Latest Odisha News

BREAKING NEWS

Browsing Category

ଫିଚର

ଡିସେମ୍ବର ୧୫ରେ ରାଜଧାନୀରେ ‘ଏସବିଆଇ ଗ୍ରିନ ମାରାଥନ’ର ତୃତୀୟ ସଂସ୍କରଣ

ଭୁବନେଶ୍ୱର: ପରିବେଶ ନିରନ୍ତରତାର ଭାବ ଏବଂ ଭବିଷ୍ୟତ ପିଢ଼ିର ଉନ୍ନତ ଜୀବନକୁ ପାଳନ କରିବା ଲାଗି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏସବିଆଇ ଗ୍ରିନ ମାରାଥନର ତୃତୀୟ ସଂସ୍କରଣ ସହ ଫେରିଛି । ବ୍ୟାଙ୍କର ଏହି ବାର୍ଷିକ ପ୍ରମୁଖ କାର୍ଯ୍ୟକ୍ରମ ୨୦୧୯ ଡିସେମ୍ବର ୧୫ରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ।…

ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପାଖରେ ବିଏମସି ଜାରି ରଖିବ ଉଚ୍ଛେଦ କାର୍ଯ୍ୟ

ଭୁବନେଶ୍ୱର: ସ୍ଥାନୀୟ ଲୋକଙ୍କ ବିରୋଧ ତଥା ବହୁ ବାଦ ପ୍ରତିବାଦ ପରେ ମଧ୍ୟ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପାଖରେ ବିଏମସି ଉଚ୍ଛେଦ ପକ୍ରିୟା ଜାରି ରଖିବ । ବୁଧବାର ବିଏମସି ଓ ଉଚ୍ଛେଦ ହେଉଥିବା ବ୍ୟବସାୟୀଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଗଣମାଧ୍ୟମକୁ…

ଖୁବ୍ ଚର୍ଚ୍ଚାରେ ‘ନାଗରିକତା ବିଲ୍’; ରାଜ୍ୟସଭା ଉପରେ ଆଜି ସମସ୍ତଙ୍କ ନଜର…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍ (ସିଏବି) ଲୋକସଭାରେ ପାରିତ ହୋଇଯିବା ପରେ ଏବେ ସମସ୍ତଙ୍କ ନଜର ରାଜ୍ୟସଭା ଉପରେ । ସୋମବାର ଦିନ ଲୋକସଭାରେ ଏହି ବିଲଟି ପାଶ୍ ହେବା ପରେ ଏନଡ଼ିଏ ସରକାର ଏହି ବିଲଟିକୁ ଆଜି ରାଜ୍ୟସଭାରେ ଆଗତ କରିଛନ୍ତି । ଆଜି ଏହି ବିଲଟିକୁ ନେଇ ରାଜ୍ୟସଭାରେ ଚାଲିଛି…

ଚାମ୍ପିୟନ୍ସ ଲିଗ: ସର୍ବକନିଷ୍ଠ ଗୋଲ ସ୍କୋରର୍ ହେଲେ ଅଂଶୁ ଫାତି !

ମାଦ୍ରିଦ: ବାର୍ସିଲୋନାର ଫୁଟବଲ ଖେଳାଳି ନିଜ ନାମରେ ଏକ କୀର୍ତିମାନ ଯୋଡିଛନ୍ତି । ସେ ଚାମ୍ପିୟନ୍ସ ଲିଗରେ ସର୍ବ କନିଷ୍ଠ ( ୧୭ ବର୍ଷ ୪୦ ଦିନ) ଖେଳାଳି ଭାବେ ଗୋଲ ସ୍କୋର କରିବା ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କର ଚମକ୍ରାର ଗୋଲ ବଳରେ ବାର୍ସିଲୋନା ୨-୧ ଗୋଲରେ ଇଂଟର ମିଲାନକୁ ପରାସ୍ତ…

‘ଛପାକ’ର ଟ୍ରେଲର ଲଞ୍ଚିଂରେ କାନ୍ଦି ପକାଇଲେ ଦୀପିକା !

ମୁମ୍ବାଇ: ଏସିଡ୍ ଆକ୍ରମଣ କାହାଣୀକୁ ନେଇ ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ହିନ୍ଦୀ ଚଳଚ୍ଚିତ୍ର ‘ଛପାକ’ । ଯାହାର ଟ୍ରେଲର ମଙ୍ଗଳବାର ଦିନ ଲଞ୍ଚ ହୋଇଛି । ସତ୍ୟ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଦୀପିକା ପଦୁକୋନ। …

ଖୁବଶୀଘ୍ର ଆସୁଛି ମାରୁତି ସୁଜୁକିର ନୂଆ ଶସ୍ତା ଇଲେକ୍ଟ୍ରିକ ଏସୟୁବି ‘ମାରୁତି ଫୁଟୁରୋ-ଇ’

ଭୁବନେଶ୍ୱର: ଦେଶର ସବୁଠୁ ବଡ଼ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକିର ଶେଷରେ ଆଗକୁ ଆସୁଥିବା ନିଜ ଇଲେକ୍ଟ୍ରିକ ଏସୟୁବିର ନା ଉପରୁ ପରଦା ହଟିଛି । ଆଗରୁ ଚର୍ଚ୍ଚା ହେଉଥିଲା କି ମାରୁତି ତାର ଏସ-ପ୍ରେସୋ କୁ ଇଲେକ୍ଟ୍ରିକ ଭର୍ସନ ଆଣିବବୋଲି । ହେଲେ ଶେଷରେ କମ୍ପାନୀ ଏହାର ନା 'ମାରୁତି…

ଡୋପ୍ ଟେଷ୍ଟରେ ବିଫଳ ହେଲେ ଷ୍ଟାର୍ ବକ୍ସର୍ ସୁମିତ୍ ସାଙ୍ଗୱାନ୍ !

ନୂଆଦିଲ୍ଲୀ: ଭାରତର ଯୁବ ବକ୍ସର ସୁମିତ ସାଙ୍ଗୱାନ ଡୋପ ଟେଷ୍ଟରେ ବିଫଳ ହୋଇଛି । ୯୧ କିଲୋଗ୍ରାମ ବିଭାଗର ଏହି ବକ୍ସର ଭାରତର ମାନ ତଳେ ପକାଇଛନ୍ତି । ଫଳରେ ସେ ଟୋକିଓ ଅଲିମ୍ପିକ୍ସରୁ ବାଦ୍ ପଡିଛନ୍ତି । ସୁମିତଙ୍କ ଶରୀରୁ ଶକ୍ତିବର୍ଦ୍ଧକ ଔଷଧର ମାତ୍ରା ମିଳିବା ପରେ ନ୍ୟାଶନାଲ ଆଂଟି ଡୋପିଂ…

ମାଷ୍ଟରସେଫ୍ ଟପ୍ ଟେନରେ ଓଡ଼ିଆ ପୁଅ ଅବିନାଶ

ଭୁବନେଶ୍ୱର: 'ଷ୍ଟାରପ୍ଲସ'ର ଲୋକପ୍ରିୟ ରୋଷେଇ ଭିତ୍ତିକ କାର୍ଯ୍ୟକ୍ରମ 'ମାଷ୍ଟରସେଫ ଇଣ୍ଡିଆ-୬'ର ଟପ ଟେନରେ ସ୍ଥାନ ପାଇଛନ୍ତି ଓଡିଆ ପୁଅ ଅବିନାଶ ନାୟକ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଅବିନାଶଙ୍କ ଘର । ଅବିନାଶଙ୍କ ଏହି ସଫଳତା ପାଇଁ ତାଙ୍କୁ ସାରା ଓଡିଶାରୁ ଶୁଭେଚ୍ଛା ଓ…

ଆଜି ବିରୁଷ୍କାଙ୍କ ମ୍ୟାରେଜ୍ ଆନିଭର୍ସରୀ; ସୋସିଆଲ୍ ମିଡ଼ିଆରେ ସେୟାର୍ କଲେ ଫଟୋ !

ମୁମ୍ବାଇ: ଷ୍ଟାର୍ କ୍ରିକେଟର୍ ବିରାଟ କୋହଲି ଓ ବଲିଉଡ ଆକ୍ଟ୍ରେସ୍ ଅନୁଷ୍କା ଶର୍ମା ଦୁଇବର୍ଷ ତଳେ ଆଜିର ଦିନ (୧୧ ଡିସେମ୍ବର)ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । "To love another person is to see the face of God" -Victor Hugo The thing about love is that it's…

ଦେଖନ୍ତୁ ଭିଡ଼ିଓ: ଧରାପଡ଼ିଲା ପିଆଜ ଚୋର, ସୁନା ଛାଡ଼ି ଚୋରୀ କରିଥିଲା ପିଆଜବସ୍ତା !

ମୁମ୍ବାଇ: ଏବେ ସାରା ଦେଶରେ ପିଆଜ ଦର ହୁହୁ ହୋଇ ବଢି ଚାଲିଥିବା ବେଳେ ରୋଷେଇ ଘରୁ ପିଆଜ ଏକପ୍ରକାର ଉଭାନ୍ ହୋଇଯାଇଛି କହିଲେ ଚଳେ । ପିଆଜର ଭାଉ ବୃଦ୍ଧି ହୋଇ ଏବେ କିଲୋଗ୍ରାମ ପ୍ରତି ୧୭୦ ଟଙ୍କାରେ ବିକ୍ରି ହେଉଛି । କୌତୁହଳର ବିଷୟ ହେଉଛି ଯେ, ମୁମ୍ବାଇରେ ଚୋରମାନେ ସୁନା ଛାଡ଼ି ପିଆଜବସ୍ତା…