Latest Odisha News

BREAKING NEWS

Browsing Category

ଫିଚର

ଅନୁଗୁଳର ଉଷ୍ଣପ୍ରସବଣ: ଦେଉଳିଝର ଆସନ୍ତୁ, ମଜ୍ଜା ନିଅନ୍ତୁ…

ଅନୁଗୁଳ: ଦେଉଳଝରି ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକଠାରେ ଥିବା ଏକ ଉଷ୍ଣପ୍ରସ୍ରବଣ । ଏଠାରୁ ବାହାରୁଥିବା ଉଷ୍ମ ଜଳସ୍ରୋତକୁ ୩୬ଟି କୃତ୍ରିମ କୁଣ୍ଡରେ ରଖି ବ୍ୟବହାର କରାଯାଏ ।ଦେଉଳଝରି ଏକ ପୁରାତନ ଶୈବପୀଠ । ୨୪ ଏକର ୫୫ ଡିସିମିଲି ବିଶିଷ୍ଟ ଏହି ଅଞ୍ଚଳଟି କିଆବଣରେ ପରିପପୂର୍ଣ୍ଣ ଏକ…

ଆରପାରିରେ ନବୀନଙ୍କ ଭିଣୋଇ ସୋନି ମେହେଟ୍ଟା

ଭୁବନେଶ୍ୱର: ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଭିଣୋଇ ତଥା ଗୀତା ମେହେଟ୍ଟାଙ୍କର ସ୍ୱାମୀ ସୋନିଙ୍କର ଗତକାଲି ଦେହାନ୍ତ ଘଟିଛି । ସେ ଜଣେ ଅନ୍ତର୍ଜାତୀୟ ପ୍ରକାଶକ ଓ ସମ୍ପାଦକ ଭାବେ ମଧ୍ୟ ବେଶ ପରିଚିତ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ଏନେଇ…

ଜିରୋ ନାଇଟ ସେଲିବ୍ରେସନ ଅପେକ୍ଷାରେ ରାଜଧାନୀବାସୀ !

ଭୁବନେଶ୍ୱର: ବାସ ଆଉ କିଛି ମୁହୂର୍ତ୍ତର ଅପେକ୍ଷା । ତାପରେ ଆସିବ ନୂଆବର୍ଷ ।ପୁରୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ କରିବାକୁ ସବୁଠି ଉତ୍ସାହ । ନୂଆବର୍ଷର ପ୍ରଥମ ରାତିକୁ ଜିରୋ ନାଇଟ କୁହାଯାଏ । ୩୧ ତାରିଖ ରାତିରେ ସେଲିବ୍ରେସନ ହୁଏ ଜିରୋ ନାଇଟ । ଆଜି ମଧ୍ୟରାତ୍ରରେ ହେବ ଜିରୋ…

ଦୁଃସାହସିକ କ୍ରୀଡ଼ା ସଂସ୍ଥା ‘ଆଶା’ର ସମ୍ପାଦକ ଗଣେଶ ଜେନା ବେଙ୍ଗାଲୁରୁରେ ଦେଲେ ପ୍ରଶିକ୍ଷଣ

ଭୁବନେଶ୍ବର: ପଶ୍ଚିମବଙ୍ଗ ବାଙ୍କୁଡା ଜିଲ୍ଲାର ମୁକୁଟ ମଣିପୁରଠାରେ ଡିସେମ୍ବର ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଅଙ୍ଗନ ଚାରିୟେ ନେଚର୍‌ ଷ୍ଟଡି ଆଣ୍ଡ୍ ରକ୍‌ କ୍ଲାଇମ୍ବିଂ ଶିବିରକୁ ସଫଳତାର ସହ ପରିଚାଳନା କରି ଫେରିଛନ୍ତି ଏହି ଦୁଃସାହସୀ କ୍ରୀଡ଼ାବିତ୍‌। ୪ ଦିନିଆ ଏହି ଶିବିରରେ…

ଆଜିଠୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା

ବରଗଡ଼: ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମଙ୍ଗଳବାର ଦିନ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ସାରା ସହର ଚଳଚଞ୍ଚଳ ହୋଇପଡିଛି । ଦୀର୍ଘ ୧୧ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଧନୁଯାତ୍ରା ମହୋତ୍ସବ ପାଇଁ ଚୂଡାନ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବିଶ୍ୱପ୍ରସିଦ୍ଧ ଏହି ମହାନାଟକ…

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ ତା ୩୧-୧୨-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୩୧ରିଖ ମଙ୍ଗଳ ବାର ଧନୁ ୧୬ ଦିନ ଶ୍ରାବପୌଷ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ…

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଐତିହ୍ୟ କରିଡ଼ର୍ ‘ସୌନ୍ଦର୍ଯ୍ୟକରଣ ନକ୍ସା’କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀସ୍ଥିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ର ଧାମର ବିକାଶ ଓ ସୌନ୍ଦର୍ଯ୍ୟକରଣ ଲାଗି ଐତିହ୍ୟ କରିଡ଼ର୍ କରିବେ ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ସୋମବାର ଦିନ ରାଜଧାନୀସ୍ଥିତ ଲୋକସେବା ଭବନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁ…

୨୦୧୯ ଭାରତୀୟ କ୍ରୀଡ଼ା: ଅନେକ ସଫଳତା ଅନେକ ଆଶା

୨୦୧୯ ସରିବାକୁ ଯାଉଥିଲା ବେଳେ ଭାରତୀୟ କ୍ରୀଡ଼ା ଉପରେ ନଜର ପକାଇଲା ବେଳେ ସଫା ବାରିହୋଇପଡେ ଏକାଧିକ ଖେଳରେ ଅପୂର୍ବ ଚମକର କଥା । ବିଶେଷ କରି ଅଲିମ୍ପିକ୍‍ କ୍ରୀଡ଼ାର ଏକାଧିକ ଇଭେଣ୍ଟରେ ଆମ ଖେଳାଳିମାନଙ୍କର ସଫଳତା ଏଥର ଆକାଶ ଛୁଆଁ ହେବା ସାଙ୍ଗକୁ ମନରେ ଅନେକ ଆଶା ଭରିଛି । କେବଳ ପି.ଭି…

ଭାରତର ପ୍ରଥମ ‘ଚିଫ ଅଫ ଡ଼ିଫେନ୍ସ ଷ୍ଟାଫ’ ଭାବେ ନିଯୁକ୍ତ ହେଲେ ଜେନେରାଲ୍ ବିପିନ୍ ରାୱତ

ନୂଆଦିଲ୍ଲୀ: ସେନାମୁଖ୍ୟ ଜେନେରାଲ୍ ବିପିନ୍ ରାୱତ ଭାରତର ସର୍ବପ୍ରଥମ ‘ଚିଫ ଅଫ ଡ଼ିଫେନ୍ସ ଷ୍ଟାଫ’ ବା ପ୍ରତିରକ୍ଷା ବିଭାଗର ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ସେ ଆସନ୍ତା ଡିସେମ୍ବର ୩୧ ତାରିଖ ଦିନ ଚାକିରୀରୁ ଅବସର ଗ୍ରହଣ କରୁଛନ୍ତି । ‘ଚିଫ ଅଫ ଡ଼ିଫେନ୍ସ ଷ୍ଟାଫ’ ନିଯୁକ୍ତ ହୋଇଥିବା…

ଓଡ଼ିଶୀ ନୃତ୍ୟ ମହାକୁମ୍ଭର ଅନ୍ତିମ ସଂଧ୍ୟା; ଉପଭୋଗ କଲେ ଭରପୁର ଦର୍ଶକ

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ରବୀନ୍ଦ୍ର ମଣ୍ଡପରେ ୫ ଦିନ ଧରି ଆୟୋଜିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଅନ୍ତିମ ଦିବସ । ପୂର୍ବହ୍ନ ଅଧିବେଶନ ଆରମ୍ଭ ହୋଇଥିଲା ଶ୍ରୀମୟୀ…