Latest Odisha News

BREAKING NEWS

Browsing Category

ଫିଚର

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ; ଉଦ୍ଧାର କରିବାକୁ ଯାଇ ଫସିଲେ ଅଗ୍ନିଶମ କର୍ମଚାରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଉଦ୍ୟୋଗ ନଗର ଅନ୍ତର୍ଗତ ପୀରଗଡଠାରେ ଥିବା ଏକ ବ୍ୟାଟେରୀ କାରଖାନାରେ ଗୁରୁବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଉଦ୍ଧାର କାର୍ଯ୍ୟ ପାଇଁ ଆସିଥିବା ଦମକଳ ବାହିନୀ ନିଜେ ଫସିଯାଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ୨ୟ ଦିନ; ବନ୍ଦୀଶାଳାରେ ଜନ୍ମନେଲେ କୃଷ୍ଣ

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ୨ୟ ଦିନ । ଏହି ଅବସରରେ ପାପର ନାଶ କରିବା ପାଇଁ ବନ୍ଦୀଶାଳାରେ ମାତା ଦେବକୀଙ୍କ କୋଳମଣ୍ଡନ କରିଛନ୍ତି ପ୍ରଭୁ କୃଷ୍ଣ ଭଗବାନ । ଏଥିସହିତ ରାଜା ଉଗ୍ରସେନଙ୍କୁ ବନ୍ଦୀ କରିବା ପରେ ମଥୁରାର ମହାରାଜା ହୋଇଛନ୍ତି କଂସ । ତାଙ୍କର କ୍ରୁର…

ଓଡିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ: ଭ୍ରମଣ ସହ ପିକନିକର ମଜ୍ଜା ମଧ୍ୟ ଉଠାଇପାରିବେ..

ଭୁବନେଶ୍ୱର : ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହୋଇଛି । ଯାହାଫଳରେ ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ଦେବା ସହିତ ନୂତନ ବର୍ଷର ଭରପୂର ମଜା ନେଉଛନ୍ତି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ ମଜଲିସ କରିବା ପାଇଁ ଭ୍ରମଣରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୨-୦୧-୨୦୨୦ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ତା୦୨ ରିଖ ଗୁରୁବାର ଧନୁ ୧୮ ଦିନ ପୌଷ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ଉତ୍ତର ଭାଦ୍ରପଦ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-:…

ରାଜ୍ୟର ଏହି ୩ଟି ଜିଲ୍ଲାରେ ୨ ଦିନ ଧରି ହେବ ପ୍ରବଳ ବର୍ଷା !

ଭୁବନେଶ୍ୱର: ଗତ କିଛିଦିନ ହେଲା ଘନ କୁହୁଡ଼ି ଓ ଥଣ୍ଡା କାକର ଯୋଗୁଁ ସାରା ଓଡ଼ିଶା ଶୀତରେ ଥରହର ହୋଇଥିବା ବେଳେ ଆସନ୍ତା ୨ ଦିନ ଲାଗି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ୧୧ ଜିଲ୍ଲାକୁ ୟେଲ୍ଲୋ ୱାଂର୍ଣ୍ଟି ଦେଇଛନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ସତର୍କ ସୂଚନା ଅନୁଯାୟୀ, ଓଡ଼ିଶାର…

ମୁଖ୍ୟମନ୍ତ୍ରୀ ଆହୁରି ଅଧିକ ବର୍ଷ ସଫଳତାର ସହିତ ଶାସନ କରନ୍ତୁ: ଦାମ ରାଉତ

ଭୁବନେଶ୍ୱର: ପୂର୍ବତନ ବିଜେଡ଼ି ନେତା ଦାମୋଦର ରାଉତ ବୁଧବାର ଦିନ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟାକାରୀ ହେଉଥିବା ୫-ଟି କାର୍ଯ୍ୟକ୍ରମକୁ ଯେକୌଣିସି ଅଫିସର ଚଳାଇପାରିବେ । ଦାମ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ଓ ତାଙ୍କ ବ୍ୟକ୍ତିତ୍ୱକୁ ମଧ୍ୟ ଭୁରି ଭୁରି…

ଅତିରିକ୍ତ ମୁଖ୍ୟ ଶାସନ ସଚିବ ର‌୍ୟାଙ୍କକୁ ଉନ୍ନିତ ହେଲେ ଆଇଏଏସ ଅଧିକାରୀ ପ୍ରଦୀପ ଜେନା ଓ ମୋନା ଶର୍ମା

ଭୁବନେଶ୍ୱର: ଓଡ଼ିଶା ସରକାର ଦୁଇଜଣ ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ ଜେନା ଓ ମୋନା ଶର୍ମାଙ୍କର ପଦୋନ୍ନତି କରିଛନ୍ତି । ଆଇଏଏସ ଅଧିକାରୀ ପ୍ରଦୀପ ଜେନା ଓ ମୋନା ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ର‌୍ୟାଙ୍କକୁ ପଦୋନ୍ନତି କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ସାଧାରଣ…

ନୂଆବର୍ଷରେ ଭାରତରେ ଜନ୍ମ ନେଲେ ସର୍ବାଧିକ ଶିଶୁ; ଜାଣନ୍ତୁ କେତେ !

ନ୍ୟୁୟର୍କ: ୟୁନିସେଫର ସର୍ଭେ ଅନୁଯାୟୀ ଭାରତରେ ନୂଆବର୍ଷ ଦିନ ତଥା ଜାନୁଆରୀ ୧ ତାରିଖରେ ସର୍ବାଧିକ ୬୭,୩୮୫ ନବଜାତକ ଜନ୍ମ ଗ୍ରହଣ କରିଛନ୍ତି । ଏହା ସମଗ୍ର ବିଶ୍ୱରେ ଏକ ବିରଳ ରେକର୍ଡ ସୃଷ୍ଟି କରିଛି । ଯେତେବେଳେକି ଚୀନରେ ନୂଆବର୍ଷ ଦିନ ୪୬,୨୯୯ ଜଣ ଶିଶୁ ଜନ୍ମ ନେଇଛନ୍ତି । ଏହାବ୍ୟତିତ…

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ; ୨ ଯବାନ ସହିଦ

କାଶ୍ମୀର: ନୂଆବର୍ଷ ପାଇଁ ସାରାଦେଶ ଖୁସି ମନାଉଥିବା ବେଳେ ଜମ୍ମୁ କାଶ୍ମୀରର ରାଜୌରି ଜିଲ୍ଲା ନୌସେର ସେକ୍ଟରରେ ବୁଧବାର ସକାଳୁ ଆତଙ୍କବାଦୀ ଓ ଯବାନଙ୍କ ସହ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଭାରତୀୟ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ହେବ…

ବଦଳିବ ରାଜଧାନୀର ଅଟୋ ସେବା; ଅନଲାଇନରେ ହେବ ବୁକିଂ

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ବଦଳିବାକୁ ଯାଉଛି ଅଟୋସେବା । ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି କମିଶନରେଟ ପୋଲିସ । ପ୍ରାପ୍ତ ସୂଚନା ଅନୁଯାୟୀ, ରାଜଧାନୀର ଅଟୋ ଚାଳକ ମାନଙ୍କ ପାଇଁ ସ୍ବତନ୍ତ୍ର ପରିଚୟପତ୍ର ସହ ଡ୍ରେସକୋଡ୍‌ ବାଧ୍ୟତାମୂଳକ…