Latest Odisha News

BREAKING NEWS

Browsing Category

ଫିଚର

ଐତିହ୍ୟ ସୁରକ୍ଷା ଜୋନ୍, ରଘୁନନ୍ଦନ ଲାଇବ୍ରେରୀ ଓ ବାସଗୃହ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ପୁରୀ ବିଶ୍ୱ ଐତିହ୍ୟ ନଗରୀର ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଖୁବ୍ ଶୀଘ୍ର ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ଅନ୍ୟ ପକ୍ଷରେ ଐତିହ୍ୟ ସୁରକ୍ଷା ଜୋନ୍, ରଘୁନନ୍ଦନ ଲାଇବ୍ରେରୀ ଓ ବାସଗୃହ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ…

ବଲିଉଡର କିଛି ଅଜଣା ‘ରିଲ ଲାଇଫ କପୁଲ’, ଯିଏ ରିୟଲରେ ମଧ୍ୟ ସ୍ୱାମୀ-ସ୍ତ୍ରୀ

ମୁମ୍ବାଇ: ବଲିଉଡର ଏମିତି ଅନେକ କଳାକାରଙ୍କ ବିଷୟରେ ଆମେ ଜାଣିଛନ୍ତି ଯେଉଁମାନେ ଉଭୟ ରିଲ ଓ ରିୟଲ ଲାଇଫରେ ସ୍ବାମୀ-ସ୍ତ୍ରୀ ଅଟନ୍ତି । ଯେମିତି ବିଗ-ବି ଅମିତାଭ ଓ ଜୟା ବଚ୍ଚନ, ରିତେଶ ଦେଶମୁଖ ଓ ଜେନେଲିଆ, ଆଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ଏହି ଭଳି ଆହୁରି ଅନେକ । ଏହିଭଳି ନାମିଦାମୀ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୬-୦୯-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ତା ୦୬ ରିଖ ଶୁକ୍ରବାର ସିଂହ ୨୧ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଜ୍ଯେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ଘାତ…

ଅତି ପ୍ରବଳ ବର୍ଷା ସମ୍ଭାବନା: ବନ୍ୟା ଆଶଙ୍କାରେ ୧୩ ଜିଲ୍ଲାପାଳଙ୍କୁ ଆଲର୍ଟ…

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ସତର୍କ ସୂଚନା ମିଳିଛି । ଏହାକୁ ଦୃଷ୍ଟିରେ ରଖି ବନ୍ୟା ଆଶଙ୍କା ରହିଥିବା ହେତୁ ଓଡ଼ିଶା ସ୍ୱତନ୍ତ୍ର ରିଲିଫ କମିଶନର୍ (ଏସଆରସି) ୧୩ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କତା ଅବଲମ୍ବନ…

ପି ଚିଦାମ୍ବରମ୍ ଗଲେ ତିହାର ଜେଲ୍, ୧୯ ତାରିଖ ଯାଏଁ ରିମାଣ୍ଡରେ ନେଲା ସିବିଆଇ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ପୁଣି ମିଳିଛି ଝଟକା । ଏବେ ସିବିଆଇ ହେପାଜତରେ ରହିଥିବା ଚିଦାମ୍ବରମଙ୍କୁ ଶେଷରେ ଆସନ୍ତା ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ତିହାର ଜେଲରେ…

ଆଉ ଗୋପନୀୟ ହୋଇ ରହିବ ନାହିଁ ‘ସ୍ୱିସ୍ ବ୍ୟାଙ୍କ’ ଜମାକାରୀଙ୍କ ତଥ୍ୟ

ନୂଆଦିଲ୍ଲୀ: ଏଥର ସ୍ୱିସ୍ ବ୍ୟାଙ୍କ ଯୋଗାଇ ଦେବ ଭାରତୀୟ ଜମାକାରୀଙ୍କ ଜମା ସମ୍ବନ୍ଧିତ ତଥ୍ୟ । ବିଶ୍ୱର ସବୁଠୁ ଗୋପନୀୟ ତଥା ପୁଞ୍ଜିପତି ମାନଙ୍କ ବ୍ୟାଙ୍କ ଭାବେ ପରିଚିତ ସ୍ୱିସ୍ ବ୍ୟାଙ୍କ ଆଉ ଭାରତୀୟ ଜମାକାରୀଙ୍କ ଜମା ସମ୍ବଦ୍ଧୀୟ ସୂଚନା ଗୋପନୀୟ କରି ରଖିବ ନାହିଁ । ସ୍ୱିସ୍ ବ୍ୟାଙ୍କରେ…

ଜାକିର୍ ନାଏକ ପ୍ରତ୍ୟର୍ପଣ ନେଇ ମାଲେସିଆକୁ ଜଣାଇଲେ ମୋଦୀ

ମସ୍କୋ: ଏବେ ରୁଷିଆ ଗସ୍ତରେ ଅଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୁଧବାର ଦିନ ରୁଷ ରାଷ୍ଟ୍ରପତି ଭ୍ଲାଡ଼ିମିର୍ ପୁଟିନଙ୍କ ସହିତ ଆଲୋଚନା ପରେ କେତେକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷୀକ ବୁଝାମଣାରେ ସ୍ୱାକ୍ଷର କରିଥିଲେ ମୋଦୀ । ମୋଦୀ ଗୁରୁବାର ଦିନ ମାଲେସିଆ ପ୍ରଧାନମନ୍ତ୍ରୀ…

ଲୁଚିଛପି ବିବାହ କଲେ ରଣବୀର ଓ ଆଲିଆ !

ମୁମ୍ବାଇ: ଶୀର୍ଷକଟି ପଢି ଆଶ୍ଚର୍ଯ୍ୟ ହୋଇଗଲେ କି ! ବଲିଉଡର ଆଗଧାଡ଼ିର ଅଭିନେତ୍ରୀ କିୟୁଟେଷ୍ଟ ଆଲିଆ ଭଟ୍ଟ ଓ ସୁପରଷ୍ଟାର ରଣବୀର କପୁରଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଏହି ଯୋଡିଙ୍କ ବରବଧୂ ଫଟୋ ଦେଖି ସେମାନଙ୍କ ପ୍ରଶଂସକ ମାନେ…

ଟ୍ରାଫିକ ନିୟମ ଉଲଂଘନ କରି ‘ବିଏମସି ପ୍ରବର୍ତ୍ତନ ସ୍କ୍ୱାର୍ଡ଼’ ଗଣିଲେ ଫାଇନ୍ !

ଭୁବନେଶ୍ୱର: ଟ୍ରାଫିକ୍ ନିୟମ ଉଲଂଘନ କରିଥିବା ଯୋଗୁଁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ (ବିଏମସି)ର ପ୍ରବର୍ତ୍ତନ ବିଭାଗ ସ୍କ୍ୱାର୍ଡ଼ଙ୍କୁ ୧୫,୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିଛି । ସ୍ଥାନୀୟ ନାଲକୋ ଛକଠାରେ ଆଜି ଟ୍ରାଫିକ ପୋଲିସ ପକ୍ଷରୁ ଚେକିଂ ଚାଲିଥିବା ବେଳେ ବିଏମସିର ଏକ…

ରାଜ୍ୟ ସରକାରଙ୍କୁ ପୂର୍ବତନ ସାଂସଦଙ୍କ ସମାଲୋଚନା, କହିଲେ ପୁରୀରେ ଚାଲିଛି ଅମଲାତନ୍ତ୍ରର ଆତଙ୍କଲୀଳା

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ଚତୁପାଶ୍ୱର୍ରେ ଥିବା ମଠ ଓ ଐତିହ୍ୟ ସବୁକୁ ଧ୍ୱଂସ କରାଯାଉଥିବା ନେଇ ଗୁରୁବାର ଦିନ ଓଡିଶା ସରକାରଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ ପୁରୀ ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରୀପାଠି । ଏହି ପରିପ୍ରେକ୍ଷୀରେ ଶ୍ରୀ ତ୍ରୀପାଠି କହିଛନ୍ତି, ରାଜ୍ୟ…