Latest Odisha News

BREAKING NEWS

Browsing Category

ଫିଚର

ଦଳ ବିରୋଧୀ ମନ୍ତବ୍ୟ ପାଇଁ କଂଗ୍ରେସରୁ ବହିଷ୍କୃତ ଚିରଞ୍ଜୀବଙ୍କ ସମର୍ଥକ

ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କୃତ ହେଲେ ପିସିସି ସାଧାରଣ ସମ୍ପାଦକ ନାରାୟଣ ଜେନା। ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ କଂଗ୍ରେସ ତାଙ୍କୁ ବହିଷ୍କାର କରିଛି। ଆଜି ଶୃଙ୍ଖଳା କମିଟିର ବୈଠକ ବସିଥିଲା। ଏହି ବୈଠକର ଅଧ୍ୟକ୍ଷ ଏବଂ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ନାରାୟଣ ଜେନାଙ୍କୁ ଦଳରୁ ବହିଷ୍କାର…

ମହଙ୍ଗା ପଡ଼ିଲା ଜେଲରେ ଡ୍ୟୁଟି ସମୟରେ ଶୋଇବା, ୨ ୱାର୍ଡର ନିଲମ୍ବିତ

ଅନୁଗୁଳ: ଜେଲରେ ଶୋଇବା ୨ ୱାର୍ଡରଙ୍କୁ ମହଙ୍ଗା ପଡ଼ିଛି । ଡ୍ଯୁଟି ସମୟରେ ଶୋଇ ପଡ଼ିଥିବା ଫଟୋ ଭାଇରାଲ ପରେ ଦୁଇ ୱାର୍ଡର ନିଲମ୍ବିତ ହୋଇଛନ୍ତି । ଅନୁଗୁଳ ଜିଲ୍ଲା ତାଳଚେର ଜେଲ୍‌ର ଦୁଇ ଜେଲ୍ ୱାର୍ଡର୍ ଶୋଇବାର ଫଟୋ ଭାଇରାଲ୍ ପରେ ଜେଲ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ୱାର୍ଡର…

ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ଛତିଶା ନିଯୋଗ ବୈଠକରେ ବାହାରି ପାରିଲାନି ନିଷ୍କର୍ସ

ପୁରୀ: ଆଜି ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶେଷ ହୋଇଥିଲେ ମଧ୍ୟ ସିଂହଦ୍ଵାର ବ୍ୟତୀତ ଅନ୍ୟ କେଉଁ ଦ୍ଵାର ଖୋଲିବ ସେ ନେଇ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ବୈଠକରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିବା ବେଳେ ଅନେକ ମତାମତ ଆସିଛି । ଏସବୁକୁ ନେଇ…

ସିଗନାଲରେ ତ୍ରୁଟିଥିବା ଯୋଗୁଁ ବାହାନଗାରେ ଟ୍ରେନ ଦୁର୍ଘଟଣା ଘଟିଛି: ରେଳମନ୍ତ୍ରୀ

ନୂଆଦିଲ୍ଲୀ: ସିଗନାଲ-ସର୍କିଟ-ବଦଳରେ ତ୍ରୁଟି ଯୋଗୁଁ ବାଲେଶ୍ୱର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସକୁ ଭୁଲ୍ ସିଗନାଲ ମିଳିଥିଲା, ଯାହା ଫଳରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟି ୨୯୫ ଜଣଙ୍କର ମୃତ୍ୟୁ ଘଟିଥିଲା ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଗତ ଜୁନ ୨ ତାରିଖରେ…

ଫ୍ଲେମିଙ୍ଗୋସ୍ ଚଢେଇର ଅଜବ ଜୀବନଶୈଳୀ: ନିଆରା ଢଙ୍ଗରେ କରାଏ ସ୍ତନ୍ୟପାନ

ଦୁନିଆରେ ଭିନ୍ନ ଭିନ୍ନ ପ୍ରଜାତିର ଜୀବ ଅଛନ୍ତି । ପ୍ରତ୍ୟେକ ଜୀବ ବିଷୟରେ ଏବେ ବି ସୂଚନା ଅଜଣା ହୋଇ ରହିଛି । ଏବେ ସୋସିଆଲ ମିଡିଆରେ ଫ୍ଲେମିଙ୍ଗୋସ୍‌ର ଏକ ଭିଡିଓ ଭାଇରାଲ ହେଉଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଏହାକୁ ଯେତେବେଳେ ଦେଖିବେ ଭାବିବେ ଫ୍ଲେମିଙ୍ଗୋସ୍ ୍ ପରସ୍ପରର ରକ୍ତ…

ହୋଇପାରୁନି ବନକଲାଗି ନୀତି, ଦତ୍ତମହାପାତ୍ର ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନର କାରଣ ଦର୍ଶାଅ ନୋଟିସ

ପୁରୀ: ନିଳାଦ୍ରୀବିଜେଠୁ ହୋଇପାରିନି ଶ୍ରୀଜିଉଙ୍କ ବନକଲାଗି ନୀତି। ସପ୍ତାହକରେ ବୁଧବାର ନା ଗୁରୁବାର କେହେ ହେବ ଏହି ନୀତିକାନ୍ତି ସେନେଇ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ବନକଲାଗି ନୀତି ପାଇଁ ଦାୟୀ ଦତ୍ତମହାପାତ୍ର ନିଯୋଗଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର…

ଏମର୍ଜିଂ ଏସିଆ କପ କ୍ରିକେଟ: ଫାଇନାଲରେ ପାକିସ୍ତାନ ଏକୁ ଭେଟିବ ଭାରତ ଏ

କଲମ୍ବୋ: ଚଳିତ ଏମର୍ଜିଂ ଏସିଆ କପ କ୍ରିକେଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଭାରତ ଏ ଓ ପାକିସ୍ତାନ ଏ ମଧ୍ୟରେ ଟାଇଟଲ ମୁକାବିଲା ହେବ । ଆଜି ଅନୁଷ୍ଠିତ ସେମିଫାଇନାଲରେ ଭାରତ ଏ ୫୧ ରନରେ ବାଂଲାଦେଶ ଏକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୪୯.୧ ଓଭରରେ ୨୧୧ ରନ କରି ଅଲଆଉଟ…

ସାବଧାନ! ଭଦ୍ର ଲୋକ ବେଶରେ ଜମି କେଳେଙ୍କାରୀ, ୨୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ସାବଧାନା ଜମି ବିକିବା ପାଇଁ ଆଗକୁ ଅଣାଯାଉଛି ଭଦ୍ର ବ୍ୟକ୍ତିର ଚାଲି ଚଳଣ। କିନ୍ତୁ ଉଦ୍ଦେଶ୍ୟ ଜମି ଠକେଇ କରି ମାଲେମାଲ ହେବା ଏବଂ ଜମି କିଣିବାକୁ ଉଦ୍ଦେଶ୍ୟ ରଖିଥିବା ବ୍ୟକ୍ତିକୁ ସର୍ବସ୍ବାନ୍ତ କରିବା। ଏହିପରି ଏକ ମାମଲାରେ ଜଣେ ୭୫ ବର୍ଷୀୟ ବୃଦ୍ଧା ଜାଲିଆତିର ଶିକାର ହୋଇ ୨୫…

କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ୧୦୦୧.୧୪ କୋଟି ଟଙ୍କା, ୨ ବର୍ଷରେ ହେବ ୧୧ଟି ସାମୁହିକ କର୍କଟ ଚିକିତ୍ସା ୟୁନିଟ୍

ଭୁବନେଶ୍ୱର: କର୍କଟ ବା କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ କ୍ୟାବିନେଟ୍ ୧୦୦୧.୧୪ କୋଟି ଟଙ୍କା ବଜେଟ୍ ଅନୁମୋଦନ କରିଛି । ୨ ବର୍ଷ ମଧ୍ୟରେ ୧୧ଟି ସାମୁହିକ କର୍କଟ ଚିକିତ୍ସା ୟୁନିଟ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବରଗଡ଼, ଭୀମସାର ବୁର୍ଲା, ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କୋରାପୁଟ, ଏମକେସିଜି…

ଘରେ ପଶିଗଲା ୧୪ ଫୁଟ ଲମ୍ବା କିଙ୍ଗ୍ କୋବ୍ରା, ଧରିବାକୁ ୬ ଜଣଙ୍କୁ ଲାଗିଲା ୨ ଘଣ୍ଟା

ବିହାର: ସାପ ବିଷାକ୍ତ ହେଉ ବା ନ ହେଉ ତାର ନାଁ ଶୁଣିଲେ ଲୋକେ ଭୟ କରନ୍ତି । ଆଉ ପ୍ରତ୍ୟେକ ସାପଠାରୁ କିଙ୍ଗ୍ କୋବ୍ରା ସବୁଠୁ ବେଶୀ ବିଷାକ୍ତ । ସେଥିଲାଗି ଲୋକେ ସାପଠୁ ଦୂରେଇ ରହିଥାନ୍ତି । ହେଲେ ଏବେ ବର୍ଷା ଦିନରେ ଅନେକଙ୍କ ଘରେ ସାପ ପଶି ଛୁଆ ଦେଉଥିବା ଦେଖିବାକୁ ମିଳୁଛି । ଫଳରେ ଲୋକେ…