Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୧୫-୧-୨୦୨୦ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ମାସ ତା ୧୫ ରିଖ ବୁଧବାର ମକର ୧ ଦିନ ମାଘମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ଦିନ ୧୨ଘ ୧୦ ମିନିଟ୍ ପର୍ଯ୍ୟନ୍ତ…

ଆଜି ପବିତ୍ର ‘ମକର ସଂକ୍ରାନ୍ତି’; ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର : ଆଜି ପବିତ୍ର ‘ମକର ସଂକ୍ରାନ୍ତି’ । ହିନ୍ଦୁ ସଂସ୍କୃତି ଓ ଧାର୍ମିକ ପରମ୍ପରାରେ ଏହି ପାଳନର ମଧ୍ୟ ଅନେକ ମହତ୍ତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ରାନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଉତରାୟଣ ଗତି ଆରମ୍ଭ ହେବା ସହ ମକର ରାଶିରେ ସୂର୍ଯ୍ୟ ପ୍ରବେଶ କରିଥାନ୍ତି । ଆଜିଠାରୁ ଦିନ ଧିରେ…

୧୫ ବର୍ଷ ପରେ ୧୦ ୱିକେଟରେ ହାରିଲା ଭାରତ; ୱାର୍ଣ୍ଣର-ଫିଞ୍ଚଙ୍କ ନୂଆ କୀର୍ତ୍ତିମାନ

ମୁମ୍ବାଇ: ୱାଙ୍ଖେଡରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ପ୍ରଥମଥର ପାଇଁ ଘରୋଇ ପରିବେଶରେ ଅଷ୍ଟ୍ରେଲିଆ ନିକଟରୁ ୧୦ ଉଇକେଟରେ ପରାଜିତ ହୋଇଛି । ଦୀର୍ଘ ୧୫ ବର୍ଷ ପରେ ଟିମ୍ ଇଣ୍ଡିଆ ୧୦ ଉଇକେଟରେ ହାରିଛି । ୨୦୦୫ରେ ଦକ୍ଷିଣ ଆଫ୍ରିକା କୋଲକାତାରେ ଭାରତକୁ ହରାଇଥିଲା । ଡେଭିଡ…

ଓଡ଼ିଆ ଭାଷା ସାହିତ୍ୟର ବିନ୍ଧାଣି ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜନ୍ମ ଜୟନ୍ତୀ ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କରେ…

ଭୁବନେଶ୍ୱର: ଓଡ଼ିଆ ଭାଷା ସାହିତ୍ୟର ବିନ୍ଧାଣି ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଆଜି ହେଉଛି ଜନ୍ମତିଥି । ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ ସେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ । ଫକିର ମୋହନ…

ଫୁଟବଲ କ୍ଲବ ବାର୍ସିଲୋନା ଗୋଟିଏ ବର୍ଷରେ ଆୟ କଲା ୬୬୩୭ କୋଟି ଟଙ୍କା !

ଭୁବନେଶ୍ୱର: ସ୍ପେନର ଫୁଟବଲ କ୍ଲବ ବାର୍ସିଲୋନା ଗତ ବର୍ଷ କରିଥିବା ଆୟର ପରିମାଣ ଜାଣିଲେ ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ । ବାର୍ସିଲୋନା ଗତବର୍ଷ ପାଖାପାଖି ୬୬୩୭ କୋଟି ଟଙ୍କାର ଆୟ କରିଛି । ଗୋଟିଏ ବର୍ଷରେ ଏତେ ମାତ୍ରାରେ ଆୟ କରି କ୍ଲବ ରେକର୍ଡ ସୃଷ୍ଟି କରିଛି । ଏହା…

ଖୁବଶୀଘ୍ର ଯାତ୍ରୀମାନଙ୍କୁ ଏହିସବୁ ସୁଖସୁବିଧା ଯୋଗାଇଦେବ ରେଳ ବିଭାଗ !

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଚାହିଦା ମୁତାବକ କଣ୍ଟେଣ୍ଟ ସେବା (ସିଓଡି) ଖୁବଶୀଘ୍ର ଯୋଗାଇ ଦିଆଯିବ । ଏହି ସେବା ସମସ୍ତ ପ୍ରିମିୟମ, ଏକ୍ସପ୍ରେସ, ମେଲ ଟ୍ରେନ ଓ ସହରାଂଚଳ ଟ୍ରେନରେ ମିଳିପାରିବ । ଅଧିକ ଅଣଭଡ଼ା ରାଜସ୍ୱ ସଂଗ୍ରହ ଉଦ୍ଦେଶ୍ୟରେ ରେଳ ମନ୍ତ୍ରଣାଳୟ ଅଧୀନ ନବରତ୍ନ…

ମକର ପାଇଁ ଚଳଚଞ୍ଚଳ ମୟୁରଭଞ୍ଜ: କୁଡୁମୀ ସମ୍ପ୍ରଦାୟ କରିବେ ଟୁସୁ ଦେବୀଙ୍କ ପୂଜା

ବାରିପଦା: ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ଦିନକୁ ସମଗ୍ର ଭାରତ ବର୍ଷରେ ଭିନ୍ନଭିନ୍ନ ଢଙ୍ଗରେ ପାଳନ କରାଯାଏ । ତେବେ ମୟୁରଭଞ୍ଜ ଜିଲ୍ଲାରେ ଏହି ଦିବସର ସ୍ୱତନ୍ତ୍ରତା ରହିଛି । ଏହି ଜିଲ୍ଲାରେ ବସବାସ କରୁଥିବା ଭିନ୍ନଭିନ୍ନ ସମ୍ପ୍ରଦାୟ ପକ୍ଷରୁ ପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ ଓ…

ଓଡ଼ିଶୀ ନୃତ୍ୟ ମହାକୁମ୍ଭରେ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଉଦ୍‍ଘାଟିତ

ଭୁବନେଶ୍ୱର : ତିନିଦିନ ଧରି ହେବାକୁ ଥିବା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଦଶମ ଶତାବ୍ଦୀରେ ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୁଭ ଉଦ୍‍ଘାଟନ ହୋଇଥିଲା । ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପ୍ରଫୁଲ୍ଲ କର ଓ ସାଥୀଙ୍କ ଦ୍ୱାରା ଶିବ ବନ୍ଦନାରୁ ।…

ସୁନା ଅଳଙ୍କାରରେ ହଲମାର୍କ ହେବ ବାଧ୍ୟତାମୂଳକ: ନିୟମ ଉଲ୍ଲଙ୍ଘନକାରୀଙ୍କ ପାଇଁ କଠୋର ଦଣ୍ଡବିଧାନ

ନୂଆଦିଲ୍ଲୀ: ଏଣିକି ଦେଶରେ ସୁନା ଅଳଙ୍କାର ଓ କଳାକୃତିରେ ହଲମାର୍କକୁ ବାଧ୍ୟତାମୂଳକ କରାଯିବ। ଆସନ୍ତା ୧୫ ଜାନୁଆରୀ ୨୦୨୧ ତାରିଖ ଠାରୁ ଏହି ନିୟମ ସମ୍ପୂର୍ଣ୍ଣ ଭାବେ ବାଧ୍ୟତାମୂଳକ ହେବ । ନିୟମ ଲାଗୁ କରିବା ନିମନ୍ତେ ଗୋଟିଏ ବର୍ଷର ସମୟ ଦିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଉପଭୋକ୍ତା…

ଟିଣ୍ଡର ଡେଟିଂ ଆପ୍ ମାମଲା: ପୁଅ ପାଇଁ ନ୍ୟାୟ ମାଗିଲା ମାଆ

ଭୁବନେଶ୍ୱର: ଜେଲ୍ ଭିତରେ ପୁଅ, ବାହାରେ ବସିଛନ୍ତି ମାଆ । ଟିଣ୍ଡର ଆପ୍ ମାମଲାରେ ଘରୋଇ ବ୍ୟାଙ୍କ ମ୍ୟାନେଜର ଗିରଫ ହୋଇ ଜେଲ୍ ଯିବା ପରେ ମଙ୍ଗଳବାର ତାଙ୍କ ମା’ ଚନ୍ଦ୍ରଶେଖରପୁର ଥାନା ଆଗରେ ଧାରଣା ଦେଇଥିଲେ । ତାଙ୍କ ପୁଅ ପ୍ରତି ଅନ୍ୟାୟ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ ପୁଅ,…