ଓଡିଶା ମୁଖ୍ୟମନ୍ତ୍ରୀଙ୍କ ୫ଟି’ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ନଦୀ ନିକଟ କୁମାରୀ ପାହାଡରେ ଥିବା ତାରାତାରିଣୀ ପୀଠ ପରିଦର୍ଶନ କରିଛନ୍ତି । ଏଥିସହିତ ସେ ମନ୍ଦିରର ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ ମଧ୍ୟ କରିଛନ୍ତି ।…

ଚତୁର୍ଥ ଟି-୨୦ ମଧ୍ୟ ସୁପର୍ ଓଭରରେ ନିର୍ଣ୍ଣୟ ହେଲା; ଜିତିଲା ଭାରତ

ୱେଲିଂଟନ: ଚତୁର୍ଥ ଟି-୨୦ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ବିନିମୟରେ କରିଥିଲା ୧୬୫ ରନ । ଏହାର ଜବାବରେ ନ୍ୟୁଜିଲାଣ୍ଡ ୧୬୬ ରନ କରିନପାରି ୭ଟି ୱିକେଟ ହରାଇ କରିଥିଲା ୧୬୫ ରନ । ପୂର୍ବ ହାମିଲଟନ୍ ମ୍ୟାଚ୍ ପରି ସୁପର୍ ଓଭରରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି ।…

ଆଦିବାସୀ ମେଳାର ପଞ୍ଚମ ସଂଧ୍ୟା: ଜନଜାତି କଳାକାରଙ୍କ ପାରମ୍ପରିକ ନୃୃତ୍ୟରେ ମେଳା ପରିସର ପ୍ରକମ୍ପିତ

ଭୁବନେଶ୍ୱର: ଆଦିବାସୀ ମେଳାର ପଞ୍ଚମ ଦିବସରୁ ଆରମ୍ଭ ହୋଇଛି ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବ । ନାଗାଲାଣ୍ଡ, ମିଜୋରାମ, ସିକିମ, ଆସାମ, ଛତିଶଗଡ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ, ହିମାଚଳପ୍ରଦେଶ ସହିତ ଓଡିଶାର ଜନଜାତି କଳାକାରଙ୍କ ପାରମ୍ପରିକ ନୃୃତ୍ୟରେ ମେଳା ପରିସର ପ୍ରକମ୍ପିତ ହୋଇଛି…

ବହୁ ପ୍ରତୀକ୍ଷିତ ଆନନ୍ଦପୁର ବ୍ୟାରେଜ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଆନନ୍ଦପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇ ଆନନ୍ଦପୁର ବ୍ୟାରେଜ୍‌ର ଲୋକାର୍ପଣ କରିଛନ୍ତି । ପ୍ରାୟ ୪୭୫କୋଟି ଟଙ୍କା ବ୍ୟୟରେ ବୈତରଣୀ ନଦୀ ଉପରେ ନିର୍ମିତ ହୋଇଥିବା ଏହି ବ୍ୟାରେଜ୍ ହେବା ଫଳରେ ଅଞ୍ଚଳ ବାସୀଙ୍କ ବହୁ ଦିନର ଅଞ୍ଚଳବାସୀଙ୍କର ସ୍ବପ୍ନ…

ଓଡ଼ିଶାରେ କରୋନା ଆତଙ୍କ: ଏସସିବିରେ ଭର୍ତ୍ତି ହେଲେ ମେଡ଼ିକାଲ ଛାତ୍ର

ଭୁବନେଶ୍ୱର: ମାରାତ୍ମକ କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏବେ ଏହା ନିଜର କାୟା ଓଡ଼ିଶା ରାଜ୍ୟରେ ମଧ୍ୟ ବିସ୍ତାର କରିଛି । ଏହି ମାରାତ୍ମକ ଭାଇରସର ଆକ୍ରାନ୍ତରେ ଚୀନରେ ୨୦୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ଭାରତର କେରଳା ଠାରେ ଜଣେ ସନ୍ଦିଗ୍ଧଙ୍କୁ ଚିହ୍ନଟ…

ବେଳାଭୂମିରେ ମରି ପଡିଛନ୍ତି ବହୁସଂଖ୍ୟାରେ ଅଲିଭ ରିଡ଼ଲେ କଇଁଛ

ପାରାଦୀପ: ଜଗତସିଂହପୁର ଜିଲ୍ଲା ପାରାଦୀପ ସମୁଦ୍ର ବେଳାଭୂମିରେ ଶହ ଶହ ସଂଖ୍ୟାରେ ବିରଳ ଅଲିଭ ରିଡଲେ କଇଁଛ ମରି ପଡିଥିବାର ଦେଖିବାକୁ ମିଳିଛି । କଇଁଛ ମାନଙ୍କ ମୃତ ଦେହ ହନୁମାନ ମନ୍ଦିର ସମୁଦ୍ର ବେଳାଭୂମି ନିକଟରୁ ଆରମ୍ଭ କରି ଷଣ୍ଢକୁଦ ବେଳାଭୂମି ପର୍ଯ୍ୟନ୍ତ ପଡିଥିବା ଦେଖିବାକୁ ମିଳିଛି…

କରୋନା ଭାଇରସର କାୟା ବିସ୍ତାର; ଗ୍ଲୋବାଲ୍ ଇମରଜେନ୍ସି ଘୋଷିତ କଲା ଡବ୍ଲୁଏଚଓ

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରୁଥିବା ମାରାତ୍ମକ ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୨୩୧କୁ ଛୁଇଁଛି । ଏହାର ପ୍ରଭାବରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହାକୁ ଗ୍ଲୋବାର ଇମରଜେନ୍ସି ଭାବେ ଘୋଷିତ କରାଯାଇଛି। ପ୍ରାପ୍ତ ସୂଚନାନୁଯାୟୀ କରୋନା ଭାଇରସ୍ ଦ୍ୱାରା…

ଭାରତ-ନ୍ୟୁଜିଲାଣ୍ଡ ୪ର୍ଥ ଟି-୨୦ ମୁକାବିଲା

ୱେଲିଂଟନ୍‌: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୪ର୍ଥ ଟି-୨୦ ମ୍ୟାଚ ଶୁକ୍ରବାର ଦିନ ଖେଳାଯିବ । ୫ ଶୃଙ୍ଖଳା ବିଶିଷ୍ଟ ଏହି ଟି-୨୦ର ୪ର୍ଥ ମ୍ୟାଚକୁ ଜିତି ନ୍ୟୁଜିଲାଣ୍ଡ ଦଳ ସିରିଜରେ ଖାତା ଖୋଲିବାକୁ ପ୍ରୟାସ କରିବ । ଏହି ମ୍ୟାଚ୍ ୱେଲିଂଟନ୍ ରିଜିଓନାଲ୍ ଷ୍ଟାଡିୟମରେ ଆଜି ଦିନ ୧୨ଟା ୨୦ମି.ରେ…

ଆଜିଠୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ; ଆର୍ଥିକ ସର୍ଭେ ହେବ ଉପସ୍ଥାପିତ

ନୂଆଦିଲ୍ଲୀ: ସଂସଦରେ ବଜେଟ୍ ଅଧିବେଶନ ଶୁକ୍ରବାର ଦିନଠାରୁ ଆରମ୍ଭ ହେବାକୁ ଥିବାବେଳେ ଫେବୃଆରି ୧ ତାରିଖରେ ଗୃହରେ ଅନ୍ତରୀଣ ବଜେଟ୍ ଉପସ୍ଥାପନା କରାଯିବ । ଏହି ବଜେଟର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅଭିଭାଷଣ…

ଆଜିଠୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ: ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଗଠନ ପକ୍ଷରୁ ୮ ଦଫା ଦାବିରେ ଆଜିଠୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି । ଯାହାଫଳରେ ଜାନୁୟାରୀ ୩୧ ତାରିଖ ଓ ଫେବୃଆରୀ ୧ ତାରିଖ ଧର୍ମଘଟ ଯୋଗୁଁ ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ । ପ୍ରାପ୍ତ ସୂଚନାନୁଯାୟୀ ୱେଜ ସେଟଲମେଣ୍ଟ,…