Latest Odisha News

BREAKING NEWS

Browsing Category

ଫିଚର

ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ନ୍ୟାସନାଲ ଇନଫ୍ରାଷ୍ଟ୍ରକ୍ଚର ପାଇପଲାଇନ ପାଇଁ ୧୦୨ ଲକ୍ଷ କୋଟି ହେବ ନିବେଶ

ଭୁବନେଶ୍ୱର: କେନ୍ଦ୍ର ସରକାର ରଷ୍ଟ୍ରୀୟ ପାଇପଲାଇନର ଘୋଷଣା କରି ଆସନ୍ତା ପାଞ୍ଚ ବର୍ଷ ପାଇଁ ଏକ ରୋଡ଼ ମ୍ୟାପ ତିଆରି କରିଛନ୍ତି। ଏହି ଇନଫ୍ରାଷ୍ଟ୍ରକ୍ଚର ପାଇପ ଲାଇନ ପାଇଁ ୧୦୨ ଲକ୍ଷ କୋଟି ଟଙ୍କା ନିବେଶ କରାଯିବ । ସରକାର ଅଶାବ୍ୟକ୍ତ କରୁଛନ୍ତି ଯେ ଏଥିରେ ସରକାର ନିଜର ପାଞ୍ଚ ଟ୍ରିଲିଅନ…

ଜାତୀୟ ଉସୁ ଚାମ୍ପିୟନସିପ୍: ଅନୁଗୁଳର ଦିବ୍ୟମୋହନଙ୍କୁ ରୌପ୍ୟ ପଦକ

ଅନୁଗୁଳ: ଡିସେମ୍ବର ୨୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଜମ୍ମୁର ଏମ୍‌ଏ ଷ୍ଟାଡ଼ିୟମର ନ୍ୟୁ ଇନ୍‌ଡ଼ୋର ହଲ ଠାରେ ଅନୁଷ୍ଠିତ ହୋଇଥିଲା '୨୮ ତମ ସିନିୟର ଜାତୀୟ ଉସୁ ଚାମ୍ପିୟନସିପ୍‌ ୨୦୧୯' । ଏଥିରେ ଅନୁଗୁଳ ଜିଲ୍ଲାର ଦିବ୍ୟମୋହନ ପ୍ରଧାନଙ୍କୁ ରୌପ୍ୟ ମିଳିଥିବା ସୂଚନା ମିଳିଛି ।…

ନୂଆବର୍ଷରେ ପୁରୀ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ପାଇଁ କ’ଣ କରାଯାଇଛି ବ୍ୟବସ୍ଥା

ପୁରୀ: ନୂଆବର୍ଷ ପାଇଁ ସବୁଠି ଉତ୍ସାହର ମାହୋଲ । କେଉଁଠି ନୂଆବର୍ଷକୁ ପାଳନ କରିବାକୁ ଲୋକେ କ୍ଲବ ଡିସ୍କୋରେ ଜିରୋ ନାଇଟ ସେଲିବ୍ରେସନ କରୁଛନ୍ତି ତ ଆଉ କେଉଁଠି ଠାକୁର ଦର୍ଶନ କରି ଲୋକେ ନୂଆବର୍ଷର ଆରମ୍ଭ କରୁଛନ୍ତି। ତେବେ ଆପଣ ଯଦି ଉଭୟ ଜିରୋ ନାଇଟ ଓ ଠାକୁର ଦର୍ଶନର ମଜ୍ଜା ନେବାକୁ…

ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି; ଜାଣନ୍ତୁ କେଉଁଠି କରିବେ ଗାଡି ପାର୍କିଂ

ପୁରୀ: ନୂଆବର୍ଷ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ନୂଆବର୍ଷର ନୂଆ ସକାଳୁ ମହାପ୍ରଭୁଙ୍କୁ ଦର୍ଶନ କରି ବର୍ଷ ଆରମ୍ଭ କରିବାକୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ପୁରୀରେ ଲାଗି ରହିବ। ଭକ୍ତଙ୍କ ସୁରକ୍ଷା ଓ…

ଶ୍ରୀଜଗନ୍ନାଥଙ୍କ ପ୍ରତି ନବୀନଙ୍କ ଅତୁଟ ଭକ୍ତିଭାବନା ଯୋଗୁଁ ହିଁ ‘ଐତିହ୍ୟ କରିଡ଼ର୍ ଯୋଜନା’ ସମ୍ଭବ ହେଲା: ପାଣ୍ଡିଆନ୍

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ହେରିଟେଜ୍ କରିଡ଼ର୍ ଯୋଜନାର ପରିକଳ୍ପନା ୨୦୧୬ ମସିହାରେ ହୋଇଥିଲା । ଏହି ଯୋଜନାଟି ଆଜି ସଫଳ ରୂପାୟନ ନେଉଛି ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅତୁଟ ଭକ୍ତି ଭାବନା ଯୋଗୁଁ ହିଁ ସମ୍ଭବ ହୋଇପାରିଛି ବୋଲି…

ପୁରୀର ବିକାଶମୟ କାର୍ଯ୍ୟକୁ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ

ପୁରୀ: ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିନ ପୁରୀର ବିକାଶ କାର୍ଯ୍ୟ ଲାଗି ଓଡିଶା ସରକାରଙ୍କର ପ୍ରଶଂସା କରିଛନ୍ତି । “ପୁରୀକୁ ବିଶ୍ୱ ଐତିହ୍ୟରେ ପରିଣତ କରିବା ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ବିକାଶମୂଳକ କାର୍ଯ୍ୟ ବାସ୍ତବରେ…

ବିଜେପି ନୂଆ ରାଜ୍ୟ ସଭାପତି ଲାଗି ମତଦାନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ବିଜେପିର ରାଜ୍ୟ ସଭାପତି ଚୟନ ଲାଗି ନିର୍ବାଚନ ପ୍ରକ୍ରିୟା ମଙ୍ଗଳବାର ଦିନ ଆରମ୍ଭ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ୨ କେନ୍ଦ୍ରୀୟ ନେତା ବିନୟ ସହସ୍ରବୁଦେ୍ଧ ଓ ଆରପି ସିଂହ ବିଜେପିର ନୂତନ ରାଜ୍ୟ ସଭାପତି ଦୌଡରେ ରହିଛନ୍ତି । ଏହି ମାମଲା ଉପରେ ବରିଷ୍ଠ ବିଜେପି ନେତାମାନଙ୍କ…

ନୂଆବର୍ଷ ପାଇଁ ସଜବାଜ ହୋଇ ଝଟକୁଛି ଶ୍ରୀମନ୍ଦିର

ପୁରୀ: ରାତି ପାହିଲେ ନୂଆବର୍ଷ । ସବୁଆଡେ ଉତ୍ସବର ମାହୋଲ । ସାଜସଜ୍ଜା ସାଙ୍ଗଙ୍କୁ ଆଲୋକମାଳାରେ ଝଲସୁଛି ଗାଁ ଠୁ ସହର। ନୂଆବର୍ଷ ପାଇଁ ଆସନ୍ତାକାଲି ପୁରୀ ସହରରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏଥିପାଇଁ ସଜେଇ ହେଲାଣି ପୁରୀ ମନ୍ଦିର । ନାନା ରକମର ଫୁଲ ସାଙ୍ଗକୁ ଚଟାଣ ଉପରେ…

ଦେଶର ୨୮ତମ ସେନାଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଜେନେରାଲ୍ ମନୋଜ ମୁକୁନ୍ଦ ନାରବାଣେ

ନୂଆଦିଲ୍ଲୀ: ଦେଶର ୨୮ ତମ ଆର୍ମି ମୁଖ୍ୟ ଭାବେ ଜେନେରାଲ୍ ବିପିନ ରାୱତଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ୍ ମନୋଜ ମୁକୁନ୍ଦ ନାରବାଣେ । General Manoj Mukund Naravane takes over as the 28th Chief of Army Staff, succeeding General Bipin Rawat.…

ନୂଆବର୍ଷର ସଂକଳ୍ପ: ଆଗକୁ ବଢୁ ସାମୂହିକତା…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର... ନୂଆ ବର୍ଷ କେବଳ ଦୀର୍ଘ ସମୟକୁ ଭାଗ ଭାଗ କରିବାର ଏକ ବତୀ ଖୁଂଟ ନା ତା ଠାରୁ ବି ଅଧିକ କିଛି! ନୂଆ ବର୍ଷ କ’ଣ କେବଳ ପୁରୁଣା କ୍ୟାଲେଣ୍ଡର ଜାଗାରେ ନୂଆ କ୍ୟାଲେଣ୍ଡର! ନୂଆ ବର୍ଷରେ କ’ଣ ସତରେ କିଛି ନୂଆ ଥାଏ, ନାଁ କେବଳ ମାତ୍ର ଖାତା…