Latest Odisha News

BREAKING NEWS

Browsing Category

ଫିଚର

ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ୍‍ ଫେଡେରେସନ୍‍ର ମୁଖ୍ୟ ପୃଷ୍ଠପୋଷକ ମନୋନୀତ

ଭୁବନେଶ୍ୱର: କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ୍‍ ଫେଡେରେସନ୍‍ର ମୁଖ୍ୟ ପୃଷ୍ଠପୋଷକ ମନୋନୀତ ହୋଇଛନ୍ତି । ଗୁରୁବାର କିଟ୍‍ ପରିସରରେ ଅନୁଷ୍ଠିତ ୬୮ତମ ବରିଷ୍ଠ ଜାତୀୟ ଭଲିବଲ୍‍ (ପୁରୁଷ ଓ ମହିଳା) ଚାମ୍ପିଅନ୍‍ସିପ ୨୦୧୯ର ଉଦ୍‍ଯାପନୀ ଉତ୍ସବରେ…

ଜାଣନ୍ତୁ, ଏବର୍ଷ ବିବାହ ବନ୍ଧନରେ ବାନ୍ଧିହେବେ କେଉଁ ସେଲିବ୍ରିଟି !

ଭୁବନେଶ୍ୱର: ୨୦୨୦ ଆରମ୍ଭରୁ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସର୍ବିୟା ଗର୍ଲଫ୍ରେଣ୍ଡ ନତାଶ ଷ୍ଟେନକୋଚିଚଙ୍କ ସହ ସମ୍ପୂର୍ଣ୍ଣ ଷ୍ଟାଇଲରେ ନିର୍ବନ୍ଧ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ସୋସିଆଲ ମିଡିଆରେ ହାର୍ଦ୍ଦିକ ପଟୋ ଶେୟାର କରିବା ସହ ଲେଖିଛନ୍ତି । “ମେ ତେରା, ତୁ…

ଦୃଷ୍ଟିହୀନଙ୍କ ପାଇଁ ‘ନୋଟ ସ୍କାନ ମୋବାଇଲ ଆପ’ ଲଞ୍ଚ କଲା ରିଜର୍ଭ ବ୍ୟାଙ୍କ

ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ ( ଆରବିଆଇ) ଦୃଷ୍ଟିହୀନ ବ୍ୟକ୍ତିଙ୍କ ପାଇଁ ନୋଟକୁ ଜାଣିବାପାଇଁ ଏକ ଆପ୍ ଲଞ୍ଚ କରିଛି । ଏହି ଆପ୍ ଥରେ ଇଣ୍ଟରନେଟରୁ ଡାଉନଲୋଡ କଲା ପରେ ଏହା ପରବର୍ତ୍ତୀ ସମୟରେ ଏହା ବିନା ଇଣ୍ଟରନେଟରେ ବି ଚାଲିବ । ଏହି ଆପ୍ସ ସ୍କାନ କରି ଜଣାଇଦେଵ ଯେ ନୋଟ କେତେ…

ପର୍ଯ୍ୟଟନ ମାନଚିତ୍ରରେ ଯାଜପୁର; ପୁରାତନ କୀର୍ତ୍ତିରାଜିର ଗନ୍ତାଘର

ଯାଜପୁର: ଯାଜପୁର ଜିଲ୍ଲାର କୋଣ ଅନୁକୋଣରେ ରହିଛି ପ୍ରାଚୀନ ସଂସ୍କୃତିର ଛାପ । ଐତିହ୍ୟ କୀର୍ତ୍ତିରାଜି କୁ ନେଇ ଏହି ପର୍ଯ୍ୟଟନ କ୍ଷେତ୍ର ଶୋଭିତ । ପ୍ରାଚୀନ ଉତ୍କଳର ରାଜଧାନୀ ଥିବା ଯାଜପୁରର ଗଳିକନ୍ଦିରେ ପୌରାଣିକ ଓ ଐତିହାସିକ କଳାକୃତି ବିଦ୍ୟମାନ । ସାରା ଜିଲ୍ଲାରେ ରହିଛି ଅନେକ…

ଜାଣନ୍ତୁ, କାହିଁକି ପୁରୀ ଶ୍ରୀମନ୍ଦିର ହନୁମାନମୟ !

ପୁରୀ: ଶ୍ରୀରାମଚନ୍ଦ୍ରଙ୍କ ଶ୍ରେଷ୍ଠ ଭକ୍ତ ହନୁମାନ । ଶ୍ରୀରାମ ଭକ୍ତମାନେ ଶ୍ରୀଜଗନ୍ନାଥ ଏବଂ ଶ୍ରୀରାମ ଏକ ବୋଲି ମାନନ୍ତି । ଶ୍ରୀରାମ ଯେଉଁଠି ହନୁମାନ ସେଇଠି । ପୁରୀବାସୀ ହନୁମାନଙ୍କ ଜୟନ୍ତୀ ଓ ଅନ୍ୟ ପର୍ବ ପର୍ବାଣୀ ଶ୍ରୀମନ୍ଦିରରେ ହର୍ଷ ଉଲ୍ଲାସରେ ପାଳନ କରନ୍ତି । ମହାବିଷୁବ…

‘ପୋଲିସ ସେବା ଭବନ’ ନାମରେ ନାମିତ ହେବ ପୋଲିସ ମୁଖ୍ୟାଳୟ’

ଭୁବନେଶ୍ୱର: କମିଶନରେଟ ପୋଲିସକୁ ପୁରିଛି ୧୨ ବର୍ଷ । ଏହି ଅବସରରେ କମିଶନରେଟ ପୋଲିସ ମୁଖ୍ୟାଳୟ ନାମକୁ ବଦଳାଯାଇ 'ପୋଲିସ ସେବା ଭବନ' ନାମରେ ନାମିତ କରାଯିବା ନେଇ ଘୋଷଣା କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ଏହି ଅବସରରେ ୩୦୦ ମହିଳାଙ୍କୁ ନେଇ ଡିଜିପି ଅଭୟ ଏସପିଓ ୟୁନିଟର…

ଆଧାର ଲିଙ୍କ ନକଲେ ବନ୍ଦ ହୋଇଯିବ ପେନସନ; ଜାଣନ୍ତୁ କେବେଠୁ

ଭୁବନେଶ୍ୱର: ଓଡିଶା ସରକାର ରାଷ୍ଟ୍ରୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ(ଏନଏସପି) ଓ ମଧୁବାବୁ ପେନସନ ଯୋଜନା (ଏମବିପିୱାଇ) ଅନ୍ତର୍ଗତ ହିତାଧିକାରୀ ମାନେ ଯେପରି ମାର୍ଚ୍ଚ ୧୫ ସୁଦ୍ଧା ନିଜର ଆଧାର ସଂଯୋଗ ସମ୍ପୂର୍ଣ୍ଣ କରନ୍ତି, ସେନେଇ ଜିଲ୍ଲାପାଳଙ୍କୁ ପୁଣିଥରେ ମନେପକାଇ ତାଗିଦ କରିଛନ୍ତି ।…

ଖୁବଶୀଘ୍ର ଟ୍ୱିନସିଟିରେ ହେବ ୟୁନିଫାଏଡ୍ କଣ୍ଟ୍ରୋଲ୍ ରୁମ୍: ଡିଜିପି

ଭୁବନେଶ୍ୱର: ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ ଖୁବଶୀଘ୍ର ୟୁନିଫାଏଡ୍ କଣ୍ଟ୍ରୋଲ୍ ରୁମ୍ (ୟୁସିଆର) ସ୍ଥାପିତ କରାଯିବ ବୋଲି ପୋଲିସ ଡିଜି ଅଭୟ ଗୁରୁବାର ଦିନ କହିଛନ୍ତି । ସହରରେ କମିଶନରେଟ୍ ପୋଲିସର ୧୨ତମ ସ୍ଥାପନା ଦିବସ ସମାରୋହରେ ଡିଜିପି ଏନେଇ କହିଛନ୍ତି । ଏହାବ୍ୟତିତ ଓଡିଶା…

ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ପୁଣ୍ୟତିଥି: ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବ ୧୯୮୭ ମସିହା ଆଜିର ଦିନରେ ପ୍ରାଣତ୍ୟାଗ କରିଥିଲେ । ହରେକୃଷ୍ଣ ମହତାବ ଓଡ଼ିଶାର ଭଦ୍ରକ ଜିଲ୍ଲାର ଆଗରପଡାଠାରେ ୨୧ ନଭେମ୍ବର, ୧୮୯୯ ଜନ୍ମନେଇଥିଲେ । ତାଙ୍କ ପିତାଙ୍କ…

କଳିଙ୍ଗ ନଗର ଗୁଳିକାଣ୍ଡକୁ ପୂରିଲା ୧୪ ବର୍ଷ; ସୁରକ୍ଷା ବ୍ୟବସ୍ଥା କଡାକଡି

କଳିଙ୍ଗନଗର: ଯାଜପୁର ଜିଲ୍ଲା ଅନ୍ତର୍ଗତ ଚମ୍ପାକୋଇଲିର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ‘ବିସ୍ଥାପନ ବିରୋଧି ଜନମଞ୍ଚ’ କଳିଙ୍ଗନଗର ଗୁଳିକାଣ୍ଡର ୧୪ ବର୍ଷ ପୂର୍ତ୍ତିକୁ ‘ସହୀଦ ସ୍ମୃତି ଦିବସ’ ଭାବେ ପାଳନ କରୁଅଛି । ଏହାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ…