Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୯-୦୧-୨୦୨୦ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ତା ୦୯ ରିଖ ଗୁରୁବାର ଧନୁ ୨୫ ଦିନ ପୌଷ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ମୃଗଶିରା ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର-:…

ଓଡ଼ିଶାରେ ‘ଭାରତ ବନ୍ଦ’ର ପ୍ରଭାବ: ଅଧିକାଂଶ ସ୍ଥାନରେ ଜୀବନଯାତ୍ରା ବ୍ୟାହତ

ଭୁବନେଶ୍ୱର: ବିଭିନ୍ନ ଟ୍ରେଡ ୟୁନିୟନ୍ ପକ୍ଷରୁ ଦିଆଯାଇଥିବା ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଯୋଗୁଁ ଜନଜୀବନ ଏକପ୍ରକାର ବାଧାପ୍ରାପ୍ତ ହୋଇଛି । ଏହି ବନ୍ଦର ପ୍ରଭାବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି । ଦେଶରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ସାମାଜିକ ସୁରକ୍ଷା ଭଳି…

ଉବେର୍ ବୁକ୍ କରି ଭଡ଼ାରେ ପାଇପାରିବେ ଉଡ଼ନ୍ତା ଟ୍ୟାକ୍ସି !

ଭୁବନେଶ୍ୱର: ଏହି ଉଡୁଥିବା ଟ୍ୟାକ୍ସିକୁ ତିଆରି କରିଛି ଉବେର କାର ନିର୍ମାଣକାରୀ କମ୍ପାନୀ ହ୍ୟୁଣ୍ଡାଇ ସହିତ | ଏହା ଦୁଇ କମ୍ପାନୀ ଇଲେକ୍ଟ୍ରିକ ଏଆର ଟ୍ୟାକ୍ସି ତିଆରି ଉପରେ କାମ ଆରମ୍ଭ କରିଦେଇଛି | କେମିତି ଲାଗିବ ଯଦି ଉବେର ଦ୍ୱାରା କାର ଓ ବାଇକ ଜାଗାରେ ଫ୍ଲାଇଙ୍ଗ କାର ରେ ଯିବେ | ପୁରା…

ଜନଜାତି ଛାତ୍ରଛାତ୍ରୀଙ୍କ ଲାଗି ଆଦାନୀ-କିସ୍‍ ଆବାସିକ ବିଦ୍ୟାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବାରିପଦା: ସାରା ଭାରତରେ ବନ୍ଦ ଡାକରା ସତ୍ତ୍ୱେ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲା ଗସ୍ତ ଜାରି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ବାଙ୍କୀଶୋଳ ଠାରେ ଆଦାନି ଫାଉଣ୍ଡେସନ ସହଯୋଗରେ ଆଜି କିସ(କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ…

ସଡ଼କ ସୁରକ୍ଷା ଲାଗି ସରକାରଙ୍କ କଡ଼ା ପଦକ୍ଷେପ; ପୋଲିସ ବିଭାଗ ୟୁସି ଦାଖଲ ନ’କଲେ ମିଳିବନି ପରବର୍ତ୍ତୀ ଅନୁଦାନ

ଭୁବନେଶ୍ୱର: ସଡ଼କ ସୁରକ୍ଷା ଲାଗି ଦିଆଯାଉଥିବା ଅର୍ଥର ହିସାବ ଦେଉନି ପୁଲିସ ବିଭାଗ । କମିଶନରେଟ୍ ପୁଲିସଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପୁଲିସ ଏହି ଅନୁଦାନ ଅର୍ଥର ହିସାବ ପ୍ରଦାନ କରୁନଥିବା ବେଳେ ଦୀର୍ଘଦିନ ହେବ ୟୁସି ଦାଖଲ କରୁନାହାଁନ୍ତି । କଟକ-ଭୁମନେଶ୍ୱର କମିଶନରେଟ୍ ପୁଲିସ ବର୍ତ୍ତମାନ…

ଗୁଣାତ୍ମକ ଶିକ୍ଷାକୁ ସରକାରଙ୍କ ଗୁରୁତ୍ୱ; ୧୦ରେ ହେବ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକ

ଭୁବନେଶ୍ୱର: ଜାନୁଆରୀ ୧୦ତାରିଖରେ ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ବୈଠକ ଅନୁଷ୍ଠିତ ହେବ । ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷାରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟର କୁଳପତିମାନେ ଯୋଗଦେବେ । ଏନେଇ ବୁଧବାର ଉଚ୍ଚଶିକ୍ଷା ବିଭାଗ…

ସାମ୍ନାକୁ ଆସିଲା ‘ଅବତାର-୨’ ର ପ୍ରଥମ ଲୁକ..

ମୁମ୍ବାଇ: ୨୦୦୯ରେ ରିଲିଜ ହୋଇଥିବା ଜେମ୍ସ କାମରେନଙ୍କ ଅବତାର ଫିଲ୍ମ ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିବା ବେଳେ ଅବତାର-୨ର ପ୍ରଥମ ଲୁକ୍ ସାମ୍ନାକୁ ଆସିଛି । ଏପରି କି ଏହା ୨୦୦୯ର ସର୍ବାଧିକ ଆୟ କରିବା ଫିଲ୍ମରେ ଏକ ନମ୍ବର ସ୍ଥାନ ହାସଲ କରିଥିଲା । ନିକଟରେ ଅବଶ୍ୟ ଆଭେଞ୍ଜର୍ସ:ଦି ଏଣ୍ଡ…

ରିଲାଏନ୍ସ ଜିଓ ପକ୍ଷରୁ ଭିଡିଓ ଓ ଭଏସ ୱାଇ-ଫାଇ କଲିଂ ସେବା ଶୁଭାରମ୍ଭ

ଭୁବନେଶ୍ୱର: ଗ୍ରାହକଙ୍କୁ ଶ୍ରେଷ୍ଠ ଉତ୍ପାଦ ଓ ଅନୁଭୂତି ପ୍ରଦାନ କରିଆସୁଥିବା ରିଲାଏନ୍ସ ଜିଓ ପକ୍ଷରୁ ଆଜି ଦେଶବ୍ୟାପୀ ସ୍ତରରେ ଭିଡିଓ ଓ ଭଏସ୍ ୱାଇ-ଫାଇ କଲିଂ ସେବା ଆରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଶୁଭାରମ୍ଭ ସହିତ ପ୍ରତ୍ୟେକ ଗ୍ରାହକଙ୍କୁ ସର୍ବଶ୍ରେଷ୍ଠ ଅନୁଭୂତି ପ୍ରଦାନ…

ପର୍ଯ୍ୟଟନ ମାନଚିତ୍ରରେ ଢେଙ୍କାନାଳ; ପ୍ରାକୃତିକ ନୈସର୍ଗିକତାର ଗନ୍ତାଘର

ମହିମା ଧର୍ମର ଏନ୍ତୁଡ଼ିଶାଳ ଢେଙ୍କାନାଳ । ସାହିତ୍ୟ ବିଭବ, ସଂସ୍କୃତି, ଲୋକକଳା ଏହାର ଐତିହାସିକ ପୃଷ୍ଠଭୂମିକୁ ସମୃଦ୍ଧ କରିଛି । ବ୍ରାହ୍ମଣୀର ପାଣି, ଖଣିଜ ସମ୍ପଦ ଜନଜୀବନକୁ ପରିପୁଷ୍ଟ କରି ଗଢ଼ିତୋଳିଛି ଏଠାରେ । ଜୈବ ବିବିଧତା, ଶତାଧିକ ପ୍ରଜାତିର ବନ୍ୟଜନ୍ତୁ ସଂରକ୍ଷିତ ଜଙ୍ଗଲରେ…

ଭାରତ ବନ୍ଦ: ତଣ୍ଡ ଗଣିବେ ବିନା ହେଲମେଟରେ ରାଲି କରୁଥିବା ବାଇକ ଚାଳକ

ଭୁବନେଶ୍ୱର: ଭାରତ ବନ୍ଦ ସମୟରେ ବିନା ହେଲମେଟରେ ରାଜଧାନୀରେ ରାଲି କରୁଥିବା ଆନ୍ଦୋଳନକାରୀମାନେ ଜୋରିମାନା ଦେବେ ବୋଲି ବୁଧବାର ଦିନ ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି। "ଆଇନ ସମସ୍ତଙ୍କ ପାଇଁ ସମାନ । ଟ୍ରାଫିକ ନିୟମ ଉଲଂଘନ କାରୀଙ୍କୁ ସିସିଟିଭି ଫୁଟେଜ ମାଧ୍ୟମରେ ଚିହ୍ନଟ…