Latest Odisha News

BREAKING NEWS

Browsing Category

ଫିଚର

ଆଫଗାନିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା: ୪୭ ମୃତ, ୫୭ରୁ ଅଧିକ ଗୁରୁତର

କାବୁଲ: ଆଫଗାନିସ୍ତାନର ବନ୍ୟାର ତାଣ୍ଡବ। ଥମିବାର ନା ନେଉ ନାହିଁ ଏହି ବନ୍ୟା। ଦିନକୁ ଦିନ ଏଠାରେ ବନ୍ୟାର ପରିସ୍ଥିତ ଭୟାବହ ହେବାରେ ଲାଗିଛି। ଆଫଗାନିସ୍ତାନର ୧୧ଟି ପ୍ରୋଭିନ୍ସରେ ପ୍ରଳୟଙ୍କାରୀ ବନ୍ୟା ସୃଷ୍ଟି ହୋଇଛି। ଗତ ଏକ ସପ୍ତାହରେ ବନ୍ୟାରେ ପାଖାପାଖି ୪୭ ଜଣଙ୍କର ଜୀବନ ଗଲାଣି ଏବଂ…

ଅଜବ ଏ ରିଲ୍‌ସ ନିଶା, ଆଇଫୋନ କିଣିବାକୁ ୮ ମାସର ପୁଅକୁ ବିକିଦେଲେ ବାପା-ମାଆ

କୋଲକାତା: ସୋସିଆଲ ମିଡିଆ ଏବେ ଅନେକ ଲୋକଙ୍କ ଦୈନିନ୍ଦିନ ଜୀବନର ଅବଚ୍ଛେଦ୍ୟ ଅଂଶ ପାଲଟି ଗଲାଣି। ଆଜିକାଲି ଯୁବପିଢିଙ୍କର ଇନଷ୍ଟାଗ୍ରାମରେ ରିଲ୍‌ସ ଭିଡିଓ ବନେଇ ପୋଷ୍ଟ କରିବା ଏକ ନିଶା ପାଲଟିଲାଣି। ହେଲେ ପଶ୍ଚିମବଙ୍ଗର ଏକ ଦମ୍ପତିଙ୍କ ଏଭଳି ନିଶା କଥା ଶୁଣିଲେ ଯେକେହିବି ଆଶ୍ଚର୍ଯ୍ୟ ହେବେ।…

ଖାଦ୍ୟରେ ସାମିଲ୍ କରନ୍ତୁ କଞ୍ଚା ଲଙ୍କା, ଦୂର ହେବ ଏହି ସବୁ ରୋଗ…..

ଓଡ଼ିଶା ସମ୍ବାଦ ବ୍ୟୁରୋ: କିଛି ଲୋକଙ୍କୁ ସ୍ପାଇସି ଖାଦ୍ୟ ପସନ୍ଦ। ସେଥିପାଇଁ ଏମାନେ ଖାଦ୍ୟରେ ଲଙ୍କାକୁ ସାମିଲ୍‌ କରନ୍ତି। ଆଉ ଲଙ୍କା ଭିତରେ କଞ୍ଚା ଲଙ୍କା ପ୍ରାୟ ସମସ୍ତଙ୍କର ପସନ୍ଦ। କଞ୍ଚା ଲଙ୍କାକୁ ଆପଣ ଯେଉଁଥିରେ ବି ପକାଇ ରାନ୍ଧନ୍ତୁ ଏହା ସ୍ୱାଦକୁ ଦୁଇ ଗୁଣା କରିଦେବ। ପାଟିକୁ ରାଗ…

ମଶା କାମୁଡାରେ ଡହଳ ବିକଳ ଲୋକେ, ରାଜଧାନୀରୁ ଦିନକରେ ୪୩ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର: ମାଡିଚାଲିଛି ଡେଙ୍ଗୁ। ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଜଳାଳୟ ପାଲଟିଛି ମଶାଙ୍କ ଘର। ରାଜଧାନୀର ବିଭିନ୍ନ ସ୍ଥାନରେ ଜମିରହୁଛି ପାଣି। ଏଥିଯୋଗୁଁ ଡେଙ୍ଗୁ ମଶାଙ୍କ ବଂଶ ବିସ୍ତାର ଦୃତଗତିରେ ବୃଦ୍ଧି ପାଇଚାଲିଛି। ଗତ ୨୪ ଘଣ୍ଟାରେ ରାଜଧାନୀରୁ ୪୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ…

ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରୀଙ୍କ ଖାଇବା ଥାଳିରେ ରୁଟିରେ ଅସରପା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ନିଜ ରୁଟିରେ ଏକ ଅସରପା ଲାଗିଥିବା ଦେଖିବାକୁ ପାଇବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଇଆରସିଟିସି କ୍ୟାଟରିଂ ଷ୍ଟାଫ୍ ଏହି ଖାଦ୍ୟ ପରିବେଷଣ କରିଥିଲେ। ଭୋପାଳରୁ ଗ୍ୱାଲିୟର ଯାଉଥିବା ବେଳେ ଏପରି ଏକ…

ଓଡ଼ିଆ ଉପନ୍ୟାସ “ଯାଜ୍ଞସେନୀ”ର ସଂସ୍କୃତ ଅନୂଦିତ ପୁସ୍ତକ ଉନ୍ମୋଚିତ

ନୂଆଦିଲ୍ଲୀ: ଭାରତର ଇତିହାସରେ ଯାଜ୍ଞସେନୀ ଦ୍ରୌପଦୀ, ଅହଲ୍ୟା ଏବଂ ଶ୍ରବଣ କୁମାରଙ୍କ ଭଳି ଅନେକ ଚରିତ୍ର ଅଛନ୍ତି । ଏହି କଥାକୁ ନୂଆ ପୀଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଆମର ବିଶ୍ୱବିଦ୍ୟାଳୟଗୁଡ଼ିକ ଉକ୍ତ ବିଷୟ ଉପରେ ଅନୁସନ୍ଧାନ ସହ ବାଖ୍ୟାନ କରିବା ପାଇଁ ଦାୟିତ୍ୱ ନେବାକୁ ଆହ୍ୱାନ…

ଓଡ଼ିଶାରେ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଧର୍ମେନ୍ଦ୍ରଙ୍କୁ ପ୍ରତିଶ୍ରୁତି ଦେଲେ ଗଡକରୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା କରିବା ସହ ଆଲୋଚନା…

ରାଜ୍ୟରେ କମୁଛି ପିଏମ-କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ, ବିଜେଡି-ବିଜେପି ମୁହାଁମୁହିଁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ରାଜ୍ୟରେ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ଓଡ଼ିଶା ବିଜେପି ଓ ଶାସକ ବିଜୁ ଜନତା ଦଳ ମଧ୍ୟରେ ଟଣାଓଟରା ଚାଲିଛି। ଯେତେବେଳେ ପ୍ରଥମ ଥର ପାଇଁ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା, ସେତେବେଳେ ରାଜ୍ୟର ୯ ଲକ୍ଷ ୭୩ ହଜାର ୮୬୦ ଜଣ ଚାଷୀ ଏହି…

ମୌକା ଦେଖି ଚୌକା ମାରିବ କି ବିଜେଡି? ୮ରୁ ଖସିବ ବିଜେପି ସାଂସଦଙ୍କ ସଂଖ୍ୟା!

ଭୁବନେଶ୍ୱର: ରାଜନୀତିରେ ବାରନେଗିଂ ହେଉଛି ଏକ ରଣକୈଶଳ। ଯାହାର ବାରନେଗିଂ ଯେମିତି ତାର ଦବଦବା ମଧ୍ୟ ସେମିତି। କ୍ଷମତାରେ ଆସନରେ ବସିବାକୁ କେହି ନୁହେଁ ଚିରାଚରିତ ଶତ୍ରୁ ବା ମିତ୍ର ଆଧାରରେ ଏବେ ବିଜେଡି ବିଜେପି ସହ ଗୋଟିଏ ବଡ ଡିଲ କରିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି। ସଂସଦରେ…

ଦିନିକିଆ ବିଶ୍ୱକପ କ୍ରିକେଟ କାର୍ଯ୍ୟସୂଚୀରେ ହେବ ପରିବର୍ତନ, ସୂଚନା ଦେଲେ ଜୟ ଶାହ

ଅହମ୍ମଦାବାଦ: ଭାରତରେ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ କାର୍ଯ୍ୟସୂଚୀରେ ପରିବର୍ତନ ହେବା ଏକପ୍ରକାର ନିଶ୍ଚିତ ବୋଲି ବିସିସିଆଇ ସେକ୍ରେଟାରୀ ଜୟ ଶାହ କହିଛନ୍ତି । ଦିନିକିଆ ବିଶ୍ୱକପରେ ସାମିଲ ୩ ସଦସ୍ୟ ଦେଶ କାର୍ଯ୍ୟସୂଚୀ ନେଇ ଅଭିଯୋଗ କରିଛନ୍ତି । ପୂର୍ବରୁ…