Latest Odisha News

BREAKING NEWS

Browsing Category

ଫିଚର

ଚିନ୍ତାଜନକ ସ୍ଥିତିରେ ରିୟେଲ୍ ଇଷ୍ଟେଟର ଅବସ୍ଥା: ୩୦ ପ୍ରତିଶତ ହ୍ରାସ ପାଇଲା ବିକ୍ରି

ନୂଆଦିଲ୍ଲୀ: ଅର୍ଥବ୍ୟବସ୍ଥାରେ ଜାରି ରହିଥିବା ଖରାପ ଅବସ୍ଥା ମଧ୍ୟରେ ଦିଲ୍ଲୀ ସହିତ ଦେଶର ପ୍ରମୁଖ ନଅ ସହରରେ ଘର ବିକ୍ରି ବହୁତ ହ୍ରାସ ପାଇଛି । ଅକ୍ଟୋବରରୁ ଡିସେମ୍ବର ତ୍ରୟମସିକ ବିକ୍ରି ତଥ୍ୟ ଜାରୀ ହୋଇଛି। ପୂର୍ବ ବର୍ଷ ତୁଳନାରେ ଏହା ବହୁତ କମ ଅଛି। ରିପୋର୍ଟ ଅନୁସାରେ, ୨୦୧୯-୨୦…

‘ଆରଏମବିଏସଏସ’ର ୧୭,୫୫ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ: କିପରି କରିବେ ଆବେଦନ, ଜାଣନ୍ତୁ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ମହିଳା ବଳ ସ୍ୱାସ୍ଥ୍ୟ ସଂସ୍ଥାନ (ଆର୍‌ଏମ୍‌ବିଏସ୍‌ଏସ୍‌) ପକ୍ଷରୁ ୧୭,୫୦୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଆବେଦନକାରୀ ଅଫିସିଆଲ ୱେବ୍‌ସାଇଟ କ୍ସବଗ୍ଦଗ୍ଦଗ୍ଦ.ମକ୍ଟ.ସଦ୍ଭ/କ୍ସରମକ୍ସଙ୍କସଗ୍ଧଜ୍ଞରଦ୍ଭଗ୍ଧ/ ରେ ଆବେଦନ କରିପାରିବେ । ଆବେଦେନ କରିବାର…

ଭାରତୀୟ ରିଜର୍ଭ ବ୍ୟାଙ୍କରେ ଓଡ଼ିଆ ଅଧିକାରୀଙ୍କ ରାଜ: ଡେପୁଟି ଗଭର୍ଣ୍ଣର ହେଲେ ମାଇକେଲ ଦେବବ୍ରତ ପାତ୍ର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କରେ ଓଡ଼ିଆଙ୍କ ରାଜ । ଶୀର୍ଷସ୍ତରରେ ଦୁଇ ଓଡ଼ିଆ ଅଧିକାରୀ । ପୂର୍ବରୁ ବରିଷ୍ଠ ଓଡ଼ିଆ ଆଇଏଏସ୍ ଅଧିକାରୀ ଶକ୍ତିକାନ୍ତ ଦାସ ଗଭର୍ଣ୍ଣର ଥିବାବେଳେ ଡେପୁଟି ଗଭର୍ଣ୍ଣର ଭାବେ ଓଡ଼ିଆ ପୁଅ ମାଇକେଲ ଦେବବ୍ରତ ପାତ୍ରଙ୍କୁ ଏବେ ନିଯୁକ୍ତି ମିଳିଛି । କ୍ୟାବିନେଟ୍…

ମନମୋହନ ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ/ଭୁବନେଶ୍ୱର: ପ୍ରଖ୍ୟାତ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ନିର୍ମାତା ମନମୋହନ ମହାପାତ୍ରଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଆଜି ପୁରୀର ସ୍ୱର୍ଗଦ୍ୱାରକୁ ସ୍ୱର୍ଗତ ମହାପାତ୍ରଙ୍କ ପାର୍ଥିବ ଶରୀର…

ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ର ‘ସୋସିଆଲ ସ୍ମାର୍ଟ ପ୍ରକଳ୍ପ’ରେ ବସ୍ତି ବାଳିକାଙ୍କ ଦୃଷ୍ଟାନ୍ତମୂଳକ…

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼୍ ଦ୍ୱାରା ଏବଂ ଭୁବନେଶ୍ୱର ମହାନଗର ନିଗମ ଓ ୟୁନାଇଟେଡ଼୍ ନେସନ୍‌ସ ପପୁଲେସନ ଫଣ୍ଡ୍‌(ୟୁଏନ୍‌ଏଫ୍‌ପିଏ) ର ମିଳିତ ସହଯୋଗରେ 'ହମାରା ବଚ୍‌ପନ ଟ୍ରଷ୍ଟ୍‌' ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ସୋସିଆଲି ସ୍ମାର୍ଟ ପ୍ରକଳ୍ପରେ ରହିଥିବା ବାଳିକାମାନେ…

‘ମକର ସଂକ୍ରାନ୍ତି’ରେ କରନ୍ତୁ ନାହିଁ ଏହିସବୁ କାମ !

ଭୁବନେଶ୍ୱର: ହିନ୍ଦୁ ସଂସ୍କୃତି ଓ ଧାର୍ମିକ ପରମ୍ପରାରେ ଏହି ମକର ପର୍ବ ପାଳନର ମଧ୍ୟ ଅନେକ ମହତ୍ତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ରାନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଉତରାୟଣ ଗତି ଆରମ୍ଭ ହେବା ସହ ମକର ରାଶିରେ ସୂର୍ଯ୍ୟ ପ୍ରବେଶ କରିଥାନ୍ତି । ଏହି ଦିନରୁ ଧିରେ ଧିରେ ବଡ ହୋଇଥାଏ । ଏହି ଦିନ…

ଆଗାମୀ ୪୮ ଘଣ୍ଟା ମଧ୍ୟରେ ବଢିବ ରାତିର ତାପମାତ୍ରା

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାତିର ତାପମାତ୍ରା ବୃଦ୍ଧି ପାଇବ । ଯାହାଫଳରେ ଓଡିଶାରେ ଶୀତ ଲହରୀ କମିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମଙ୍ଗଳବାର ଦିନ ସୂଚନା ମିଳିଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରା…

୮୫ ବର୍ଷର ବୃଦ୍ଧା ଭୂମିକାରେ ନଜର ଆସିବେ ସୁନ୍ଦରୀ କାଜଲ ଅଗ୍ରୱାଲ!

ମୁମ୍ବାଇ: କମଳା ହାସନଙ୍କ ବହୁ ଚର୍ଚ୍ଚିତ ଇଣ୍ଡିଆନ ଫିଲ୍ମର ସିକ୍ୱେଲର ଶୁଟିଂ ଆରମ୍ଭ ହୋଇଛି । ଇଣ୍ଡିଆନ-୨ ଫିଲ୍ମରେ କାଜଲ ଅଗ୍ରୱାଲଙ୍କ ଭୂମିକା ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମ ସମ୍ପର୍କରେ କୌଣସି ତଥ୍ୟ ବାହାରେ ପ୍ରକାଶ ନ କରିବା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ରିପୋର୍ଟ ମୁତାବକ କାଜଲ…

ଦିଲ୍ଳୀ ମେଟ୍ରୋରେ ୧୪୯୨ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ: ଜାଣନ୍ତୁ, କିପରି କରିବେ ଆବେଦନ

ଦିଲ୍ଲୀ ମେଟ୍ରୋରେ ୧୪୯୨ ପଦ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଆବେଦନର ଶେଷ ତାରିଖ ୧୩ ଜାନୁଆରୀ ରହିଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ୨୦ ଜାନୁଆରୀ କରାଯାଇଛି । ଇଚ୍ଛୁକ ଆବେଦନକାରୀ ଅନଲାଇନରେ ଏହାର ଆବେଦନ କରିପାରିବେ । ପଦବୀ ସଂଖ୍ୟା: ମୋଟ ପଦବୀ ସଂଖ୍ୟା ୧୪୯୨ । ରେଗୁଲାର…

ଦ୍ଵିତୀୟ ବର୍ଷ ଢାଞ୍ଚାରେ ହେବ +୨ ପ୍ରଥମ ବର୍ଷର ପରୀକ୍ଷା

ଭୁବନେଶ୍ୱର: ଏଣିକି ଯୁକ୍ତ ଦୁଇ ପ୍ରଥମ ବର୍ଷ ପାସ୍ ଜରୁରୀ । ଯୁକ୍ତ ଦୁଇ ପ୍ରଥମ ବର୍ଷ ହେବ ପରୀକ୍ଷା । ଏଥିରେ କୃତକାର୍ଯ୍ୟ ହେଲେ ଦ୍ୱିତୀୟ ବର୍ଷକୁ ଯିବେ ଛାତ୍ରଛାତ୍ରୀ । ନଚେତ ପୁଣିଥରେ ଦେବାକୁ ପଡିବ ପରୀକ୍ଷା । ଏନେଇ ଗଣଶିକ୍ଷା ବିଭାଗ ନିଷ୍ପତି ନେଇଛି । ପ୍ରଥମ ବର୍ଷରେ ଫେଲ୍ ହୋଇଥିବା…