Latest Odisha News

BREAKING NEWS

Browsing Category

ଫିଚର

ଜାତୀୟ ଶିକ୍ଷା ନୀତିର ତୃତୀୟ ବାର୍ଷିକୀ ସମାରୋହ: ଅଖିଳ ଭାରତୀୟ ଶିକ୍ଷା ସମାଗମ କାର୍ଯ୍ୟକ୍ରମ ଉଦଘାଟନ କରିବେ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୯ ତାରିଖରେ ନୂଆଦିଲ୍ଲୀର ପ୍ରଗତି ମୈଦାନ ସ୍ଥିତ ଆଇଟିପିଓ ଠାରେ ଦ୍ୱିତୀୟ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦଘାଟନ କରିବେ। ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ…

କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ-ଓଡି଼ଶା ସରକାରଙ୍କ ଏମଓୟୁ ସ୍ୱାକ୍ଷରିତ, ହଜାରେ ଗବେଷକଙ୍କୁ ମିଳିବ ତାଲିମ

ୱାଶିଂଟନ: କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ସହ ଓଡ଼ିଶା ସରକାରଙ୍କ ଏମଓୟୁ ସ୍ୱାକ୍ଷରିତ। ଉଚ୍ଚ-ବୈଷୟିକ କ୍ଷେତ୍ରରେ ପାଖାପାଖି ୧ ହଜାର ଗବେଷକଙ୍କୁ ତାଲିମ ଦିଆଯିବ। ଏହି ସହଯୋଗିତା ଜରିଆରେ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଆଲୁମିନି ନେଟ୍‌ୱର୍କ ସହ ରାଜ୍ୟ ସରକାର ଯୋଡ଼ି ହୋଇପାରିବେ।…

ସ୍ପାଇଡରମ୍ୟାନ୍ ଭଳି ଛାତ ଓ କାନ୍ଥରେ ଚଢିଯାଉଛି କୁନି ଝିଅ, ପରିବାର ଲୋକେ ଚିନ୍ତିତ

ଚୀନ୍‌: କୁନି କୁନି ପିଲାମାନଙ୍କର ଅନେକ ପ୍ରତିଭା ଦେଖିଥିବେ । କିନ୍ତୁ କେବେ କେବେ ଏହି ପିଲାମାନେ ଏମିତି କିଛି କରି ଦେଖାନ୍ତି, ଯାହାକୁ ଆଖିରେ ଦେଖିଲେ ବି ବିଶ୍ୱାସ କରି ହୁଏ ନାହିଁ । ଏବେ ଚୀନର ସେମିତି ଜଣେ କୁନି ଝିଅ ଭିନ୍ନ କୌଶଳ ଦେଖାଇ ନିଜକୁ ସ୍ପାଇଡ଼ର ଗାର୍ଲ ବୋଲି ପ୍ରମାଣିତ…

ଅଟୋ ଡ୍ରାଇଭରଙ୍କ ଅଜବ ଅଫର: ଅଟୋରେ ଯାଆନ୍ତୁ, ମାଗଣାରେ ଟମାଟୋ ନିଅନ୍ତୁ

ଚଣ୍ଡିଗଡ଼: ଏବେ ଟମାଟୋ ଦର ଆକାଶ ଛୁଆଁ । ଅନେକ ସ୍ଥାନରେ ଏହାର ଦାମ ୩୦୦ ଟଙ୍କାରୁ ଅଧିକ ରହିଛି । ଏଭଳିସ୍ଥିତିରେ ଚଣ୍ଡିଗଡ଼ର ଜଣେ ଅଟୋ ଡ଼୍ରାଇଭର ଅଜବ ଅଫର ଘୋଷଣା କରିଛନ୍ତି । ତାଙ୍କ ଅଟୋରେ ଗଲେ ସେ ମାଗଣାରେ ଏକ କିଲୋ ଟମାଟୋ ଦେବେ ବୋଲି କହିଛନ୍ତି । ଏହାକୁ ନେଇ ସେ ଏବେ ସୋସିଆଲ ମିଡ଼ିଆରେ…

ସିଂଘମ ଏଗେନ ଫିଲ୍ମ ଛାଡିବା କାରଣ କହିଲେ ଭିକ୍କି କୌଶଲ

ମୁମ୍ବାଇ: ଜରା ହଟକେ ଫିଲ୍ମର ସଫଳତା ଉପଭୋଗ କରୁଥିବା ଭିକ୍କି କୌଶଲ ଏବେ ସିଂଘମ ଏଗେନ ଫିଲ୍ମ କାହିଁକି ଛାଡିଲେ ସ୍ପଷ୍ଟ କରିଛନ୍ତି । ରୋହିତ ଶେଟ୍ଟୀଙ୍କ ଏହି ଫିଲ୍ମରେ ସେ ଅଜୟ ଦେବଗାନଙ୍କ ଛୋଟ ଭାଇ ଭୂମିକା କରିବା ଏକ ପ୍ରକାର ସ୍ଥିର ହୋଇଥିଲା । ଭିକ୍କି ମଧ୍ୟ ଏହି ଭୂମିକା ନେଇ ବେଶ ଆଗ୍ରହୀ…

ଦିଲ୍ଲୀ ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ, ଶୀଘ୍ର ସଂସଦରେ ହେବ ଉପସ୍ଥାପନ

ନୂଆଦିଲ୍ଲୀ: ଦିଲ୍ଲୀରେ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ଅଧ୍ୟାଦେଶ ସମ୍ପର୍କିତ ବିଲକୁ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ଏବେ ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ଏହି ବିଲକୁ ଉପସ୍ଥାପନ କରି ପାରନ୍ତି । ଗତ ମେ ୧୯ରେ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଥିଲେ ।…

ଯୁବତୀଙ୍କ କେଶକୁ ଦେଖି ଯୁବକମାନେ ପାଗଳ : ଏହାକୁ ନେବାକୁ ଅଢେଇ କୋଟି ଟଙ୍କାର ଅଫର

ଆଜିକାଲି ନିଜକୁ ପରିଚିତ କରିବାକୁ ହେଲେ ସୋସିଆଲ ମିଡ଼ିଆ ହେଉଛି ସବୁଠୁ ସହଜ ମାଧ୍ୟମ । ଏଥିଲାଗି ଜଣେ ସହଜରେ ନିଜର ପ୍ରତିଭା ଦେଖାଇବା ସହ ଅଳ୍ପଦିନରେ ସ୍ୱତନ୍ତ୍ର ପରିଚୟ ବି ସୃଷ୍ଟି କରିପାରିବ । ବ୍ରିଷ୍ଟଲରେ ରହୁଥିବା ଜଣେ ଯୁବତୀ ନିଜର ଲମ୍ବା ଓ ଗହବା କେଶକୁ ସୋସିଆଲ ମିଡ଼ିଆରେ ସେୟାର କରି…

ରାଷ୍ଟ୍ରପତିଙ୍କ କଟକ ଗସ୍ତ ବେଳେ ବନ୍ଦ ରହିବ ହାଇକୋର୍ଟ ନିକଟରେ ଥିବା ଏସବୁ କାର୍ଯ୍ୟାଳୟ…

କଟକ: ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତାକାଲି ବୁଧବାର ରାଷ୍ଟ୍ରପତି କଟକ ଯିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ହାଇକୋର୍ଟ ନିକଟରେ ରହିଥିବା କାର୍ଯ୍ୟାଳୟ, ବ୍ୟାଙ୍କ ଓ ଡାକଘର ବନ୍ଦ ରହିବ ।…

ବଢ଼ୁଛି ଚାଉଳ ଦାମ, ଉତ୍ପାଦନ ହ୍ରାସ ପଛର କାରଣ କଣ ?

ନୂଆଦିଲ୍ଲୀ: ଟମାଟୋ ପରେ ଲୋକଙ୍କୁ କନ୍ଦାଇବା ଆରମ୍ଭ କଲାଣି ଚାଉଳ । ବିଶ୍ୱରେ ଏବେ ଚାଉଳ ସଂକଟ ଦେଖା ଦେଇଛି । ଦୁନିଆ ବ୍ୟାପୀ ଚଳିତ ବର୍ଷ କମ୍ ଚାଉଳ ଉତ୍ପାଦିତ ହୋଇଥିବା ବେଳେ ଭାରତ ଚାଉଳ ରପ୍ତାନୀ ଉପରେ ରୋକ୍ ଲଗାଇଛି । ଫିଚ୍ ସଲ୍ୟୁସନର ରିପୋର୍ଟ ଅନୁସାରେ, ବିଶ୍ୱବ୍ୟାପୀ କମିଛି ଚାଉଳର…

ଘରୋଇ ପିଚରେ ଭାରତୀୟ କ୍ରିକେଟ ଦଳ ଖେଳିବ ୧୬ ଆନ୍ତର୍ଜାତୀୟ ମ୍ୟାଚ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ୨୦୨୩ ଓ ୨୪ରେ ଭାରତୀୟ ଦଳ ଘରୋଇ ପରିବେଶରେ ୧୬ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳିବ । ଏଥିରେ ୫ଟି ଟେଷ୍ଟ, ୩ ଦିନିକିଆ ଓ ୮ଟି ଟି୨୦ ମ୍ୟାଚ ଖେଳାଯିବ । ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ ପୂର୍ବରୁ ଭାରତ ଗସ୍ତରେ ଆସିବ ଅଷ୍ଟ୍ରେଲିଆ ।…