Latest Odisha News

BREAKING NEWS

Browsing Category

ଫିଚର

କାଳବୈଶାଖୀ ସମ୍ଭାବନା, ୧୪ଟି ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର : ରାଜ୍ୟରେ ପ୍ରାୟତଃ ପାଗ କୋହଲା ରହିଥିବାବେଳେ ଗୁରୁବାର ଦିନ ୧୪ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ଅପରାହ୍ନ ୪ଟା…

ଅନୁଭବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ନବୀନ ନିବାସ ଗଲେ ସାମ୍ବାଦିକା

ଭୁବନେଶ୍ୱର: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ମହିଳା ସାମ୍ବାଦିକା ସସ୍ମିତା ଆଚାର୍ଯ୍ୟ ଗୁରୁବାର ଦିନ ନବୀନ ନିବାସରେ ଧାରଣା ଦେଇଛନ୍ତି । ସେ ନବୀନ ନିବାସ ସମ୍ମୁଖରେ ଧାରଣା ଦେଇଥିବା ବେଳେ ଏୟାରଫିଲ୍ଡ ଥାନାର ପୋଲିସ ତାଙ୍କୁ…

+୩ ନାମଲେଖା ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର : ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଯୁକ୍ତ ୩ରେ ନାମଲେଖା ଲାଗି ଗୁରୁବାର ଦିନ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁଯାୟୀ ଛାତ୍ରଛାତ୍ରୀମାନେ ଆଡମିସନ୍ ଲାଗି ଜୁନ୍ ୨୪ରୁ ଜୁଲାଇ ୮ ମଧ୍ୟରେ ଅନଲାଇନ୍ ଆବେଦନ କରିପାରିବେ । ପ୍ରଥମ ମେରିଟ…

ଆସନ୍ତାକାଲି ଖୋଲିବ ଓଡିଶାର ସମସ୍ତ ସ୍କୁଲ୍, ବଦଳିଲା ନିଷ୍ପତ୍ତି

ଭୁବନେଶ୍ୱର : ରାଜ୍ୟର ସମସ୍ତ ବିଦ୍ୟାଳୟ ଗୁଡିକ ଜୁନ୍ ୨୬ ପରିବର୍ତ୍ତେ ଆସନ୍ତାକାଲି ତଥା ଶୁକ୍ରବାର ଦିନ ଖୋଲିବ ବୋଲି ଜଣାପଡିଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଜଳବାୟୁରେ ପରିବର୍ତ୍ତନ ତଥା…

ଆଜିଠୁ ଏମବିବିଏସ୍ ଓ ବିଡିଏସ୍ ଲାଗି ଅନଲାଇନ୍ ପଞ୍ଜୀକରଣ

ଭୁବନେଶ୍ୱର : ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଗୁରୁବାର ଦିନ ଠାରୁ ଉଭୟ ଏମବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମ ଲାଗି ଅନଲାଇନ୍ ପଞ୍ଜୀକରଣ କରିପାରିବେ । ଏହି ଅନଲାଇନ୍ ପଞ୍ଜୀକରଣ ଆଜି ଦିନ ୧୨ଟାରୁ ଆରମ୍ଭ ହୋଇ ଜୁନ୍ ୨୫ ତାରିଖ ଯାଏଁ ଚାଲିବ ବୋଲି ସୂଚନା ମିଳିଛି ।…

‘ମିସ୍ ଇଣ୍ଡିଆ’ ଉଷଶୀ ବିଚ୍ ରାସ୍ତାରେ ଅସଦାଚରଣର ଶୀକାର, ୭ ଗିରଫ

କୋଲକାତା: ପୂର୍ବତନ ‘ମିସ୍ ଇଣ୍ଡିଆ’ ଉଷଶୀ ସେନଗୁପ୍ତା ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ କିଛି ଅସାମାଜିକ ଯୁବକଙ୍କ ଦ୍ୱାରା ବିଚ୍ ରାସ୍ତା ଉପରେ ଅସଦାଚରଣର ଶୀକାର ହୋଇଛନ୍ତି । ଏହି ଘଟଣାରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣା ଏବେ କୋଲକାତା ସମେତ ସମଗ୍ର ପଶ୍ଚିମବଙ୍ଗରେ…

‘ନୋ ଫ୍ଲାଇଂ ଜୋନ୍’ ଘୋଷିତ ହେବ ପୁରୀ ବଡ଼ଦାଣ୍ଡ…

ଭୁବନେଶ୍ୱର: ଆସନ୍ତା ଜୁଲାଇ ୪ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ରଥଯାତ୍ରାରେ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ କରିବାକୁ ନେଇ ରାଜ୍ୟ ପୋଲିସ ମହା-ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ…

ଦେଖନ୍ତୁ, ବିଶ୍ୱକପରୁ ବାଦ୍ ପଡ଼ିବା ପରେ ଦୁଃଖରେ କ’ଣ କହିଲେ ଧାୱନ !

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଆହତ ହୋଇଥିବା ଭାରତୀୟ ଦଳର ଦୁର୍ଦ୍ଧଶ ଓପନର୍ ଶିଖର ଧାୱନ ଦଳରୁ ସମ୍ପୂର୍ଣ୍ଣ ରୂପେ ବାଦ ପଡ଼ିଥିବା ନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା ହୋଇଛି । I feel emotional to announce that I will no longer be a part of #CWC19.…

‘ଏକ ଦେଶ, ଏକ ନିର୍ବାଚନ’ ପ୍ରସ୍ତାବକୁ ସମର୍ଥନ କଲେ ନବୀନ

ଭୁବନେଶ୍ୱର: ସଂଘୀୟ ବ୍ୟବସ୍ଥା ତଥା ଗଣତାନ୍ତ୍ରିକ ରାଷ୍ଟ୍ରରେ ‘ଏକ ଦେଶ, ଏକ ନିର୍ବାଚନ’ ବ୍ୟବସ୍ଥା ଦେଶର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସହାୟକ ହୋଇପାରିବ ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଦେଶର ରାଜଧାନୀ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ମୋଦିଙ୍କ ନୂଆ ମନ୍ତ୍ରୀମାନଙ୍କୁ ଲୋକସଭାରେ ସାଂସଦଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଲୋକସଭାରେ ତାଙ୍କ ନୂତନ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ପରିଚୟ କରାଇଥିବା ନେଇ ପିଟିଆଇ ଗଣମାଧ୍ୟମର ଏକ ରିପୋର୍ଟରୁ ଜଣାପଡିଛି । ବିଧିମୁତାବକ ଭାବେ ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରୀମଣ୍ଡଳର ସମସ୍ତ ନୂତନ ସଦସ୍ୟମାନଙ୍କୁ…