Latest Odisha News

BREAKING NEWS

Browsing Category

ଫିଚର

ସୋସିଆଲ ମିଡିଆରେ ଓଟିଇଟି ପ୍ରଶ୍ନପତ୍ର ଲିକ୍ ନେଇ ଚର୍ଚ୍ଚା

ଭୁବନେଶ୍ୱର : ଓଡିଶା ଟିଚର୍ ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ପରୀକ୍ଷାର ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଲିକ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ‘ଶିଶୁ ବିକାଶ ଓ ଶିକ୍ଷା ବିଜ୍ଞାନ’ ପ୍ରଶ୍ନପତ୍ରର ଏକ ଫଟୋ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନ୍ୟପକ୍ଷରେ ବୁଧବାର ଦିନ ୨ଟି…

ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉଦ୍ୟମ, ଫେରାଇ ଦେଲେ ବିକ୍ଷୋଭକାରୀ

ଥିରୁବନ୍ତପୁରମ୍ : କେରଳର ବହୁ ଚର୍ଚ୍ଚିତ ତଥା ପ୍ରସିଦ୍ଧ ସାବରିମାଳା ମନ୍ଦିରରେ ବୁଧବାର ଦିନ ପ୍ରତ୍ୟୁଷରେ ୨ଜଣ ମହିଳା ପ୍ରବେଶ ଉଦ୍ୟମ କରିବା ଯୋଗୁଁ ସେଠାରେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ପୁଣିଥରେ ଉତ୍ତେଜନା ଦେଖାଦେଇଛି । ଏହି ୨ ମହିଳା ଭକ୍ତ ବେସକ୍ୟାମ୍ପ ଅତିକ୍ରମ କରିବା ପରେ…

ସ୍ଥଗିତ ରହିଲା ବାଘୁଣୀ ‘ସୁନ୍ଦରୀ’କୁ ସାତକୋଶିଆରେ ଛାଡିବା ନିଷ୍ପତ୍ତି

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ ରାଜ୍ୟ ସରକାରଙ୍କ ବନବିଭାଗ ବାଘୁଣୀ ସୁନ୍ଦରୀକୁ ଛାଡ଼ିବାର ନିଷ୍ପତ୍ତି ଗ୍ରହଣ କରିଥିଲା ବେଳେ ତାକୁ ନେଇ ପୁଣି ଥରେ ଅନିଶ୍ଚିତତା ଦେଖାଦେଇଛି । ମିଳିଥିବା ସୂଚନାନୁଯାୟୀ ବାଘୁଣୀ ସୁନ୍ଦରୀକୁ ସାତକୋଶିଆ ଅଭୟାରଣ୍ୟରେ ଛଡା ଯିବାର…

ଆଜି ପବିତ୍ର ‘ଶାମ୍ବ ଦଶମୀ’, ସନ୍ତାନଙ୍କ ମଙ୍ଗଳ ଲାଗି ଘରେଘରେ ସୂର୍ଯ୍ୟପୂଜା

ଭୁବନେଶ୍ୱର : ଆଜି ପବିତ୍ର ‘ଶାମ୍ବ ଦଶମୀ’ । ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶାମ୍ବଦଶମୀ ପାଳନ କରାଯାଇଥାଏ । ଏହି ଦିନ ସନ୍ତାନମାନଙ୍କ ମଙ୍ଗଳ କାମନା କରି ମା’ ମାନେ ଘରେ ଘରେ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ରୋଗରୁ ମୁକ୍ତି ପାଇଁ ମଧ୍ୟ ଆଜିର ଦିନରେ…

‘ସୁନ୍ଦରୀ’ ବାଘୁଣୀ ପୁଣି ସାତକୋଶିଆ ଜଙ୍ଗଲରେ ବୁଲିବ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ ରାଜ୍ୟ ସରକାରଙ୍କ ବନବିଭାଗ ପୁଣି ଥରେ ବାଘୁଣୀ ସୁନ୍ଦରୀକୁ ଛାଡ଼ିବାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ (ଏନଟିସିଏ) ନିର୍ଦ୍ଦେଶକ୍ରମେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସୂଚନା ମିଳିଛି…

ପୁଣି ଓଡ଼ିଶାକୁ ମାଡ଼ି ଆସୁଛି ହାଡ଼ଭଙ୍ଗା ଶୀତ…

ଭୁବନେଶ୍ୱର: ସମଗ୍ର ଓଡ଼ିଶାରେ ଗତ ସପ୍ତାହେ ହେଲା ରାତିର ତାପମାତ୍ରାରେ ବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି, ମାତ୍ର ଗତ ୨୪ ଘଣ୍ଟା ମଧ୍ୟରେ ରାତିର ତାପମାତ୍ରାର ପାରଦ ଧିରେ ଧିରେ ହ୍ରାସ ପାଉଥିବା ଯୋଗୁଁ ଶୀତର ପ୍ରକୋପ ପୁଣି ଥରେ ରାଜ୍ୟବାସୀଙ୍କୁ ଆତଙ୍କିତ କରିବାରେ ଲାଗିଛି । ଏହାଫଳରେ ଶୀତ…

କୃଷକ ମାନଙ୍କ ଲାଗି ‘କାଳିଆ’ ଏକ ଆଦର୍ଶ ସ୍କିମ୍: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ କହିଛନ୍ତି, ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘କାଳିଆ’ ଯୋଜନା କେବଳ ଓଡିଶାର କୃଷକ ମାନଙ୍କ ପାଇଁ ଏକ ଆଦର୍ଶ ଯୋଜନା ତା’ ନୁହେଁ ଏହା ଦେଶର ଅନ୍ୟ ଲୋକଙ୍କ ପାଇଁ ମଧ୍ୟ ଏକ ଆଦର୍ଶ ଯୋଜନା ଅଟେ । ବରମୁଣ୍ଡା ସ୍ଥିତ…

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୯୨ଟି ପଞ୍ଚାୟତ ପାଇଁ ୩୯.୮୩ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୭ଟି ଜିଲ୍ଲାର ୯ଟି ବ୍ଲକ ପାଇଁ ୩୯.୮୩ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ ଗୁଡିକ ହେଲା- କଟକ ଜିଲ୍ଲାର ବଡମ୍ବା, ଦେବଗଡ ଜିଲ୍ଲାର ତେଲେଇବଣୀ, ଝାରସୁଗୁଡା ଜିଲ୍ଲାର…

ନୂଆପଡା: ଗାଁରେ ପଶିଲେ ହାତୀପଲ, ଅଘଟଣ ଆଶଙ୍କାରେ ବିଦ୍ୟୁତ କାଟ୍

ନୂଆପଡା : ନୂଆପଡା ଜିଲ୍ଲା କୋମଣା ତହସିଲ ଅନ୍ତର୍ଗତ ପାଣ୍ଡରବନ ଗ୍ରାମ ମଧ୍ୟକୁ ମଙ୍ଗଳବାର ଦିନ କିଛି ହାତୀପଲ ପ୍ରବେଶ କରିଛନ୍ତି । ଫଳରେ ଗ୍ରାମାଞ୍ଚଳରେ ବିଦ୍ୟୁତ୍ କାଟ୍ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଏହି ହାତୀପଲ ଗ୍ରାମ ମଧ୍ୟକୁ ପ୍ରବେଶ କରିବା ପରେ ସେମାନଙ୍କୁ ସୁରକ୍ଷାକୁ…

ଭୁବନେଶ୍ୱର: ଜବତ ହେଲା ୨୦ ବସ୍ତା ବେଆଇନ ମୁଦ୍ରା

ଭୁବନେଶ୍ୱର: ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡ ଓ ବାଣୀ ବିହାର ଅଞ୍ଚଳରୁ ଆୟକର ବିଭାଗ ମଙ୍ଗଳବାର ଦିନ ୨୦ ବସ୍ତା ମୁଦ୍ରା ଜବତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ମୁଦ୍ରା ଭର୍ତ୍ତି ବସ୍ତାଗୁଡ଼ିକ ବେଆଇନ୍ ଭାବେ ଦୁଇଟି ବସରେ କୋଲାକାତାରୁ ଭୁବନେଶ୍ୱରକୁ ଚାଲାଣ କରାଯାଉଥିବା ନେଇ…