Latest Odisha News

BREAKING NEWS

Browsing Category

ଫିଚର

ନ୍ୟାୟପାଳିକାକୁ ଏନକାଉଣ୍ଟର୍ !

ବିଚିତ୍ର ବିଶ୍ୱାଳଙ୍କ ପ୍ରତି ମଙ୍ଗଳବାର ନିୟମିତ ସ୍ତମ୍ଭ ‘ସମୟର ସ୍ୱର’... ହାଇଦ୍ରାବାଦର ଭେଟେନାରୀ ଡାକ୍ତରଙ୍କ ଗଣଦୁଷ୍କର୍ମ ଘଟଣାର ଚାରି ଅଭିଯୁକ୍ତ ଗତ ୬ ତାରିଖରେ ପୋଲିସ୍ ଏନକାଉଂଟରରେ ମୃତ୍ୟୁବରଣ କରିଛନ୍ତି । ପୋଲିସ୍ର କହିବା ଅନୁସାରେ ଅଭିଯୁକ୍ତ ମାନଙ୍କୁ ଅପରାଧ ସ୍ଥଳୀକୁ ନେବା…

ଗୀତା ଜୟନ୍ତୀ: ସାରା ଜଗତକୁ ଭଗବାନ ଶ୍ରୀକୃଷ୍ଣଙ୍କ ଉପଦେଶର ଦିନ…

ମହାଭାରତର ଧର୍ମ ଓ ଅଧର୍ମ, ସତ୍ୟ ଓ ଅସତ୍ୟର ଯୁଦ୍ଧ ରେ କୌରବ ଓ ପାଣ୍ଡଵମାନଙ୍କ ର ସେନା ଯେତେବେଳେ ପରସ୍ପର ସମ୍ମୁଖୀନ ହେଲେ ସେତେବେଳେ ଅର୍ଜୁନଙ୍କର ସାରଥୀ ଶ୍ରୀକୃଷ୍ଣ ରଥକୁ ନେଇ ଦୁଇ ସେନା ଙ୍କ ମଧ୍ୟଭାଗରେ ଛିଡା କରିଦେଲେ । ଯେଉଁଠି ଅର୍ଜୁନ ସିଧାସଳଖ ଭୀଷ୍ମ ପିତାମହ , ଗୁରୁ ଦ୍ରୋଣଚର‌୍ୟ୍ୟ…

ରାଷ୍ଟ୍ରୀୟଗାନକୁ ସମ୍ମାନ ନ’ଦେଇ ଦଣ୍ଡିତ ହେଲେ ଫ୍ରାନ୍ସ ଖେଳାଳି !

ବେଜିଂ: ଚୀନରେ ରାଷ୍ଟ୍ରୀୟ ସଙ୍ଗୀତଙ୍କୁ ସମ୍ମାନ ନ ଦେବା ଫଳରେ ଫ୍ରାନ୍ସ ବାସ୍କେଟବଲ ଖେଳାଳି ଗୁସଚେନ ୟାବୁସେଲଙ୍କୁ ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି । ଏହି ଫ୍ରାନ୍ସ ଖେଳାଳିଜଣକ ଚାଇନା ବାସ୍କେଟବଲ ଆସୋସିଏଶନ ସହ ଜଡିତ । ସ୍ଥାନୀୟ ଏକ କ୍ଲବ ମ୍ୟାଚ ପୂର୍ବରୁ ଚାଇନାର ଜାତୀୟ ସଙ୍ଗୀତ…

ଝାଡ଼ଖଣ୍ଡରେ କଂଗ୍ରେସ କ୍ଷମତାକୁ ଆସିଲେ ଫେରାଇ ଦିଆଯିବ ଲୋକଙ୍କ ଜଳ, ଜଙ୍ଗଲ ଓ ଜମି: ରାହୁଲ ଗାନ୍ଧୀ

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି । ଇତିମଧ୍ୟରେ ୨ଟି ପର୍ଯ୍ୟାୟ ମତଦାନ ସମାପ୍ତ ହୋଇସାରିଥିବା ବେଳେ ଆସନ୍ତା ୧୨ ତାରିଖ ଗୁରୁବାର ଦିନ ଅନୁଷ୍ଠିତ ହେବ ୩ୟ ପର୍ଯ୍ୟାୟ ନିର୍ବାଚନ । ଏହି ନିର୍ବାଚନରେ ଶାସକ ବିଜେପି ସମେତ ଝାଡ଼ଖଣ୍ଡ ମୁକ୍ତି…

ଭାରତର ‘ନାଗରିକତା ସଂଶୋଧନ’ ଆଇନକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କଡ଼ା ନିନ୍ଦା

ନୂଆଦିଲ୍ଲୀ: ଭାରତର ଲୋକସଭାରେ ପାରିତ ହୋଇଥିବା 'ନାଗରିକ ସଂଶୋଧନ ବିଲ'କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ କଡ଼ା ନିନ୍ଦା କରିଛନ୍ତି । We strongly condemn Indian Lok Sabha citizenship legislation which violates all norms of int human rights law & bilateral…

କର୍ଣ୍ଣାଟକ ରାଜନୀତିରେ ସଙ୍କଟ ଟଳିଲା; ଇସ୍ତଫା ଦେଲେ ସିଦ୍ଦରମେୟା

ବେଙ୍ଗାଲୁରୁ: ଦୀର୍ଘଦିନ ଧରି କର୍ଣ୍ଣାଟକ ରାଜନୀତିରେ ଚାଲିଥିବା ସଙ୍କଟଜନକ ପରିସ୍ଥିତି ଏବଂ ଅଚଳାବସ୍ଥାର ଏକରକମ ପରିସମାପ୍ତି ଘଟିଛି । ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ଉପ-ନିର୍ବାଚନରେ ଶାସକ ବିଜେପି ୧୫ଟି ଆସନରୁ ୧୨ଟି ଆସନରେ ବିଜୟ ଲାଭ କରିବା ଫଳରେ ଏବେ ଅତ୍ୟନ୍ତ ସୁବିଧା ଜନକ…

ନାଗରିକତା ସଂଶୋଧନ ବିଲ୍: ଉତ୍ତରପୂର୍ବ ରାଜ୍ୟରେ ୧୧ ଘଣ୍ଟିଆ ବନ୍ଦ ଡାକରା

ଗୌହାଟୀ: ଅନେକ ତର୍କବିତର୍କ ପରେ ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ଗୃହିତ ହୋଇଥିବାବେଳେ ଏହାକୁ ବିରୋଧ କରି ଉତ୍ତରପୂର୍ବ ରାଜ୍ୟର ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ୧୧ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପାଳନ ଅପରାହ୍ନ ୪ଟା ଯାଏଁ ଜାରି ରହିଥିବା ଥିବାବେଳେ ଏହାଫଳରେ…

ବୌଦ୍ଧରେ ଆଜିଠୁଁ ଆରମ୍ଭ ଆଧ୍ୟାତ୍ମିକ ଧନୁଯାତ୍ରା

ବୌଦ୍ଧ: ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଲୋକପ୍ରିୟତା ହାସଲ କରିଥିବା ବେଳେ, ବୌଦ୍ଧର ଆଧ୍ୟାତ୍ମିକ ଧନୁଯାତ୍ରା ମଧ୍ୟ ପ୍ରସିଦ୍ଧି ଲାଭ କରିଛି । ବରଗଡ଼ ପରି ଏଠାରେ ମଧ୍ୟ ବହୁ ଆଡ଼ମ୍ବରରେ ପାଳନ ହୁଏ ଧନୁଯାତ୍ରା। ଐତିହାସକ ବୌଦ୍ଧ ସହରରେ ପ୍ରସିଦ୍ଧ ଆଧ୍ୟାତ୍ମିକ ଧନୁଯାତ୍ରା ଓ କଂସବଧ…

ବଜ୍ୟବସ୍ତୁରୁ ଛାତ୍ରଛାତ୍ରୀଙ୍କ ଅଭିନବ କଳାକୃତି; ପାଇଲା ‘ଏସିଆ ବୁକ୍ ଅଫ୍ ରେକର୍ଡସ’ରେ ସ୍ଥାନ

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ସରକାରୀ ଉଦ୍ୟୋଗିକ ପ୍ରଶିକ୍ଷଣ କେନ୍ଦ୍ର (ଆଇଟିଆଇ)ର କିଛି ଛାତ୍ରଛାତ୍ରୀମାନେ ବଜ୍ୟବସ୍ତୁକୁ ନେଇ ନିର୍ମାଣ କରୁଛନ୍ତି ଅଭିନବ କଳାକୃତି । ଛାତ୍ରଛାତ୍ରୀଙ୍କ ଏଭଳି କଳାକୃତିରେ ଭରି ଉଠିଛି ପୂରା ଆଇଟିଆଇ ପରିସର । ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ ଏହିସବୁ…

ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ପାସ୍; ଏବେ ରାଜ୍ୟସଭାକୁ ଅପେକ୍ଷା

ନୂଆଦିଲ୍ଲୀ: ବହୁ ବାଦବିବାଦ ପରେ ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ଗୃହିତ ହେବା ପରେ ଏବେ ସମସ୍ତଙ୍କ ନଜର ରାଜ୍ୟସଭା ଉପରେ ରହିଛି । ଗତ ସୋମବାର ଦିନ ଏହି ବିଲ୍ ସପକ୍ଷରେ ସଂସଦରେ ୩୧୧ ଭୋଟ୍ ମିଳିଥିବା ବେଳେ ବିପକ୍ଷରେ ୮୦ ଖଣ୍ଡ ଭୋଟ୍ ପଡିଥିଲା । ତେବେ ମଙ୍ଗଳବାର ଦିନ ଏହି ବିଲ୍…