Latest Odisha News

BREAKING NEWS

Browsing Category

ଫିଚର

ବାଲେଶ୍ୱର ଡ୍ରଗ୍ସ ମାଫିଆଙ୍କ ଘରୁ ଜବତ ହେଲା ୩୧ ଲକ୍ଷ ଟଙ୍କାର ବ୍ରାଉନସୁଗାର !

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସଦର ପୋଲିସ ଥାନା ଅନ୍ତର୍ଗତ ଶାସନବାଦ ଗ୍ରାମରେ ଥିବା ଡ୍ରଗ୍ସ ମାଫିଆ ମୁନା ଖାନ ଓରଫ ମୀର୍ ରାହତ୍ ଅଲ୍ଲୀଙ୍କ ଘରୁ ପ୍ରାୟ ୩୧ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଛି । ବାଲେଶ୍ୱରର ଏହି କୁଖ୍ୟାତ ଡ୍ରଗ୍ସ ମାଫିଆଙ୍କ ଘରୁ…

ଆଜି ଭାରତ-ୱେଷ୍ଟଇଣ୍ଡିଜ ନିର୍ଣ୍ଣାୟକ ଟି-୨୦; ବିଜୟ ଲକ୍ଷ୍ୟରେ ଉଭୟ ବିରାଟ ଓ ପୋଲାର୍ଡ଼ !

ମୁମ୍ବାଇ: ଆଜି ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଛି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ନିର୍ଣ୍ଣାୟକ ତଥା ଚୂଡ଼ାନ୍ତ ଟି-ଟ୍ୱେଣ୍ଟି ମ୍ୟାଚ୍ । ଏହି ମ୍ୟାଚରେ ବିଜୟୀ ଦଳ ହିଁ ଶୃଙ୍ଖଳା ହାସଲ କରିପାରିବ । ତେଣୁ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ ଦୁଇ ଦଳର କପ୍ତାନ ବିରାଟ କୋହଲୀ…

ମାର୍ଗଶୀର ପୂର୍ଣ୍ଣିମାର ମହିମା; ପୂଜା ଓ ବ୍ରତରେ ମିଳିଥାଏ ପୂଣ୍ୟଫଳ…

ମାର୍ଗଶୀର ମାସକୁ ଅତି ପବିତ୍ର, ଏବଂ ଶ୍ରେଷ୍ଠ ବୋଲି କୁହାଯାଏ । ପୂରାଣରେ ଏଇ ମାସର ପୂର୍ଣ୍ଣିମାକୁ ମଧ୍ୟ ମହତ୍ୱପୂର୍ଣ୍ଣ ଏବଂ ଫଳଦାୟୀ ବୋଲି କୁହାଯାଇଛି । ଏଇ ପୂର୍ଣ୍ଣିମାରେ ସ୍ନାନ, ଦାନ ଏବଂ ଭଗବାନ ବିଷ୍ଣୁଙ୍କୁ ପୂଜା କରିବାର ବିଧାନ ରହିଛି । ଏଇ ପୂର୍ଣ୍ଣିମାରେ ସ୍ନାନ ଏବଂ ଦାନର ସେତିକି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୧-୧୨-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୧୧ ରିଖ ବୁଧବାର ବିଛା ୨୫ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ଭୁକ୍ତ ପୂର୍ଣ୍ଣିମା ତିଥି ମୃଗଶିରା ନକ୍ଷତ୍ର…

ଉଦଯାପିତ ହେଲା ସାଉଥ ଏସିଆନ ଗେମ୍ସ; ୩୧୨ଟି ପଦକ ସହିତ ରେକର୍ଡ କଲା ଭାରତ !

କାଠମାଣ୍ଡୁ: ନେପାଳରେ ଅନୁଷ୍ଠିତ ହେଉଥିବା ଦକ୍ଷିଣ ଏସିଆ କ୍ରୀଡ଼ା (ସାଫ ଗେମ୍ସ) ପ୍ରତିଯୋଗିତା ମଙ୍ଗଳବାର ଦିନ ଉଦଯାପିତ ହୋଇଛି । ସମୁଦାୟ ୩୧୨ଟି ପଦକ ସହିତ ଭାରତ ପଦକ ତାଲିକାର ଶୀର୍ଷରେ ରହିଛି । ଭାରତ ୨ୟ ଥର ଲାଗି ୩୦୦ଟି ପଦକ ହାସଲ କରିବା ସହିତ ସର୍ବାଧିକ ପଦକ ରେକର୍ଡ କରିବାର ଗୌରବ…

ଓଡ଼ିଶାର ୩ଟି ଏନଜିଓ ଲାଗି ମଞ୍ଜୁର ହେଲା ୩୩ ଲକ୍ଷ ଟଙ୍କାର ସରକାରୀ ସହାୟତା

ଭୁବନେଶ୍ୱର/ଭଦ୍ରକ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ତଥା ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ଅଚାନକ ଭଦ୍ରକ ସରକାରୀ ମୁଖ୍ୟ ଡ଼ାକ୍ତରଖାନା ପରିଦର୍ଶନରେ ଫଳସ୍ୱରୂପ ଭଦ୍ରକ ଚରମ୍ପାସ୍ଥିତ ସେଣ୍ଟର୍ ଫର୍ ରିହାବିଲିଟେସନ ସର୍ଭିସେସ ଏଣ୍ଡ ରିସର୍ଚ୍ଚ…

ଭଲ ଖବର ହିଁ ସମାଜକୁ ପ୍ରେରଣା ଯୋଗାଇବ; ‘ପ୍ରମେୟ’ର ଜନ୍ମ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ପରାମର୍ଶ

ଭୁବନେଶ୍ୱର: ସମାଜ ଉପରେ ଗଣମାଧ୍ୟମର ପ୍ରଭାବ ବହୁତ ବେଶି । ଆମ ସମାଜରେ ବହୁତ ଭଲ ଘଟଣା ଘଟୁଛି । ଗଣମାଧ୍ୟମ ଏସବୁ ଖବରକୁ ଭଲ ଭାବେ ପରିବେଷଣ କରିବା ଦରକାର । ଭଲ ଖବର ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ । ଏହି ଭଲ ଖବର ହିଁ ସମାଜକୁ ପ୍ରେରଣା ଯୋଗାଇବ । ତେଣୁ ବୈଦୁୟତିକ ହେଉ କି ଛାପା…

ଉନ୍ମୋଚିତ ହେଲା ବାରବାଟୀ ଦିନିକିଆ ଟିକେଟ; ଡ଼ିସେମ୍ବର ୧୯ରୁ ବିକ୍ରି ଆରମ୍ଭ

କଟକ/ଭୁବନେଶ୍ୱର: କଟକର ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ଡ଼ିସେମ୍ବର ୨୨ ତାରିଖରେ ଅନୁଷ୍ଠିତ ହେଉଛି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ କ୍ରିକେଟ ମ୍ୟାଚ । ଏହି କ୍ରିକେଟ ମ୍ୟାଚ ଲାଗି ଆସନ୍ତା ୧୯ ଓ ୨୦ ତାରିଖରେ ଟିକଟ ବିକ୍ରି ହେବାକୁ ଥିବାବେଳେ ଆଜି ଏହାର ଟିକେଟ ଉନ୍ମୋଚିତ ହୋଇଛି ।…

ବଢି ଚାଲିଛି ଡାହାଣୀ ଅନ୍ଧବିଶ୍ୱାସ; ଗୁଣି-ଗାରେଡି ସନ୍ଦେହରେ ବର୍ଷକୁ ୫୩ ଜଣଙ୍କୁ ହତ୍ୟା !

ଭୁବନେଶ୍ୱର: ଆମ ଦେଶରେ ଡାହାଣୀ ଓ ଗୁଣିଆ ସନ୍ଦେହରେ ବାର୍ଷିକ ହାରାହାରି ୫୩ ଜଣଙ୍କୁ ହତ୍ୟା କରାଯାଉଛି, ଯାହାକି ପ୍ରାକୃତିକ ଦୁର୍ବିପାକ ଓ ମହାମାରୀ ମୃତ୍ୟୁ, ଚାଷୀ ଆତ୍ମହତ୍ୟା, ନକ୍ସଲ ହତ୍ୟା ଭଳି ସାମାଜିକ ସମସ୍ୟା ଠାରୁ ଢେର ଅଧିକ । ୨୦୧୦ ମସିହାରୁ ଚଳିତ ବର୍ଷର ଶେଷ ସୁଦ୍ଧା ଡାହାଣୀ…

ଭଦ୍ରକରେ ୫ଟି ସଚିବ ଭି କେ ପାଣ୍ଡିଆନ; ଡ଼ାକ୍ତରଖାନା ପରିଦର୍ଶନ କରି ଭିନ୍ନକ୍ଷମ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କଲେ

ଭଦ୍ରକ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ତଥା ରାଜ୍ୟ ସରକାରଙ୍କ ୫ ଟି ସଚିବ ଭି କେ ପାଣ୍ଡିଆନ ମଙ୍ଗଳବାର ଦିନ ଅଚାନକ ଭାବେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ଭଦ୍ରକସ୍ଥିତ ସେଣ୍ଟର୍ ଫର୍ ରିହାବିଲିଟେସନ ସର୍ଭିସ ଏଣ୍ଡ ରିସର୍ଚ୍ଚ…