Latest Odisha News

BREAKING NEWS

Browsing Category

ଫିଚର

ଏଣିକି ସରକାରୀ ଛୁଟିଦିନରେ ବି ଖୋଲାରହିବ ପରିବହନ ଅଫିସ୍

ଭୁବନେଶ୍ୱର: ସମସ୍ତ ସରକାରୀ ଛୁଟିଦିନ ମାନଙ୍କରେ ଓଡ଼ିଶାରେ ଥିବା ସବୁ ବାଣିଜ୍ୟ ଓ ପରିବହନ ବିଭାଗ କାର୍ଯ୍ୟାଳୟ ଗୁଡ଼ିକ ଖୋଲାରହିବା ନେଇ ସରକାର ଏକ ସଂମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ନୂଆ ଟ୍ରାଫିକ ନିୟମ ଲାଗି ଆବଶ୍ୟକୀୟ କାଗଜପତ୍ର ଆସନ୍ତା ତିନିମାସ ମଧ୍ୟରେ ପ୍ରସ୍ତୁତ…

ଖୁବଶିଘ୍ର ବଢିପାରେ ଓମଫେଡ଼ କ୍ଷୀର ଦର !

ଭୁବନେଶ୍ୱର: ଓଡ଼ିଶାରେ ଖୁବଶିଘ୍ର ରାଜ୍ୟ ସରକାର ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡ଼େରେସନ (ଓମଫେଡ଼)ର ଉତ୍ପାଦିତ କ୍ଷୀର ଦାମ୍ ବୃଦ୍ଧି କରିପାରନ୍ତି ବୋଲି ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି । ଏସମ୍ପର୍କରେ ମନ୍ତ୍ରୀ…

ଦିନ ୧ଟା ସୁଦ୍ଧା ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୫ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ…

ପ୍ରଚାରରେ ସାମିଲ୍ ହୁଅ ଓ କେବଳ ତାଳିମାର…

ପ୍ରଚାରରେ ସାମିଲ୍ ହୁଅ ଓ କେବଳ ତାଳିମାର... ବିଚିତ୍ର ବିଶ୍ୱାଳ ଯେମିତି ସରକାରଙ୍କ ସବୁ ବିଫଳତା ପାଇଁ ଅତୀତର କଂଗ୍ରେସ ସରକାରକୁ ଦାୟୀ କରାଯାଉଛି (ଏପରିକି ଏଇ ଗତ ପାଂଚ ବର୍ଷ ଭିତରେ ଆରମ୍ଭ ହୋଇଥିବା କୌଣସି ଯୋଜନାର ବିଫଳତା ପାଇଁ ବି କଂଗ୍ରେସ ସରକାରକୁ ଦାୟୀ କରାଯାଉଛି) ସେମିତି…

ଜାଣନ୍ତୁ, ବରଗଡ଼ ଚାଷୀଙ୍କ ଚମତ୍କାରିତା; ମୋବାଇଲ୍ ଆପ୍ସରୁ କିପରି ଚାଷ ଶିଖି କଲେ ପ୍ରଚୁର ଅମଳ !

ବରଗଡ଼: ବରଗଡ଼ ଜିଲ୍ଲା ଭେଡ଼େନ ଅଞ୍ଚଳର ରାମକୃଷ୍ଣ ପଟେଲ୍ (୨୫) ଯିଏକି ନିକଟରେ କଳାରେ ଯୁକ୍ତ ୨ ପାସ କରିଛନ୍ତି ସେ ଏକ ବିରଳ କୃତୀତ୍ୱ ହାସଲ କରି ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଜିଲ୍ଲାର ରେମୁଡ଼ା ଜୁନିୟର କଲେଜରୁ ଯୁକ୍ତ ୨ ପାଶ କରିବା ପରେ ପରେ ତାଙ୍କର…

୩ମାସ ମଧ୍ୟରେ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ କହିଲେ; ଜନସାଧାରଣ ଆଶ୍ୱସ୍ତ

ଭୁବନେଶ୍ୱର: ମାତ୍ରାଧିକ ଟ୍ରାଫିକ୍ ଫାଇନ୍ ଆଦାୟକୁ ନେଇ ଗତ କିଛି ସପ୍ତାହ ହେଲା ସାଧାରଣ ଜନତା ଅତିଷ୍ଠ ହୋଇପଡ଼ିଛନ୍ତି । ପରିଶେଷରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ରାଫିକ୍ ନିୟମ କୋହଳ କରିବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ନୂଆ ସଂଶୋଧିତ ଆଇନକୁ ଆଉ ଏବେ…

ବାବୁସାନଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ଜଣେ ଗୁରୁତର ଆହତ

ଭୁବନେଶ୍ୱର: ଓଲିଉଡ଼ ଷ୍ଟାର୍ ବାବୁସାନଙ୍କ କାର୍ ସୋମବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେ କାର୍ ମଧ୍ୟରେ ରହିଥିଲେ ମଧ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି । ମାତ୍ର ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ଭୁବନେଶ୍ୱର ଉପକଣ୍ଠସ୍ଥିତ…

କଳିଙ୍ଗ ଷ୍ଟାଡ଼ିୟମରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି; ଭାରତୀୟ ପୁରୁଷ ଓ ମହିଳା ଦଳ ଖେିଳିବେ ମ୍ୟାଚ୍

ଭୁବନେଶ୍ୱର: ଦେଶର ସ୍ପୋର୍ଟସ ହବ୍ କୁହାଯାଉଥିବା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ ଲାଗି ଏକ ଖୁସିର ଖବର ରହିଛି । ଆସନ୍ତା ନଭେମ୍ବର ୧ରୁ ୩ ତାରିଖ ମଧ୍ୟରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ ଏହି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ । ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ…

ଦେଖନ୍ତୁ: ରାଜଧାନୀରେ ରୋଡ଼-ରୋମିଓଙ୍କୁ ପିଟିଲେ ଛାତ୍ରୀ, ଭିଡିଓ ଭାଇରାଲ୍

ଭୁବନେଶ୍ୱର: ଛାତ୍ରୀଙ୍କୁ ପିଛା କରିକରି ଶେଷରେ ସେହି ଛାତ୍ରୀଙ୍କୁ ଠାରୁ ମାଡ଼ ଖାଇଛନ୍ତି ଜଣେ ଯୁବକ । ଛାତ୍ରୀ ଜଣଙ୍କ ଯୁବକଙ୍କୁ ମାଡ଼ମାରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ରାଜଧାନୀର ଜଗନ୍ନାଥ ନଗରରେ ରବିବାର ଜଣେ ବିଟେକ୍‌…

ବିରଳ ବନ୍ୟପ୍ରାଣୀଙ୍କ ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ସମାହାର: ବିହାରର କୈମୁର୍‌ ଅଭୟାରଣ୍ୟ

ବିହାରର କୈମୁର୍‌ ଜିଲ୍ଲାରେ ରହିଛି କୈମୁର୍‌ ବନ୍ୟପ୍ରାଣୀ ଅଭୟାରଣ୍ୟ । ଏହା ବିହାର ରାଜ୍ୟର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ । ପାଖାପାଖି ୧୩୪୨ ବର୍ଗ କି.ମି. ପରିବ୍ୟାପ୍ତ ଅଞ୍ଚଳ ଉପରେ ଗଢି ଉଠିଥିବା ଏହି ଅଭୟାରଣ୍ୟଟି ବିହାରର ଏକ ବଡ଼ ଅଭୟାରଣ୍ୟ ଭାବେ ଜଣାଯାଇଥାଏ। ଏହି ଅଭୟାରଣ୍ୟରେ…