Latest Odisha News

BREAKING NEWS

Browsing Category

ଫିଚର

ଘରୋଇ ସ୍କୁଲକୁ ସରକାରଙ୍କ ବୈମାତୃକ ମନୋଭାବ ଅଭିଯୋଗ, ରାଜ୍ୟବ୍ୟାପୀ ସଂଘର ଧର୍ମଘଟ

ବଲାଙ୍ଗିର: ମାଗଣା ବହି ଓ ସରକାରଙ୍କ ଠାରୁ ଆବଶ୍ୟକ ସୁବିଧା ସୁଯୋଗ ସମେତ ୪ ଦଫା ଦାବି ନେଇ ଶୁକ୍ରବାର ବଲାଙ୍ଗିର ଜିଲ୍ଲାର ଘରୋଇ ସ୍କୁଲ ମାଲିକମାନେ ଆନ୍ଦୋଳନ କରିଛନ୍ତି। ଯାହାକୁ ସାରା ରାଜ୍ୟରେ ସମସ୍ତ ଘରୋଇ ସ୍କୁଲ ମାଲିକ ସମର୍ଥନ କରିଥିବା ଦାବି ହୋଇଛି। ଏହି ବନ୍ଦ ପାଳନର ଜିଲ୍ଲାରେ…

୧୬୭୮ ଦିନ ପରେ ବିଦେଶ ମାଟିରେ ଟେଷ୍ଟ ଶତକ ହାସଲ କଲେ କୋହଲି

ପୋର୍ଟ ଅଫ ସ୍ପେନ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କର ୫୦୦ତମ ଆନ୍ତର୍ଜାତୀୟ ମ୍ୟାଚରେ ଶତକ ମାରି ଏହାକୁ ସ୍ମରଣୀୟ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଅବସରରେ ସେ ଏହି ସଫଳତା ହାସଲ କରିଛନ୍ତି । ଚଳିତ ବର୍ଷ ଅହମ୍ମଦାବାଦରେ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ…

ଚାଉଳ ଗୁଣ୍ଡ ଓ ରଙ୍ଗ ମିଶାଇ ପ୍ରସ୍ତୁତ ହେଉଥିଲା ଅପମିଶ୍ରିତ ମସଲା, ମାଲିକ ଅଟକ

କଟକ: ମାଲଗୋଡାଉନ ଅଞ୍ଚଳରେ ଅପମିଶ୍ରିତ ମସଲା ୟୁନିଟ୍ ଠାବ କରିଛି କମିଶନରେଟ୍ ପୋଲିସ। କଟକ ମହାନଗର ନିଗମ (ସିଏମସି) ଓ ସ୍ବାସ୍ଥ୍ୟ ଅଧିକାରୀଙ୍କ ଏକ ସ୍କ୍ୱାର୍ଡର ମିଳିତ ଟିମ୍ ଚଢାଉ କରିବାପରେ ଅପମିଶ୍ରିତ ମସଲା ୟୁନିଟର ମାଲିକଙ୍କୁ ଅଟକ ରଖାଯାଇଛି। ଏହି ୟୁନିଟରେ ଚାଉଳ ଗୁଣ୍ଡ ଓ ରଙ୍ଗ…

ବନ ସୁରକ୍ଷା ସମିତି ପାଇଁ ସାରା ରାଜ୍ୟରେ ନିର୍ମାଣ ହେବ ୧୦ ହଜାର ଗୃହ

ଭୁବନେଶ୍ୱର: କ୍ଯାବିନେଟ୍ ଅନୁମୋଦନ କରିଥିବା ନିଷ୍ପତ୍ତି ଭିତରେ ବନ ସୁରକ୍ଷା ସମିତି ଗୃହ ନିର୍ମାଣ ରହିଛି । ଜଙ୍ଗଲର ସଂରକ୍ଷଣ ଓ ସୁରକ୍ଷା କ୍ଷେତ୍ରରେ ବନ ସୁରକ୍ଷା ସମିତି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବନ ସୁରକ୍ଷା ସମିତି ପାଇଁ ସାରା ରାଜ୍ୟରେ ୧୦ ହଜାର ଗୃହ ନିର୍ମାଣ କରାଯିବା ନେଇ…

ଦଳୀୟ କନ୍ଦଳ ପାଇଁ ଦୁଇ ମାସ ପରେ ବି ପୂରଣ ହୋଇପାରୁନି ବାଚସ୍ପତି ପଦ: ବିରୋଧୀ

ଭୁବନେଶ୍ୱର: ବିଧାନସଭାର ବାଚସ୍ପତି ପଦ ଦୁଇ ମାସରୁ ଊର୍ଦ୍ଧ୍ୱ ହେବ ଖାଲି ପଡ଼ିଥିବା ବେଳେ ଏହା କେବେ ପୂରଣ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଶାସକ ବିଜୁ ଜନତା ଦଳ ନୂଆ ବାଚସ୍ପତି ନିଯୁକ୍ତିରେ ବିଳମ୍ବକୁ ନେଇ ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଥିବା ବେଳେ ସରକାର ସାମ୍ବିଧାନିକ…

ଭାରତୀୟ କୁସ୍ତି ସିଂଘ ନିର୍ବାଚନ ଅଗଷ୍ଟ ୧୨ରେ

ନୂଆଦିଲ୍ଲୀ: ଅଗଷ୍ଟ ୧୨ରେ ଭାରତୀୟ କୁସ୍ତି ସଂଘର ନିର୍ବାଚନ ହେବ ବୋଲି ଶୁକ୍ରବାର ଘୋଷଣା କରାଯାଇଛି । ପୂର୍ବରୁ ଆଡହକ କମିଟି ନିର୍ବାଚନ ଜୁଲାଇ ୬ରେ ହେବ ବୋଲି ଧାର୍ଯ୍ୟ କରିଥିଲେ । ମହାରାଷ୍ଟ୍ର, ହରିୟାଣା, ତେଲେଙ୍ଗାନା, ରାଜସ୍ଥାନ ଓ ହିମାଚଳପ୍ରଦେଶକୁ ଏଥିପାଇଁ ଅଯୋଗ୍ୟ ଘୋଷିତ…

କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ, ମାଆଙ୍କ ପାଇଁ ୧ ଲକ୍ଷ ସ୍କୁଟି ଋଣରେ ସୁଧ ସମ୍ପୂର୍ଣ୍ଣ ଛାଡ଼

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୧୧ଟି ବିଭାଗର ୧୭ଟି ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । କ୍ୟାବିନେଟ୍ ବୈଠକରେ ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୨୮.୫୫ କୋଟି…

ଭିନ୍ନ ପରମ୍ପରା: ବିବାହ ସମୟରେ ମାଛ ଭସାନ୍ତି ବରକନ୍ୟା

ମଣିପୁର: ମଣିପୁର ଏବେ ହିଂସାକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛି । ନିକଟରେ ସେଠାର ଏକ ଭୟାନକ ଭିଡିଓ ଲୋକଙ୍କୁ ଚକିତ କରିଛି, ଯେଉଁଥିରେ ଅନେକ ପୁରୁଷ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ନେଉଛନ୍ତି । ଏହି କାରଣରୁ ବିଶ୍ୱ ସ୍ତରରେ ଭାରତର ଏହି ରାଜ୍ୟ ଚର୍ଚ୍ଚାରେ ରହିଛି । ଏଭଳି ଘଟଣାକୁ…

ଦ୍ରୁତ ବେଗରେ ଫିଟ ହେଉଛନ୍ତି ବୁମରାହ, ପନ୍ତ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ୫ଜଣ ଷ୍ଟାର ଖେଳାଳି ଏନସିଏରେ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି । ଏହି ୫ଜଣ ଖେଳାଳି ହେଲେ ଯଶପ୍ରୀତ ବୁମରାହ, ପ୍ରସିଦ୍ଧ କ୍ରିଷ୍ଣା, ଶ୍ରେୟାସ ଆୟାର, କେଏଲ ରାହୁଲ ଓ ରିଷଭ ପନ୍ତ । ବୁମରାହ ଏବେ ଫିଟ ହେବା ସହ ରିହ୍ୟାବ କ୍ୟାମ୍ପରେ ବୋଲିଂ ଅଭ୍ୟାସ ଆରମ୍ଭ…

ମୋଦିଙ୍କୁ ମହଙ୍ଗା ପଡିବ ଛତିଶଗଡ ମନ୍ତବ୍ୟ !

ଭୁବନେଶ୍ୱର: ମଣିପୁର ହିଂସା ସମ୍ପର୍କିତ ମନ୍ତବ୍ୟରେ ଛତିଶଗଡ଼କୁ ଯୋଡିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ। ମଣିପୁର ହିଂସାକାଣ୍ଡ ଘଟଣା ସହ ଛତିଶଗଡ଼ର ଆଇନଶୃଙ୍ଖଳା ସ୍ଥିତିକୁ ତୁଳନା କରି ମୋଦି ଛତିଶଗଡ଼କୁ ବଦନାମ କରିବାକୁ ଚେଷ୍ଟା…