Latest Odisha News

BREAKING NEWS

Browsing Category

ଫିଚର

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଖାରଜ ହେଲା ଦୋଷୀ ପୱନର ପିଟିସନ

ନୂଆଦିଲ୍ଳୀ: ବିଫଳ ହେଲା ନିର୍ଭୟା ଦୋଷୀ ପୱନର ଶେଷ ଚେଷ୍ଟା । ସୋମବାର ସୁପ୍ରିମକୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ପୱନ ଗୁପ୍ତାର ସ୍ପେଶାଲ ଲିଭ ପିଟିସନକୁ ଖାରଜ କରିଦେଇଛନ୍ତି । ୨୦୧୨ ଗୁଣଦୁଷ୍କର୍ମ ଘଟଣା ବେଳେ ସେ ନାବାଳକ ଥିଲା ବୋଲି ପୱନର ଓକିଲ କୋର୍ଟରେ ଆବେଦନ…

ବିଜେପି ସଭାପତି ଭାବେ ଦାୟିତ୍ୱ ନେଲେ ଜେପି ନଡ୍ଡା

ନୂଆଦିଲ୍ଲୀ: ବିଜେପିର ନୂଆ ସଭାପତି ଭାବେ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା। ଅମିତ ଶାହା, ରାଜନାଥ ସିଂହଙ୍କ ଉପସ୍ଥିତିରେ ରାଧା ମୋହନ ସିଂହ ତାଙ୍କ ନାମ ଉପରେ ମୋହର ମାରିଛନ୍ତି । ବିଜେପି ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ…

ଚାଷୀ ହିଁ ଦେଶ ଓ ଅର୍ଥନୀତିର ପ୍ରକୃତ ଶକ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଜନତା ମଇଦାନ ଠାରେ ‘କୃଷି ଓଡିଶା ୨୦୨୦’ର ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି “ଆମେ ଚାହୁଁଛୁ ମୋ ରାଜ୍ୟରେ ଚାଷୀ ସମ୍ମାନର ସହ ବଞ୍ଚି ରହୁ । ନୂଆ ନୂଆ ବୈଷୟିକ କୌଶଳ ପ୍ରୟୋଗ କରି…

ଗୁଗୁଲର ନୂଆ ସେବା ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’; ଛଅ ଘଣ୍ଟା ପୂର୍ବରୁ କରିବ ପାଣିପାଗର ସୂଚନା !

ଭୁବନେଶ୍ୱର: ଗୁଗୁଲ ସବୁବେଳେ କିଛି ନୂଆ ନୂଆ ଟେକ୍ନୋଲୋଜି କୁ ଦିନକୁ ଦିନ ନୂଆ ନୂଆ ପ୍ରଣାଳୀରେ କିଛି କରିବାରେ ଲାଗିଛି | ନିକଟରେ କ୍ୟାନ୍ସର ଭଳି ମାରାତ୍ମକ ରୋଗର ସଠିକ ଚିହ୍ନଟ କରିବାରେ ଚର୍ଚ୍ଚା ରେ ଥିଲାବେଳେ ଏବେ ଆଉ ଗୋଟେ ନୂଆ ଟେକ୍ନୋଲୋଜି ଆଣିବାକୁ ଯାଉଛି | କମ୍ପାନୀ ଦାବୀ କରିଛି ଯେ…

ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଭୂମିକା..

ଭୁବନେଶ୍ୱର: ଭାରତକୁ ସ୍ୱାଧୀନତା ପ୍ରଦାନ କରିବାରେ ଯେଉଁ କେତେଜଣ ସଂଗ୍ରାମୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ସୁଭାଷ ଚନ୍ଦ୍ର ବୋଷ । ଯିଏକି ଜନମାନସରେ ନେତାଜୀ ଭାବେ ଖୁବ୍ ପରିଚିତ ଥିଲେ । ପିତା ଜାନକୀ ନାଥ ବୋଷ ଓ ମାତା ପ୍ରଭାବତୀ ଦେବୀଙ୍କ ଠାରୁ ଏହି…

କେନ୍ଦ୍ରୀୟ ବଜେଟ ୨୦୨୦: ମୋଦୀ ସରକାରଙ୍କ ଠାରୁ କିଛି ସମ୍ଭାବନା ଆଶାରେ ମଧ୍ୟମ ବର୍ଗ

ମୋଦୀ ସରକାର ନିଜର ବଜେଟ ଏକ ଫେବୃଆରୀ କୁ ଆଗତ କରିବେ | ଏହି ବଜେଟରୁ ଲୋକଙ୍କୁ ବହୁତ କିଛି ଆଶା କରାଯାଉଛି | ମଧ୍ୟମିତ ସରକାରୀ ଚାକିରିଆଙ୍କ ପାଇଁ ଇନକମ ଟ୍ୟାକ୍ସ ରିହାତି ଅଶକରାଯାଉଛି | ବ୍ୟାପାରୀମନେ ମଧ୍ୟ ଚାହୁଁଛନ୍ତି ଯେ ସରକାର ଟ୍ୟାକ୍ସ ରେ ରିହାତି ଦେବେ ବୋଲି | ସାଧାରଣ ଲୋକଙ୍କୁ ଏହି…

କ୍ରୀଡା କ୍ଷେତ୍ରରେ ପୁଞ୍ଜି ନିବେଶ ଲାଗି ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର: ଷ୍ଟାଟଅପ୍ସ ତଥା ଉଦ୍ୟୋଗୀମାନଙ୍କୁ କ୍ରୀଡା କ୍ଷେତ୍ରରେ ପୁଞ୍ଜିନିବେଶ କରିବା ଲାଗି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ କରିଛନ୍ତି । ଭାରତରେ ପ୍ରଥମ ଥର ଲାଗି କ୍ରୀଡା ଓ ନବୋନ୍ମେଷ ଉତ୍ସବ ‘ସ୍ପୋର୍ଟ୍ସ ଆଇଟି-୨୦୨୦’ ରବିବାର ଦିନ ଉଦଯାପିତ ହୋଇଯାଇଛି । ଓଡିଶା…

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଚାଖୀ ଖୁଣ୍ଟିଆଙ୍କ ଆଜି ଜୟନ୍ତୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ…

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ସେବା ଓ ପରୋପକାରରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଚାଖୀ ଖୁଣ୍ଟିଆ ତଥା ଚନ୍ଦନ ହଜୁରୀ । ସେ ସିପାହୀ ବିଦ୍ରୋହ ଓ ଝାନ୍ସୀ ରାଣୀ ଲକ୍ଷ୍ମୀବାଇଙ୍କ ଅନ୍ୟତମ ପରାମର୍ଶଦାତାଙ୍କ ଭାବେ ମଧ୍ୟ…

କୃଷକ ଲୁକ୍‌ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ; ପ୍ରଶଂସା କଲେ ଉପ-ରାଷ୍ଟ୍ରପତି

ଚେନ୍ନାଇ: କୃଷକ ଗେଟ୍‌ଅପ୍‌ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ । ହାତରେ ଦା ଓ ଧାନ ଗଛ ଧରି ଚାଷ ଜମିରେ ଠିଆ ହୋଇଛନ୍ତି ମୁଖ୍ୟମନ୍ତ୍ରୀ କେ.ପଲାନିସ୍ୱାମୀ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ରବିବାର କେ.ପଲାନିସ୍ୱାମୀଙ୍କ…

ପରୀକ୍ଷାକୁ ବିରୋଧ; ରାସ୍ତାକୁ ଓହ୍ଲାଇଲେ ବିଜେବି ସମେତ ବିଭିନ୍ନ କଲେଜ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଯୁକ୍ତ୨ ପ୍ରଥମ ବର୍ଷ ପରୀକ୍ଷାକୁ ବିରୋଧ କରି ତେଜୁଛି ନିଆଁ । ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏବେ ଏକାଠି ହୋଇ ରାସ୍ତାକୁ ଓହ୍ଲାଇଛନ୍ତି । କଲେଜ ଆଗରେ ବିକ୍ଷୋଭ ପ୍ରଦଶର୍ନ କରିବା ସହ ଟାୟର ଜାଳି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।…