Latest Odisha News

BREAKING NEWS

Browsing Category

ଫିଚର

କାଳିଆ ଯୋଜନାରେ ୫୦ ଲକ୍ଷ ହିତାଧିକାରୀ ପାଇଛନ୍ତି ସହାୟତା ରାଶି: ମନ୍ତ୍ରୀ

ଭୁବନେଶ୍ୱର : କାଳିଆ (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା) ଯୋଜନାରେ ରାଜ୍ୟ ସରକାର ପାଖାପାଖି ୫୦ ଲକ୍ଷ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଥିବା ନେଇ ବୁଧବାର ଦିନ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, “ଏହି…

‘ଛବିରାଣୀ ହତ୍ୟାକାଣ୍ଡ’କୁ ନେଇ ଓଡ଼ିଆ ସିନେମା

ଭୁବନେଶ୍ୱର: ବହୁଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡକୁ ନେଇ ନିର୍ମାଣ ହେବାକୁ ଯାଉଛି ଏକ ଓଡ଼ିଆ ଚଳଚ୍ଚିତ୍ର । ଯାହାର ନାମ ରଖାଯାଇଛି ‘ଛବିରାଣୀ’ । ଏହି ଚଳଚ୍ଚିତ୍ରର କାହାଣୀ ଓ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଭାର ବବି ଇସଲାମ ସମ୍ଭାଳିଥିବା ବେଳେ ବିଜୟ ମଲ୍ଲ ଏହାର ସଂଳାପ ଲେଖିଛନ୍ତି । ଏହାର…

ସଙ୍କଟରେ କର୍ଣ୍ଣାଟକ ରାଜନୀତି: ସୁପ୍ରିମକୋର୍ଟରେ ବାଚସ୍ପତିଙ୍କ ବିରୋଧରେ ବିଧାୟକଙ୍କ ଅଭିଯୋଗ

ବେଙ୍ଗାଲୁରୁ: ଏବେ ନୂଆ ମୋଡ଼ରେ ପହଞ୍ଚିଛି କର୍ଣ୍ଣାଟକର ରାଜନୈତିକ ସଙ୍କଟ । କର୍ଣ୍ଣାଟକ ବିଧାନସଭାର ବାଚସ୍ପତି କେ ଆର ରମେଶ କୁମାର ସମସ୍ତ ଅସନ୍ତୁଷ୍ଟ ବିଧାୟକମାନଙ୍କ ଇସ୍ତଫାପତ୍ର ଗ୍ରହଣ କରିବାରେ ବିଳମ୍ବ କରୁଥିବାରୁ ଏହାକୁ ନେଇ ବିଧାୟକମାନେ ସୁପ୍ରିମକୋର୍ଟଙ୍କ ନିକଟରେ ଫେରାଦ କରିଛନ୍ତି ।…

ରେକର୍ଡ କଲେ ଦୂତି ଚାନ୍ଦ, ପ୍ରଥମ ଭାରତୀୟ ମହିଳା ଭାବେ ‘ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସ’ରେ ସ୍ୱର୍ଣ୍ଣ ହାସଲ

ଭୁବନେଶ୍ୱର : ଇଟାଲୀର ନାପୋଲିରେ ଚାଲିଥିବା ୩୦ତମ 'ୱାର୍ଲ୍ଡ ୟୁନଭସିଟି ଗେମ୍ସ'ରେ ଓଡିଆ ଧାବିକା ଦୂତୀ ଚାନ୍ଦ ୧୦୦ମି. ଦୌଡରେ ସ୍ୱର୍ଣ୍ଣ ଜିତିଛନ୍ତି । ଏଥିସହ ସେ ପ୍ରଥମ ଭାରତୀୟ ମହିଳା ଭାବେ ଏହି ପଦକ ହାସଲ କରିଛନ୍ତି । ଦୂତୀ ସୋମବାର ଦିନ ସେମିଫାଇନାଲ୍ ଇଭେଣ୍ଟରେ ୧୧.୪୧ ସେକେଣ୍ଡ୍…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୧୦-୦୭-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ମାସ ତା ୧୦ ରିଖ ବୁଧବାର ମିଥୁନ ୨୬ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ ନବମୀ ତିଥି ଚିତ୍ରା ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର :-କର୍କଟ ରାଶିର ଆଜି: ଲାଉ…

ବର୍ଷାଯୋଗୁଁ ମ୍ୟାଚ ବାଧାପ୍ରାପ୍ତ, ବୁଧବାର ଖେଳାଯିବ ଅବଶିଷ୍ଟ ଅଂଶ

ମାଞ୍ଚେଷ୍ଟର୍: ବିଶ୍ୱକପର ପ୍ରଥମ ସେମିଫାଇନାଲ୍ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଉଥିଲା ବେଳେ ପ୍ରବଳ ବର୍ଷା ଯୋଗୁଁ ଖେଳରେ ବାଧା ସୃଷ୍ଟି ହୋଇ ଖେଳ ଅଧାରୁ ବନ୍ଦ ରହିଛି । ବୁଧବାର ଦିନ ମ୍ୟାଚର ଅବଶିଷ୍ଟାଂଶ ଖେଳାଯିବାକୁ ସ୍ଥିର ହୋଇଛି । ବୁଧବାର ଦିନ ଭାରତୀୟ ସମୟ ୩ଟା ବେଳେ…

ରାଜ୍ୟଗୋଷ୍ଠୀ ଜୁଡ଼ୋ ଚାମ୍ପିୟନସିପ: ଓଡ଼ିଆ ଖେଳାଳି ମନୋନୀତ

ଭୁବନେଶ୍ୱର : ଇଂଲଣ୍ଡର ବର୍ମିଂହାମଠାରେ ସେପ୍ଟେମ୍ବର ୨୨ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ ଜୁଡ଼ୋ ଚାମ୍ପିଅନସିପ୍ ୨୦୧୯ର ଭାରତୀୟ ଦଳରେ କିସ୍ ଛାତ୍ର ନିତ୍ୟା ମାଝୀ ମନୋନୀତ ହୋଇଛନ୍ତି । ଭାରତୀୟ ୪୬କେଜି ବିଶିଷ୍ଟ ପ୍ରି-କ୍ୟାଡେଟ୍ ବାଳକ ବିଭାଗରେ ନିତ୍ୟା…

ଏମିତି କେଉଁ ଗୀତ ଗାଇ ପୁଣି ଫସିଲେ ହନି ସିିଂହ, ଜାଣନ୍ତୁ

ମୁମ୍ବାଇ: ପପ୍ ସିଙ୍ଗର ହନି ସିଂ ପୁଣି ବିବାଦରେ । ୨୦୧୮ରେ ରିଲିଜ ହୋଇଥିବା ହନି ସିଂଙ୍କ ‘ମଖଣା’ ଗୀତ ତାଙ୍କୁ ପୁଣିଥରେ ଟାଣି ଆଣିଛି ବିବଦ ଘେରକୁ । ହନି ସିଂ ଏବଂ ଏହି ଗୀତର ମ୍ୟୁଜିକ ଡିରେକ୍ଟର ଭୂଷଣ କୁମାରଙ୍କୁ ପଞ୍ଜାବ ପୋଲିସ ଅଟକ ରଖି ଜେରା କରିଛି । ଏହି ଗୀତରେ ଅଶାଳୀନ ଲିରିକ୍ସ…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର : ରାଜ୍ୟର କଟକ ସମେତ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର,…

ଟସ୍ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ନିଷ୍ପତ୍ତି, ଜିତିବା ଲକ୍ଷ୍ୟରେ ଭାରତ

ମଞ୍ଚେଷ୍ଟର : ଚଳିତ ଆଇସିସି ବିଶ୍ୱକପର ଲିଗ୍ ମ୍ୟାଚ୍ ସମାପ୍ତ ପରେ ମଙ୍ଗଳବାର ଦିନ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହେଉଛି । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ ଦଳ । ଏହି ମ୍ୟାଚ୍ ପୂର୍ବରୁ ଉଭୟ ଦଳରେ ଏକ…