Latest Odisha News

BREAKING NEWS

Browsing Category

ଫିଚର

କର୍ଣ୍ଣାଟକ ସଙ୍କଟ: ଆଜି ସନ୍ଧ୍ୟାରେ ବାଚସ୍ପତିଙ୍କୁ ଭେଟିବେ ଅସନ୍ତୁଷ୍ଟ ବିଧାୟକ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିବା ପରେ ଏବେ କର୍ଣ୍ଣାଟକ ରାଜନୀତି ସରଗରମ ହୋଇପଡ଼ିଛି । ଗୁରୁବାର ଦିନ ସନ୍ଧ୍ୟା ୬ଟା ବେଳେ ଇସ୍ତଫା ପ୍ରଦାନ କରିଥିବା ଜେଡ଼ିଏସ ଓ କଂଗ୍ରେସ ବିଧାୟକମାନେ କର୍ଣ୍ଣାଟକ ବିଧାନସଭା ବାଚସ୍ପତିଙ୍କୁ ଭେଟିବା ଲାଗି…

ପାଟକୁରା ନିର୍ବାଚନ: ଏଥର ବିଜେପି ଓ ବିଜେଡ଼ି ଲାଗି ପ୍ରଚାର କରିବେ ହେଭିୱେଟ୍ ନେତା ଓ ଅଭିନେତା

ଭୁବନେଶ୍ୱର : ଆସନ୍ତା ଜୁଲାଇ ୨୦ରେ ହେବାକୁ ଥିବା ପାଟକୁରା ନିର୍ବାଚନ ଲାଗି ରାଜ୍ୟ ରାଜନୀତି ସରଗରମ ହୋଇପଡିଛି । ଏହି ଅବସରରେ ପ୍ରଚାର ଲାଗି ଉଭୟ ବିଜେଡି ଓ ବିଜେପି ନିଜ ନିଜର ତାରକା ଖଚିତ ପ୍ରଚାରକଙ୍କ ସହ ଏକପ୍ରକାର ପ୍ରସ୍ତୁତ ହୋଇପଡିଲାଣି । ଉଭୟ ଦଳ ଗୁରୁବାର ଦିନ ନିଜର ଷ୍ଟାର…

ରାଉରକେଲାରୁ ଉଦ୍ଧାର ହେଲେ ବିହାରର ୧୧ ଶିଶୁ

ରାଉରକେଲା : ରାଉରକେଲା ରେଳ ଷ୍ଟେସନରେ ଜିଆରପି ଓ ଚାଇଲ୍ଡ ଲାଇନ୍ ଅଧିକାରୀ ଗୁରୁବାର ସକାଳେ ହାୱଡା-ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସରୁ ପାଖାପାଖି ୧୧ ଜଣ ପିଲାଙ୍କୁ ଉଦ୍ଧାର କରିଛନ୍ତି । ସେମାନଙ୍କ ମଧ୍ୟରେ ୯ଜଣ ଝିଅ ଥିବା ବେଳେ ସମସ୍ତଙ୍କୁ ସର୍ଟ ଷ୍ଟେ ହୋମରେ ରଖାଯାଇଥିବା ନେଇ ସୁତ୍ରରୁ…

ବିଶ୍ୱକପ୍ ୨ୟ ସେମିଫାଇନାଲ୍: ଆଜି ଅଷ୍ଟ୍ରେଲିଆ-ଇଂଲଣ୍ଡ ଟକ୍କର୍

ବର୍ମିଂହାମ୍ : ଚଳିତ ଏକଦିବସୀୟ କ୍ରିକେଟ୍ ବିଶ୍ୱକପର ୨ୟ ସେମିଫାଇନାଲରେ ଆୟୋଜକ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଦଳ ଗୁରୁବାର ଦିନ ମୁହାଁମୁହିଁ ହେଉଛନ୍ତି । ବର୍ମିଂହାମ୍ ସ୍ଥିତ ଏଜବେଷ୍ଟନ୍ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେଉଛି । ଭାରତୀୟ ସମୟାନୁଯାୟୀ ଅପରାହ୍ନ ୩ଟାରେ ମ୍ୟାଚ୍…

ସାମ୍ବାଦିକଙ୍କୁ ଏକାଠି କଲା ପ୍ରଥମ ‘ଓଡ଼ିଶା ମିଡ଼ିଆ କନକ୍ଲେଭ୍’

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ‘ଓଡ଼ିଶା ମିଡ଼ିଆ କନକ୍ଲେଭ୍ ୨୦୧୯’ ଅବସରରେ ଆଜି ଗୋଟିଏ ଛାତ ତଳେ ଏକାଠି ହୋଇଥିଲେ ରାଜ୍ୟର ଗଣମାଧ୍ୟମଗୁଡ଼ିକର ଚର୍ଚ୍ଚିତ ଚେହେରା। ମଞ୍ଚ ଉପରେ ଓ ମଞ୍ଚ ତଳେ ଜଣାଶୁଣା ସାମ୍ବାଦିକଙ୍କ ଠାରୁ ଆରମ୍ଭ କରି,…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୧୧-୦୭-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ମାସ ତା ୧୧ ରିଖ ଗୁରୁବାର ମିଥୁନ ୨୭ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର :-ତୁଳା ଓ କୁମ୍ଭ ରାଶିର…

ଲଢୁଆ ପ୍ରଦର୍ଶନ ସତ୍ତ୍ୱେ ବିଶ୍ୱକପରୁ ବିଦାୟ ନେଲା ଭାରତ…

ଲଣ୍ଡନ: ବିଶ୍ୱକପ୍ ସେମିଫାଇନାଲରେ ଭାରତ ଉନ୍ନତ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ବର୍ଷାବାଧକ ମ୍ୟାଚ ଭାରତ ଲାଗି ମହଙ୍ଗା ସାବ୍ୟସ୍ତ ହୋଇଛି । ଭାରତ ନ୍ୟୁଜିଲାଣ୍ଡଠାରୁ ୧୮ ରନରେ ପରାସ୍ତ ହୋଇ ଫାଇନାଲ୍ ଖେଳରୁ ବଞ୍ଚିତ ହୋଇଛି । ନ୍ୟୁଜିଲାଣ୍ଡ ଦଳ ଫାଇନାଲରେ ଇଂଲଣ୍ଡ-ଅଷ୍ଟ୍ରେଲିଆ ହେବାକୁ ଥିବା…

ବାହୁଡାଯାତ୍ରା ଲାଗି ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବାହୁଡା ଯାତ୍ରା ଆଗାମୀ ୧୨ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି । ମାଉସୀମା ଘରକୁ ବୁଲି ଯାଇଥିବା ଚତୁର୍ଦ୍ଧା ମୂରତି ଏବେ ଫେରିବେ ବଡ ଦେଉଳକୁ । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ । ଗଣମାଧ୍ୟମକୁ…

ରେଳ ବଜେଟରେ ଓଡିଶାକୁ ଏଥର ସର୍ବାଧିକ ଅନୁଦାନ

ଭୁବନେଶ୍ୱର : ୨୦୧୯-୨୦ ଆର୍ଥୀକ ବର୍ଷ ବଜେଟରେ ବୁଧବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶାକୁ ସର୍ବାଧିକ ୫୯୯୩ କୋଟି ଟଙ୍କାର ରେଳ ଅନୁଦାନ ପ୍ରଦାନ କରାଯାଇଛି । ଅନ୍ତରୀଣ ବଜେଟରେ ପ୍ରାୟ ୫,୯୪୦ କୋଟି ଟଙ୍କା ଅନୁମୋଦନ କରାଯାଇଥିଲା । ସୂଚନାଯୋଗ୍ୟ, ଗତବର୍ଷ ଏହି ବଜେଟ୍ ୫୨୫୨ କୋଟି…

୧ ଟ୍ରିଲିୟନ୍ ଡଲାର୍ ଅର୍ଥନୀତି ବିଶିଷ୍ଟ ହେବ ଓଡିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଅର୍ଥନୀତିକୁ ଏକ ଟ୍ରିଲିୟନ୍ ଡଲାର୍ ବିଶିଷ୍ଟ କରିବା ଓଡିଶାର ଲକ୍ଷ୍ୟ ବୋଲି ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । “ଓଡିଶାର ଅର୍ଥନୀତି ୧ ଟ୍ରିଲିୟନ୍ ଡଲାର୍ ବିଶିଷ୍ଟ ହେବା ସମ୍ଭାବନା” ଶୀର୍ଷକ ଭିଜନ୍ ଡକ୍ୟୁମେଣ୍ଟ୍ ଉନ୍ମୋଚନ କରିବା ଅବସରରେ…