Latest Odisha News

BREAKING NEWS

Browsing Category

ଫିଚର

୨୦୨୦ ବାର୍ଷିକ ରାଶିଫଳ; ପ୍ରଖ୍ୟାତ ଜ୍ୟୋତିର୍ବିଦ ଡଃ ନିରଞ୍ଜନ ମହାପାତ୍ରଙ୍କ ଦ୍ୱାରା ପ୍ରସ୍ତୁତ

ବାର୍ଷିକ ରାଶି ଫଳ ୨୦୨୦ ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ମେଷ : ଏବର୍ଷ ଆପଣ ପାଇଁ ସୁଖମୟ ହେବ । ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ । ପୂର୍ବରୁ ଲାଗିଥିବା ମାଲି-ମକଦମାର ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିବ । ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ…

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୧-୦୧-୨୦୨୦ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ତା ୦୧ ରିଖ ବୁଧବାର ଧନୁ ୧୭ଦିନ ପୌଷ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତବାର-:…

କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ଵର ପୀଠ: ସ୍ୱୟଂ ଶ୍ରୀରାମ ସ୍ଥାପନ କରିଥିଲେ ପବିତ୍ର ଶିବଲିଙ୍ଗ

କୋରାପୁଟ: ଗୁପ୍ତେଶ୍ୱର କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ନିକଟରେ ଅବସ୍ଥିତ ଏକ ଶୈବପୀଠ । ସ୍ଥାନଟି କୋରାପୁଟ ଠାରୁ ୮୦ କି.ମି ଓ ଜୟପୁରଠାରୁ ୬୦ କି.ମି. ଦୂର । ଏହିସ୍ଥାନର ପୌରାଣିକ କଥାବସ୍ତୁ: ଗୁପ୍ତେଶ୍ୱର ପାହାଡ଼ର ଶୀର୍ଷ ଦେଶରେ ଏକ ଗୁମ୍ଫା ମଧ୍ୟରେ ଗୁପ୍ତେଶ୍ୱର ଲିଙ୍ଗ ଅବସ୍ଥିତ ।…

ନୂଆବର୍ଷରେ ପିକନିକ୍ କରିବାକୁ ଚାହୁଁଛନ୍ତି କି; ଯାଆନ୍ତୁ ଓଡିଶାର ଏହିସବୁ ସ୍ଥାନ…

ଭୁବନେଶ୍ୱର : ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହୋଇଛି । ଯାହାଫଳରେ ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ଦେବା ସହିତ ନୂତନ ବର୍ଷର ଭରପୂର ମଜା ନେଉଛନ୍ତି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ ମଜଲିସ କରିବା ପାଇଁ ଭ୍ରମଣରେ…

ଆଜିଠାରୁ ମହଙ୍ଗା ହେଲା ରେଳଯାତ୍ରା, ଜାଣନ୍ତୁ କେଉଁ ଶ୍ରେଣୀ ପାଇଁ କେତେ ରହିଛି ବର୍ଦ୍ଧିତ ଦର

ନୂଆଦିଲ୍ଲୀ: ବଢ଼ିଲା ଟ୍ରେନ ଟିକେଟ ଦର ଜାନୁଆରୀ ୧ ତାରିଖ ନୂଆବର୍ଷରୁ ମହଙ୍ଗା ହୋଇଛି ରେଳଯାତ୍ରା । ମିଳିଥିବା ସୂଚନା ଅନୁଯାୟୀ, ଏଣିକି ଟ୍ରେନରେ ଯାତ୍ରା କରିବାକୁ ହେଲେ ଆଗ ଅପେକ୍ଷା ଦେବାକୁ ପଡିବ ଅଧିକ ଟଙ୍କା । ରେଳବାଇର ରାଜସ୍ୱ ସ୍ଥିତିରେ ସୁଧାର ଆଣିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ…

ନୂଆବର୍ଷରୁ ଜମ୍ମୁ କାଶ୍ମୀରରେ ସ୍ୱାଭାବିକ ହେଲା ଏସଏମଏସ୍ ସେବା

ନୂଆଦିଲ୍ଲୀ: ନୂଆବର୍ଷର ଆଗମନକୁ ନେଇ ଛୁଆରୁ ବଡ ଯାଏଁ ସମସ୍ତେ ଉତ୍ସାହିତ ଥିବା ବେଳେ ଆଜିଠାରୁ ଜମ୍ମୁ-କାଶ୍ମୀରରେ ସ୍ୱାଭାବିକ ହୋଇଛି ମୋବାଇଲ୍ ଏସଏମଏସ୍ ସେବା । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1212203085386272773?s=08…

ନୂଆବର୍ଷର ପ୍ରଥମଦିନ: ପୁରୀରେ ଜମିଲା ଶ୍ରଦ୍ଧାଳୁଙ୍କ ଭିଡ଼ !

ଭୁବନେଶ୍ୱର: ନୂଆ ବର୍ଷର ନୂଆ ସକାଳର ପହିଲି ସୂର୍ଯ୍ୟ ଉଦୟ ଆଣିଦେଇଛି ମନରେ ନୂଆ ଆଶା ଓ ନୂଆ ବିଶ୍ୱାସ । ଇଂରାଜୀ ନବବର୍ଷ ୨୦୨୦କୁ ସ୍ୱାଗତ କରିଛି ସାରା ବିଶ୍ୱ। ନୂଆ ବର୍ଷକୁ ନେଇ ସମସ୍ତଙ୍କ ମନରେ ଭାରି ଯାଇଛି ଉତ୍ସାହ ଓ ଉଦ୍ଦୀପନା। ସାରାରାତି ଜିରୋ ନାଇଟ୍ ସେଲିବ୍ରେସନ୍‌ ପରେ ଆଜି ନୂଆ…

ଜୟଦେବ ଭବନ ପାଠାଗାର: ଜ୍ଞାନ ଆହରଣର ଏକ ଅନନ୍ୟ ପୀଠ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ତତ୍ତ୍ୱାବଧାନରେ ପରିଚାଳିତ ଭୁବେନେଶ୍ୱରସ୍ଥିତ ଜୟଦେବ ଭବନ ତଥା ପୂର୍ବରୁ ନାମିତ ସୂଚନା ଭବନରେ ଥିବା ପାଠାଗାର ୧୯୭୬ ମସିହା ଅଗଷ୍ଟ ୧୫ ତାରିଖରେ ପ୍ରତିଷ୍ଠା ହୋଇଥିଲା । ସ୍ୱଳ୍ପ ସଂଖ୍ୟକ ପୁସ୍ତକକୁ ନେଇ ଆରମ୍ଭ ହୋଇଥିବା ଏହି…

‘ଟାଟାଷ୍ଟିଲ ଭୁବନେଶ୍ୱର ସାହିତ୍ୟୋତ୍ସବ’ର ୫ମ ସଂସ୍କରଣ; ଏକତ୍ରିତ ହେବେ ସାଂସ୍କୃତିକ ଜଗତର ଖ୍ୟତନାମା…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୨୦୨୦ ମସିହା ଜାନୁଆରୀ ୧୦ ରୁ ୧୨ ତାରିଖ ମଧ୍ୟରେ ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟୋତ୍ସବ (ଟିଏସ୍ବିଏଲ୍ଏମ୍) ର ୫ମ ସଂସ୍କରଣ ଆୟୋଜନ କରାଯିବା ନେଇ ଟାଟା ଷ୍ଟିଲ ପକ୍ଷରୁ ଘୋଷଣା କରାଯାଇଛି । ଉକ୍ତ ସାହିତ୍ୟୋତ୍ସବରେ ୩ ଦିନ ଧରି ସଂଗୀତ, ନୃତ୍ୟ ଓ ମଂଚ…

ଓଡ଼ିଶାରେ ଜିଓର ଜୟ ଯାତ୍ରା ଜାରି; ଅକ୍ଟୋବରରେ ଓଡ଼ିଶାରେ ଯୋଡ଼ିଲା ୬.୧୪ ଲକ୍ଷ ଗ୍ରାହକ 

ଭୁବନେଶ୍ୱର: ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ମୋବାଇଲ ସେବା ପ୍ରଦାନକାରୀ ଭାବରେ ନିଜର ଜୟଯାତ୍ରାକୁ ଜାରି ରଖି ରିଲାଏନ୍ସ ଜିଓ ୨୦୧୯ ଅକ୍ଟୋବର ମାସରେ ଓଡ଼ିଶାରେ ୬.୧୪ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଛି ବୋଲି ଟ୍ରାଇ ପକ୍ଷରୁ ୨୦୧୯ ଡିସେମ୍ବର ୩୦ରେ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟରୁ…