Latest Odisha News

BREAKING NEWS

Browsing Category

ଫିଚର

ଜେଏନୟୁ ଆକ୍ରମଣ: ଛାତ୍ର ସଂସଦ ସଭାପତିଙ୍କ ନାମରେ ଏତଲା

ନୂଆଦିଲ୍ଲୀ: ଜବାହାରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) କ୍ୟାମ୍ପସରେ କିଛିଦିନ ତଳେ ଛାତ୍ରଛାତ୍ରୀମାନଙ୍କ ଉପରେ ହୋଇଥିବା ଆକ୍ରମଣରେ ଆହତ ହୋଇଥିବା ଛାତ୍ର ସଂସଦ ସଭାପତି ଆଈଶି ଘୋଷଙ୍କ ନାମରେ ମଙ୍ଗଳବାର ଦିନ ପୋଲିସ ଏତଲା ଦାଏର କରିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ…

କେନ୍ଦ୍ରାପଡ଼ାର ଏହି ଚାଷୀଙ୍କୁ ଜାଣନ୍ତୁ; ମୋବାଇଲ୍ ପରାମର୍ଶରୁ କିପରି କରୁଛନ୍ତି ପ୍ରଚୁର ଫସଲ ଅମଳ !

କେନ୍ଦ୍ରାପଡ଼ା: ଏବେ ହାଇ-ଟେକ୍ ର ଯୁଗ । ଯଦି ସବୁକିଛି ଏହି ହାଇ-ଟେକ୍ ଯୁଗରେ ସମ୍ଭବ ହୋଇପାରୁଛି ତେବେ ଚାଷକାର୍ଯ୍ୟରେ କାହିଁକି ଏହାର ଉପଯୋଗ କରାଯାଇପାରିବ ନାହିଁ? ଏବେ ଉନ୍ନତ ଜ୍ଞାନ କୌଶଳର ଉପଯୋଗ ହୋଇ ପାଣିପାଗର ପୂର୍ବାନୁମାନ କରାଯାଇ ପାରୁଛି । ଉନ୍ନତ ଜ୍ଞାନ କୌଶଳର ଉପଯୋଗରେ ଚାଷରେ…

ଫେବ୍ରୁଆରୀ ୮ରେ ଦିଲ୍ଲୀ ନିର୍ବାଚନ; ଲାଗୁ ହେଲା ଆଚରଣ ବିଧି

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରୀ ୮ ତାରିଖରେ ଅନୁଷ୍ଠିତ ହେବ ଦିଲ୍ଲୀରେ ବିଧାନସଭା ନିର୍ବାଚନ । ସେହିପରି ଭାବେ ଫେବୃଆରୀ ୧୧ରେ ଭୋଟ ଗଣନା ହୋଇ ଫଳାଫଳ ପ୍ରକାଶିତ ହେବ ବୋଲି ଭାରତୀୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ନୂଆଦିଲ୍ଲୀଠାରେ ମୁଖ୍ୟ ନିର୍ବାଚନ କମିଶନର୍ ସୁନୀଲ୍ ଆରୋରା ଏକ…

ଆଜି ଭାରତ-ଶ୍ରୀଲଙ୍କା ୨ୟ ଟି-୨୦ ମୁକାବିଲା; ବୁମରାହଙ୍କ ଉପରେ ନଜର

ଇନ୍ଦୋର: ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବ । ବର୍ଷା ଯୋଗୁଁ ପ୍ରଥମ ମ୍ୟାଚ୍ ବାତିଲ ହୋଇଥିବା ବେଳେ ଏହାକୁ ଜିତିବା ପାଇଁ ଉଭୟ ଦଳ ମଧ୍ୟରେ କଡା ଟକ୍କର ହେବ । ଏହି ମ୍ୟାଚ୍ ଇନ୍ଦୋରର ହୋଲକର୍ ଷ୍ଟାଡିୟମରେ ଆଜି ରାତି ୭ଟା ବେଳେ ଅନୁଷ୍ଠିତ ହେବାକୁ ଯାଉଛି ।…

କଂସଙ୍କ ରାଜୁତିରେ ଦୁଲୁକୁଛି ବରଗଡ; କୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ ଲାଗି ମାନସ ମନ୍ଥନ

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ୭ମ ଦିନ । ଏହି ଅବସରରେ କୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ ଲାଗି ମହାରାଜା କଂସ ଅକ୍ରୁରଙ୍କ ସହ ଆଲୋଚନା କରିବା ସହ ଚିଟାଉ ମଧ୍ୟ ପ୍ରସ୍ତୁତ କରିଛନ୍ତି । କୃଷ୍ଣଙ୍କୁ ବଦ୍ଧ କରିବା ପାଇଁ ମହାରାଜା କଂସଙ୍କୁ ସମସ୍ତ ଅତିଥି ରାଜମାନେ ସହାୟତା…

ବୁଲିଯାନ୍ତୁ ରାଜ୍ୟର ଏହିସବୁ ତୀର୍ଥସ୍ଥଳୀ; ଯେଉଁଠି ଭରି ରହିଛି ପ୍ରାକୃତିକ ଶୋଭାରାଜି

ଭୁବନେଶ୍ୱର : ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହୋଇଛି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ ମଜଲିସ କରିବା ପାଇଁ ଭ୍ରମଣରେ ବାହାରି ପଡନ୍ତି ବିଭିନ୍ନ ଦର୍ଶନୀୟ ସ୍ଥାନ ତଥା ପର୍ଯ୍ୟଟନ ସ୍ଥଳୀକୁ । ରାଜ୍ୟ ଭିତରେ ଏଭଳି କିଛି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୭-୦୧-୨୦୨୦ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ତା ୦୭ ରିଖ ମଙ୍ଗଳ ବାର ଧନୁ ୨୩ ଦିନ ପୌଷ ମାସ ଶୁକ୍ଳ ପକ୍ଷ ଦ୍ବାଦଶୀ ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-:…

ପ୍ରକାଶ ପାଇଲା ଓଏଏସ୍ ପରୀକ୍ଷା ଫଳ; ଦେବାଶିଷ ପଣ୍ଡା ହେଲେ ଟପ୍ପର୍

ଭୁବନେଶ୍ୱର: ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା – ୨୦୧୮ର ପରୀକ୍ଷା ଫଳ ସୋମବାର ଦିନ ପ୍ରକାଶ ପାଇଛି । ଦେବାଶିଷ ପଣ୍ଡା ଓଏଏସ୍ ପରୀକ୍ଷାରେ ପ୍ରଥମ ହୋଇଛନ୍ତି । ଦେବାଶିଷ ପଣ୍ଡା ସୁନ୍ଦରଗଡ଼ ଜିଲ୍ଲା ବଣାଇ ସବ୍ ଡିଭିଜନ ଅନ୍ତର୍ଗତ ଜକାଇକଳା ଗ୍ରାମର ବାସିନ୍ଦା । ଦେବାଶିଷଙ୍କ ଉଭୟ ବାପା ମାଆ…

ଭୁବନେଶ୍ୱରରେ ଫେବୃଆରୀ ୨୨ରୁ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା; ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ତୃଣମୂଳ ସ୍ତରରୁ କ୍ରୀଡ଼ାର ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଭାରତ ସରକାର ପ୍ରତିବର୍ଷ ୪ଟି ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଲାଗି ନୀତିଗତ ନିଷ୍ପତି ନେଇଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଖେଲୋ ଇଣ୍ଡିଆ…

ଗୋଟିଏ ସପ୍ତାହରେ ୩୧୬୬ କର୍ମଚାରୀଙ୍କୁ ପଦୋନ୍ନତି ଦେଇ ରେକର୍ଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଗୋଟିଏ ସପ୍ତାହରେ ରାଜ୍ୟ ସରକାରଙ୍କ ୩୯ଟି ବିଭାଗ ଓ ୩୦ଟି ଜିଲ୍ଲାରେ ‘ଗ୍ରୁପ-ଏ’ଠାରୁ ଆରମ୍ଭ କରି ‘ଗ୍ରୁପ-ଡି’ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ୩୧୬୬ଜଣ କର୍ମଚାରୀ ପଦୋନ୍ନତି ପାଇଛନ୍ତି। ଡିସେମ୍ବର ମାସର ଶେଷ ସପ୍ତାହରେ ବିଭିନ୍ନ ବିଭାଗର ଏତେ ସଂଖ୍ୟକ କର୍ମଚାରୀ ପଦୋନ୍ନତି…