Latest Odisha News

BREAKING NEWS

Browsing Category

ଫିଚର

କୋଚ ମୁହଁ ଖୋଲିଲେ, ଯଶସ୍ୱୀ ଜୈସୱାଲଙ୍କ ଗୁପଚୁପ ବିକ୍ରି କାହାଣୀର ସତ୍ୟତା ନାହିଁ

ନୂଆଦିଲ୍ଲୀ: ପ୍ରଭାବୀ ପ୍ରଦର୍ଶନ ବଳରେ ଭାରତୀୟ କ୍ରିକେଟର ଉଦୀୟମାନ ତାରକା ଯଶସ୍ୱୀ ଜୈସୱାଲ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୧୯ ବର୍ଷରୁ କମ ଟିମ ଏବଂ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ମାତ୍ର କେତେକ ଫେକ କାହାଣୀ ଯୋଗୁ ତାଙ୍କ…

କର୍ଣ୍ଣାଟକ ବିଧାୟକ ସବୁଠାରୁ ଧନୀ ; ୪୦୦୧ ଜଣ ବିଧାୟକଙ୍କ ସମ୍ପତ୍ତି ୩ଟି ରାଜ୍ୟର ବଜେଟଠାରୁ ବି ଅଧିକ

ଭୁବନେଶ୍ୱର:କର୍ଣ୍ଣାଟକରେ ସବୁ ନେତା ଧନୀ । କର୍ଣ୍ଣାଟକର ୨୨୩ ବିଧାୟକଙ୍କ ହାରାହାରି ସମ୍ପତ୍ତି ୧୪ କୋଟିରୁ ଅଧିକ ରହିଛି । ଅନ୍ୟପକ୍ଷେ ଓଡ଼ିଶାରେ ୧୧୩ ବିଧାୟକଙ୍କ ହାରାହାରି ସମ୍ପତ୍ତି ୪ କୋଟି । ଯାହା ମିଜୋରାମ ଓ  ସିକ୍କିମର  ବାର୍ଷିକ ବଜେଟ ୨୦୨୩-୨୪ ଠାରୁ ଅଧିକ ଅଟେ।ଏଡିଆର…

ଦୁନିଆର ସବୁଠୁ ଦାମୀ ସାପ, ଗୋଟିଏ ବିକ୍ରି କଲେ ସେହି ଟଙ୍କାରେ ବିଳାସପୂର୍ଣ୍ଣ କାର କିଣିହେବ

ଇଣ୍ଡୋନେସିଆ: ଦୁନିଆରେ ଅନେକ ବିଷଧର ଓ ବିଷହୀନ ସାପ ରହିଛନ୍ତି । ସାପର ନାଁ ଶୁଣିଲେ ଲୋକେ ଭୟ କରନ୍ତି । କିନ୍ତୁ ଏମିତି ଏକ ସାପ ଅଛି, ଯାହାକୁ ଲୋକେ ଘରେ ରଖିବାକୁ ପସନ୍ଦ କରନ୍ତି । କାରଣ ତାହା ଦୁନିଆର ସବୁଠୁ ଦାମୀ ସାପ ଭାବେ ପରିଚିତ । ଏହି ସାପକୁ ଗୋଟିଏ ବିକିଲେ ସେହି ମୂଲ୍ୟରେ ଏକ…

‘ନୁହ’ର ଲୋମ ଟାଙ୍କୁରା କାହାଣୀ; କାରଗିଲ ଯୋଦ୍ଧା ବାପା ସାମ୍ନାରେ ଚାଲିଗଲା ପୁଅର ଜୀବନ

ନୂଆଦିଲ୍ଲୀ: ହରିଆଣା ନୁହରେ ଦେଖାଦେଇଥିବା ସାଂପ୍ରଦାୟିକ ହିଂସାର ଲୋମ ଟାଙ୍କୁରା କାହାଣୀ । ଜଣେ ବାପାର ଆଖି ସାମ୍ନରେ ଚାଲିଯାଉଛି ଜୀବନ ।   କାରଗିଲ ଯୁଦ୍ଧରେ ଶତ୍ରୁକୁ ମାଟି ଚଟେଇ ବିଜୟ ଟିକା ପିନ୍ଧି ଆସିଥିଲେ  ।  ହେଲେ ନିଜ ମାଟିରେ ଦଙ୍ଗାକାରୀଙ୍କ ସହ ଲଢି ତାଙ୍କ ପୁଅ ଶହୀଦ ହୋଇଗଲେ…

ଆସନ୍ତୁ ଜାଣିବା ଏକ ନିଆରା ଗ୍ରାମ ସମ୍ପର୍କରେ…ଏଠି ସମସ୍ତେ ସମସ୍ତଙ୍କ ବନ୍ଧୁ ବାନ୍ଧବ

ଭୋପାଳ: ମଧ୍ୟପ୍ରଦେଶର ଶହଡୋଲରେ ଏକ ନିଆରା ଗ୍ରାମ ରହିଛି । ସମ୍ପର୍କର ଡୋରିକୁ ବିଶ୍ୱାସ କରିବା ଆମମାନଙ୍କ ରକ୍ତରେ ଦୌଡିଥାଏ । ତେବେ ଏହି ଗ୍ରାମ ଆହୁରି ପାଦେ ଆଗେଇ ଯାଇଛି । ଗ୍ରାମର ପ୍ରତ୍ୟେକ ବ୍ୟକ୍ତି କୌଣସି ବାଟେ ଅନ୍ୟ ଜଣଙ୍କ ସମ୍ପର୍କୀୟ । ଅତି କମରେ ସମ୍ପୂର୍ଣ୍ଣ ଗ୍ରାମ ଭିତରେ ଜଣେ…

ଆସନ୍ତା ତିନି ଘଣ୍ଟା ପାଇଁ ଏହି ୬ ଜିଲ୍ଲାରେ ପ୍ରବଳ ବର୍ଷିବ; ଜାରି ହେଲା ରେଡ ୱାର୍ଣ୍ଣିଂ

ଭୁବନେଶ୍ୱର:ଆସନ୍ତା ତିନି ଘଣ୍ଟା ପାଇଁ ୬ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଦେଇଛି ପାଣିପାଗ । ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ । ଲଘୁଚାପ ପ୍ରଭାବରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦୁଝର ଜିଲ୍ଲା ପାଇଁ ରେଡ ୱର୍ଣ୍ଣିଂ ଜାରି କରିଛି ପାଣିପାଗ…

ବିଜେଡିର ମହିଳା ବିରୋଧୀ ଚେହେରା ସଂସଦରେ ସ୍ପଷ୍ଟ ହୋଇଛି-ଆପ୍

ଭୁବନେଶ୍ୱର: ଘରେ କଳି । ବାହାରେ ମେଳି । ବିଜୁ ଜନତା ଦଳର ଏପରି ନୀତିକୁ ତୀବ୍ର ସମାଲୋଚନା କରିଛି ଆପ । ଦିଲ୍ଲୀ ବିଲ ଓ ଅନାସ୍ଥା ପ୍ରସ୍ତାବ ବିଲରେ କେନ୍ଦ୍ରରେ ବିଜେପିକୁ ସମର୍ଥନ କରୁଥିବାରୁ ବିଜେଡି ସରକାର ଉପରେ ବର୍ଷିଛି ଆପ । ଆପ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର କହିଛନ୍ତି,…

ପ୍ରଥମ ବନ୍ୟାଜଳ ଛାଡ଼ିଲା ଲୋୟର ଇନ୍ଦ୍ର: ଦୁଇଟି ଗେଟ୍ ଦେଇ ଛଡ଼ାଯାଉଛି ପାଣି

ନୂଆପଡା : ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରୁ ପ୍ରଥମ ଥର ପାଇଁ ଜଳ ନିଷ୍କାସନ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଯୁଗଲ କିଶୋର ଖଟୁଆ । ଜଳ ନିଷ୍କାସନ ସମୟ ରେ ଲୋୟର ଇନ୍ଦ୍ର ଡ୍ୟାମର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଯୁଗଳ କିଶୋର…

ଏଣିକି ନକଲି ଔଷଧ ସହଜରେ ହେବ ଚିହ୍ନଟ: ପ୍ରତ୍ୟେକ ଔଷଧ ଉପରେ ରହିବ QR କୋଡ୍

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ନକଲି ଔଷଧକୁ ରୋକିବା ପାଇଁ କେନ୍ଦ୍ର ସରକାର ଔଷଧଗୁଡ଼ିକ ଉପରେ QR କୋଡ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡ୍ରଗ୍ସ କଣ୍ଟ୍ରୋଲର୍‌ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ୩୦୦ ଫାର୍ମା କମ୍ପାନୀକୁ ଅଗଷ୍ଟ ୧ରୁ QR କୋଡ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛି। ନିର୍ଦ୍ଦେଶ…

ମୁସଲମାନ ମହିଳାଙ୍କଠାରୁ ରାକ୍ଷୀ ବନ୍ଧାଇବେ ବିଜେପି ନେତା, ନିର୍ଦ୍ଦେଶ ଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଆଗାମୀ ରକ୍ଷାବନ୍ଧନରେ ମୁସଲମାନ ମହିଳାମାନଙ୍କଠାରୁ ରାକ୍ଷୀ ବନ୍ଧାଇବେ ବିଜେପି ନେତା। ସାଂସଦ ତଥା ବିଜେପି ଏବଂ ଏନଡିଏ ଦଳର ନେତାମାନେ ମୁସଲମାନ ମହିଳାଙ୍କ ସହ ରକ୍ଷାବନ୍ଧନ ପର୍ବ ପାଳନ କରିବେ। ମୋଦୀ ବିଜେପି ଏବଂ ଏନଡିଏ…