Latest Odisha News

BREAKING NEWS

Browsing Category

ଫିଚର

ମୁମ୍ବାଇରେ ଭୁଶୁଡିଲା କୋଠା, ୨ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ଭିୱଣ୍ଡିସ୍ଥିତ ଶାନ୍ତିନଗର ଅଞ୍ଚଳରେ ୪ ମହଲା କୋଠା ଭୁଶୁଡିବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ବ୍ୟକ୍ତି ଭଗ୍ନାବଶେଷ ତଳେ ଦବି ରହିଥିବା ନେଇ ଜଣାପଡିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଏବେ ଅଟୋ ଓ ଗୃହ ଋଣ ହେବ ଶସ୍ତା

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱରେ ଦେଖାଦେଇଛି ମାନ୍ଦା ଅବସ୍ଥା । ବିଶ୍ୱବ୍ୟାପୀ ଦେଖା ଦେଇଥିବା ଏହି ମାନ୍ଦା ଅବସ୍ଥାରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଏବଂ ଚୀନ ପରି ଦେଶର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଥିବାର ଲକ୍ଷ୍ୟ କରାଯାଇଛି । ଏହି ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଦେଶର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୪-୦୮-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ୨୪ ରିଖ ଶନିବାର ସିଂହ ୦୮ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ନବମୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-: ବୃଷ ସିଂହ କନ୍ୟା ରାଶିର ଘାତ…

୩୦ଟି ଜିଲ୍ଲା ଲାଗି ୨୭ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କଲେ ନବୀନ

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ସମସ୍ତ ପୂର୍ବ ଆଦେଶନାମାକୁ ବାଦ୍ ଦେଇ ୩୦ଟି ଜିଲ୍ଲା ପାଇଁ ନୂତନ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି । ଏହିକ୍ରମରେ ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ପାଇଁ ପୂର୍ବତନ ବିଧାୟକ ସଂଜୟ କୁମାର ଦାସବର୍ମା, କୋରାପୁଟ ଓ…

ଭଗବାନ ଶ୍ରୀକୃଷ୍ଣଙ୍କ ବିଷୟରେ କିଛି ଅଜଣା କଥା ଜାଣନ୍ତୁ…

ଭୁବନେଶ୍ୱର: ଶ୍ରୀକୃଷ୍ଣ ହେଉଛନ୍ତି ସମ୍ପୂର୍ଣ୍ଣ ଅବତାର। କୃଷ୍ଣଙ୍କ ଜୀବନରେ ସେ ସବୁ କିଛି ପରିପୂର୍ଣ୍ଣ ଭାବରେ ଥିଲା ଯାହାର ଆବଶ୍ୟକତା ଜଣେ ମଣିଷର ଜୀବନରେ ସର୍ବଥା ଅନୁଭବ କରାଯାଇଥାଏ। ସେ ଏକାଧାରରେ ଜଣେ ମହାନ ଗୁରୁ ତ ସ୍ନେହୀ ଶିଷ୍ୟ, ଆଦର୍ଶ ପତି ତ ପ୍ରାଣପ୍ରିୟ ପ୍ରେମୀ, କୁଶଳୀ ଯୋଦ୍ଧା…

ପୁରୀକୁ ‘ବିଶ୍ୱ ଐତିହ୍ୟ’ ସହରରେ ରୂପାନ୍ତରିତ କରିବା ଉପରେ କ’ଣ କହିଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ,…

ଭୁବନେଶ୍ୱର: ପୁରୀରେ ଭିତ୍ତିଭୂମିର ବିକାଶ ତଥା ପୁଷ୍କରିଣୀ ଗୁଡିକର ପୁନଃରୁଦ୍ଧାର ଲାଗି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ କୋଟି ଟଙ୍କାର ପ୍ୟାକେଜ ଅର୍ଥରାଶି ଘୋଷଣା କରିଛନ୍ତି । https://youtu.be/zXZvDUno3i4 ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

କାହିିଁକି ଭଂଗାଯାଏ ‘ଦହିହାଣ୍ଡି’…

ସାରା ଦେଶରେ ବଡ ଧୁମଧାମରେ ‘ଜନ୍ମାଷ୍ଟମୀ’ ପାଳିତ ହେଉଥିବା ବେଳେ ଏହାର ଗୋଟିଏ ଦିନ ପରେ ‘ଦହି ହାଣ୍ଡି ଭଙ୍ଗା ଉତ୍ସବ’ ପାଳନ କରାଯାଇଥାଏ । ମୁଖତଃ ଏହି ଉତ୍ସବ ଖାସକରି ମହାରାଷ୍ଟ୍ର ଓ ଗୁଜୁରାଟରେ ପାଳନ କରାଯାଇଥିବା ବେଳେ ଏବେକା ସମୟରେ ଦହି ହାଣ୍ଡି ଭଙ୍ଗା ଉତ୍ସବ ସବୁଠି ପାଳନ…

ପୁରୀ ଲାଗି ୫୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀରେ ଭିତ୍ତିଭୂମିର ବିକାଶ ତଥା ପୁଷ୍କରିଣୀ ଗୁଡିକର ପୁନଃରୁଦ୍ଧାର ଲାଗି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ କୋଟି ଟଙ୍କାର ପ୍ୟାକେଜ ଅର୍ଥରାଶି ଘୋଷଣା କରିଛନ୍ତି । ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ଏହି ଘୋଷଣା…

ଓଡିଶାର ପ୍ରଥମ ମହାଚିନ୍ତକ ହରିହର ଦାସ ଓ ଓଡିଆ ଜାଗୃତିର ପ୍ରଥମ ସୋପାନ

ଓଡିଶାର ପ୍ରଥମ ମହାଚିନ୍ତକ ହରିହର ଦାସ ଓ ଓଡିଆ ଜାଗୃତିର ପ୍ରଥମ ସୋପାନ କେଦାର ମିଶ୍ର କଳା ରଙ୍ଗର ସେ ସୁଟ ଟି ତାଙ୍କ ଦେହକୁ ବେଶ ମାନୁଥିଲା। ଧୋତି ଓ ଗାମୁଛା ଫୋପାଡି ଦେଇ ସେ ଯେତେବେଳେ ତାଙ୍କ ପୁରୁଣା ସିନ୍ଦୁକରୁ କଳାରଙ୍ଗର ସୁଟଟିକୁ ବାହାର କଲେ, ତାଙ୍କୁ ଶୁଭିଲା ଗୋଟେ ଅଚିହ୍ନା…

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଜି ଶ୍ରାଦ୍ଧବାର୍ଷିକୀ, କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଫୁଲବାଣୀ: ବିଶ୍ୱ ହିନ୍ଦୁ ପରିଷଦର ନେତା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୧ତମ ଶ୍ରାଦ୍ଧବାର୍ଷିକୀ ତଥା ଜନ୍ମାଷ୍ଟମୀ ଅବସରରେ କନ୍ଧମାଳ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଶୁକ୍ରବାର ଦିନ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ କନ୍ଧମାଳ ଏସପି ପ୍ରତିକ ସିଂହ…