Latest Odisha News

BREAKING NEWS

Browsing Category

ଫିଚର

ରାଜଧାନୀ ଉପକଣ୍ଠରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଭରତପୁର ପୁଲିସ ସୀମା ଅନ୍ତର୍ଗତ ଖଣ୍ଡଗିରି ବରୀ ଅଞ୍ଚଳରୁ ମଙ୍ଗଳବାର ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତକଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ମୃତ ମହିଳା ଜଣକ ତାଙ୍କ ସାନ ପୁଅ ଓ ବୋହୂଙ୍କ ସହ ଖଣ୍ଡଗିରି ବରୀ…

ବିଧାନସଭା ପରିସରରେ ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ବିଧାନସଭା ପରିସରରେ ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମଙ୍ଗଳବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି। ଉଦଘାଟନ ପରେ ରାଜ୍ୟ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ କରାଯାଇଥିଲା । ଏହି ଉଦଘାଟନ ସମୟରେ ସଂସଦୀୟ ବ୍ୟାପାର ଓ…

ଦୁନିଆର ସବୁଠୁ ଛୋଟ ହ୍ୟାଣ୍ଡବ୍ୟାଗ୍‌, ବିକ୍ରି ହେଲା ୫୧.୬ ଲକ୍ଷରେ

ନ୍ୟୁୟର୍କ: ସାଧାରଣତଃ ପ୍ରତ୍ୟେକ ମହିଳା ହ୍ୟାଣ୍ଡବ୍ୟାଗ୍ ଧରିବାକୁ ପସନ୍ଦ କରିଥାନ୍ତି । କାରଣ ମହିଳାମାନେ ତା ଭିତରେ ମେକ୍‌ଅପ୍ ସାମଗ୍ରୀଠୁ ଆରମ୍ଭ କରି ଯେତେ ସବୁ ଆବଶ୍ୟକୀୟ ଜିନିଷ ରଖିଥାନ୍ତି । ସେଥିଲାଗି ସେମାନେ ବିଭିନ୍ନ ଦାମୀ କମ୍ପାନୀର ବ୍ୟାଗ୍ ଧରିଥାନ୍ତି । କିନ୍ତୁ ଏବେ ଏକ…

ଯୁଦ୍ଧରେ ଦୁଇ ଗୋଡ କଟିଲା, ଚାକିରି ବି ଗଲା, ଏବେ କିନ୍ତୁ ପାଲଟିଗଲେ ସୁପରଷ୍ଟାର

ୟୁକ୍ରେନ: ଏହା ଭିତରେ ଋଷ-ୟୁକ୍ରେନ ଯୁଦ୍ଧ ଦେଢ ବର୍ଷ ଟପିଲାଣି । ଉଭୟ ପକ୍ଷରୁ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଛି । ଋଷ ତୁଳନାରେ ୟୁକ୍ରେନ ଦେଶ ଯୁଦ୍ଧରେ ଅଧିକ କ୍ଷତି ସହିଲାଣି । ୟୁକ୍ରେନର ସଂଖ୍ୟାଧିକ ଲୋକ ଦେଶ ଛାଡ଼ି ପଳାଇ ଯାଇଥିବା ବେଳେ ମୋଟାମୋଟି ଭାବେ ୟୁକ୍ରେନରେ ଏବେ କେବଳ ଯୁଦ୍ଧ…

ଗାଁର ପରିଚୟ ଦେବାକୁ ସଙ୍କୋଚ ମନେ କରନ୍ତି ଲୋକେ, କାରଣ ଜାଣନ୍ତୁ

ସ୍ୱଡ଼େନ୍‌: ଯିଏ ଯେତେ ବଡ଼ ସହରରେ ରହୁ ନା କାହିଁକି , ନିଜ ଭିଟାମାଟିକୁ ସବୁବେଳେ ମନେ ପକାଇଥାନ୍ତି । ଗାଁର ପାଣିପବନ, ପରିବେଶ, ଚାଲିଚଳନ,ସଂସ୍କୃତି, ପରମ୍ପରା ପ୍ରାୟ ସମସ୍ତଙ୍କୁ ପସନ୍ଦ ହୋଇଥାଏ । ସମସ୍ତେ ନିଜ ନିଜ ଗାଁକୁ ନେଇ ଗର୍ବ କରିଥାନ୍ତି । କିନ୍ତୁ ସ୍ୱିଡେନରେ ଏମିତି ଏକ ଗାଁ ଅଛି,…

ମାଙ୍କଡ଼କୁ ଘାରିଛି ଫୋନ ନିଶା : ମଣିଷ ପରି ଚଲାଉଛି ସ୍ମାର୍ଟଫୋନ

କୁହାଯାଏ ମାଙ୍କଡମାନେ ହେଉଛନ୍ତି ମଣିଷଙ୍କ ପୂର୍ବଜ । ସେଥିଲାଗି ମଣିଷ ଏବଂ ମାଙ୍କଡମାନଙ୍କ ମଧ୍ୟରେ ବହୁତ ସମାନତା ମଧ୍ୟ ରହିଥାଏ । ମାଙ୍କଡମାନେ ମଣିଷଙ୍କଠାରୁ ଅନେକ ଜିନିଷ ଶିଖିଥାନ୍ତି । ଏବେ ଏକ ମାଙ୍କଡର ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ମାଙ୍କଡ଼ଟିି ମଣିଷଙ୍କ ପରି…

ସବୁଠାରୁ ଅଧିକ ଛକା ଖାଇଥିବା ସ୍ପିନର ହେଲେ ଚହଲ

ନୂଆଦିଲ୍ଲୀ: ଭାରତର ଷ୍ଟାର ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ନାମରେ ଏକ ଅଲେଡା ରେକର୍ଡ ଯୋଡି ହୋଇଯାଇଛି । ସେ ଟି୨୦ କ୍ରିକେଟରେ ସବୁଠାରୁ ଅଧିକ ଛକା ଖାଇଥିବା ବୋଲର ହୋଇଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ତାଙ୍କ ପ୍ରଦର୍ଶନ ସେଭଳି ସନ୍ତୋଷଜନକ ରହି ନ ଥିଲା । ଚହଲ ୭୯ଟି ମ୍ୟାଚ ଖେଳି…

୩୫ ବର୍ଷ ବୟସରେ ବି ଡଲ୍ ସହିତ ଖେଳନ୍ତି ଯୁବକ, ଘରେ ରଖିଛନ୍ତି ୨୦୦ ରୁ ଅଧିକ ଡଲ୍‌

ନ୍ୟୁୟର୍କ: ପ୍ରତ୍ୟେକ ଲୋକଙ୍କର ଭିନ୍ନ ଭିନ୍ନ ସଉକ ଥାଏ । କିଏ ମୁଦ୍ରା ହେଉ ବା ପୁରୁଣା ଜିନିଷ, ଡ଼ାକ ଟିକେଟ ଏବଂ କିଛି ରଙ୍ଗୀନ ପଥର ସଂଗ୍ରହ କରିବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକ ଖେଳନା ସଂଗ୍ରହ କରିବାକୁ ସଉକ୍ ରଖିଥାନ୍ତି । ସାଧାରଣତଃ ଝିଅମାନେ ଡ଼ଲ ବା କଣ୍ଢେଇ ସହ ଖେଳିବାକୁ ଭଲ…

ଗ୍ଲାମରସ୍ ଚାଷୀ: ବିକିନି ପିନ୍ଧି କରନ୍ତି ଚାଷ କାମ

କୁହାଯାଏ କୌଣସି କାମ ଛୋଟ କି ବଡ ନୁହେଁ । ସେ ମହିଳା କିମ୍ବା ପୁରୁଷ ହୁଅନ୍ତୁ, ସେମାନେ ଯାହା ଚାହାଁନ୍ତି ତାହା କରିପାରିବେ । ସାଧାରଣତଃ ପୁରୁଷମାନେ ଚାଷ କାମ କରିବାସହ ଗୃହପାଳିତ ପଶୁମାନଙ୍କର ଯତ୍ନ ନେଇଥାନ୍ତି । ହେଲେ ଏମିତି ଜଣେ ଯୁବତୀ ଅଛନ୍ତି, ଯିଏ ଚାଷ କାମ କରିବା ସହ ପଶୁମାନଙ୍କର…

ମହିଳା ବିଶ୍ୱକପ ଫୁଟବଲ : ଫାଇନାଲରେ ସ୍ପେନ

ନୂଆଦିଲ୍ଲୀ: ସ୍ପେନ ମଙ୍ଗଳବାର ମହିଳା ବିଶ୍ୱକପ ଫୁଟବଲର ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲରେ ସ୍ପେନ ୨-୧ ଗୋଲରେ ସ୍ୱୀଡେନକୁ ପରାସ୍ତ କରି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ମ୍ୟାଚର ୧୦ମ ମିନିଟରେ ସ୍ପେନର ସଲମା ପାରୁଲୁଏଲୋ ଦଳ ପକ୍ଷରୁ ପ୍ରଥମ ଗୋଲଟି ସ୍କୋର କରିଥିଲେ । ୧୮ତମ…