Latest Odisha News

BREAKING NEWS

Browsing Category

ଫିଚର

ଭିଜିଲାନ୍ସ ଜାଲରେ ଭଦ୍ରକ ସିଡିପିଓ ଓ ସୁପରଭାଇଜର, ଚାକିରି ପାଇଁ ନେଉଥିଲେ ୧୦ ହଜାର ଟଙ୍କା

ଭଦ୍ରକ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଭଦ୍ରକ ସିଜିପିଓ ଓ ସୁପରଭାଇଜର। ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲେ ଭିଜିଲାନ୍ସ ଅଧିକାରୀ। ଅଙ୍ଗନୱାଡି କର୍ମୀ ନିଯୁକ୍ତି ପାଇଁ ନେଉଥିଲେ ଲାଞ୍ଚ। ଏହି ସମୟରେ ସିଡିପିଓ ସୁନନ୍ଦା ଦାସ ଏବଂ ସୁପରଭାଇଜର ସୁଲୋଚନା ବେହେରାଙ୍କୁ…

ବରଗଡ଼ ଜିଲ୍ଲାରେ ହେବ ୩ଟି ନୂଆ ବୃହତ୍ ସେତୁ, ୩୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବରଗଡ଼ ଜିଲ୍ଲାରେ ୩ଟି ବୃହତ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ୩ଟି ନୂତନ ସେତୁ ଦ୍ବାରା ଜିଲ୍ଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ। ଏହାଦ୍ବାରା ଜିଲ୍ଲାରେ ଗମନାଗମନର ସୁବିଧା ସହିତ ସାମାଜିକ ସୁବିଧା ସୁଯୋଗ ଓ…

ମାଗିଥିଲେ ଚିକେନ କଷା, ମିଳିଲା ମୂଷା ତରକାରୀ: ହୋଟେଲ ମ୍ୟାନେଜର ନାଁରେ ଏତଲା

ମୁମ୍ବାଇ: ହୋଟେଲ ରେସ୍ତୋରାଁରେ ଖାଇବା କାହାକୁ ବା ପସନ୍ଦ ନୁହେଁ । ସାଧାରଣତଃ ହୋଟେଲ/ରେସ୍ତୋରାଁରେ ସ୍ଵାଦିଷ୍ଟ ନନଭେଜ୍ ଖାଦ୍ୟର ଡିମାଣ୍ଡ ଅଧିକ ରହିଥାଏ । ବିଶେଷକରି ଚିକେନ୍ ଓ ମଟନର ନାନା ଆଇଟମ୍ ଖାଇବାକୁ ଲୋକେ ବେଶ୍ ପସନ୍ଦ କରିଥାନ୍ତି । ହେଲେ ଯଦି ଚିକେନ୍ ବଦଳରେ ହୋଟେଲରେ ମୂଷା ମାଂସ…

୨୦୪୭ ସୁଦ୍ଧା ରାଜ୍ୟରୁ ମୁକ୍ତ ହେବ ସିକିଲ୍ ସେଲ୍, ଫୋକସ୍‌ରେ ୨୫ ବର୍ଷ ବୟସ୍କ ଯୁବ ପିଢ଼ି

ଭୁବନେଶ୍ୱର: ୨୦୪୭ ସୁଦ୍ଧା ଦେଶ ହେବ ସିକିଲ୍ ସେଲ୍ ମୁକ୍ତ। ଫୋକସ୍‌ରେ ୨୫ ବର୍ଷ ବୟସ୍କ ଯୁବ ପିଢ଼ି। ଏ ନେଇ କେନ୍ଦ୍ର ସରକାର ଓଡ଼ିଶାର ୨୦ ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସହାଭାଗିତାରେ ଆରମ୍ଭ କରିବେ ସିକିଲ୍ ସେଲ୍ ପରୀକ୍ଷା। ତେବେ ଅନ୍ୟ ୧୦ ଜିଲ୍ଲାରେ ନିଜସ୍ୱ ଅର୍ଥରୁ ରାଜ୍ୟ ସରକାର କରିବେ…

ପତାକା ଉତ୍ତୋଳନ କରି ଆଖି ବୁଜିଲେ ପ୍ରଧାନଶିକ୍ଷକ, ଆମ୍ବୁଲାନ୍ସ ନ ଦେବାରୁ ଡାଲା ଅଟୋରେ ବୁହା ହୋଇ ଘରକୁ ଆସିଲେ

ପୁରୀ: ସେ ସ୍କୁଲରେ ପାଳନ କରୁଥିଲେ ସ୍ୱାଧୀନତା ଦିବସ । ପତାକା ଉତ୍ତୋଳନ କରୁଥିଲେ । ପରେ ପରେ ଟଳି ପଡିଥିଲେ । ଡାକ୍ତରଖାନା ଯିବା ପରେ ତାଙ୍କର ମୃତ୍ୟୁ ଘଟିଥିବା କହିଥିଲେ ଡାକ୍ତର । ଏମିତି ଏକ ଘଟଣା ଗତକାଲି ଆସିଥିଲା  ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରୁ  ।  ପ୍ରଧାନ ଶିକ୍ଷକଙ୍କ ଏପରି…

ପୁଣି ଚର୍ଚ୍ଚାରେ ରିକି କେଜ: ଗାଇଲେ ଜାତୀୟ ସଙ୍ଗୀତର ନୂଆ ଭର୍ସନ

ନୂଆଦିଲ୍ଲୀ: କିଛି ଦିନର ଅନ୍ତରାଳ ପରେ ପୁଣି ଚର୍ଚ୍ଚାରେ ଗ୍ରାମି ବିଜେତା ତଥା ବିଶ୍ୱ ପ୍ରସିଦ୍ଧ ସଂଗୀତଜ୍ଞ ରିକି କେଜ । ସ୍ୱାଧୀନତା ଦିବସ ଅବସରରେ ଜାତୀୟ ସଙ୍ଗୀତର ଏକ ନୂତନ ଇନ୍‌ଷ୍ଟ୍ରୁମେଣ୍ଟ ଭର୍ସନ ଜାରି କରିଛନ୍ତି ରିକି । ଏହାକୁ ଲଣ୍ଡନ ସ୍ଥିତ ୧୦୦ ସଦସ୍ୟ ବିଶିଷ୍ଟ ରୟାଲ…

୧୮ରେ ଲଘୁୁଚାପ; ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସୁଛି ଲଘୁଚାପ । ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଣ  ଘୂର୍ଣ୍ଣିବଳୟ ସକ୍ରିୟ ହେଉଛି । ଏହାର ପ୍ରଭାବରେ ୧୮ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବା ସମ୍ଭବନା ଦେଖା ଦେଇଛି । ଏପରି ହୋଇଥିବା ଅନୁମାନ କରିଛି  ଭାରତୀୟ ପାଣିପାଗ ବିଭାଗ । ‘ସମୁଦ୍ର ମଧ୍ୟରେ ବାୟୁମଣ୍ଡଳର ୪.୫ ରୁ ୭.୬…

ବହୁଚର୍ଚ୍ଚିତ କନ୍ଧମାଳ ନନ୍‌ ଗଣଦୁଷ୍କର୍ମ ମାମଲା, ହେଲାନି ସାକ୍ଷ୍ୟ ଗ୍ରହଣ

କନ୍ଧମାଳ: ବହୁଚର୍ଚ୍ଚିତ କନ୍ଧମାଳ ନନ୍‌ ଗଣଦୁଷ୍କର୍ମ ମାମଲାରେ ଆଜି କଟକ ଜିଲ୍ଲା ଦୌରା ଜଜ କୋର୍ଟରେ ହାଜର ହେଲେ ନନ୍। କୋର୍ଟରେ ହେଲାନି ସାକ୍ଷ୍ୟ ଗ୍ରହଣ। ନନ୍‌ଙ୍କ ପକ୍ଷରୁ ସରକାରଙ୍କ ତରଫରୁ କୌଣସି ଓକିଲ ନିଯୁକ୍ତ ହୋଇନଥିବାରୁ ଏହି ମାମଲାଟି ପରିଚାଳନା ହୋଇପାରିଲା ନାହିଁ। ପୂର୍ବରୁ…

ଅଲ ହିଲାଲ କ୍ଲବ ସହିତ ଚୁକ୍ତିବଦ୍ଧ ହେଲେ ନେମାର

ନୂଆଦିଲ୍ଲୀ: ବ୍ରାଜିଲର ଲୋକପ୍ରିୟ ଫୁଟବଲ ଖେଳାଳି ଜୁନିୟର ନେମାର ସାଉଦି ଆରବର ଅଲ ହିଲାଲ କ୍ଲବ ସହ ଚୁକ୍ତିବଦ୍ଧ ହୋଇଛନ୍ତି । ଏଥିସହ ସେ ପିଏସଜି କ୍ଲବ ଛାଡିଛନ୍ତି । ଅଲ ହିଲାଲ ଟ୍ରାନ୍ସଫର ଫି ବାବଦକୁ ପିଏସଜିକୁ ୯୦ ମିଲିୟନ ୟୁରୋ ଦେଇଥିବା ଖବର ପ୍ରକାଶ ପାଇଛି । ବର୍ଷକୁ ୧୦୦ ମିଲିୟନ ୟୁରୋ…