Latest Odisha News

BREAKING NEWS

Browsing Category

ଫିଚର

ଡ଼ିସେମ୍ବର ୩୧ରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ

ବରଗଡ଼: ବରଗଡ଼ ସହରରେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆସନ୍ତା ଡ଼ିସେମ୍ବର ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଶନିବାର ଦିନ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବିଶ୍ୱପ୍ରସିଦ୍ଧ ଖୋଲାମଞ୍ଚ ଧନୁଯାତ୍ରା ଜାନୁଆରୀ ୧୧ ତାରିଖ…

ଭାରତୀୟ ମହିଳା ହକି ଦଳକୁ ମିଳିଲା ଟୋକିଓ ଅଲିମ୍ପିକ୍ସ ଟିକଟ; ଉନ୍ନତ ଗୋଲ ବ୍ୟବଧାନରେ ଯୋଗ୍ୟତା ଅର୍ଜନ

ଭୁବନେଶ୍ୱର: ଏଫଆଇଏଚ ଅଲିମ୍ପିକ୍ସ କ୍ୱାଲିଫାୟାର୍ସ ହକି ମ୍ୟାଚରେ ଆଜି ଭାରତୀୟ ମହିଳା ହକି ଦଳ ଆମେରିକା ଟିମଠୁ ୧-୪ ଗୋଲ ବ୍ୟବଧାନରେ ପରାଜୟ ବରଣ କରି ମଧ୍ୟ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିପାରିଛି । କଳିଙ୍ଗ ଷ୍ଟାଡ଼ିୟମରେ ଗତକାଲି ଖେଳାଯାଇଥିବା ଆମେରିକା ବିପକ୍ଷ ମ୍ୟାଚରେ ଭାରତ ୫-୧…

ଘୋଷିତ ହେଲା ନିଟ୍-ପିଜି ୨୦୨୦ ପରୀକ୍ଷା ସୂଚୀ

ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ବୋର୍ଡ଼ (ଏନବିଇ) ପକ୍ଷରୁ ନ୍ୟାସନାଲ୍ ଏଲିଜିବିଲିଟି ତଥା ପୋଷ୍ଟ ଗ୍ରାଜୁଏଟ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍ ପିଜି) ୨୦୨୦ ଜାନୁଆରୀ ୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ପରୀକ୍ଷା କାର୍ଯ୍ୟସୂଚୀ ଘୋଷିତ ହୋଇଛି । ଏନବିଇ ପକ୍ଷରୁ ଘୋଷିତ ବିଜ୍ଞପ୍ତି…

ରାୟଗଡ଼ାରେ ବିଷାକ୍ତ ମଦପିଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ; ଜିଲ୍ଲା ପ୍ରଶାସନର ତଦନ୍ତ ନିର୍ଦ୍ଦେଶ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର କଟାଗୁଡ଼ା ଗ୍ରାମରେ ବିଷାକ୍ତ ମଦ୍ୟପାନ କରି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣାରେ ୨୦ ଜଣ ଗ୍ରାମବାସୀ ଅସୁସ୍ଥ ହୋଇପଡ଼ିଛନ୍ତି । ତେବେ ଶନିବାର ଦିନ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ । ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ…

ବାଲୁଗାଁ ରେଳଷ୍ଟେସନ ଠାରେ ବଗିଠାରୁ ଅଲଗା ହେଲା ବିଶାଖା ଏକ୍ସପ୍ରେସର ଇଞ୍ଜିନ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଷ୍ଟେସନରୁ କିଛି ବାଟ ଆସିବା ପରେ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସର କିଛି ବଗି ଏହାର ଇଞ୍ଜିନ ଠାରୁ ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ଶନିବାର ଦିନ ବିଶାଖା ଏକ୍ସପ୍ରେସର ଇଞ୍ଜିନ ଏହାର କିଛି ବଗିକୁ…

ଡ୍ରାଇଭିଂ ଲାଇସେନ୍ସ ନାମରେ ଅନଲାଇନ୍ ଠକେଇ; ଜନସାଧାରଣ ହନ୍ତସନ୍ତ

ଭୁବନେଶ୍ୱର: ଏବେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଅନଲାଇନ ମାଧ୍ୟମରେ ଡ୍ରାଇଭିଂ ଲାଇସେନ୍ସ ଲାଗି ପଞ୍ଜିକରଣ କରୁଛନ୍ତି । ଦୈନିକ ଆରଟିଓ ଅଫିସରେ ଭିଡ଼ ମଧ୍ୟ ଜମୁଛି । ତେବେ ବିଭିନ୍ନ ସାଇବର କ୍ୟାଫେକୁ ଲୋକମାନେ ଯାଇ କମ୍ପ୍ୟୁଟର ଅନଲାଇନ ଦ୍ୱାରା ଲାଇସେନ୍ସ ଲାଗି ନାମ ପଞ୍ଜିକରଣ କରୁଛନ୍ତି ।…

ଓଡ଼ିଶା ସେଲ୍ଟରହୋମ ଏମଡ଼ି ଗିରଫ ଘଟଣା: ଆମେରିକାରେ ଚହଳ ସୃଷ୍ଟି !

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାସ୍ଥିତ ‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ’ ସେଲ୍ଟରହୋମର ପରିଚାଳନା ନିର୍ଦ୍ଦେଶକ (ଏମଡ଼ି) ଫୟାଜ୍ ରେହମନଙ୍କ ଗିରଫଦାରିକୁ ନେଇ ଆମେରେକୀୟ ସିନେଟର୍ ଏନେଇ ୱାଶିଂଟନ ଡ଼ିସିରେ ଥିବା ଭାରତୀୟ ଦୂତାବାସକୁ ଏକ ପତ୍ର ଲେଖିଛନ୍ତି । ଏହାକୁ ଭିତ୍ତିକରି, ବୈଦେଶିକ ମନ୍ତ୍ରଣାଳୟ…

ବୟସ ଜାଲିଆତି ଅଭିଯୋଗରେ ଓଡ଼ିଶାର ୨ କ୍ରିକେଟରଙ୍କୁ ବ୍ୟାନ କଲା ବିସିସିଆଇ

କଟକ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବୟସ ଜାଲିଆତି କରିଥିବା ଅଭିଯୋଗରେ ଓଡ଼ିଶାର ଦୁଇ ଯୁବ କ୍ରିକେଟ ଖେଳାଳିଙ୍କୁ ବ୍ୟାନ କରିଛି । ବିସିସିଆଇ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ସହମତି ଜଣାଇ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ସେକ୍ରେଟାରୀ ସଞ୍ଜୟ ବେହେରା…

ଓଡ଼ିଆ ଆଇଇଏସ ଅଧିକାରୀ ନନ୍ଦିତା ମିଶ୍ର କର୍ପୋରେଟ ବିଭାଗର ଅର୍ଥନୈତିକ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ

ଭୁବନେଶ୍ୱର: ଓଡ଼ିଆ ଆଇଇଏସ ଅଧିକାରୀ ନନ୍ଦିତା ମିଶ୍ରଙ୍କୁ କେନ୍ଦ୍ର ସରକାରଙ୍କ କର୍ପୋରେଟ ବିଭାଗରେ ଅର୍ଥ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଅର୍ଥନୈତିକ ପରାମର୍ଶଦାତା ଭାବେ ଏହି ପୂର୍ବତନ ଆଇଇଏସ ଅଧିକାରୀ ଦାୟିତ୍ୱ ବହନ କରି କାର୍ଯ୍ୟରତ ଥିଲେ…

ସିନେମାରେ ଅଭିନୟ କରିବା ପାଇଁ ଓଡିଶାରୁ ପ୍ରେରଣା ପାଇଥିଲେ ଜୟା ବଚ୍ଚନ

ଭୁବନେଶ୍ୱର: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ମାତ୍ର ୧୩ ବର୍ଷରୁ ଚଳଚ୍ଚିତ୍ରରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଜୟା ବଚ୍ଚନ ମାତ୍ର ୧୩ ବର୍ଷ ବୟସରେ ସତ୍ୟଜିତ ରାୟଙ୍କ ବେଙ୍ଗଲି ଫିଲ୍ମ ମହାନଗରରେ ଅଭିନୟ କରିଥିଲେ । ଏହା ପରେ ପୁନେରେ ଥିବା ଏଫଟିଆଇଆଇ ଫିଲ୍ମ ଆଣ୍ଡ…