Latest Odisha News

BREAKING NEWS

Browsing Category

ଫିଚର

ସ୍ୱାମୀ ସରପଞ୍ଚ

ସ୍ୱାମୀ ସରପଞ୍ଚ ଜ୍ୟୋତି ପ୍ରକାଶ ମହାପାତ୍ର ଯାଜପୁର ଜିଲ୍ଲାର ହରିଦାସପୁର ଏକଦମ ବକୁଟେ ଜାଗାଟେ । ପାହାଡ଼ ପାଖକୁ । ଖଣି ଖାଦାନ ଅଛି । ଛୋଟିଆ ଷ୍ଟେସନଟେ ଅଛି । ସେଇ ଜାଗାଟି ଏବେ ସାରାରାଜ୍ୟରେ ବେଶ ହଇଚଇ ସୃଷ୍ଟି କରିଛି । ମହିଳା ପଞ୍ଚାୟତ ଅଧିକାରୀଙ୍କ ହତ୍ୟା କିମ୍ବା ଆତ୍ମହତ୍ୟା…

ରାଜଧାନୀରେ ଏବେ ଭୋକିଲାଙ୍କ ଭୋକ ମେଣ୍ଟାଇବ ‘ହାପି ଫ୍ରିଜ’, କିପରି ଜାଣନ୍ତୁ

ଭୁବନେଶ୍ୱର: ରାଜଧାନୀର ରାସ୍ତା କଡରେ ରଖାଯାଇଛି ଏକ ଫ୍ରିଜ । ଯେଉଁଥିରେ ରହିଛି ଭଳିକି ଭଳି ଖାଇବା ଜିନିଷ । କିଛି ଲୋକ ଖାଇବା ରଖିଦେଇ ଯାଉଛନ୍ତି ଆଉ କିଛି ଲୋକ ଏହାକୁ ଖୋଲି ଆଣି ମନ ଆନନ୍ଦରେ ଖାଉଛନ୍ତି। ଶୁଣି ଟିକିଏ ଆଶ୍ଚର୍ଯ୍ୟ ଲାଗୁଛି କି ? ବୁଝିବାକୁ ଟିକିଏ ଅଡୁଆ ହେଉଛି କି? ଆମେ…

ବିଏସଏନଏଲ ଓ ଏମଟିଏନଏଲର ସମ୍ମିଶ୍ରଣକୁ ମିଳିଲା କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ବିଏସଏନଏଲ ଏବଂ ଏମଟିଏନଏଲର ପୁନରୁଦ୍ଧାର ତଥା ସମ୍ମିଶ୍ରଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ବୁଧବାର ଦିନ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ଦୁଇଟି ରାଷ୍ଟ୍ରାୟତ ଟେଲିକମ ଉଦ୍ୟୋଗ ପାଇଁ ୪ଜି ସ୍ପେକ୍ଟ୍ରମ ସେବାର ପ୍ରଶାସନିକ ଆବଣ୍ଟନ କରାଯିବ । ଏତଦବ୍ୟତୀତ ସୋଭରେନ…

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ରାଜ୍ୟରେ ରହିଛି ପର୍ଯ୍ୟାପ୍ତ ସୁଯୋଗ

ଭୁବନେଶ୍ଵର: ଆସନ୍ତା ବର୍ଷ ବେଳକୁ ଭାରତର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଯୁକ୍ତରାଷ୍ଟ୍ର ଆମେରିକା ସହ ସମକକ୍ଷ ହେବାକୁ ଯାଉଛି। ଯାହାର ବ୍ୟାବସାୟିକ ଆକାର ପାଖାପାଖି ୫୩୦ ବିଲିୟନ୍ ଡଲାର ଅଥବା ପ୍ରାୟ ୩୭୫୮ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ…

ଆଜି ମଲାଇକାଙ୍କ ଜନ୍ମଦିନ: ଇନଷ୍ଟାଗ୍ରାମରେ ଫଟୋ ସହ ଶୁଭେଚ୍ଛା ଜଣାଇଲେ ଅର୍ଜୁନ

ମୁମ୍ବାଇ: ବି-ଟାଉନରେ ସର୍ବଦା ଚର୍ଚ୍ଚାର ପରିସର ମଧ୍ୟରେ ରହୁଥିବା ଅଭିନେତ୍ରୀ ମଲାଇକା ଆରୋରାଙ୍କର ଆଜି ହେଉଛି ଜନ୍ମଦିନ । ଏହି ଅବସରରେ ବଲିଉଡ ଜଗତର ନାମିଦାମୀ କଳାକାରଙ୍କ ଶୁଭେଚ୍ଛାର ସୁଅ ତାଙ୍କ ପାଖକୁ ଛୁଟୁଛି । ମଲାଇକାଙ୍କ ପାଇଁ ଆସିଥିବା ସବୁ ଶୁଭେଚ୍ଛା ବାର୍ତ୍ତା ମଧ୍ୟରେ ଜଣଙ୍କ…

ଓକିଲ ଧର୍ମଘଟକୁ ସୁପ୍ରିମକୋର୍ଟ ଛାଟ: ଆଜି ବାର ଆସୋସିଏସନ ଆକ୍ସନ କମିଟି ବୈଠକ

ନୂଆଦିଲ୍ଲୀ/କଟକ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନାମା ଉପରେ ଆଲୋଚନା କରିବା ପାଇଁ ଓଡିଶା ହାଇକୋର୍ଟ ବାର ଆସୋସିଏସନ ଆକ୍ସନ କମିଟିର ଏକ ବୈଠକ ବୁଧବାର ଦିନ ଅନୁଷ୍ଠିତ ହେବ । ଏପରିକି ଓଡିଶା ହାଇକୋର୍ଟ ବାର ଆସୋସିଏସନ ଦ୍ୱାରା ଜାରି ରହିଥିବା ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ଆଗାମୀ ଶୁଣାଣି…

ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା; ଆନ୍ଦୋଳନକୁ ଓହ୍ଲାଇଲା ମହିଳା କଂଗ୍ରେସ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତର ପି.ଇ.ଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛି ମହିଳା କଂଗ୍ରେସ। ପ୍ରାପ୍ତ ସୂଚନା ଅନୁସାରେ, ଘଟଣାର ସିବିଆଇ ତଦନ୍ତ ଦାବିରେ ବୁଧବାର ଦିନ ପାଣିକୋଇଲି ସ୍ଥିତ…

ନାରୀ ନିର୍ଯ୍ୟାତନା: ଦେଶରେ ଓଡ଼ିଶାର ସ୍ଥାନ ଦ୍ଵିତୀୟ

ନୂଆଦିଲ୍ଲୀ: ଓଡ଼ିଶାରେ ନାରୀ ଅସୁରକ୍ଷିତ ।ଦେଶରେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ବିଭିନ୍ନ ଅପରାଧର ତାଲିକାର ଟପ ୧୦ରେ ଓଡିଶା । ନ୍ୟାସନାଲ କ୍ରାଇମ ରେକର୍ଡ଼ ବ୍ୟୁରୋ(ଏନସିଆରବି) ପକ୍ଷରୁ ପ୍ରକାଶିତ 'କ୍ରାଇମ ଇଣ୍ଡିଆ-୨୦୧୭' ତଥ୍ୟରୁ ଏହି କଥା ଜଣା ପଡ଼ିଛି । ଏଥିରେ ପ୍ରକାଶିତ ତଥ୍ୟ…

ଶୁଣିଲାନି ପ୍ରଶାସନ, କୋଡ଼ି କୋଦାଳ ଧରି ରାସ୍ତା କାମ କଲେ ଛାତ୍ର

ସୋନପୁର: ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୌଡ଼ଗାଁରେ ରାସ୍ତା ମରାମତି କରିଛନ୍ତି କୋମଳମତି ଛାତ୍ର । ନିଜ କାମ ନିଜେ କର ଢଙ୍ଗରେ ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା କିଛି ଛାତ୍ର ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ମାଟି ପକାଇ ଠିକ କରୁଥିବା ଦେଖିବାକୁ ମିଳିଛି ।…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର: ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ସର୍ବେଶ୍ୱର ସେନାପତିଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ବୁଧବାର ଦିନ ତାଙ୍କ ଘରେ ଚଢାଉ କରିଛି । ମିଳିଥିବା ସୂଚନା ଅନୁଯାୟୀ ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଣ୍ଟି-କରପର୍ସନ ଅଧିକାରୀମାନେ…