Latest Odisha News

BREAKING NEWS

Browsing Category

ଫିଚର

ବାଲେଶ୍ୱରରେ ବୁଡ଼ିଗଲା ଡ଼ଙ୍ଗା; ଉଦ୍ଧାର ହେଲେ ସମସ୍ତ ଯାତ୍ରୀ

ବାଲେଶ୍ୱର: ‘ଓଡ଼ିଆରଏଫ’ କର୍ମୀଙ୍କ କଠିନ ପରିଶ୍ରମ ତଥା ଉଦ୍ୟମ ଯୋଗୁଁ ସୋମବାର ଦିନ ୨୦ ଜଣ ବ୍ୟକ୍ତି ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି । ବାଲେଶ୍ୱର ବୁଢାବଳଙ୍ଗ ନଦୀର ହଳଦିଆ ଘାଟରେ ଏକ ଡ଼ଙ୍ଗା ବୁଡ଼ିଯାଇଥିଲା । ତେବେ ଏହି ଘଟଣା ସମ୍ପର୍କରେ ଜାଣି ଓଡ଼ିଆରଏଫ କର୍ମୀ ଯାତ୍ରୀମାନଙ୍କୁ…

ବେଆଇନ୍ କିଡ଼ନୀ ପ୍ରତ୍ୟାରୋପଣ: ଆପୋଲୋ ହସ୍ପିଟାଲ୍ସର ରେଜିଷ୍ଟ୍ରେସନ ରଦ୍ଦ କରିବାକୁ ‘ଏନଏଚଆରସିି’ର ନିର୍ଦ୍ଦେଶ

ଭୁବନେଶ୍ୱର: ଆପୋଲୋ ହସ୍ପିଟାଲ୍ସରେ ବେଆଇନ୍ ଭାବେ କିଡ଼ନୀ ପ୍ରତ୍ୟାରୋପଣ ହେଉଥିବା ଅଭିଯୋଗରେ ଏହି ଘରୋଇ ହସ୍ପିଟାଲର ରେଜିଷ୍ଟ୍ରେସନ ରଦ୍ଦ କରିବାକୁ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ରବିବାର ଦିନ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି । ଏନେଇ ଏକ ନୋଟିସରେ ଉଲ୍ଲେଖ ରହିଛି…

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ରବିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିବା ନେଇ ସୂଚନା ମିଳିଛି । ସେ  ଦୀର୍ଘଦିନରୁ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବେଳେ ଗତକାଲି ସନ୍ଧ୍ୟାରେ ତାଙ୍କ…

ପ୍ରତିଭା ରାୟଙ୍କ ନୂଆ ଉପନ୍ୟାସ ‘ପ୍ରାପ୍ତେଷୁ ପୃଥିବୀ’ : କିଏ ପ୍ରେରକ? କିଏ ପ୍ରାପକ?

ଭୁବନେଶ୍ୱର: ରବିବାର ସଂଧ୍ୟା । ବାହାରେ ବେହେଲା ବଜାଉଥିଲା ବର୍ଷା । ପୋଲିସ ଭବନର ଭବ୍ୟ ପ୍ରେକ୍ଷାଳୟରେ ଲାଗିଥିଲା ଭିଡ଼ । ଓଡ଼ିଶାର ନାମୀଦାମୀ ଦିଗ୍‍ଗଜ ଲେଖକ-ଲେଖିକା ଖୁନ୍ଦି ହେଇଥିଲେ ହଲ୍‍ ସାରା । ଏପରି ଏକ ସଂଭ୍ରାନ୍ତ ଓ ସଲଜ୍ଜ ପରିବେଶରେ ଲୋକାର୍ପିତ ହେବାକୁ ଥିଲା ଜ୍ଞାନପୀଠ ବିଜୟିନୀ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୯-୦୯-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ମାସ ତା ୯ ରିଖ ସୋମବାର ସିଂହ ୨୪ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ଉତ୍ତରାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ…

ମିଳିଲା ‘ଲ୍ୟାଣ୍ଡର ବିକ୍ରମ’ର ସନ୍ଧାନ: ଇସ୍ରୋ

ନୂଆଦିଲ୍ଲୀ: ଭାରତର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ମିଶନ ଚନ୍ଦ୍ରଯାନ-୨ର ସଫଳତା ନେଇ ସାମାନ୍ୟ ଆଶା ଦେଖାଯାଇଛି । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଚନ୍ଦ୍ରର ସାଉଥପୋଲ୍ ବା ଦକ୍ଷିଣମେରୁ ପୃଷ୍ଠଭୂମିରେ ‘ବିକ୍ରମ’ ଲ୍ୟାଣ୍ଡର ପାଦ ଥାପିବାର କିଛି ସେକେଣ୍ଡ ପୂର୍ବରୁ ହିଁ ତାହାର ଯୋଗାଯୋଗ…

ଇସ୍ରୋକୁ ନେଇ ଟ୍ୱିଟ କଲେ ଅନୁଷ୍କା, ମୋଦି ରଖିଲେ ଏଭଳି ପ୍ରତକ୍ରିୟା

ନୂଆଦିଲ୍ଲୀ: ନିଜସ୍ୱ ଜ୍ଞାନ, କୌଶଳ ଓ କଠିନ ପରିଶ୍ରମ ପରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଦ୍ୱାରା ପ୍ରେରିତ ଚନ୍ଦ୍ରାୟାଣ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ମାତ୍ର ୨ କିମି ପୂର୍ବରୁ ଇସ୍ରୋ ସହିତ ଲ୍ୟାଣ୍ଡର ବିକ୍ରମର ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଗତକାଲି ମଉଳି…

ଅନୁପ୍ରିୟା ହେଲେ ମାଲକାନଗିରିର ପ୍ରଥମ ଆଦିବାସୀ ମହିଳା ପାଇଲଟ

ମାଲକାନଗିରି : ପାଇଲଟ ସାଜିଲେ ଓଡ଼ିଶାର ଆଦିବାସୀ ଝିଅ । ମାଲକାନଗିରି ଜିଲ୍ଲାର ଏହି ସାହସୀ ଝିଅର ନାମ ହେଉଛି ଅନୁପ୍ରିୟା ଲାକ୍ରା। ଏକ ଘରୋଇ ଏୟାର ଲାଇନ୍ସରେ ଅନୁପ୍ରିୟା କୋ-ପାଇଲଟ ଭାବେ ନିଯୁକ୍ତି ପାଇଛନ୍ତି । ଅନୁପ୍ରିୟାଙ୍କ ବାପା ମାରିନିୟସ୍‌ ଲାକ୍ରା ଜଣେ ଓଡ଼ିଶା ପୁଲିସର ହାବିଲଦାର…

ଭୁବନେଶ୍ୱରରେ ସ୍ପାଇସଜେଟ୍ ଫ୍ଲାଇଟର ଜରୁରୀ ଅବତରଣ, ଯାତ୍ରୀ ମୃତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ରବିବାର ଏକ ସ୍ପାଇସଜେଟ୍ ବିମାନକୁ ଜରୁରୀ ଅବତରଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ କୋଲକାତାର ଏହି ବିମାନରେ ଯାତ୍ରା କରୁଥିବା ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟବସ୍ଥା ହଠାତ୍ ବିଗିଡି ଯିବାରୁ…

ଆରପାରିରେ ବରିଷ୍ଠ ଆଇନଜୀବୀ ରାମ ଜେଠମଲାନୀ

ନୂଆଦିଲ୍ଲୀ: ସୁପି୍ରମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ କେନ୍ଦ୍ର ଆଇନମନ୍ତ୍ରୀ ରାମ ଜେଠମଲାନୀଙ୍କ ଦିଲ୍ଲୀସ୍ଥିତ ବାସଭବନରେ ରବିବାର ଦିନ ଦେହାନ୍ତ ହୋଇଛି । ମୃତୁ୍ୟବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ଉଲ୍ଲେଖଯୋଗ୍ୟ, ସେ ବିଜେପିର ସାଂସଦ ଭାବେ ରହିଥିବା ବେଳେ ସେ…