Latest Odisha News

BREAKING NEWS

Browsing Category

ଫିଚର

ଆଜି ଶ୍ରୀମନ୍ଦିରରେ ଚକବିଜେ ନୀତି, ଶିଘ୍ର ଆରୋଗ୍ୟ ଲାଭ କରିବେ ଶ୍ରୀଜଗନ୍ନାଥ

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ମହାପ୍ରଭୁ ଡ଼ାକିଆଣନ୍ତି ଅସୁସ୍ଥତାକୁ ଏବଂ ପୀଡ଼ିତ ହୁଅନ୍ତି ଭୀଷଣ ଜ୍ୱରରେ । ଏହି ଅଣବସର ସମୟରେ ଥାହି ଶ୍ରୀଜୀଉମାନଙ୍କର ହୋଇଥାଏ ଜ୍ୱର ଉପଚାର । ପୂର୍ବରୁ ପଞ୍ଚମୀ ତିଥିରେ ‘ଫୁଲୁରୀ ତେଲ’ ଦ୍ୱାରା ଠାକୁରମାନଙ୍କୁ ବୈଦ୍ୟ ସେବକ…

ପୋଲିସ ସୁରକ୍ଷା ଲୋଡିଲେ ଓଡିଶା ଆଇଏଏସ୍ ଅଧିକାରୀ

ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ଖଣି ଓ ମାଇନ୍ସ ବିଭାଗର ଅତିରିକ୍ତ ସଚିବ ବଟକୃଷ୍ଣ ଦେହୁରୀ ଶୁକ୍ରବାର ଦିନ ନିଜ ଜୀବନ ପ୍ରତି ବିପଦ ଦର୍ଶାଇ ପୋଲିସ ଠାରୁ ସୁରକ୍ଷା ଲୋଡିଛନ୍ତି । ଏଥିସହିତ ଗୋଟିଏ ଦିନ ପୂର୍ବରୁ ପାଖାପାଖି ୨ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଆକ୍ରମଣ କରିଥିବା ନେଇ…

ଶ୍ରୀଲଙ୍କାର ସେମିଫାଇନାଲ୍ ଆଶା ପୂରଣ କରିପାରିବେ ମାଲିଙ୍ଗା !

ଲଣ୍ଡନ: ବିଶ୍ୱକପରେ ତିଷ୍ଠି ରହିବା ଏବଂ ସେମିଫାଇନାଲ୍ ଆଶା ଉଜ୍ଜିବୀତ କରିବାକୁ ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଆଜି ଶ୍ରୀଲଙ୍କାକୁ ଜିତିବାକୁ ପଡ଼ିବ । ବିଶ୍ୱକପ ସେମିଫାଇନାଲରୁ ବାଦ୍ ପଡ଼ି ସାରିଥିବା ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ସେମିଫାଇନାଲ୍ ଯିବା ଆଶା ରଖିଛି ଶ୍ରୀଲଙ୍କା ।…

ଜୁଲାଇ ୧ରେ ପ୍ରକାଶ ପାଇବ ଏମବିବିଏସ୍ ଓ ବିଡିଏସ୍ ମେରିଟ୍ ଲିଷ୍ଟ୍

ଭୁବନେଶ୍ୱର : ରାଜ୍ୟରେ ଏମବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମ ଲାଗି ମେରିଟ୍ ଲିଷ୍ଟ୍ ଜୁଲାଇ ୧ ତାରିଖରେ ପ୍ରକାଶ ପାଇବ । ଚଳିତ ବର୍ଷ ଓଡିଶାର ଅନେକ ମେଡିକାଲ କଲେଜରେ ପାଖାପାଖି ୧୨୫୦ ସିଟ୍ ଏବଂ ୨ଟି ବିଡିଏସ୍ କଲେଜରେ ୧୫୦ଟି ସିଟ୍ ଲାଗି ନାମଲେଖା ହେବ । ଚଳିତ ବର୍ଷ ଏମବିବିଏସ୍ ଓ ବିଡିଏସ୍…

ତୃଷାର୍ତ୍ତରେ ମାଣିକଠୁ ଦହି ପିଇଲେ ଜଗା-ବଳିଆ…

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅପୂର୍ବ ଲୀଳା ଅବର୍ଣ୍ଣନୀୟ ତଥା ଅନୀର୍ବଚନ । ଭକ୍ତଜନଙ୍କ ହୃଦୟରେ ସଦା ସର୍ବଦା ବିରାଜ କରୁଥିବା ସେହି ଲୀଳାମୟଙ୍କ ଅପାର କରୁଣାରୁ ଅଗଣିତ ଶ୍ରଦ୍ଦାଳୁ ତାଙ୍କର ଦିବ୍ୟ ଅନୁଭୂତି ପାଇପାରିଛନ୍ତି । ଶ୍ରୀକ୍ଷେତ୍ରରେ ବିରାଜିତ ସେହି ପ୍ରେମମୟ ଦାରୁବ୍ରହ୍ମଙ୍କୁ…

ୱେଷ୍ଟଇଣ୍ଡିଜକୁ ୧୨୫ ରନରେ ପରାସ୍ତ କରି ଭାରତର ବୃହତ ବିଜୟ

ମାଞ୍ଚେଷ୍ଟର୍: ଭାରତୀୟ ବୋଲିଂ ସେନସେସନ୍ ମହମ୍ମଦ ସାମିଙ୍କ କ୍ରମାଗତ ଶାଣିତ ବୋଲିଂ ଭାରତକୁ ପୁଣି ଏକ ଚମତ୍କାର ବିଜୟ ଆଣିଦେଇଛି । ଭାରତ ଗୁରୁବାର ଦିନ ମାଞ୍ଚେଷ୍ଟରରେ ଅନୁଷ୍ଠିତ ବିଶ୍ୱକପ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୧୨୫ ରନରେ ପରାସ୍ତ କରିଛି । ଭାରତୀୟ ବୋଲରଙ୍କ ତୀକ୍ଷଣ ବୋଲିଂ ଆଗରେ…

କିଂବଦନ୍ତିର କଂଠ

କିଂବଦନ୍ତିର କଂଠ ମନୋଜ ଦାସ ବାପାଙ୍କ ଜେଠାପୁଅ ଭାଇ ବାବାଜି ହୋଇଯାଇଥିଲେ । ଏହି ବଡ଼ବାପା ଶ୍ରୀଧର ବାବାଜିଙ୍କର ତପୋବନ ଭଳି ଉଦ୍ୟାନ ପରିବେଷ୍ଟିତ, ସର୍ବଦା ପରିଚ୍ଛନ୍ନ ମାଟି ଘର ଭିତରେ ରାଧାକୃଷ୍ଣ ବିଗ୍ରହଙ୍କ ଅଦୂରରେ ବସି ଜୀବନରେ ପ୍ରଥମେ ପୁରୀ, ବାରାଣସୀ, ହରିଦ୍ୱାର, ମଥୁରା,…

‘କୋରାପୁଟିଆ ଗାନ୍ଧୀ’ ବିଶ୍ୱନାଥ ପଟ୍ଟନାୟକ

ବିଶ୍ୱନାଥ ପଟ୍ଟନାୟକ (୧୯୧୬-୨୦୧୦) କ୍ଷେତ୍ର: ସମାଜସେବା ଅନୁନ୍ନତ କୋରାପୁଟ ଜିଲ୍ଲାର ଆଦିବାସୀମାନଙ୍କ ଶିକ୍ଷା ଓ ସାମାଜିକ ସଚେତନତା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଶ୍ୱନାଥ ପଟ୍ଟନାୟକ ‘କୋରାପୁଟିଆ ଗାନ୍ଧୀ’ ଭାବେ ସର୍ବତ୍ର ଜଣାଶୁଣା । ୧୧ ନଭେମ୍ବର ୧୯୧୬ରେ ଜନ୍ମ ହୋଇଥିଲେ ସେ…

ବୋମା ଧମକ: ଏୟାର୍ ଇଣ୍ଡିଆ ବିମାନ ଲଣ୍ଡନରେ କଲା ଜରୁରୀ ଅବତରଣ

ନୂଆଦିଲ୍ଲୀ: ମୁମ୍ବାଇରୁ ଏୟାର୍ ଇଣ୍ଡିଆ ଯାତ୍ରୀଙ୍କୁ ନେଇ ଆମେରିକା ଯାଉଥିବା ବେଳେ ବୋମା ଧମକ ପାଇ ଲଣ୍ଡନ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ଏହି ଏୟାର୍ ଇଣ୍ଡିଆ ବିମାନଟି ବ୍ରିିଟିଶ୍ ଫାଇଟର୍ ଜେଟଗୁଡ଼ିକ ଦ୍ୱାରା ସୁରକ୍ଷା ପାଇ ଅବତରଣ କରିଛି । ରଏଟର୍ ନ୍ୟୁଜ୍ ଏଜେନ୍ସି ଦ୍ୱାରା…

ଜବର ଦଖଲକାରୀଙ୍କ କବଳରେ ୧୯,୦୦୦ ଏକର ସରକାରୀ ଜମି

ଭୁବନେଶ୍ୱର : ରାଜ୍ୟରେ ପ୍ରାୟ ୧୯,୪୫୦ ଏକର ସରକାରୀ ଜମି ଜବରଦଖଲ ହୋଇଥିବା ନେଇ ଗୁରୁବାର ଦିନ ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରକାଶ କରିଛନ୍ତି । ବିଧାନସଭାରେ ଗୁରୁବାର ଦିନ ଗୃହର ପ୍ରଶ୍ନକାଳ ସମୟରେ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର…