Latest Odisha News

BREAKING NEWS

Browsing Category

ଫିଚର

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ‘ଓଡିଶା ମୋ ପରିବାର’

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ‘ଓଡିଶା ମୋ ପରିବାର’ର ବୈଠକ ବସିବା ସହିତ ଆନୁଷ୍ଠାନିକ ଭାବେ ଏହା ଆରମ୍ଭ ହୋଇଛି । ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟ ସେବା ଓ ବିପନ୍ନ ଓଡିଆଙ୍କୁ ସହାୟତା ଭଳି ତିନିଟି ବିଷୟରେ…

କେନ୍ଦ୍ରାପଡ଼ାର ବାଂଲାଦେଶୀ ହିନ୍ଦୁ ପାଇବେ ଭାରତୀୟ ନାଗରିକତା: କେନ୍ଦ୍ରମନ୍ତ୍ରୀ

କେନ୍ଦ୍ରାପଡ଼ା: କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ୍ ସିଂହ କୁଲସ୍ତେ ରବିବାର ଦିନ କହିଛନ୍ତି ଯେ, କେନ୍ଦ୍ରାପଡ଼ା ଜିଲ୍ଲାରେ ରହୁଥିବା ବାଂଲାଦେଶୀ ହିନ୍ଦୁମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ । ଏହି ବାଂଲାଦେଶୀ ହିନ୍ଦୁମାନଙ୍କୁ ପୂର୍ବରୁ ନୋଟିସ ପ୍ରଦାନ କରାଯାଇଥିଲା ମାତ୍ର…

ଜାଣନ୍ତୁ, ଗୋଟିଏ ଫିଲ୍ମ ପାଇଁ କେଉଁ ଷ୍ଟାର୍ ନେଲେ ୧୦୦ କୋଟି !

ମୁମ୍ବାଇ: ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟି ଟଙ୍କା ! ବିଶ୍ୱାସ ନ ହେଲେ ବି ଏହା ସତ । ସନ ପିକ୍ଚର୍ସ ଆଗାମୀ ଫିଲ୍ମ ଥଲପଥୀ ୬୫ ପାଇଁ ତାମିଲ ସୁପରଷ୍ଟାର ବିଜୟଙ୍କୁ୧୦୦ କୋଟି ଟଙ୍କାରେ ସାଇନ କରିଛି । ଏଥିସହ ବିଜୟ ଭାରତରେ ଗୋଟିଏ ଫିଲ୍ମ ପାଇଁ ସର୍ବାଧିକ ଟଙ୍କା ନେବାର ଶ୍ରେୟ ଆପଣାଇଛନ୍ତି ।…

କୋହଲୀଙ୍କୁ ସ୍ପେଶାଲ୍ ଗିଫ୍ଟ; ମୋବାଇଲ୍ ଫୋନ-ତାରରେ ଫ୍ୟାନ୍ ଆଙ୍କିଲେ ଚିତ୍ର !

ଭାରତୀୟ ଦଳର କ୍ୟାପଟେନ ବିରାଟ କୋହଲିଙ୍କ ପ୍ରଶଂସକଙ୍କ ତାଲିକାରେ ଯୋଡି ହୋଇଛନ୍ତି ପୁଣି ଜଣେ ଯୁବକ। ଏପରିକି ସେ ବିରାଟଙ୍କର ଏକ ନିଆରା ଛବି ମଧ୍ୟ ତିଆରି କରିଛନ୍ତି। ଭଙ୍ଗା ଦଦରା ମୋବାଇଲ୍ ଫୋନ୍ ତଥା ପୁରୁଣା ଫୋନ ଓ ତାର କୁ ବ୍ୟବହାର କରି ଫ୍ୟାନ ଜଣକ ଏହି କଳାକୃତି ତିଆରି କରିଛନ୍ତି।…

୬ ବଲରେ ୬ଟି ଛକା ମାରିଲେ ଲିଓ କାର୍ଟର; ୭ମ ଖେଳାଳି ଭାବେ କଲେ ରେକର୍ଡ଼…

ୱେଲିଂଟନ: ନ୍ୟୁଜିଲାଣ୍ଡର ଘରୋଇ ଟି୨୦ କ୍ରିକେଟ ଟୁର୍ନାମେଂଟରେ କ୍ୟାଟଂରବରୀ ଟିମର ଲିଓ କାର୍ଟର ନଦର୍ଣ୍ଣ ନାଇଟ୍ସ ବିପକ୍ଷରେ ଗୋଟିଏ ଓଭରରେ ୬ ଛକା ମାରିଛନ୍ତି । ଏଣ୍ଟନ ଡେଭେସିଚ ମ୍ୟାଚରେ ପକାଉଥିବା ୧୬ତମ ଓଭରରେ ସେ ଏହି କିର୍ତ୍ତୀମାନ ହାସଲ କରିଛନ୍ତି । ନଦର୍ଣ୍ଣ ନାଇଟ୍ସ ପ୍ରଥମେ…

ଯୋଦ୍ଧା ସାଜିବେ ଶ୍ରୀଜୀଉ: ୨୫ ବର୍ଷ ପରେ ନାଗାର୍ଜୁନ ବେଶରେ ଦେବେ ଦର୍ଶନ

ପୁରୀ: ଦୀର୍ଘ ୨୫ ବର୍ଷ ପରେ ଚଳିତ ବର୍ଷ ପଡୁଛି ଶ୍ରୀଜୀଉଙ୍କ ଦୁର୍ଲ୍ଲଭ ତଥା ବିରଳ ନାଗାର୍ଜୁନ ବେଶ । ତିଥି, ନକ୍ଷତ୍ର ଆଧାରରେ ସ୍ଥିର ହୋଇଛି ଦିନ । ପଞ୍ଜିକା ଗଣନା ଅନୁସାରେ ଚଳିତ ୨୦୨୦ ବର୍ଷ ନଭେମ୍ବର ୨୭ ତାରିଖରେ ଏହି ଅଲୌକିକ ବେଶ ଧାରଣ କରିବେ ମହାପ୍ରଭୁ । ଦୀର୍ଘ ୨୫ ବର୍ଷ ପରେ…

ପ୍ରସିଦ୍ଧ ପାଲା ଗାୟକ ଉଗ୍ରସେନ ପାଢୀ; ରାଗ-ରାଗିଣୀ, ଛାନ୍ଦ-ଚୌପଦୀରେ ଯିଏ ସିଦ୍ଧହସ୍ତ !

ଭୁବନେଶ୍ୱର: ପାଲା ଜଗତର ଜଣେ ପ୍ରତିଷ୍ଠିତ ଗାୟକ ଉଗ୍ରସେନ ପାଢୀ । ପୁରାତନ ମୌଳିକତାକୁ ଅକ୍ଷୁର୍ଣ୍ଣ ରଖି ସମୟ ଉପଯୋଗୀ ପାଲା ପରିବେଷଣ କରିବାରେ ସେ ବେଶ୍ ସିଦ୍ଧହସ୍ତ । ୧୯୫୫ ମସିହା ଆଶ୍ୱିନ ମାସ ଅଷ୍ଟମୀ ତିଥିରେ କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ପୁଇଚନ୍ଦା ଗ୍ରାମରେ ଜନ୍ମ ଗ୍ରହଣ…

ବର୍ଷର ଆଶା ଅଲିମ୍ପିକରେ ୫ ମେଡାଲ…

ସମ୍ବିତ୍ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଗୁଗଲୀ... ଆରମ୍ଭ ହୋଇସାରିଛି ନୂଆବର୍ଷ । ଏହା କେବଳ ଗୋଟିଏ ବର୍ଷର ଆରମ୍ଭ ନୁହେଁ । ଏହା ଏକ ଦଶନ୍ଧିର ଆରମ୍ଭ ହୋଇଥିବାରୁ ୨୦୨୦ର ଗୁରୁତ୍ୱ ବେଶ ବେଶୀ । ଭାରତୀୟ କ୍ରୀଡ଼ା ସକାଶେ ୨୦୨୦ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି । କ୍ରୀଡ଼ା…

ଜାତୀୟ ହକି ଖେଳାଳି ଏବେ ଫୁଟପାଥରେ !

ଭୁବନେଶ୍ୱର: ଭାରତ ପକ୍ଷରୁ ଅନ୍ତର୍ଜାତୀୟ ହକି ଖେଳି ସାରିଥିବା ଅମରଜିତ ସିଂ ଏବେ ରାସ୍ତା କଡରେ ଜୀବନ କାଟୁଛନ୍ତି । ଆର୍ଥୀକ ଅନାଟନ ଓ ଦୁର୍ଭାଗ୍ୟ ଯୋଗୁ ସେ ବାଧ୍ୟ ହୋଇ ଏହି ଯନ୍ତ୍ରଣାଦାୟକ ଜୀବନର କଷ୍ଟକୁ ପିଇ ଚାଲିଛନ୍ତି । ଜାତୀୟ ଜୁନିୟର ଟିମର ଏହି ସଦସ୍ୟଙ୍କ ସମ୍ପର୍କରେ ଜଣେ କିଏ…

୪ ମାସ ହେଲା ଜଳୁଛି ଜଙ୍ଗଲ: ପ୍ରାଣ ହରାଇଲେଣି ୫୦କୋଟି ନିରୀହ ଜୀବଜନ୍ତୁ !

ସିଡ଼ନୀ: ଅଷ୍ଟ୍ରେଲିଆରେ ତାଣ୍ଡବ ରଚୁଛି ପ୍ରକୃତି । ବାତ୍ୟା କି ସୁନାମୀ ନୁହେଁ ବରଂ ଭୟଙ୍କର ନିଆଁରେ ଜଳୁଛି ଅଷ୍ଟ୍ରେଲିଆ ଜଙ୍ଗଲ।ଗତ ସେପ୍ଟେମ୍ବରରୁ ଲାଗିଥିବା ଏହି ନିଆଁ ଅଷ୍ଟ୍ରେଲିଆବାସୀଙ୍କ ସମେତ ଏଠାକାର ଜୀବଜନ୍ତୁଙ୍କୁ ଜୀବନକୁ ଖୁବ୍ ପ୍ରଭାବିତ କରିଛି । I'm literally in tears.…