Latest Odisha News

BREAKING NEWS

Browsing Category

ଫିଚର

କମ୍ ମୂଲ୍ୟରେ ପାହାଡ଼ କିଣି କରିଦେଲେ ବିଳାସପୂର୍ଣ୍ଣ ହୋଟେଲ: କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ରୋଜଗାର

ଟେକ୍ସାସ: କୁହାଯାଏ ଯଦି ଆପଣଙ୍କର ସୃଜନଶୀଳତା ଅଛି, ତେବେ ଆପଣ କୌଣସି ବି ଜିନିଷକୁ ଆକର୍ଷଣୀୟ କରିପାରିବେ । କୌଣସି ମୂଲ୍ୟହୀନ ଜିନିଷ ମୂଲ୍ୟବାନ ହୋଇପାରିବ । ଏହିପରି ଜଣେ ସୃଜନଶୀଳ ବ୍ୟକ୍ତି ଏବେ ଚର୍ଚ୍ଚାକୁ ଆସିଛନ୍ତିି । ବ୍ୟକ୍ତି ଜଣକ ମରୂଭୂମିରେ କିଣିଥିବା ଏକ ପରିତ୍ୟକ୍ତ ପାହାଡ ଆଜି…

ଗୁରୁକୃପା ଆଶ୍ରମରେ ରକ୍ତ ଛିଟା, ବାବାଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା

ପୁରୀ: ଆଶ୍ରମରେ ଗଡ଼ିଲା ମୁଣ୍ଡ । ବାବାଙ୍କୁ ହତ୍ୟା କଲେ ବାବା । ପୁରୀ ବାସେଳିସାହି ଥାନା ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଘଟିଛି । ଜଣେ ବାବା ଆଉ ଜଣେ ବାବାଙ୍କୁ କାଠ ଫାଳିଆରେ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଥିବା ବେଳେ ଆଉ ଜଣେ ବାବା ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି ।…

ଲିଭ-ଇନ ଚାହୁଁନି ବିଜେପି!

ଭୁବନେଶ୍ୱର: ଦେଶରେ ଚାଲିଥିବା ଲିଭ ଇନ ରିଲେସନସିପ ଉପରେ ବ୍ୟାନ ଲଗାଇବାକୁ ଦାବି। ଖୋଦ କେନ୍ଦ୍ରର ଶାସକ ଦଳ ବିଜେପି ସାଂସଦ ଅଜୟ ପ୍ରତାପ ସିଂ ଏଭଳି ଦାବି କରିଛନ୍ତି। ଲିଭ ଇନ ରିଲେସନସିପକୁ ବେଆଇନ କରିବା ପାଇଁ ଆଇନ ଆଣିବାକୁ ସାଂସଦ ଅଜୟ ପ୍ରତାପ ସିଂ ରାଜ୍ୟସଭାରେ ଦାବି ରଖିଛନ୍ତି।…

ରାଜକୀୟ ଢଙ୍ଗରେ ମଇଁଷି ଉପରେ ଯାତ୍ରା କରୁଛି ବୁଲା କୁକୁର

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ । ବେଳେବେଳେ ଏମିତି କିଛି ଭିଡିଓ ଦେଖିବାକୁ ମିଳିଥାଏ, ଯେଉଁଥିରୁ ଆମକୁ କିଛି ଶିକ୍ଷା ମିଳିଥାଏ । ସେହିପରି ଆଉ କିଛି ଭିଡ଼ିଓ ଏମିତି ଥାଏ ଯାହାକୁ ଦେଖିଲେ ଆମେ ହସିହସି ବେଦମ ହୋଇଯାଇଥାଉ । ପଶୁମାନଙ୍କର ବି ମଜାଳିଆ ଭିଡ଼ିଓ…

ଆୟର୍ଲାଣ୍ଡ ସିରିଜ ପରେ ଅବସର ନେବେ ଭୁବନେଶ୍ୱର !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅନୁଭବୀ ପେସ ବୋଲର ଭୁବନେଶ୍ୱର କୁମାର କ୍ରିକେଟରୁ ଅବସର ନେବା ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ଆୟର୍ଲାଣ୍ଡ ସିରିଜ ପରେ ସେ ଏହି ନିଷ୍ପତି ନେଇ ପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ତେବେ ଏ ନେଇ ଭୁବନେଶ୍ୱର ପକ୍ଷରୁ କୌଣସି ବୟାନ ଆସି ନାହିଁ ।…

ବିରୋଧୀ ସଂଖ୍ୟା ଦେଖାଇଲେ, ଶାସନ ହାତେଇବେ!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆ ଉପରେ ବିଜେପି ଲଗାତର ଆକ୍ରମଣ ଜାରି ରଖିଥିବା ବେଳେ ବିରୋଧୀ ମଧ୍ୟ ଏହାକୁ ନେଇ କାଉଣ୍ଟର ଆଟାକ କରୁଛନ୍ତି। ଇଷ୍ଟ ଇଣ୍ଡିଆ କମ୍ପାନୀ ଓ ଇଣ୍ଡିଆନ ମୁଜାହିଦ୍ଦିନ କଥା କହି ବିରୋଧୀ ମେଣ୍ଟ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀ ମୋଦି ସମାଲୋଚନା କରିବା ପରେ କଂଗ୍ରେସ…

ଜେସାକୁ ତେସା: ଘରେ ପଶିଗଲା ସାପ, ଧରିବାକୁ ନ ଆସିବାରୁ ଅଫିସରେ ଛାଡ଼ିଲେ ସାପ

ହାଇଦ୍ରାବାଦ: ସରକାରୀ ଅଧିକାରୀଙ୍କ ଅବହେଳାରୁ ସାଧାରଣ ଲୋକେ ଅନେକ ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ନିଜର କିଛି କାମ ପାଇଁ ଲୋକେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଯେତେ ଗୁହାରି କଲେ ବି ସେମାନେ କିଛି ଶୁଣନ୍ତି ନାହିଁ । ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏମିତି ଏକ…

ଦେଓଧର ଟ୍ରଫିରେ ରିୟାନ ପରାଗଙ୍କ ବିସ୍ଫୋରକ ବ୍ୟାଟିଂ, ୟୁସୁଫଙ୍କ ୧୧ ବର୍ଷ ତଳର ରେକର୍ଡ ଭାଙ୍ଗିଲେ

ନୂଆଦିଲ୍ଲୀ: ଚଳିତ ଦେଓଧର ଟ୍ରଫିରେ ଆସାମ ଅଲରାଉଣ୍ଡର ରିୟାନ ପରାଗ ବିସ୍ଫୋରକ ଶତକ ହାସଲ କରି କୀର୍ତିମାନ ସ୍ଥାପନ କରିଛନ୍ତି । ପୂର୍ବାଂଚଳ ପକ୍ଷରୁ ଖେଳୁଥିବା ପରାଗ ଉତରାଂଚଳ ବିପକ୍ଷରେ ୧୦୨ ବଲରେ ୧୩୧ ରନର ଇନିଂସ ଖେଳିଥିଲେ । ଏଥିରେ ୫ ଚୌକା ଓ ୧୧ ଛକା ରହିଥିଲା । ସେ ୮୪ ବଲରେ ଶତକ ହାସଲ…

ମାଓବାଦୀଙ୍କ ସହିଦ ସପ୍ତାହ ପାଇଁ ଆନ୍ଧ୍ର-ଓଡ଼ିଶା ସୀମା ସିଲ୍

ରାୟଗଡ଼ା: ଆଜି ଠାରୁ ଆରମ୍ଭ ହୋଇଛି ମାଓବାଦୀଙ୍କ ସହିଦ ସପ୍ତାହ । ଯାହାକୁ ଦୃଷ୍ଟିରେ ରଖି ରାୟଗଡ଼ା ପୋଲିସ ପକ୍ଷରୁ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯିବା ସହ ଆନ୍ତଃ ରାଜ୍ୟ ସୀମାକୁ ସିଲ୍ କରାଯାଇଛି । ମାଓବାଦୀଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି । ଏସଓଜି,…

୨୦୨୪ ଟି୨୦ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କଲା ପାପୁଆ ନ୍ୟୁ ଗିନି

ନୂଆଦିଲ୍ଲୀ: ୨୦୨୪ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ପାପୁଆ ନ୍ୟୁ ଗିନି ଯୋଗ୍ୟତା ହାସଲ କରିଛି । ଇଷ୍ଟ ଏସିଆ ପ୍ୟାସିଫିକ କ୍ୱାଲିଫାୟରରେ ପିଏନଜି ୧୦୦ ରନରେ ଫିଲିପାଇନ୍ସକୁ ହରାଇଥିଲା । ୨୦୨୪ ବିଶ୍ୱକପ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ । ଏଥିରେ ୨୦ଟି ଟିମ ଅଂଶଗ୍ରହଣ କରିବେ । ବର୍ତମାନ…