Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତାକାଲିଠୁଁ ପୁଣି ଫେରିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ଲଗାତାର ୩ ଦିନଧରି ବର୍ଷା ହେବାପରେ ଆସନ୍ତାକାଲି ଠାରୁ ପୁଣିଥରେ ଶୀତ ଫେରିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି । ଯାହାଫଳରେ ଆଭ୍ୟନ୍ତରିଣ ଓଡିଶାରେ ରାତ୍ରିର ତାପମାତ୍ରା ୪-୬ ଡିଗ୍ରି ସେଲସିୟସ୍ ଓ ଉପକୂଳ ଜିଲ୍ଲାରେ ୨-୩ ଡିଗ୍ରି ହ୍ରାସ…

ଜାଣନ୍ତୁ, ଶାମ୍ବ ଦଶମୀକୁ ନେଇ କଣ ରହିଛି ପୌରାଣିକ କଥାବସ୍ତୁ ଓ ପୂଜାବିଧି..

ଭୁବନେଶ୍ୱର: ଶାମ୍ବପୁରାଣ ହେଉଛି ସୂର୍ଯ୍ୟପୁରାଣର ଅନ୍ତର୍ଗତ । ଏହି ଶାମ୍ବପୁରାଣରେ ଶାମ୍ବଦଶମୀର ତାତ୍ପର୍ଯ୍ୟ ବର୍ଣ୍ଣିତ । ଶାମ୍ବନାମାନୁସାରେ ଏହି ଦଶମୀକୁ ଶାମ୍ବ ଦଶମୀ, ଗାଁ ଗହଳରେ ସମ୍ବର ଦଶମୀ କୁହାଯାଏ । କଥିତ ଅଛି ଶ୍ରୀକୃଷ୍ଣଙ୍କ ସବୁ ପୁତ୍ର ମଧ୍ୟରେ ଜାମ୍ବବତୀ ଗର୍ଭଜାତ ଶାମ୍ବ…

ଆଜି ଭାରତ-ଶ୍ରୀଲଙ୍କା ଟି-୨୦ ଟକ୍କର; କମବ୍ୟାକ୍ କଲେ ବୁମରାହ

ଗୌହାଟୀ: ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବର୍ଷର ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ଭାରତୀୟ ଖେଳାଳୀ ମାନେ ୧ମ ମ୍ୟାଚରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିଜୟ ଧାରା ଜାରି ରଖିବା ଲାଗି ରଣନୀତି ପସ୍ତୁତ କରିଛନ୍ତି । ଏହି ମ୍ୟାଚ୍ ଗୌହାଟୀର ବରସରପରା ଷ୍ଟାଡିୟମରେ ଆଜି ରାତି ୭ଟା ବେଳେ…

ଟ୍ୱିନସିଟିରେ ୨ ଦିନ ଲାଗି କେଉଁ ସବୁ ଅଞ୍ଚଳରେ ବିଦ୍ୟୁତକାଟ ହେବ ଜାଣନ୍ତୁ…

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ରବିବାର ଓ ସୋମବାର (ଜାନୁଆରୀ ୫ ଓ ୬) ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା…

ପବିତ୍ର ‘ଶାମ୍ବ ଦଶମୀ’; ସନ୍ତାନଙ୍କ ମଙ୍ଗଳ ଲାଗି ଘରେଘରେ ସୂର୍ଯ୍ୟପୂଜା

ଭୁବନେଶ୍ୱର : ଆଜି ପବିତ୍ର ‘ଶାମ୍ବ ଦଶମୀ’ । ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶାମ୍ବଦଶମୀ ପାଳନ କରାଯାଇଥାଏ । ଏହି ଦିନ ସନ୍ତାନମାନଙ୍କ ମଙ୍ଗଳ କାମନା କରି ମା’ ମାନେ ଘରେ ଘରେ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ରୋଗରୁ ମୁକ୍ତି ପାଇଁ ମଧ୍ୟ ଆଜିର ଦିନରେ ସୂର୍ଯ୍ୟପୂଜା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୫-୦୧-୨୦୨୦ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ତା ୦୫ ରିଖ ରବିବାର ଧନୁ ୨୧ ଦିନ ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ଅଶ୍ବିନୀ ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-:…

ଆସନ୍ତୁ ଜାଣିବା, ଚତୁର୍ଦ୍ଧାମୂର୍ତ୍ତିଙ୍କ ମାସ ଅନୁସାରେ ବେଶ

ପୁରୀ: ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଦେଶ ବିଦେଶର କୋଣ ଅନୁକୋଣରୁ ଶ୍ରୀକ୍ଷେତ୍ର ପୁରୀକୁ ଛୁଟି ଆସନ୍ତି ଭକ୍ତଗଣ । ପୁରୀରେ ୧୨ ମାସଯାକ ଉତ୍ସବମୁଖର ପରିବେଶ ରହିଥାଏ । ପ୍ରତ୍ୟେକ ମାସରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଭିନ୍ନ ଭିନ୍ନ ବେଶ ଶ୍ରଦ୍ଧାଳୁଙ୍କୁ…

କେତେ ବଦଳି ଯାଇଛନ୍ତି ବଲିଉଡର ଏହି ଷ୍ଟାର୍ !

ଭୁବନେଶ୍ୱର: ସଫଳତା ଆପଣଙ୍କ ସହିତ ରହିଥିବା ପର୍ଯ୍ୟନ୍ତ ସବୁ କିଛି ଠିକଠାକ୍ ଥାଏ । ଏଥିରେ ବ୍ୟତିକ୍ରମ ଘଟିଲେ ମଣିଷ ରୂପରେଖ ଓ ଚାଲିଚଳନରେ ଅନେକ ପରିବର୍ତନ ଘଟି ଯାଇଥାଏ । ଆସନ୍ତୁ ଜାଣିବା ବଲିଉଡର ଏହି ୫ ପୂର୍ବତନ ହିରୋ ଯାହାଙ୍କୁ ଏବେ ଚିହ୍ନିବା କଷ୍ଟକର ହୋଇ ପଡୁଛି । ମୋହବତେଁ…

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ସଞ୍ଜୁ ପଣ୍ଡା ନିଯୁକ୍ତ

କଟକ/ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜାନୁଆରୀ ୫ ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ ବରିଷ୍ଠ ବିଚାରପତି ନ୍ୟାୟାଧୀଶ ସଞ୍ଜୁ ପଣ୍ଡା । ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି ଜଷ୍ଟିସ୍ ପଣ୍ଡା । ଶନିବାର ଦିନ…

ଶ୍ରୀଜଗନ୍ନାଥଙ୍କୁ ନେଇ ‘ବିଗ୍ ବସ୍’ରେ ଚର୍ଚ୍ଚା; ସିଦ୍ଧାର୍ଥ କହିଲେ “ଛପନ ଭୋଗକୁ ମୁଁ ଭଲପାଏ”…

ମୁମ୍ବାଇ: ବଲିଉଡ୍ ଷ୍ଟାର୍ ସଲମାନ୍ ଖାନଙ୍କ ଅଭିନୀତ ତଥା ତଥା ବହୁଳ ପ୍ରସାରିତ ‘ବିଗ୍ ବସ୍ - ୧୩’ରେ ଓଡ଼ିଶାର ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ ନେଇ ଚର୍ଚ୍ଚା ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଚର୍ଚ୍ଚିତ ହେବାରେ ଲାଗିଛି । ୟୁଟ୍ୟୁବ୍ ରେ ପ୍ରସାରରିତ ହେଉଥିବା ଏକ ଭିଡ଼ିଓରେ…