Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୨୨-୧-୨୦୨୦ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଜାନୁଆରୀ ତା ୨୨ ରିଖ ବୁଧବାର ମକର ୮ଦିନ ମାଘ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର: କର୍କଟ ରାଶିର ଘାତ ଚନ୍ଦ୍ର-: ତୁଳା…

ଦିଲ୍ଲୀ ବିଧାନସଭା ନିର୍ବାଚନ: ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଭରିଲେ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ଦିଲ୍ଲୀ ଜାମନଗର ହାଉସରେ ନୂଆଦିଲ୍ଲୀ ଆସନରୁ ନାମାଙ୍କନ ଭରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏଥିପାଇଁ ଦୀର୍ଘ ୭ ଘଂଟାର…

ଜାଣନ୍ତୁ, ବଜେଟ ବ୍ରିଫକେସ ପଛର ରୋଚକ କାହାଣୀ…

ନୂଆଦିଲ୍ଲୀ: ବିତ୍ତ ବର୍ଷ ୨୦୨୦-୨୧ ପାଇଁ ସାଧାରଣ ବଜେଟ ଏକ ଫେବୃଆରୀ ୨୦୨୦ କୁ ଆଗତ ହେବ । ସେହିପରି ଆର୍ଥିକ ସର୍ଭେ ୩୧ ଜାନୁଆରୀ କୁ ଆସିବ । ଏହି ବଜେଟରୁ ଲୋକମାନେ ବହୁତ କିଛି ଆଶା କରୁଛନ୍ତି । ଏହା ନିର୍ମଳା ସୀତାରମଣଙ୍କ ଦ୍ୱିତୀୟ ବଜେଟ । ସମସ୍ତଙ୍କ ନଜର ଥାଏ ବ୍ରିଫକେସ ଭିତରେ ଥିବା…

ଜାତୀୟ ସାହସିକତା ପୁରସ୍କାର ଘୋଷଣା: ଦିଲ୍ଲୀରେ ସମ୍ମାନିତ ହେବେ ୩ ଓଡ଼ିଆ ଝିଅ

ଭୁବନେଶ୍ୱର: ୩ ଓଡ଼ିଆ ସାହାସୀ ଝିଅଙ୍କୁ ମିଳିବ ସମ୍ମାନ । ଦିଲ୍ଲୀ ଦରବାରରେ କରାଯିବ ପୁରସ୍କୃତ । କେନ୍ଦ୍ରାପଡାର ଦୁଇ ସାହସୀ ଭଉଣୀ ସବିତା ଗିରି ଓ ପୂର୍ଣ୍ଣିମା ଗିରି ଓ ଅନୁଗୁଳର ଝିଅ ଶ୍ରୀମତି ବଦ୍ରାଙ୍କୁ ସାଧାରଣତନ୍ତ୍ର ଦିବସରେ ସାହସିକତା ପୁରସ୍କାରରେ ପୁରସ୍କୃତ କରାଯିବ । ଭାରତୀୟ…

ଫେବୃଆରୀ ୧୪ରୁ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୪ ତାରିଖରୁ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ବିଧାନସଭାର ପ୍ରଥମ ଅଧିବେଶନରେ ଗୃହ ଆରମ୍ଭରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ ଅଭିଭାଷଣ ଦେବେ ବୋଲି ସଚିବାଳୟ ସୁତ୍ରରୁ ପ୍ରକାଶ । ଏହି ଅଧିବେଶନ ଆସନ୍ତା ଏପ୍ରିଲ୍ ୧ ତାରିଖ…

କିପରି ଗଠନ ହେଲା ନେତାଜୀଙ୍କ ‘ଆଜାଦ ହିନ୍ଦ ଫୌଜ’, ଜାଣନ୍ତୁ…

ଭୁବନେଶ୍ୱର: ୧୯୪୩ ମସିହା ଅକ୍ଟୋବର ୨୧ ତାରିଖ । ଭାରତୀୟ ମୁକ୍ତି ସଂଗ୍ରାମ ଇତିହାସରେ ଏକ ଅବିସ୍ମରଣୀୟ ଦିନ । ଏହିଦିନ ଏସିଆ ମହାଦେଶରେ ପ୍ରତିଷ୍ଠିତ "ଭାରତୀୟ ସ୍ୱାଧିନତା ଲିଗ୍"ର ସିଙ୍ଗାପୁର ଠାରେ ଅନୁଷ୍ଠିତ ହେଉଥିବା ସମ୍ବିଳନୀରେ ଭାରତୀୟ ସ୍ୱାଧିନତା ସଂଗ୍ରାମର ଦୁର୍ଦ୍ଦଶ ବୀର ନୋତାଜୀ…

ସମଲେଶ୍ଵରୀ ମନ୍ଦିର ବିକାଶ ଲାଗି ପ୍ୟାକେଜ ଘୋଷଣା କରିବେ ରାଜ୍ୟ ସରକାର

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀ ମନ୍ଦିର ତଥା ହୀରାକୁଦ ନଦୀବନ୍ଧର ରାଜ୍ୟ ସରକାର ଖୁବଶୀଘ୍ର ଭିତ୍ତିଭୂମି ବିକାଶ କରିବେ ବୋଲି ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ…

ବରଗଡରେ ଖୋଲିବ କ୍ୟାନ୍ସର ହସ୍ପିଟାଲ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ବରଗଡ: ଦିନିକିଆ ପଶ୍ଚିମ ଓଡିଶା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ପ୍ରଥମେ ମୁଖ୍ୟମନ୍ତ୍ରୀ ବରଗଡ ପାଇଁ ବିକାଶର ବଡ଼ ଘୋଷଣା କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଟୁକୁର୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ବରଗଡ଼ର ନୂତନ…

ଟେଷ୍ଟରେ ରେକର୍ଡ: ଗୋଟିଏ ଓଭରରେ ୨୮ ରନ କଲେ କେଶବ ମହାରାଜା

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକା ସ୍ପିନର କେଶବ ମହାରାଜା ବ୍ୟାଟିଂରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ସେ ଜୋ ରୁଟଙ୍କ ଗୋଟିଏ ଓଭରରେ ୨୮ ରନ ସଂଗ୍ରହ କରିଥିଲେ । ମୋଟାମୋଟି ଭାବେ ସେ ତୃତୀୟ ଖେଳାଳୀ ଭାବେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ…

+୨ ପରୀକ୍ଷା ସଂସ୍କାର: ଲାଗୁ ନହୋଇପାରେ ନୂଆ ନିୟମ

ଭୁବନେଶ୍ୱର: ଚଳିତ ବର୍ଷ ଲାଗୁ ନହୋଇପାରେ ଯୁକ୍ତ ୨ ପରୀକ୍ଷାରେ ସଂସ୍କାର । ପ୍ରଥମ ବର୍ଷ କାଉଂସିଲ ପରୀକ୍ଷା କରିବାକୁ ଗଣଶିକ୍ଷା ବିଗାଭ ନିଷ୍ପତି ନେଇଥିବା ବେଳେ ଚାରିଆଡେ ଏହାକୁ ନେଇ ପ୍ରତିବାଦ ଦେଖାଦେଇଥିଲା । ଫଳରେ ସରକାର ଏହି ନିଷ୍ପତିର ପୁନର୍ବିଚାର କରିବେ ବୋଲି କହିଛନ୍ତି । ଗଣଶିକ୍ଷା…