Latest Odisha News

BREAKING NEWS

Browsing Category

ଫିଚର

ଓଡିଶା ବିଧାନସଭାରେ ବାଧ୍ୟତାମୂଳକ ହେଉ ଓଡିଆ ଭାଷା: ରାଜ୍ୟ ବିଜେପି

ଭୁବନେଶ୍ୱର: ରାଜ୍ୟ ବିଧାନସଭାରେ ଓଡିଆ ଭାଷାକୁ ବାଧ୍ୟତାମୂଳକ କରିବା ଲାଗି ଓଡିଶା ସରକାରଙ୍କୁ ଅନୁରୋଧ କରିଛି ବିଜେପି । ଏନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି । ବିଧାନସଭାରେ କୌଣସି ପ୍ରକାର ଓଡିଆ ଭାଷାର…

କିପରି ଥିଲା ନେତାଜୀଙ୍କ ଛାତ୍ର ଜୀବନ, ଜାଣନ୍ତୁ

ଭୁବନେଶ୍ୱର: ନେତାଜୀଙ୍କୁ ପାଞ୍ଚବର୍ଷ ହୋଇଥିବା ବେଳେ ଅର୍ଥାତ ୧୯୦୨ ମସିହାରେ ତାଙ୍କ ପିତା ଜାନକୀନାଥ ତାଙ୍କର ପ୍ରାଥମିକ ଶିକ୍ଷା ନିମନ୍ତେ କଟକ ପ୍ରୋଟେଷ୍ଟାଣ୍ଡ ସ୍କୁଲଠାରେ ନାମ ଲେଖାଇଥିଲେ । ସେଠାରେ ସୁଭାଷ ଜଣେ ମେଧାବୀ ଛାତ୍ର ଭାବରେ ସୁନାମ ଅର୍ଜନ କରିଥିଲେ । ସେହି ସମୟରେ…

କ୍ରୀଡା କମିଟିରୁ ସଚିନ, ଆନନ୍ଦ ଆଉଟ୍‌ !

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କ୍ରୀଡା କମିଟିରୁ ବାଦ୍ ପଡିଲେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଓ ବିଶ୍ୱ ଚେସ୍ ଚାମ୍ପିଅନ ବିଶ୍ୱନାଥ ଆନନ୍ଦ । ବହୁ ଦିନ ହେବ ସଚିନ ଓ ଆନନ୍ଦ କ୍ରୀଡ କମିଟର ବୈଠକରେ ଯୋଗ ଦେଉନଥିଲେ ।ଏହି କାରଣରୁ ଦୁଇ ଜଣଙ୍କୁ କମିଟିରୁ ବାଦ୍ ଦିଆଯାଇଛି । ସଚିନ…

ଆସ୍ଥାର ଅଦ୍ଭୁତ ଉଦାହରଣ: ସିଦ୍ଧିବିନାୟକଙ୍କୁ ୩୫ କେଜିର ସୁନା ଦାନ

ମୁମ୍ବାଇ: ଆସ୍ଥାର ଅଦ୍ଭୁତ ଉଦାହାରଣ ଦେଖିବାକୁ ମିଳିଛି ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ । ଏଠାରେ ଜଣେ ଶ୍ରଦ୍ଧାଳୁ ୩୫ କେଜି ସୁନା ଦାନ କରିଛନ୍ତି । ଯାହାର ଦାମ ୧୪ କୋଟି ଟଙ୍କା ହେବ । ଏଭଳି କରି ଏହି ବ୍ୟକ୍ତି ଜଣକ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସୂଚନା ମୁତାବକ…

+୨ ପରୀକ୍ଷା ସଂସ୍କାର: ରମାଦେବୀରେ ଜଳିଲା ନିଆଁ

ଭୁବନେଶ୍ୱର: ଯୁକ୍ତ୨ ପରୀକ୍ଷାରେ ଗଣଶିକ୍ଷା ବିଭାଗର ବଡ ସଂସ୍କାରକୁ ବିରୋଧ । ପ୍ରଥମ ବର୍ଷରେ କାଉଂସିଲ ପରୀକ୍ଷାକୁ ବିରୋଧ କରି ରାମଦେବୀ ବିଶ୍ୱବିଦ୍ୟାଳୟରେ ଦେଖାଦେଇଛି ଅଶାନ୍ତି । ଛାତ୍ରୀମାନେ ଏକାଠି ହୋଇ ରାସ୍ତାକୁ ଓହ୍ଲାଇଛନ୍ତି । କଲେଜ ଗେଟ୍‌ରେ ତାଲା ପକାଇଛନ୍ତି +୨ ପ୍ରଥମ ବର୍ଷର…

ଏଭରେଷ୍ଟର ୫ ହଜାର ମିଟର ଉଚ୍ଚତାରେ ଫେଶନ ଶୋ: -୪୦ ଡ୍ରିଗୀରେ ର‌୍ୟାମ୍ପ ୱାକ୍

ଭୁବନେଶ୍ୱର: ଜାନୁୟାରୀ ୨୬ ଗଣତନ୍ତ୍ର ଦିବସ ଅବସରରେ ପରିବେଶ ପ୍ରେମୀମାନେ ଏକ ନିଆରା ଢ଼ଙ୍ଗରେ ସଚେତନତା ସୃଷ୍ଟି କରିବା ପାଇଁ ଉଦ୍ୟମ କରିଛନ୍ତି । ଏଭରେଷ୍ଟରର ୫ ହଜାର ମିଟର ଉଚ୍ଚତାରେ -୪୦ ଡିଗ୍ରୀ ତାପମାନରେ ଏହି ଫେଶନ ଶୋ ଏବଂ ର‌୍ୟାମ୍ପ ୱାକ୍ ହେବ । ସବୁଠାରୁ ବଡ କଥା ଏଠାରେ ମାତ୍ର ୨୫…

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ: ୩୨ ଟି ପ୍ରକଳ୍ପର କରିବେ ଶିଳାନ୍ୟାସ

ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ବରଗଡ ଗସ୍ତରେ ଯିବେ । ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ୧୨୦ କୋଟି ଟଙ୍କାର ୩୨ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ବରଗଡ ଭଟଲି ଥାନା ଅନ୍ତର୍ଗତ ତେନ୍ତଲା ଠାରେ ୩୦୦…

ଜାଣନ୍ତୁ, ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡାଙ୍କ ସମ୍ପର୍କରେ କିଛି ରୋଚକ କଥା

ଭୁବନେଶ୍ୱର: ଜୟପ୍ରକାଶ ନାରାୟଣ ଆନ୍ଦୋଳନରୁ ରାଜନୀତିର ମଙ୍ଗ ଧରିଥିବା ଜେପି ନଡ୍ଡା ଏବେ ପାଲଟିଛନ୍ତି ବିଶ୍ୱର ସର୍ବବୃହତ ପାର୍ଟି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ । ଆସନ୍ତୁ ଜାଣିବା ଜଗତ ପ୍ରକାଶଙ୍କ ନଡ୍ଡାଙ୍କ ବିଷୟରେ କିଛି ରୋଚକ ତଥ୍ୟ... ୧୯୭୫ରେ ଜେପି ଆନ୍ଦୋଳନରେ ଭାଗ ନେବା ପରେ ସେ…

ଜୁନ୍ ୧ରୁ ଲାଗୁ ହେବ ‘ଏକ ଦେଶ ଏକ ରାସନ କାର୍ଡ’; ଜାଣନ୍ତୁ, ମିଳିବ କେଉଁ ସୁବିଧା

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୧ ତାରିଖ ଠାରୁ କେନ୍ଦ୍ରର ‘ଏକ ଦେଶ ଏକ ରାସନ କାର୍ଡ’ ନୀତିକୁ ଲାଗୁ କରାଯିବା ନେଇ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାଶୱାନ । ପ୍ରାପ୍ତ ସୂଚନାନୁଯାୟୀ ଏହି ନିୟମ ଜରିଆରେ ଗ୍ରାହକମାନେ ଯେକୌଣସି ସ୍ଥାନରେ ରହିଲେ ମଧ୍ୟ ଏହାର ଲାଭ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୨୧-୧-୨୦୨୦ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଜାନୁଆରୀ ତା ୨୧ ରିଖ ମଙ୍ଗଳବାର ମକର ୭ଦିନ ମାଘମାସ କୃଷ୍ଣ ପକ୍ଷ ଦ୍ବାଦଶୀ ତିଥି ଜ୍ଯେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ…