Latest Odisha News

BREAKING NEWS

Browsing Category

ଫିଚର

କଟକରେ ଖୋଲିଲା ‘ବାର୍ବିକ୍ୟୁ ନେଶନ’ର ପ୍ରଥମ ଆଉଟଲେଟ୍

କଟକ: ଭାରତର ଅଗ୍ରଣୀ ରେସ୍ତୋରାଁ ଚେନ୍ ବାର୍ବିକ୍ୟୁ ନେଶନ ଓଡ଼ିଶାର କଟକରେ ନିଜର ପ୍ରଥମ ଆଉଟଲେଟ୍ ଖୋଲାଯାଇଥିବା ଘୋଷଣା କରିଛି । ଦରଘାବଜାରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମାର୍ଗ ପରିସରରେ ୪,୨୫୦ ବର୍ଗଫୁଟ ପରିମିତ ଅଞ୍ଚଳରେ ଏହି ନୂତନ ଗ୍ରାଣ୍ଡ ଆଉଟ୍ଲେଟ୍ ରହିଛି । ଏହି ନୂଆ ଆଉଟ୍ଲେଟ୍…

ବାଲିଯାତ୍ରା ମଞ୍ଚରେ ଆଜି ଧମାକା କରିବେ ସୋନା ମହାପାତ୍ର; ନିଜ ସହ ଗାଇବାକୁ ଏହିମାନଙ୍କୁ ଦେଲେ ନିମନ୍ତ୍ରଣ

କଟକ: ଐତିହାସିକ କଟକ ବାଲିଯାତ୍ରା ତଥା ଏସିଆର ସବୁଠୁ ବଡ଼ ବାଣିଜ୍ୟ ମେଳାର ମଞ୍ଚରେ ରବିବାର ଦିନ ପ୍ରଦର୍ଶନ କରିବାକୁ ଯାଉଛନ୍ତି କଣ୍ଠଶିଳ୍ପୀ ସୋନା ମହାପାତ୍ର । ଓଡିଆ ଝିଅ ସୋନା ଏକ ଫେସବୁକ ପୋଷ୍ଟ ଜରିଆରେ ଦୁଆ ଲିପି ଓ କାଟି ପେର୍ରୀଙ୍କୁ ଏହି ଐତିହାସିକ ମଞ୍ଚରେ ପ୍ରଦର୍ଶନ କରିବାକୁ…

ମାର୍ଚ୍ଚରେ ବିକ୍ରି ହେବ ‘ବିପିସିଏଲ’ ଓ ‘ଏୟାର ଇଣ୍ଡିଆ’: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏୟାର ଇଣ୍ଡିଆ ଓ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ) ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ବିକ୍ରି ହେବା ନେଇ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ । ଆର୍ଥିକ କ୍ଷତିରୁ ମୁକୁଳିବା ପାଇଁ ସରକାର ଏୟାର…

ଗଙ୍ଗା ସୁରକ୍ଷା ପାଇଁ ନୂଆ ଆଇନ; ପ୍ରଦୂଷଣ କଲେ ୫ ବର୍ଷ ଜେଲ ସହ ୫୦ କୋଟି ଟଙ୍କା ଜୋରିମାନା !

ନୂଆଦିଲ୍ଲୀ: ଗଙ୍ଗାକୁ ପ୍ରଦୂଷଣମୁକ୍ତ କରିବାକୁ ଜଳ ଶକ୍ତି ମନ୍ତ୍ରଣାଳୟ ଏକ ବିଲ ପ୍ରସ୍ତୁତ କରିଛି । ଏହାକୁ କ୍ୟାବିନେଟ ମଞ୍ଜୁରୀ ପାଇଁ ପଠାଇ ଦିଆ ଯାଇଛି । ଏହି ବିଲ ପାସ ହେଲେ ଗଙ୍ଗା ପ୍ରଦୂଷଣ କରୁଥିବା ଲୋକମାନଙ୍କୁ ୫ ବର୍ଷ ଜେଲଦଣ୍ଡ ଏବଂ ୫୦ କୋଟି ଟଙ୍କାର ଜରିମାନା ବ୍ୟବସ୍ଥା ରହିଥିବା…

ଆସନ୍ତାକାଲି ଭୁବନେଶ୍ବର ଆସିବେ ପ୍ରସିଦ୍ଧ ଅଭିନେତା କମଲ ହାସନ !

ଭୁବନେଶ୍ବର: ଆସନ୍ତା ନଭେମ୍ବର ୧୮ ଓ ୧୯ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରସିଦ୍ଧ ଅଭିନେତା ତଥା ରାଜନେତା କମଲ ହାସନ । ଏହି ପରିପ୍ରେକ୍ଷୀରେ ସେ ସେଞ୍ଚୁରିଆନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜୀ ଆଣ୍ଡ୍ ମ୍ୟାନେଜମେଣ୍ଟ(ସିୟୁଟିଏମ)ରେ ଯୋଗଦେବେ । ବିଶ୍ୱସ୍ତ ସୁତ୍ରରୁ…

ବଲିଉଡ ଗାୟକ ଦଲେରଙ୍କ ଧୁନରେ ମତୁଆଲା ହେଲା ବାଲିଯାତ୍ରା ସନ୍ଧ୍ୟା

କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବରେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ ସିଙ୍ଗର ଦଲେର ମେହେନ୍ଦି । ଅନେକ ଦିନ ଧରି ବାଲିଯାତ୍ରା ସନ୍ଧ୍ୟାରେ ସମସ୍ତ ପର୍ଯ୍ୟଟକମାନେ ମତୁଆଲା ହେଉଥିବା ବେଳେ ଏହାର ୫ମ ସନ୍ଧ୍ୟାରେ…

ସଙ୍ଗୀତ ଜଗତର କିମ୍ବଦନ୍ତୀ ଅକ୍ଷୟ ମହାନ୍ତି: ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ଜାଣନ୍ତୁ କିଛି ଅଜଣା କଥା…

ଭୁବନେଶ୍ୱର: ଓଡିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ପୁରୁଷ ତଥା ସଙ୍ଗୀତ ଦୁନିଆର ବେତାଜ ବାଦଶାହା ଅକ୍ଷୟ ମହାନ୍ତିଙ୍କର ଆଜି ଶ୍ରାଦ୍ଧ ଦିବସ । ସେ ଆଜି ନାହାନ୍ତି ସତ ମାତ୍ର ତାଙ୍କ ସଙ୍ଗୀତ ଆଜି ମଧ୍ୟ ତାଙ୍କୁ ଜୀବନ୍ତ କରି ରଖିଛି । ୧୯୩୭ ମସିହାରେ ଅକ୍ଟୋବର ୧୨ରେ କେନ୍ଦ୍ରାପଡାର ବାଙ୍କି ମୁଣ୍ଡେଇ…

ଇସ୍ରୋ ପକ୍ଷରୁ ବାଲିଯାତ୍ରାରେ ‘ଡେମୋନଷ୍ଟ୍ରେସନ୍ ପ୍ରୋଗ୍ରାମ୍’

କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରା ଲାଗି ଚଳଚଞ୍ଚଳ ହୋଇ ଉଠିଛି କଟକ ସହର । ଏହି ପରିପ୍ରେକ୍ଷୀରେ ବାଲିଯାତ୍ରାରେ ଇସ୍ରୋ ପକ୍ଷରୁ ଭାରତୀୟ ମହାକାଶ ସମ୍ବନ୍ଧୀୟ ଜ୍ଞାନ ପ୍ରଦର୍ଶିତ କରାଯାଇଛି । https://youtu.be/kyd3ikObVsY ଇଣ୍ଡିଆନ ସ୍ପେସ ରିସର୍ଚ୍ଚ…

ଏମତି ବି ହୁଏ, ଗୀତ ପାଇଁ ଲାଇନ୍ ବା ଭାବଟିଏ କାହିଁ କେତେ ଆଗରୁ ସାଇତା ହୋଇ ରହିଥାଏ…

ସୂର୍ଯ୍ୟଦେଓଙ୍କ ନିୟମିତ ସ୍ତମ୍ଭ: ଗୀତ ପଛର ଗପ ଏମତି ବି ହୁଏ ଗୀତ ପାଇଁ ଲାଇନ୍ ବା ଭାବଟିଏ କାହିଁ କେତେ ଆଗରୁ ସାଇତା ହୋଇ ରହିଥାଏ... ସୂର୍ଯ୍ୟଦେଓ କଟକିଆ ତାରକସିଆ ଗୋଟିଏ ଗୋଟିଏ ଗୀତର ଭାଗ୍ୟ ତିଆରି ସରିଥାଏ ବହୁୁ ଆଗରୁ । ସେମିତି ଗୀତ ତିଆରି ଆଗରୁ ହିଁି ଗୀତର ଭାଗ୍ୟ ଲେଖା ବି…

ସୋଆର ଷଷ୍ଠ ସମାବର୍ତନ ଉତ୍ସବ: ଦେଶର ଉନ୍ନତି ନିମନ୍ତେ ଅଭିନବ ଗବେଷଣାର ଆବଶ୍ୟକ ବୋଲି ଗଡ଼କରିଙ୍କ ଆହ୍ୱାନ

ଭୁବନେଶ୍ୱର: ଦେଶକୁ ଆଗକୁ ନେବା ପାଇଁ ଉପଯୁକ୍ତ ନୀତି ନିର୍ଦ୍ଧାରଣ ଏବଂ ପ୍ରଯୁକ୍ତି ବିଦ୍ୟାର ସହିତ ଜ୍ଞାନ ଏବଂ ଅଭିନବ ଗବେଷଣାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ର ସଡ଼କ ପରିବହନ, ରାଜପଥ ଏବଂ ଏମଏସଏମଇ ମନ୍ତ୍ରୀ  ନିତିନ୍ ଗଡ଼କରି । ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି…