Latest Odisha News

BREAKING NEWS

Browsing Category

ଫିଚର

ବଲିଉଡରେ ପ୍ରେମ ଆନନ୍ଦଙ୍କ ଏଣ୍ଟ୍ରି…

ଭୁବନେଶ୍ୱର: ବଲିଉଡ ଇଣ୍ଡଷ୍ଟ୍ରିରେ କମାଲ କରିବାକୁ ଯାଉଛନ୍ତି ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ । ରିଲିଜ ଅପେକ୍ଷାରେ ଥିବା ହିନ୍ଦି ଚଳଚ୍ଚିତ୍ର ‘ଲଭ ୟୁ ଟର୍ଣ୍ଣ’ରେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସୁଯୋଗ ପାଇଛନ୍ତି ଓଲିଉଡର ମ୍ୟୁଜିକ୍ ସାଇଣ୍ଟିଷ୍ଟ ଭାବେ…

ବିଖ୍ୟାତ ପାଲା ଗାୟକ ଅମରନାଥ ନାୟକ: ଯାହାଙ୍କୁ ସ୍ୱୟଂ କନକଦୁର୍ଗା ଡାକିଦେଇଥିଲେ ଶ୍ଳୋକ…

ଭୁବନେଶ୍ୱର: ସେ ଜଣେ ଦୃଷ୍ଟିଶକ୍ତି ନଥିବା ଗାୟକ, ପିଲାଦିନରୁ ଦୁନିଆର ରଙ୍ଗ କଣ ତାଙ୍କୁ ଜଣାନାହିଁ, ହେଲେ ସେ ଦୁନିଆକୁ ସାହିତ୍ୟର ରଙ୍ଗରେ ଏମିତି ରଙ୍ଗେଇ ଦିଅନ୍ତି ଯେ, ଲୋକେ ତାଙ୍କ ପାଲା ଦେଖୁଥିଲେ ଅଧାରୁ ଛାଡିଯିବାକୁ ମନ କରିନଥାନ୍ତି । ସେ ଯେତେବେଳେ ଶ୍ରବଣ କୁମାର ବିଷୟ ପରିବେଷଣ…

ଭାରତ-ବାଂଲାଦେଶ ଟି-୨୦ ଟକ୍କର ଆଜି 

ନୂଆଦିଲ୍ଲୀ: ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ଭାରତୀୟ ଖେଳାଳୀ ମାନେ ୧ମ ମ୍ୟାଚରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିଜୟ ଧାରା ଜାରି ରଖିବା ଲାଗି ରଣନୀତି ପସ୍ତୁତ କରିଛନ୍ତି । ନୂଆଦିଲ୍ଲୀରେ ବାୟୁ ପ୍ରଦୂଷଣ ଚରମ ସ୍ଥିତିରେ ପହଞ୍ଚିଥିବା ବେଳେ ଆଜି…

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସହ ଦୁର୍ବ୍ୟବହାର, ଥାନାରେ ମାମଲା ରୁଜୁ

କଟକ: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ସହ କେହି ଯୁବକ ଦୁର୍ବ୍ୟବହାର କରୁଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଉକ୍ତ ଭିଡିଓରେ ସମ୍ପୃକ୍ତ ଯୁବକ ଜଣକ ଆନନ୍ଦ ଭବନରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର…

ଭୁବନେଶ୍ୱରରେ ଆଜି ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ କେଉଁଠି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିସିଡିଡି-୧ ଅନ୍ତର୍ଗତ ନୟାପଲ୍ଲୀ-ନୂଆସାହି, ୟୁନିଟ୍-୮ ଡିଏଭି, ୟୁନିଟ୍-୫, ରାଜ୍ୟ ଅତିଥି ଭବନ ଓ ଆଖପାଖ ଅଞ୍ଚଳରେ ରବିବାର ଦିନ ବିଦ୍ୟୁତ୍ ସରାବରାହ ବନ୍ଦ ରହିବ । ଆଜି ସକାଳ ୮ଟାରୁ ଦିନ ୧ଟା ଯାଏଁ ଜରୁରୀକାଳୀନ ମରାମତି କାର୍ଯ୍ୟ ଲାଗି ଏହିସବୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୩-୧୧-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ମାସ ତା ୦୩ ରିଖ ରବିବାର ତୁଳା ୧୭ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ଉତ୍ତରାଷାଢା ନକ୍ଷତ୍ର ମକର ଚନ୍ଦ୍ର ଘାତ…

ଭାରତୀୟ ପୁରୁଷ ହକି ଦଳକୁ ମିଳିଲା ଟୋକିଓ ଅଲିମ୍ପିକ୍ସ ଟିକଟ; ୭-୧ରେ ଗୋଲରେ ରୁଷିଆ ପରାସ୍ତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ କିଛି ସମୟ ପୂର୍ବରୁ ମହିଳା ଭାରତୀୟ ହକି ଦଳକୁ ଅଲିମ୍ପିକ୍ସ ଟିକଟ ମିଳିଯିବା ପରେ ଏବେ ଭାରତୀୟ ପୁରୁଷ ଦଳ ମଧ୍ୟ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରିଛି । କଳିଙ୍ଗ ଷ୍ଟାଡ଼ିୟମରେ ଭରପୁର ଦର୍ଶକଙ୍କ ସାମ୍ନାରେ ଭାରତ ରୁଷିଆକୁ ୭-୧ ଗୋଲ୍…

ପ୍ରକାଶିତ ହେଲା ୧୯୫୭-୨୦୧୦ ମ୍ୟାଟ୍ରିକ ଟପ୍ପର୍ ତାଲିକା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ୧୯୫୭ ବ୍ୟାଚରୁ ଆରମ୍ଭ କରି ୨୦୧୦ ପର୍ଯ୍ୟନ୍ତ ମ୍ୟାଟ୍ରିକ ପରୀକ୍ଷାରେ ଟପ୍ପର୍ ହୋଇଥିବା ଶିକ୍ଷାର୍ଥୀଙ୍କ ଏକ ତାଲିକା ପ୍ରକାଶିତ ହୋଇଛି । ଏହି ତାଲିକାରେ ୫୫ ଜଣ ଟପ୍ପରଙ୍କ ନାମ ରହିଛି । ସମୁଦାୟ ୬୪ ଜଣ ଟପ୍ପର ରହିଛନ୍ତି…

ମାର୍ଚ୍ଚ ୨ରୁ ଆରମ୍ଭ ହେବ ସିବିଏସଇ ବୋର୍ଡ଼ ପରୀକ୍ଷା !

ନୂଆଦିଲ୍ଲୀ: ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସିବିଏସଇ ୨୦୨୦ ବୋର୍ଡ଼ ପରୀକ୍ଷା ଆସନ୍ତା ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି । ସିବିଏସଇ ପକ୍ଷରୁ ଶନିବାର ଦିନ ପ୍ରକାଶିତ ହୋଇଥିବା ବାର୍ଷିକ ୨୦୧୯-୨୦ କ୍ୟାଲେଣ୍ଡରରୁ ଏହା ଜଣାପଡ଼ିଛି । ମାର୍ଚ୍ଚ ୧ମ ସପ୍ତାହରେ ପରୀକ୍ଷା…

ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍: ଡ଼ିସେମ୍ବର ୧୪ରୁ ଏକମାସ ଧରି ଅନୁଷ୍ଠିତ ହେବ

ଭୁବନେଶ୍ୱର: ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ କୋଣାର୍କଠାରୁ ୮ କିଲୋମିଟର୍ ଦୂରରେ ୧୪ ଡ଼ିସେମ୍ବରରୁ ୧୪ ଜାନୁଆରୀ ପର୍ଯ୍ୟନ୍ତ ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ୍ ଅନୁଷ୍ଠିତ ହେବାକୁ ଯାଉଛି । ଶନିବାର ଦିନ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ…