Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତାକାଲି ଏହିସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ ସରବରାହ !

ଭୁବନେଶ୍ୱର: ମରାମତି କାର୍ଯ୍ୟ ନିମନ୍ତେ ମଙ୍ଗଳବାର ଦିନ ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ ନୟାଗଡ଼ର ଏହିସବୁ ଅଞ୍ଚଳରେ ବିଦ୍ୟୁତସେବା ବନ୍ଦ ରହିବା ନେଇ ସେସୁ ପକ୍ଷରୁ ସୂଚନା ଜାରି ହୋଇଛି । ଭୁବନେଶ୍ୱର- ସହରାଞ୍ଚଳ( ଅର୍ବାନ) ଭିଏସଏସ ନଗର, ଜ୍ଞାନଭାରତୀ, ସତ୍ୟ ନଗର- ସକାଳ ୮ ଟାରୁ…

ଖୁବଶୀଘ୍ର ପରଦାକୁ ଫେରୁଛନ୍ତି ୯୦ ଦଶକର ଏହି ହିଟ ଯୋଡ଼ି !

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତକୁ ପୁଣି ଫେରୁଛନ୍ତି ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ ।୯୦ ଦଶକର ହିଟ ଯୋଡି ସିଦ୍ଧାନ୍ତ ରଚନାଙ୍କୁ ପୁଣି ଥରେ ଦର୍ଶକ ପରଦାରେ ଦେଖିବା ନେଇ ଚର୍ଚ୍ଚା ହେଉଛି । ରଚନା ଓଲିଉଡକୁ ଫେରୁଥିବା ନେଇ ପ୍ରାୟ ବର୍ଷେ ହେବ ଚର୍ଚ୍ଚା ହେଉଥିବା ବେଳେ…

ଚୁଲବୁଲି ଆଥିୟାଙ୍କ ସହ ଡେଟ୍ କରୁଛନ୍ତି କ୍ରିକେଟର୍ ରାହୁଲ୍ !

ମୁମ୍ବାଇ: ଟିମ୍ ଇଣ୍ଡିଆର ଯୁବଷ୍ଟାର କେଏଲ ରାହୁଲ ଓ ଆଥିୟା ସେଟ୍ଟୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଜୋର ଧରିଛି । ଭାରତୀୟ କ୍ରିକେଟର ଏହି ପ୍ରତିଭାବାନ ଖେଳାଳିଙ୍କ ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅଙ୍କ ପାଖରେ ବୋଲ୍ଡ ହୋଇଯାଇଥିବା ଜଣାପଡିଛି । ପାଖାପାଖି ୨ ବର୍ଷ ହେବ ରାହୁଲ ତାଙ୍କ…

ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ମିନତି ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ପ୍ରସିଦ୍ଧ ଓଡିଶୀ ନୃତ୍ୟାଙ୍ଗନା ଡ. ମିନତି ମିଶ୍ରଙ୍କ ସ୍ୱିଜରଲାଣ୍ଡସ୍ଥିତ ଜୁରିଚରେ ସୋମବାର ଦିନ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ଏନେଇ ତାଙ୍କ ପରିବାର ସୁତ୍ରରୁ ପ୍ରକାଶ । ୧୯୨୯ ମସିହାରେ କଟକରେ ଜନ୍ମିତ ଶ୍ରୀମତି ମିଶ୍ର ଖୁବ୍ କମ୍…

ପୁଣି ଫେରିଲା ଶୀତ, ଦାରିଙ୍ଗିବାଡିରେ ୭ ଡିଗ୍ରୀକୁ ଖସିଲା ପାରଦ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଶୀତ ଲହରୀରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ସୋମବାର ଦିନ ଓଡିଶାର ଅଧିକାଂଶ ଭାଗରେ ପାରଦ ହ୍ରାସ ପାଇବା ସହ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ରାଜ୍ୟର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ…

ଜେଇଇ ମେନ୍ ପରୀକ୍ଷା ଲାଗି ଓଡିଶାରୁ ୩୩ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ୱର: ଜେଇଇ ମେନ୍ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସୋମବାର ଦିନ ଅନୁଷ୍ଠିତ ହେଉଥିବା ବେଳେ ଓଡିଶାର ପ୍ରାୟ ୩୩ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ଯାଉଛନ୍ତି। ରାଜ୍ୟର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଢେଙ୍କାନାଳ, ରାଉରକେଲା ଓ ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର…

ମୁଖା ପିନ୍ଧି ଜେଏନୟୁରେ ଛାତ୍ରଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ; କ୍ୟାମ୍ପସରେ ପୋଲିସ ମୁତୟନ

ନୂଆଦିଲ୍ଲୀ: ଜବାହାର ଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କ୍ୟାମ୍ପସରେ ରବିବାର ରାତିରେ ମାରଣାସ୍ତ୍ର ସହିତ କିଛି ଦୁର୍ବୃତ୍ତ କିଛି ଛାତ୍ରଙ୍କ ସମେତ ଅଧ୍ୟାପକମାନଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ଏହି ଘଟଣାକୁ ନେଇ ସାରା ଦେଶରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି । ଏହି ଘଟଣାକୁ…

ଓଡିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ: ଭ୍ରମଣ ସହ ପିକନିକର ମଜ୍ଜା ମଧ୍ୟ ଉଠାଇପାରିବେ..

ଭୁବନେଶ୍ୱର : ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହୋଇଛି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ ମଜଲିସ କରିବା ପାଇଁ ଭ୍ରମଣରେ ବାହାରି ପଡନ୍ତି ବିଭିନ୍ନ ଦର୍ଶନୀୟ ସ୍ଥାନ ତଥା ପର୍ଯ୍ୟଟନ ସ୍ଥଳୀକୁ । ରାଜ୍ୟ ଭିତରେ ଏଭଳି କିଛି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୬-୦୧-୨୦୨୦ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ତା ୦୬ ରିଖ ସୋମବାର ଧନୁ ୨୨ ଦିନ ପୌଷ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-: ମିଥୁନ…

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ‘ଓଡିଶା ମୋ ପରିବାର’

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ‘ଓଡିଶା ମୋ ପରିବାର’ର ବୈଠକ ବସିବା ସହିତ ଆନୁଷ୍ଠାନିକ ଭାବେ ଏହା ଆରମ୍ଭ ହୋଇଛି । ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟ ସେବା ଓ ବିପନ୍ନ ଓଡିଆଙ୍କୁ ସହାୟତା ଭଳି ତିନିଟି ବିଷୟରେ…