Latest Odisha News

BREAKING NEWS

Browsing Category

ଫିଚର

‘ଏକ ଦେଶ, ଏକ ନିର୍ବାଚନ’ ବୈଠକକୁ କଂଗ୍ରେସର ବର୍ଜନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆବାହକତ୍ୱରେ ରାଜଧାନୀ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ‘ଏକ ଦେଶ, ଏକ ନିର୍ବାଚନ’ ସର୍ବଦଳୀୟ ବୈଠକରେ ଯୋଗଦେବ ନାହିଁ ବୋଲି ସୂଚନା ମିଳିଛି । ସମଗ୍ର ଦେଶରେ ଏକ ସମୟରେ ସବୁ ରାଜ୍ୟର ବିଧାନସଭା ସହିତ ଲୋକସଭା ନିର୍ବାଚନ କରିବା ଲାଗି…

ରୂପକ

ରୂପକ ପ୍ରଦୀପ କୁମାର ପଣ୍ଡା ଶୁଖିଲା ଗଛମାନେ ମାଟି ଛାଡିବାକୁ ନାରାଜ, ମଥାରୁ ଉପୁଡି ଗଲାଣି କେଶ କୁଷ୍ଠୀ ଶରୀରରୁ ଛିଂଡି ଗଲାଣି ଆଂଗୁଠିଯାକ ଉତୁରି ଗଲାଣି ଛାଲ ମାଂସ ଦେହର, ପୋଲା ହାଡମାନ ଯାହା ଅବଲୀଳା କ୍ରମେ ତୀରେଇଛଂତି ଆକାଶମୁହାଁ କବିତାର ରୂପକ ହେବାକୁ। କାଠୁଆଗଛ ତଥାପି…

ଜୁନ୍ ୨୧ରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର : ଆସନ୍ତା ଜୁନ୍ ୨୧ ତାରିଖରେ ଯୁକ୍ତ ୨ କଳା ଓ ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇବ ବୋଲି ବୁଧବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ପ୍ରଦାନ କରିଛନ୍ତି । ରାଜଧାନୀର ଗୀତଗୋବିନ୍ଦ ଅଡିଟୋରିୟମରେ ଅପରାହ୍ନ ୩ଟା ୩୦ମି. ବେଳେ ଏହି…

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ୱର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଉଭୟ ଅନଲାଇନ ଓ ଅଫଲାଇନର ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇଛି । ରାଜ୍ୟ ସଚିବାଳୟରେ ଆଜି ଦିନ ୧୨ଟା ବେଳେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏବଂ ବିଭାଗୀୟ କମିଶନର-ତଥା-ସେକ୍ରେଟାରୀ ସଞ୍ଜୟ…

ଆଜି ଗାଁରେ ପହଞ୍ଚିବ ଓଡିଆ ସହିଦ ଯବାନଙ୍କ ମରଶରୀର

ଭୁବନେଶ୍ୱର : ଜମ୍ମୁ-କାଶ୍ମୀରରେ ସୋମବାର ଦିନ ହୋଇଥିବା ଆଇଇଡି ବିସ୍ଫୋରଣରେ ସହିଦ ହୋଇଥିବା ଓଡିଆ ଯବାନ ଅଜିତ ସାହୁଙ୍କ ପାର୍ଥୀବ ଶରୀର ଆଜି ଓଡିଶାରେ ପହଞ୍ଚିବ । ପ୍ରାପ୍ତ ସୂଚନାନୁଯାୟୀ ଏହି ଓଡିଆ ଯବାନଙ୍କ ପାର୍ଥୀବ ଶରୀର ମଙ୍ଗଳବାର ପ୍ରାୟ ସନ୍ଧ୍ୟା ୬ଟା ବେଳେ ଭୁବନେଶ୍ୱର ସ୍ଥିତ ବିଜୁ…

ଉଜୁଡ଼ା ଖେଳର ସଂସାର

 ପଲିଟିକ୍ସ ଫଲିଟିକ୍ସ  ଉଜୁଡ଼ା ଖେଳର ସଂସାର ଜ୍ୟୋତି ପ୍ରକାଶ ମହାପାତ୍ର ଖେଳିବାଟା ଗୋଟେ ନିଶା । ସ୍କୁଲରୁ ଆସି ବ୍ୟାଗ୍ ଫିଙ୍ଗି ଦେଇ ପାଖ ପଡ଼ିଆକୁ ଦଉଡ଼ି ଯିବା ଥିଲା ନିୟମିତ ଅଭ୍ୟାସ । ଆଗ କ୍ରିକେଟ୍ । ପୁଣି କ୍ରିକେଟ୍ ସରିଲେ ଷ୍ଟମ୍ପ ଉପାଡ଼ି ସେଥିରେ ହକି ଖେଳ । ବର୍ଷାଦିନିଆ…

ବଢିଲା ଖରାଛୁଟି, ଜୁନ ୨୬ରେ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ

ଭୁବନେଶ୍ୱର: କ୍ରମାଗତ ଭାବେ ଗ୍ରୀଷ୍ମ ଉତ୍ତାପକୁ ଲକ୍ଷ୍ୟ କରି ଓଡ଼ିଶା ରାଜ୍ୟ ସରକାର ଗ୍ରୀଷ୍ମ ଅବକାଶ ବା ଖରାଛୁଟିର ଅବଧିକୁ ବୃଦ୍ଧି କରିଛନ୍ତି । ଆସନ୍ତା ଜୁନ ୨୫ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ଛୁଟି ରହିବା ନେଇ ମଙ୍ଗଳବାର ଦିନ ସରକାର ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।…

ନାରୀ ଶକ୍ତିର ପ୍ରତୀକ: ବାରିପଦାରେ ଦେବୀ ସୁଭଦ୍ରାଙ୍କ ରଥଯାତ୍ରା

ଭୁବନେଶ୍ୱର/ବାରିପଦା: ଏବେ ବିଶ୍ୱର ବିଭିନ୍ନ ଦେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଛି, କିନ୍ତୁ ବାରିପଦାର ରଥଯାତ୍ରାରେ ଥାଏ ସ୍ୱତନ୍ତ୍ରତା । ଏପରି କି ପୁରୀ ରଥଯାତ୍ରାଠାରୁ ମଧ୍ୟ ଏଠାରେ ଭିନ୍ନତା ପରିଲକ୍ଷିତ ହୋଇଥାଏ । ଅନ୍ୟସ୍ଥାନରେ ରଥଟଣା ଗୋଟିଏ ଦିନରେ…

ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବ ଭୁବନେଶ୍ୱର ଏମ୍ସ

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ ଯୋଜନା ଅନ୍ତର୍ଗତ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବା ରୋଗୀଙ୍କୁ ଉନ୍ନତ ମାନର ସେବା ଯୋଗାଇ ଦେବା ପାଇଁ ଭୁବନେଶ୍ୱର ସ୍ଥିତ ଏମ୍ସ ସହ ଓଡିଶା ସରକାର ମଙ୍ଗଳବାର ଏମଓୟୁ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ସେକ୍ରେଟାରୀ ପ୍ରମୋଦ…

ଜମ୍ମୁ-କାଶ୍ମୀର: ଆତଙ୍କବାଦୀ ଆକ୍ରମଣରେ ସହିଦ ହେଲେ ଓଡିଆ ଯବାନ

ଭୁବନେଶ୍ୱର : ଜମ୍ମୁ-କାଶ୍ମୀର ଅନ୍ତର୍ଗତ ଅନନ୍ତନାଗ ଜିଲ୍ଲାରେ ସୋମବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ଗୁଳି ବିନିମୟରେ ଜଣେ ଓଡିଆ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନଙ୍କ ନାମ ଅଜିତ ସାହୁ ଏବଂ ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ…