Latest Odisha News

BREAKING NEWS

Browsing Category

ଫିଚର

ପୁରୀ ‘ବିଶ୍ୱ ଐତିହ୍ୟ ପ୍ରକଳ୍ପ’କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ; ୫ ଆଇଏଏସଙ୍କୁ ଦେଲେ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶାର ପ୍ରାଣକେନ୍ଦ୍ର ପୁରୀକୁ ବିଶ୍ୱ ଐତିହ୍ୟ ନଗରୀରେ ଭାବେ ଗଢି ତୋଳିବା ପାଇଁ ବିଶେଷ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ପୁରୀର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନେବା ସହ ଏହାକୁ ସୁଚାରୁରୂପେ ନିର୍ବାହ କରିବାକୁ ଆବଶ୍ୟକୀୟ ସହାୟତା ମଧ୍ୟ ଯୋଗାଇ ଦେଉଛନ୍ତି ।…

‘କୌନ୍ ବନେଗା କରୋଡ଼ପତି’ରେ ଏମପି ଚନ୍ଦ୍ରାଣୀ ମୂର୍ମୁ !

ଭୁବନେଶ୍ୱର: କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୂର୍ମୁଙ୍କ ନାମ ‘କୌନ୍ ବନେଗା କରୋଡ଼ପତି-୧୧’ରେ ଏକ ପ୍ରଶ୍ନର ଉତ୍ତରରେ ରହିଛି । ଟିଭିରେ ପ୍ରସାରିତ ହେଉଥିବା ଏହି ‘କୌନ୍ ବନେଗା କରୋଡ଼ପତି’ରେ ଲୋକପ୍ରିୟ କାର୍ଯ୍ୟକ୍ରମରେ ବିଗ୍ ବି ଅମିତାଭ ବଚ୍ଚନ୍ ସାମ୍ନାରେ ବସିଥିବା ଅଂଶଗ୍ରହଣକାରୀଙ୍କୁ ଏକ…

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ପଦକ୍ଷେପ: ଚାକିରିରୁ ବରଖାସ୍ତ ହେଲେ ୧୬ ଅଧିକାରୀ

ଭୁବନେଶ୍ୱର: ଦୁର୍ନୀତି ହିଁ ବିକାଶର ମୁଖ୍ୟ ପ୍ରତିବନ୍ଧକ । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି । ଏହା ବିରୋଧରେ ଜିରୋ ସହିଷ୍ଣୁତା ନୀତିକୁ ଗୁରୁତ୍ୱ ଦେଇ ଆସିଛନ୍ତି ନବୀନ । ଏହି ଦୃଢ କାର୍ଯ୍ୟାନୁଷ୍ଠାନ…

ରିଲିଜ ହେଲା ଆୟୁଷ୍ମାନ ଖୁରାନାଙ୍କ ‘ଡ୍ରିମଗାର୍ଲ’

ମୁମ୍ବାଇ: ଫ୍ରାଇଡେ ରିଲିଜ୍‌ରେ ହଲ୍‌କୁ ଆସିଛି ନୂଆ ମୁଭି ‘ଡ୍ରିମଗାର୍ଲ’ । କମେଡିରେ ଭରପୁର ଏହି ଚଳଚ୍ଚିତ୍ରର ଲିଡ଼ ରୋଲରେ ଅଛନ୍ତି ଫିଲ୍ମ ଫେୟାର ପୁରସ୍କାର ପ୍ରାପ୍ତ ଅଭିନେତା ଆୟୁଷ୍ମାନ୍‌ ଖୁରାନା । ଫିମେଲ୍‌ ଭଏସ ସହ ଫିମେଲ୍‌ ଲୁକ୍‌ରେ ନଜର ଆସିଛନ୍ତି ଆୟୁଷ୍ମାନ। ତାଙ୍କ ଅପୋଜିଟରେ…

ପିଏନବି ସ୍କାମ୍: ଏବେ ନୀରବ ମୋଦୀଙ୍କ ଭାଇକୁ ଖୋଜୁଛି ‘ଇଣ୍ଟରପୋଲ୍

ନୂଆଦିଲ୍ଲୀ: ବିପୁଳ ପରିମାଣର ବ୍ୟାଙ୍କ ଅର୍ଥ ହେରଫେର କରି ବିଦେଶକୁ ପଳାୟନ କରିଥିବା ନୀରବ ମୋଦୀଙ୍କ ଭାଇ ଭାଇକୁ ଏବେ ଇଣ୍ଟରପୋଲ୍ ଗିରଫ କରିବାକୁ ସୂଚନା ଜାରି କରିଛି । ଇଣ୍ଟରପୋଲ୍ ଦ୍ୱାରା ଜାରି ହୋଇଥିବା ନୋଟିସ୍ ଅନୁଯାୟୀ, ପଳାତକ ନୀରବ ମୋଦୀଙ୍କ ଭାଇ ତଥା ଅଭିଯୁକ୍ତ ନେହାଲ୍ ଦୀପକ…

ଭାରତ ମାତା କି ଜୟ: କିଏ ଏହି ଭାରତ ମାତା?

ଭାରତ ମାତା କି ଜୟ: କିଏ ଏହି ଭାରତ ମାତା? କେଦାର ମିଶ୍ର ୩୦ ଡିସେମ୍ବର ୧୯୦୩, ସମୟ ଦିନ ୧୧ ଘଣ୍ଟା, ସ୍ଥାନ - କଟକ ସହରର ଇଦଗା ପଡିଆ । ସମବେତ ଉତ୍କଳର ପ୍ରାୟ ପାଂଚ ଶହ ବିଶିଷ୍ଟ ନାଗରିକଂକ ଆଗରେ ସେଦିନ ଚାରୋଟି ସଂଗୀତ ଗାନ କରାଯାଇଥିଲା। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଆହୂତ ଏହି…

ଏଥର ୩ ନୂଆ ଚାନ୍ଦି ମେଢରେ ଚମକିବ କଟକ ଦୁର୍ଗାପୂଜା

କଟକ: ଚଳିତ ବର୍ଷ କଟକ ଦୁର୍ଗାପୂଜାରେ ଚମକିବ ଆଉ ୩ଟି ନୂଆ ଚାନ୍ଦି ମେଢ । ଯାହାଫଳରେ ସିଲଭର୍ ସିଟିରେ ଏହି ଦୁର୍ଗାପୂଜାରେ ପ୍ରାୟ ୨୭ଟି ପେଣ୍ଡାଲ୍ ଗଢିଉଠିବ । ଛତ୍ର ବଜାର, ଗଙ୍ଗା ମନ୍ଦିର ଓ ବିଡାନାସୀ ପୂଜା କମିଟି ଦ୍ୱାରା ୩ ନୂଆ ଚାନ୍ଦି ମେଢର ଆୟୋଜନ କରାଯିବ । ଏହି ମେଢ ନିର୍ମାଣ…

ଇଂଲଣ୍ଡ ଗସ୍ତ ଲାଗି ଘୋଷିତ ଭାରତୀୟ ମହିଳା ହକି ଦଳରେ ୩ ଓଡିଆ ଖେଳାଳୀ

ନୂଆଦିଲ୍ଲୀ: ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ଶୃଙ୍ଖଳା ଲାଗି ହକି ଇଣ୍ଡିଆ ଶୁକ୍ରବାର ଦିନ ଘୋଷିତ କରିଥିବା ୧୮ ଜଣିଆ ଭାରତୀୟ ମହିଳା ଦଳରେ ୩ ଓଡିଆ ଖେଳାଳୀ ସ୍ଥାନ ପାଇଛନ୍ତି। ଓଡିଶାର ଏହି ୩ ଜଣ ହକି ଖେଳାଳୀଙ୍କ ମଧ୍ୟରେ ନମିତା ଟପ୍ପୋ, ଲିଲିମା ମିଞ୍ଜ ଓ ଦୀପ ଗ୍ରେସ ଏକ୍କା ରହିଛନ୍ତି ।…

ପାରାଦୀପ ପୋର୍ଟକୁ ୨ ଚକିଆ ଯାନ ମନା !

ପାରାଦୀପ: ପାରାଦୀପ ପୋର୍ଟରେ ଶ୍ରମିକ ଓ କର୍ମଚାରୀଙ୍କ ସୁରକ୍ଷାକୁ ନଜରରେ ରଖି ବନ୍ଦରର ନିଷିଦ୍ଧାଞ୍ଚଳ ମଧ୍ୟରେ ୨ ଚକିଆ ଯାନ ଚଳାଚଳ ଉପରେ ଶୁକ୍ରବାର ଦିନ କର୍ତ୍ତୃପକ୍ଷ ପ୍ରତିବନ୍ଧକ ଲଗାଇଛନ୍ତି । ପୂର୍ବରୁ ବନ୍ଦରର ନିଷିଦ୍ଧାଞ୍ଚଳରେ ଶ୍ରମିକ ଓ କର୍ମଚାରୀମାନେ ବାଇକ୍ ଓ ସାଇକେଲ୍ ଯୋଗେ…

ଭିନ୍ନକ୍ଷମଙ୍କ ଲାଗି ଆସୁଛି ନୂଆ ମୋବାଇଲ୍ ଆପ୍ସ…

ଭୁବନେଶ୍ୱର: ରାଜ୍ୟରେ ଥିବା ମାନସିକ ବିକାରଗ୍ରସ୍ତ ପିଲାମାନଙ୍କ ଚିକିତ୍ସା ପାଇଁ ବେଙ୍ଗାଲୁରୁ ସ୍ଥିତ ନିମହାନ୍ସ ଦ୍ୱାରା ସଞ୍ଚାଳିତ ଡିଜିଟାଲ୍ ଏକାଡେମୀର ସହାୟତାରେ ଏକ ମୋବାଇଲ୍ ଆପ୍ସ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ଓଡିଶା ସାରକାର । ଏନେଇ ସମ୍ପୃକ୍ତ ବିଭାଗୀର ମନ୍ତ୍ରୀ ଅଶୋକ…