Latest Odisha News

BREAKING NEWS

Browsing Category

ଫିଚର

ସୁରକ୍ଷିତ ଫେରିଲେ ଓଡିଶା କ୍ରିକେଟର; ଅଶାନ୍ତ ଗୌହାଟୀରେ ବିତାଇଥିଲେ ୨ ଦିନ

ଭୁବନେଶ୍ୱର: ନାଗରିକତା ବିଲକୁ ବିରୋଧ କରି ଆସାମରେ ହିଂସା ପରିସ୍ଥିତି ଉପୁଜିଥିବା ବେଳେ ସେଠାରେ ଫସି ରହିଥିବା ଓଡିଶାର ଅଣ୍ଡର-୧୯ ଓ ଅଣ୍ଡର-୨୩ ବର୍ଗର କ୍ରିକେଟ୍ ଟିମ୍ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅଣ୍ଡର-୨୩ ଟିମ୍ ମ୍ୟାଚ ଖେଳିଥିବା ବେଳେ ଅଣ୍ଡର-୧୯…

ରବି କୁମାରଙ୍କ ସମେତ ୪ ଜଣଙ୍କୁ ବାସନ୍ଦ କଲା ନାଡା

ଭୁବନେଶ୍ୱର: ବିଶ୍ୱକପ୍ ପଦକ ବିଜେତା ତଥା ବନ୍ଧୁକଚାଳକ ରବି କୁମାର ଜାତୀୟ ଡୋପିଂ ନିରୋଧି ସଂସ୍ଥା(ନାଡା)ର ଶୃଙ୍ଖଳାଗତ ପ୍ୟାନେଲ(ଏଡିଡିପି)କୁ ବୁଝାଇବାରେ ବିଫଳ ହେବା ପରେ ନାଡା ପକ୍ଷରୁ ତାଙ୍କୁ ପାଖାପାଖି ୨ ବର୍ଷ ଲାଗି ବାସନ୍ଦ କରାଯାଇଛି । ଏନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ସୂଚନା…

ଟ୍ରକ୍-ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୨ ଜୀବନ୍ତ ଦଗ୍ଧ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଲୁହାପଥର ବୋଝେଇ ଟ୍ରକ୍ ଓ ବିପରୀତ ଦିଗରୁ ଆସୁଥିବା ଗ୍ୟାସ୍ ଟ୍ୟାଙ୍କର ମଧ୍ୟରେ କୌଣସି କାରଣବଶତଃ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ଅଚାନକ ଗାଡିରେ ନିଆଁ…

ଶନିଦେବଙ୍କ କୃପା ପ୍ରାପ୍ତି ଲାଗି ଆପଣାନ୍ତୁ ଏହିସବୁ ଉପାୟ !

ଭୁବନେଶ୍ୱର: ପ୍ରତିବ୍ୟକ୍ତିଙ୍କ ଜୀବନରେ ଗ୍ରହଚଳନ ଉପରେ କେତେକାଂଶରେ ବିଶ୍ୱାସ ରହିଥାଏ । ସମସ୍ତ ଗ୍ରହମାନଙ୍କର ନିଜର ଏକ ଦୃଷ୍ଟିଶକ୍ତି ରହିଛି । ଯାହାର ମଣିଷ ଜୀବନରେ ଶୁଭ ଓ ଅଶୁଭ ଦୃଷ୍ଟି ପକାଉଥିବା ନେଇ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ସେଥିମଧ୍ୟରେ ଶନିଦେବ, ମଙ୍ଗଳ ଓ…

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୪-୧୨-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୧୪ ରିଖ ଶନିବାର ବିଛା ୨୮ ଦିନ ପୌଷ ମାସ କୃଷ୍ଣ ପକ୍ଷ ଦ୍ବିତୀୟା ଭୁକ୍ତ ତୃତୀୟା ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ…

ସରକାର ଆର୍ଥିକ ବୃଦ୍ଧିରେ ଅଗ୍ରଗତି କରିବା ପାଇଁ ବଜାର ଚାହିଦା ବଢାଇବା ଉପରେ ଧ୍ୟାନ ଦେଉଛନ୍ତି: ମୁଖ୍ୟ ଆର୍ଥିକ…

ଭୁବନେଶ୍ୱର: ମୁଖ୍ୟ ଆର୍ଥିକ ପରାମର୍ଶଦାତା ବି ସୁବ୍ରମନ୍ୟମ ଶୁକ୍ରବାର ଦିନ କହିଲେ ଯେ ସରକାର ଆର୍ଥିକ ବୃଦ୍ଧିରେ ଅଗ୍ରଗତି କରିବା ପାଇଁ ବଜାର ଚାହିଦା ବଢାଇବା ଉପରେ ଧ୍ୟାନ ଦେଉଛନ୍ତି | ସେ ଅର୍ଥବ୍ୟବସ୍ଥା କୁ ଛଅ ବର୍ଷରେ ନିମ୍ନ ଆର୍ଥିକ ବୃଦ୍ଧି ରୁ ଉପରକୁ ନେବା ପାଇଁ ଉଠାଯାଉଥିବା ପଦକ୍ଷେପ…

ଓଡ଼ିଶାର ୯୭୦ ଜଣ ତୀର୍ଥଯାତ୍ରୀଙ୍କ ଉତ୍ତରାଖଣ୍ଡ ଯାତ୍ରା; ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମ ଉଦଘାଟନ କଲେ…

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରୁ ଭିଡ଼ିଓ କନଫରେନ୍ସିଂ ଯୋଗେ ବାଲେଶ୍ୱର ଷ୍ଟେସନରୁ ହରିଦ୍ୱାର-ଋଷିକେଶକୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଇଆରଟିସି ସହଯୋଗରେ ୨୦୧୬ରୁ ଆୟୋଜିତ…

୬୦ ଟଙ୍କାକୁ ଖସିଲା ଦର; ଓଡ଼ିଶାକୁ ଆସିଲା ନାସିକ୍ ପିଆଜ

ଭୁବନେଶ୍ୱର: ଓଡିଶା ବଜାରରେ ପହଞ୍ଚିଛି ନାସିକ ପିଆଜ । ଗତ କିଛିଦିନ ତଳେ ୧୫୦ ପାର କରିଥିବା ପିଆଜ ଦର ନିୟନ୍ତ୍ରଣକୁ ଆସୁଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପିଆଜ ଦର ଏବେ ପାଇକାରୀ ବା ହୋଲ୍‌ସେଲ୍‌ ଦର ୫୫ଟଙ୍କାରୁ ୬୦ ଟଙ୍କାରେ ପହଞ୍ଚିଥିବା ଜଣାପଡିଛି । ଏବେ…

ରିଲିଜ ହେଲା ‘ଛପାକ’ର ଟ୍ରେଲର; ୩ ଦିନରେ ଦେଖିଲେ ୩୦ କୋଟିରୁ ଉର୍ଦ୍ଧ୍ବ ଲୋକ

ମୁମ୍ବାଇ: ସତ୍ୟ ଘଟଣା ଉପରେ ଆଧାରିତ ଦୀପିକା ପାଦୁକୋନଙ୍କ ଅପକମିଙ୍ଗ ମୁଭି ଛପାକ'ର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ରିଲିଜ ହେବାର ୩ଦିନ ମଧ୍ୟରେ ପ୍ରାୟ ୩୦ କୋଟିରୁ ଉର୍ଦ୍ଧ ଲୋକ ଏହାକୁ ଦେଖି ସାରିଲେଣି । https://youtu.be/kXVf-KLyybk ଫିଲ୍ମରେ ଦମଦାର ଆକ୍ଟିଂ ସହ ପ୍ରମିସିଙ୍ଗ…

ଗୁଗୁଲ୍ ସର୍ଚ୍ଚ ତାଲିକା: କ୍ରିକେଟ ବିଶ୍ୱକପ ସହିତ ଅଭିନନ୍ଦନ ଶୀର୍ଷରେ !

ମୁମ୍ବାଇ: ୨୦୧୯ରେ ଗୁଗଲ ଇଣ୍ଡିଆରେ ଭାରତୀୟମାନେ ସର୍ବାଧିକ ସର୍ଚ୍ଚ କରିଥିବା ତାଲିକା ପ୍ରକାଶ ପାଇଛି । ଏଥିରେ କ୍ରିକେଟ ବିଶ୍ୱକପ ଟପିକ୍ ପ୍ରଥମ ସ୍ଥାନରେ ରହିଛି । ଏହା ପଛକୁ ଲୋକସଭା ନିର୍ବାଚନ, ଚନ୍ଦ୍ରାୟନ-୨, କବୀର ସିଂ ଓ ଆଭେଞ୍ଜର୍ସ ଏଣ୍ଡଗେମ୍ ରହିଛି । ସେହିପରି ବ୍ୟକ୍ତିତ୍ୱ…