Latest Odisha News

BREAKING NEWS

Browsing Category

ଫିଚର

୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ, ହିନ୍ଦୁ ସମାଜ ଜାଗରଣ ମଞ୍ଚ ପକ୍ଷରୁ ବନ୍ଦ ପାଳନ ଡାକରା

ବଲାଙ୍ଗିର: ଆଜି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ। ସକାଳ ୬ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ, ସ୍କୁଲ କଲେଜ, ଦୋକାନ ବଜାର ବନ୍ଦ। ବସ ଚଳାଚଳ ସମ୍ପର୍ଣ୍ଣ ଠପ ହୋଇଛି। ହିନ୍ଦୁ ସମାଜ ଜାଗରଣ ମଞ୍ଚ ପକ୍ଷରୁ ବନ୍ଦ ପାଳନ ଡାକରା ଦିଆଯାଇଛି।…

ବୁଡ଼ିଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର, ୧୪୪ ଧାରା ଜାରି କଲା ପ୍ରଶାସନ

ବଡମ୍ବା: ମହାନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁ କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି । ଏନେଇ ଭଟ୍ଟାରିକା ପୀଠରେ ୧୪୪ ଧାରା ଜାରି କରାଯାଇଛି । ଆଠଗଡ଼ ଦେବୋତ୍ତର ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି ହୋଇଛି । ବନ୍ୟାରେ ଜନଗହଳିକୁ…

ଏପରି ମନ୍ଦିର ଯେଉଁଠି ଦେବୀ ମା’ ଙ୍କର ହୁଏ ଋତୁସ୍ରାବ

ଓଡିଶା ସମ୍ବାଦ ବ୍ୟୁରୋ: ଗୌହାଟୀର କାମାକ୍ଷା ମନ୍ଦିର ହେଉଛି ଭାରତର ଅନ୍ୟତମ ଲୋକପ୍ରିୟ ମନ୍ଦିର । କାମାକ୍ଷା ଦେବୀଙ୍କୁ ମା ଦୁର୍ଗା ରୂପରେ ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ, ମାତା ସତୀଙ୍କର ଯୋନି ଏଠାରେ ପଡ଼ିଯାଇଥିଲା, ତେଣୁ ଏହି ସ୍ଥାନକୁ ୫୧ ଶକ୍ତିପୀଠ ମଧ୍ୟରେ ସବୁଠାରୁ ପ୍ରମୁଖ…

କଲବଲ କରୁଛି ବର୍ଷା: ଫୁଲୁଛି ମହାନଦୀ, ବିପଦ ସଂକେତ ଉପରେ ବୈତରଣୀ

କଟକ: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ମହାନଦୀର ଜଳସ୍ତର । ଆଜି ଦିନ ୧୨ଟା ସୁଦ୍ଧା ମୁଣ୍ଡଳୀ ଦେଇ ୮ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବ । ଏନେଇ ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ଏସଆରସି । ଦୁର୍ବଳ…

ଦେଶରେ ୨୦ଟି ବିଶ୍ୱବିଦ୍ୟାଳୟ ନକଲି, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଚେତାଇଲା ୟୁଜିସି

ନୂଆଦିଲ୍ଲୀ: ନକଲି ଜିନିଷ ବିକ୍ରି ହେବା ପରେ ଏବେ ଶିକ୍ଷା ବ୍ୟବସ୍ଥା ମଧ୍ୟ ନକଲି ହେଲାଣି। ପ୍ରାୟତଃ ନକଲି ଔଷଧରୁ ଆରମ୍ଭ କରି ନକଲି ଖାଦ୍ୟ ବିକ୍ରି କରି ଟଙ୍କା ରୋଜଗାର କରାଯାଉଥିବା ଦେଖିବାକୁ ମିଳୁଥିଲା। ଏବେ କିନ୍ତୁ ଏହି ନକଲି ଜିନିଷଗୁଡ଼ିକ ସହିତ ଯୋଡ଼ି ହୋଇଯାଇଛି ଶିକ୍ଷାନୁଷ୍ଠାନ। ନକଲି…

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଗଠନ ହେଲା କ୍ଲବ୍ ବ୍ୟବସ୍ଥା

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଗଠନ ହେଲା କ୍ଲବ୍ ବ୍ୟବସ୍ଥା। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ମାଟ୍ରିକ ବୋର୍ଡ ପରୀକ୍ଷାରେ ପରୀକ୍ଷାର୍ଥୀ ୮୦ ପ୍ରତିଶତ ମାର୍କର ପରୀକ୍ଷା ଦେବେ। ସ୍ଲୁଲ ସ୍ତରରେ ପରୀକ୍ଷାର୍ଥୀ ଆଉ ୨୦ମାର୍କ ପାଇବେ।…

ଆଜି ଖୋଲିବ ମାର୍କେଟ ବିଲ୍ଡିଂ, ହଟିବେ ଉଠାଦୋକାନୀ

ଭୁବନେଶ୍ୱର: ବହୁ ବିବାଦ ପରେ ଆଜି ଖୋଲିବ ମାର୍କେଟ ବିଲ୍ଡିଂ। ସ୍ୱଭାବିକ ହେବ ସ୍ଥିତି। ହଟିବେ ଉଠାଦୋକାନୀ। ବିଏମ୍‌ସି-ସେଣ୍ଟ୍ରାଲ ମାର୍କେଟ ସଂଘ ମଧ୍ୟରେ ଆପୋଷ ସମାଧାନ ହେବା ନିଶ୍ଚିତ ହୋଇଛି। ବିଏମସି ଓ ପୋଲିସ ସୁରକ୍ଷା ଯୋଗାଇଦେବାକୁ ପ୍ରତିଶ୍ରୃତି ପରେ ଏହି ନିଷ୍ପତ୍ତି ନେଇଛି…

ବର୍ଷାରେ ମାଟି ଅତଡା ଖସିବାରୁ କଳାହାଣ୍ଡିରେ ୬ ଜଣ ଆହତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବିମଳା ଗ୍ରାମରେ ବୁଧବାର ଦିନ ଲଗାଣ ବର୍ଷାରେ ଏକ ଘର ଭୁଶୁଡି ପଡିବାରୁ ୬ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆହତଙ୍କ ମଧ୍ୟରେ ଘର ନିକଟରେ ଖେଳୁଥିବା ପାଞ୍ଚ ଜଣ ଶିଶୁ ଥିବା ବେଳେ ଏହା ସେମାନଙ୍କ ଉପରେ ଭୁଶୁଡ଼ି…

ଭଟ୍ଟାରିକା ମନ୍ଦିରରେ ପ୍ରବେଶ କଲା ବନ୍ୟା ପାଣି

କଟକ: ବଡମ୍ବା ଅଞ୍ଚଳରେ ବୁଧବାର ମହାନଦୀରୁ ବନ୍ୟାଜଳ ମା' ଭଟ୍ଟାରିକା ମନ୍ଦିରରେ ପ୍ରବେଶ କରିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ପାଣି ମନ୍ଦିର ପରିସରକୁ ଜଳମଗ୍ନ କରିବା ସହ…

ଚିନ୍ତା ବଢ଼ାଇଲାଣି ସହରି ବନ୍ୟା, ଉଦବେଗ ପ୍ରକାଶ କଲା ଷ୍ଟାଣ୍ଡିଂ କମିଟି

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁ ଅନେକ ସହର ଓ ଗ୍ରାମା଼ଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ସହରାଞ୍ଚଳର ଭିତ୍ତିଭୂମି ଯଥା ରାସ୍ତାଘାଟ, ଘର, ଶ୍ମଶାନ, ମନ୍ଦିର, ଶିକ୍ଷାନୁଷ୍ଠାନ ଆଦିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାଜଧାନୀ ଭୁବନେଶ୍ୱର ବନ୍ୟାରେ ଅଧିକ ପ୍ରଭାବିତ ହୋଇଥିବାରୁ…